ଓଡ଼ିଆରେ ତୁଳା ରାଶିର ଆସନ୍ତା ମାସର ରାଶିଫଳ - Libra Next Monthly Horoscope in Odia
August, 2025
ତୁଳା ରାଶି ଲୋକଙ୍କ ପାଇଁ 2025 ଅଗସ୍ଟ ମାସ ଅନୁକୂଳ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ଏହି ମାସରେ ସୂର୍ଯ୍ୟଙ୍କର ଗୋଚର ଭଲ୍ କୁହାଯାଇଛି। ଏହି ମାସରେ ସୂର୍ଯ୍ୟଙ୍କର ଗୋଚର କ୍ରମଶଃ ଆପଣଙ୍କର ଦଶମ ଓ ଲାଭ ଘରେ ହେବ। ସୂର୍ଯ୍ୟଙ୍କର ଏହି ଦୁଇଟି ଗୋଚକୁ ଭଲ୍ କୁହାଯାଇଛି। ସୂର୍ଯ୍ୟ ସମ୍ପୂର୍ଣ ମାସ ଆପଣଙ୍କୁ ଅନୁକୂଳ ପରିଣାମ ଦେବାର ସଙ୍କେତ ଅଛି। ମଙ୍ଗଳଙ୍କର ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ। ମଙ୍ଗଳ ଏହି ମାସରେ ଅନୁକୂଳ ପରିଣାମ ଦେବାରେ ଅସମର୍ଥ ରହିବେ। ବୁଧଙ୍କର ଗୋଚର ଏହି ମାସରେ ଅଧିକାଂଶ ସମୟ ଆପଣଙ୍କର କର୍ମ ଘରେ ରହିବ।
ଏହି ମାସରେ ଆପଣଙ୍କର କ୍ୟାରୀଅର ସ୍ଥାନରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବୁଧଙ୍କର ଗୋଚର ରହିବ। ଦଶମ ଘରେ ବୁଧଙ୍କର ଗୋଚର ସାମାନ୍ଯ ଭାବରେ ଭଲ୍ ପରିଣାମ ଦେବ ନବୋଲି କୁହାଯାଇଛି ଓ ବୁଧ ଆପଣଙ୍କର ଭାଗ୍ୟ ଘରର ସ୍ବାମୀ ହୋଇ ଦଶମ ଘରେ ଗୋଚର କରିବେ। ଏପରି ସ୍ଥିତିରେ ସେହି ଲୋକଙ୍କୁ ବୁଧ ବିଶେଷ ଲାଭ ଦେବେ ଯିଏ କାମରେ ଅଧିକ ପରିଶ୍ରମ କରନ୍ତି।
ଶିକ୍ଷା ଦୃଷ୍ଟିରୁ ଅଗସ୍ଟ ମାସ ବହୁ ପରିମାଣରେ ଅନୁକୂଳ ପରିଣାମ ଦେଇପାରେ। ଚତୁର୍ଥ ଓ ପଞ୍ଚମ ଘରର ସ୍ବାମୀ ଶନିଙ୍କର ବକ୍ରୀ ହେବା ଶିକ୍ଷା ରାସ୍ତାରେ କିଛି ବାଧା ଦେବେ। ଏହି ମାସରେ ନିଜର ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ନିଜ ଲକ୍ଷ ସ୍ଥଳରେ ପହଞ୍ଚିବା କିଛି କଠିନ ରହିପାରେ କିନ୍ତୁ ପ୍ରୟାସ କରିଲେ ସଫଳତା ମିଳିବ ଓ ଏହି ମାମଲାରେ ଉଚ୍ଚ ଶିକ୍ଷାର କାରକ ବୃହସ୍ପତିଙ୍କର ଆଶୀର୍ବାଦ ଆପଣଙ୍କୁ ମିଳିବ।
ପାରିବାରିକ ମାମଲାରେ ଏହି ମାସରେ ଆପଣଙ୍କୁ ମିଶ୍ରିତ ପରିଣାମ କିମ୍ବା ଦୁର୍ବଳ ପରିଣାମ ମିଳିପାରେ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ମଙ୍ଗଳ ଦ୍ଵାଦଶ ଘରେ ରହିବେ, ଏହା ଏକ ଅନୁକୂଳ ସ୍ଥିତି ନୁହେଁ। ସଦସ୍ୟଙ୍କ ସହିତ କିଛି ମତଭେଦ ହୋଇପାରେ କିମ୍ବା ପରିଜନଙ୍କ ଠାରୁ ଦୂରରେ ରହିବା ପାଇଁ ପଡ଼ିପାରେ। ଏହି ମାସରେ ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ମେନଟେନ ରଖିବା ପାଇଁ ଏକ୍ସଟ୍ରା ଚେଷ୍ଟା କରିବାକୁ ପଡ଼ିବ।
ଅଗସ୍ଟ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କଥା ହେବା ତେବେ ଏହି ମାସରେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ଷଷ୍ଠ ଘରେ ବକ୍ରୀ ଅବସ୍ଥାରେ ରହିବେ। ଷଷ୍ଠ ଘରେ ଶନିଙ୍କର ଗୋଚର ଭଲ୍ କୁହାଯାଏ ଓ ଶନି ମାସର ଅଧିକାଂଶ ସମୟ ବୁଧ ଗ୍ରହଙ୍କର ଉପନକ୍ଷତ୍ରରେ ମଧ୍ୟ ରହିବେ, ଏହା ଅନୁକୂଳ କଥା ଅଟେ।
ଆର୍ଥିକ ମାମଲା ବିଷୟରେ କହିଲେ ଏହି ମାସରେ ଆପଣଙ୍କର ଲାଭ ଘରେ ସ୍ବାମୀ ସୂର୍ଯ୍ୟଙ୍କର ସ୍ଥିତି ବହୁତ ଭଲ ରହିବ। ମାସର ପ୍ରଥମ ଭାଗରେ ସୂର୍ଯ୍ୟ ଦଶମ ଘରେ ରହିବେ। ଆପଣଙ୍କ ଦ୍ବାରା କୌଣସି ନା କୌଣସି କାମ କରାଉଥିବେ ଯାହା ଆପଣଙ୍କୁ ଭଲ ଲାଭ ଦେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଗସ୍ଟ ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। 21 ଅଗସ୍ଟ ପର୍ଯ୍ୟନ୍ତ ଶୁକ୍ରଙ୍କର ଗୋଚର ଅନୁକୂଳ ରହିବ। ପୂର୍ବ ମାସ ତୁଳନାରେ ଏହି ମାସରେ ସ୍ବାସ୍ଥ୍ୟ ଭଲ୍ ରହିବ। ଯଦି ଆପଣଙ୍କୁ ପୂର୍ବରୁ କୌଣସି ଚିନ୍ତା ନାହିଁ ତେବେ ଆପଣ ସସୁସ୍ଥ ରହିବେ ଅର୍ଥାତ ଏହି ମାସରେ କୌଣସି ଚିନ୍ତା ଆସିବ ନାହିଁ।
ଉପାୟ :
ମାଂସ, ମଦ, ଅଣ୍ଡା ଓ ଅଶ୍ଳୀଳତା ଇତ୍ୟାଦିରୁ ଦୂରେଇ ରୁହନ୍ତୁ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025