Talk To Astrologers

ଓଡ଼ିଆରେ ବୃଷ ରାଶିର ଆସନ୍ତା ମାସର ରାଶିଫଳ - Taurus Next Monthly Horoscope in Odia

April, 2025

ମଈ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ଭଲ ପରିଣାମ ଦେବ। ମଈ ମାସ ଆପଣଙ୍କ ପାଇଁ ବହୁ ମାତ୍ରାରେ ଅନୁକୂଳ ରହିବ।
ମଈ ମାସିକ ରାଶିଫଳ 2025 ଅନୁସାରେ କ୍ୟାରୀଅର ଘରର ସ୍ବାମୀ ଏହି ମାସ ଲାଭ ଘରେ ରହିବେ। ସାମାନ୍ଯ ଭାବରେ ଏହା ଅନୁକୂଳ ସ୍ଥିତି ଅଟେ। ଶନିଙ୍କର ଏହି ସ୍ଥିତି ପୂର୍ବ ମାସରେ ମଧ୍ୟ ଥିଲା ଓ ଆଗାମୀ ମାସ ଗୁଡ଼ିକରେ ଶନି ନିଜର ନକ୍ଷତ୍ରରେ ରହିବେ। ଏହା ଅନୁକୂଳ ସ୍ଥିତି ଅଟେ।
ମଈ ମାସିକ ରାଶିଫଳ 2025 ଅନୁସାରେ,ଶିକ୍ଷା ଦୃଷ୍ଟିରୁ ମଈ ମାସ ସାମାନ୍ଯ ଭାବରେ ହାରାହାରି ରୁ ଭଲଅ ପ୍ରତୀତ ହେଉଛି। ଚତୁର୍ଥ ଘରର ସ୍ବାମୀ ସୂର୍ଯ୍ୟ ମାସର ପ୍ରଥମ ଭାଗରେ ଉଚ୍ଚ ଅବସ୍ଥାରେ ଦ୍ଵାଦଶ ଘରେ ରହିବେ। ଏପରି ସ୍ଥିତିରେ ଘରୁ ଦୂରରେ ରହିହ ପଢ଼ୁଥିବା ବିଦ୍ୟାର୍ଥୀ ଭଲ ପରିଣାମ ପ୍ରାପ୍ତ କରିବେ।
ମଈ ମାସିକ ରାଶିଫଳ 2025 ଅନୁସାରେ ପାରିବାରିକ ମାମଲାରେ ମଈ ମାସରେ ସାମାନ୍ଯ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିପାରେ। ମାସର ଆରମ୍ଭରୁ ନେଇ 7 ମଈ ପର୍ଯ୍ୟନ୍ତ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ଲାଭ ଘରେ ରହିବେ। ଛୋଟ ଛୋଟ ସମସ୍ଯା ପରେ ପାରିବାରିକ ସାମଞ୍ଜସ୍ୟ ଫେରିଆସିବ।
ମଈ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କୁହଯାଏ ତେବେ ଏହି ମାସରେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୁଧ ଦୁଇଥର ସ୍ଥାନ ପରିବର୍ତ୍ତନ କରିବେ। ମାସର ଆରମ୍ଭରୁ ନେଇ 7 ମଈ ପର୍ଯ୍ୟନ୍ତ ବୁଧ ଗ୍ରହ ଲାଭ ଘରେ ଉଚ୍ଚ ଶୁକ୍ରଙ୍କ ସହିତ ନିଚ୍ଚଅବସ୍ଥାରେ ରହିବେ। ଯେକୌଣସି ଭାବରେ ଆପଣଙ୍କର ପ୍ରେମ ଜୀବନ ଅନୁକୂଳ ରହିବ।
କୌଣସି କାମରୁ ଯେତିକି ପଇସା ଆପଣଙ୍କୁ ମିଳିବ ଉଚିତ ସେତିକି ମିଳିବ ନାହିଁ। ଏହା ହୋଇପାରେ ଯେ ଟିକେ ଅପେକ୍ଷା କରିଲେ ଆପଣଙ୍କୁ ସେ ସବୁ ମିଳିବ ଯାହା ଆପଣ ଚାହିଁବେ। ଲାଭ ଘରେ ଗୋଚର କରି ଶୁକ୍ର, ଶନି, ରାହୁ ବିଭିନ୍ନ ମଧ୍ୟମରେ ଲାଭ କରାଇବେ।
ମଈ ମାସିକ ରାଶିଫଳ ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଈ ମାସ ଅପାଙ୍କୁ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବା ପରି ପ୍ରତୀତ ହେଉଛି। ପାଗରେ ପରିବର୍ତ୍ତନ ହେବା ଯୋଗୁଁ ସ୍ବାସ୍ଥ୍ୟ ଖରାପ ହୋଇପାରେ।
ଉପାୟ :
ମଥାରେ ନିୟମିତ ଭାବରେ କେସର ଟିକ ଲଗାନ୍ତୁ।
Call NowTalk to Astrologer Chat NowChat with Astrologer