ଓଡ଼ିଆରେ ଧନୁ ରାଶିର ଆସନ୍ତା ମାସର ରାଶିଫଳ - Sagittarius Next Monthly Horoscope in Odia
June, 2025
ଜୁନ ମସି ରାଶିଫଳ 2025 ଅନୁସାରେ ଏହି ମାସ ଧନୁ ଆସି ଲୋକଙ୍କ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଆପଣଙ୍କର ରାଶିର ସ୍ବାମୀ ବୃହସ୍ପତି ମହାରାଜ ସମ୍ପୂର୍ଣ ମାସ ସପ୍ତମ ଘରେ ରହିବେ କିନ୍ତୁ 9 ଜୁନରୁ ସେ ଅସ୍ତ ଅବସ୍ଥାରେ ରହିବେ। ଏପରି ସ୍ଥିତିରେ ତାଙ୍କର ପ୍ରଭାବରେ କିଛି ଅଭାବ ରହିବ। ବୃହସ୍ପତିଙ୍କର ଶୁଭ ପ୍ରଭାବ କିଛି କମ ହେବ ଯାହା ଫଳରେ ବ୍ୟବସାୟ ଓ ବୈବାହିକ ଜୀବନରେ ଉତ୍ଥାନ-ପତନ ସ୍ଥିତି ଆସିପାରେ।
କ୍ୟାରୀଅର ଦୃଷ୍ଟିରୁ ଏହି ମାସ କିଛି ଭଲ ରହବାର ଆଶା ଅଛି। ଦଶମ ଘରର ସ୍ବାମୀ ବୁଧ ମହାରାଜ ମାସର ଆରମ୍ଭରେ ଆପଣଙ୍କର ଷଷ୍ଠ ଘରେ ସୂର୍ଯ୍ୟ ଦେବଙ୍କ ସହିତ ବିରାଜମାନ ରହିବେ। ଶନି ମହାରାଜ ଚତୁର୍ଥ ଘରେ ବସି ଷଷ୍ଠ ଘରେ ଥିବା ବୁଧ ମହାରାଜଙ୍କୁ ଓ ଦଶମ ଘରକୁ ସମ୍ପୂର୍ଣ ରୂପରେ ଦେଖିବେ ଯାହା ଫଳରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ଯଦି ବିଦ୍ୟାର୍ଥୀଙ୍କ ବିଷୟରେ କହିବ ତେବେ ଏହି ମାସର ଆରମ୍ଭ ଆପଣଙ୍କ ପାଇଁ ଭଲ ହେବ, କିନ୍ତୁ ଆପଣଙ୍କର ଏକାଗ୍ରତା ବାରମ୍ବାର ଭଙ୍ଗ ହେବ। ପଞ୍ଚମ ଘରେ ଶୁକ୍ର ମହାରାଜ ପାଖାପାଖି ସମ୍ପୂର୍ଣ ମାସ ରହିବେ ଓ 29 ତାରିଖରେ ସେ ନିଜର ଷଷ୍ଠ ଘରକୁ ଯିବେ। ପଞ୍ଚମ ଘରର ସ୍ବାମୀ ମଙ୍ଗଳ ମହାରାଜ ମାସର ଆରମ୍ଭରେ ଅଷ୍ଟମ ଘରେ ରହିବେ ଯାହା ତାଙ୍କର ନିଚ୍ଚ ରାଶି କର୍କଟ ହେବ ସେଥିପାଇଁ ଏହି ସମୟରେ ଆପଣଙ୍କୁ ଶାରୀରିକ ସମସ୍ଯା ଓ ଅନ୍ୟ ସମସ୍ଯା ପ୍ରତି ସାବଧାନ ରହିବା ପାଇଁ ପଡ଼ିବ କାରଣ ଏହାର ପ୍ରଭାବ ଆପଣଙ୍କର ପଢ଼ା ଉପରେ ପଡ଼ିପାରେ ଓ ଆପଣଙ୍କୁ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ଏହି ମାସ ପାରିବାରିକ ଜୀବନ ପାଇଁ ଉତ୍ଥାନ-ପତନରେ ଭରି ରହିବ। ଦ୍ଵିତୀୟ ଘରର ସ୍ବାମୀ ଶନି ମହାରାଜ ସମ୍ପୂର୍ଣ ମାସ ଆପଣଙ୍କର ଚତୁର୍ଥ ଘରେ ରହିବେ ଓ ସେଠାରେ ଆପଣଙ୍କର ଷଷ୍ଠ ଘରକୁ ଓ ପ୍ରଥମ ଘରକୁ ଦେଖିବେ। ଚତୁର୍ଥ ଘରର ସ୍ବାମୀ ବୃହସ୍ପତି ମହାରାଜ ଯିଏ ଆପଣଙ୍କର ରାଶିର ସ୍ବାମୀ ମଧ୍ୟ ସମ୍ପୂର୍ଣ ମାସ ସପ୍ତମ ଘରେ ରହିବେ ଓ 9 ଜୁନରୁ ଅସ୍ତ ଅବସ୍ଥାକୁ ଯିବେ, ସେଠାରୁ ସେ ଆପଣଙ୍କର ଏକାଦଶ ଘର, ପ୍ରଥମ ଘର ଓ ତୃତୀୟ ଘରକୁ ଦେଖିବେ।
ଯଦି ଆପଣ କୌଣସି ପ୍ରେମ ସମ୍ବନ୍ଧରେ ଅଛନ୍ତି ତେବେ ଏହି ମାସ ବହୁ ପରିମାଣରେ ଅନୁକୂଳ ରହିବାର ସମ୍ଭାବନା ଅଛି। ପଞ୍ଚମ ଘରର ସ୍ବାମୀ ମଙ୍ଗଳ ମହାରାଜ ମାସର ଆରମ୍ଭରେ ଅଷ୍ଟମ ଘରେ ରହିବେ। ଏହି ସମୟରେ ଆପଣ ନିଜର ପ୍ରେମରେ କିଛି ଦୁଃଖି ରହିବେ ଓ ନିଜର ପ୍ରେମ କୁ ଲୁଚେଇବାକୁ ଚେଷ୍ଟା କରିବେ।
ଯଦି ଆପଣଙ୍କର ଆର୍ଥିକ ସ୍ଥିତିକୁ ଦେଖାଯାଏ ତେବେ ଏହି ମାସ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ। ଦ୍ଵିତୀୟା ଘରର ସ୍ବାମୀ ଶନି ମହରାଜ ସମ୍ପୂର୍ଣ ମାସ ଚତୁର୍ଥ ଘରେ ରହିବେ ଯାହା ଫଳରେ ପାରିବାରିକ ସମ୍ପତି ଦ୍ବାରା ଆପଣଙ୍କୁ ଧନ ଓ ସୁଖ ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କର ମଧ୍ୟ ରୋଜଗାର ଦ୍ବାର ସମ୍ପତିରେ କିଛି ବୃଦ୍ଧି ଦେଖିବାକୁ ମିଳବ।
ଜୁଏ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିରୁ ଟିକେ ଦୁର୍ବଳ ରହିବାର ସମ୍ଭାବନା ଅଛି। 15 ତାରିଖରେ ସୂର୍ଯ୍ୟ ମହାରାଜ ସପ୍ତମ ଘରକୁ ଯିବେ ଯାହା ଦ୍ବାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ କିନ୍ତୁ ରାଶିର ସ୍ବାମୀ ବୃହସ୍ପତି ଦୁର୍ବଳ ହେବା ଯୋଗୁଁ ଛୋଟ ଛୋଟ ସମସ୍ଯା ଲାଗିରହିବ।
ପ୍ରତିକାର
ଆପଣଙ୍କୁ ନିଜର ରାଶିର ସ୍ବାମୀ ବୃହସ୍ପତି ମହାରାଜଙ୍କ ରବୀଜ ମନ୍ତ୍ର ଜପ କରିବା ଉଚିତ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025