ଓଡ଼ିଆରେ ବିଛା ରାଶିର ଆସନ୍ତା ମାସର ରାଶିଫଳ - Scorpio Next Monthly Horoscope in Odia
August, 2025
ବିଛା ରାଶି ଲୋକଙ୍କ ପାଇଁ ଅଗସ୍ଟ 2025 ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ହାରାହାରି ରହିବ। ଏହି ମାସରେ ସୂର୍ଯ୍ୟଙ୍କର ଗୋଚର ମାସର ପ୍ରଥମ ଭାଗରେ ଆପଣଙ୍କର ଭାଗ୍ୟ ଘରେ ହେବ। ଏହି ଗୋଚର ଅନୁକୂଳ ନୁହେଁ ତଥାପି ଏହି ଗୋଚର ଆପଣଙ୍କର ବିରୋଧରେ ମଧ୍ୟ ରହିବ ନାହିଁ। ଅର୍ଥାତ ଏହି ଗୋଚରରୁ ମିଶ୍ରିତ ପରିଣାମ ମିଳିବାର ଆଶା ରଖିପାରିବେ।
ଆପଣଙ୍କର କ୍ୟାରୀଅର ସ୍ଥାନର ସ୍ବାମୀ ଏହି ମାସର ପ୍ରଥମ ଭାଗରେ ଆପଣଙ୍କର ଭାଗ୍ୟ ଘରେ ରହିବେ। ଅଗ୍ନି ତତ୍ଵ ଗ୍ରହ ସୂର୍ଯ୍ୟଙ୍କର ଜଳ ତତ୍ଵ ରାଶିରେ ଟାହିବା ଓ ତାହା ମଧ୍ୟ ଭାଗ୍ୟ ସ୍ଥାନରେ ବହୁତ ଅଧିକ ସପୋର୍ଟିଭ ହେବ ନାହିଁ।
ଶିକ୍ଷା ଦୃଷ୍ଟିରୁ ଅଗସ୍ଟ ମାସ ସାମାନ୍ଯ ଦୁର୍ବଳ ରହିବ। ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଶନି ବକ୍ରୀ ଅବସ୍ଥାରେ ପଞ୍ଚମ ଘରେ ରହିବେ, ସାଙ୍ଗରେ ଚତୁର୍ଥ ଘରେ ରାହୁଙ୍କର ଗୋଚର ରହିବ। ଏହି ଦୁଇଟି ସ୍ଥିତି ସବଜେକ୍ଟ ଉପରେ ଫୋକସ କରିବାରେ ବାଧା ଦେବ।
ପାରିବାରିକ ମାମଲାରେ ଅଗସ୍ଟ ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। କୌଣସି ବଡ଼ ସମସ୍ଯାର ଯୋଗ ନାହିଁ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ବୃହସ୍ପତି ଅଷ୍ଟମ ଘରେ ରହିବେ। ଏହା ଅନୁକୂଳ କଥା ନୁହେଁ କିନ୍ତୁ ଅଷ୍ଟମ ଘରେ ରହି ବୃହସ୍ପତି ଦ୍ଵିତୀୟ ଘରକୁ ଦେଖିବେ, ଏହା ଅନୁକୂଳ କଥା ଅଟେ।
ଅଗସ୍ଟ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କୁହଯାଏ ତେବେ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୃହସ୍ପତିଙ୍କର ସ୍ଥିତି ଏହି ମାସରେ ବହୁତ ଭଲ୍ ନାହିଁ କିନ୍ତୁ ଅନୁକୂଳ କଥା ଏହା ଯେ ବୃହସ୍ପତି 21 ଅଗସ୍ଟ ପର୍ଯ୍ୟନ୍ତ ପ୍ରେମର କାରକ ଶୁକ୍ରଙ୍କ ସହିତ ରହିବେ। ଏହି ସ୍ଥିତିରେ ସେ ପ୍ରେମ ସମ୍ବନ୍ଧରେ ଆସୁଥିବା ସମସ୍ଯାକୁ ଦୂର କରିବାରେ ସାହାଜ୍ୟ କରିବେ।
ଆର୍ଥିକ ମାମଲା ବିଷୟରେ କହିଲେ ଏହି ମାସରେ ଆପଣଙ୍କର ଲାଭ ଘରର ସ୍ବାମୀ ବୁଧଙ୍କର ସ୍ଥିତି ଅଧିକ ଦୃଢ଼ ନାହିଁ। ଲାଭ ଘରର ସ୍ବାମୀଙ୍କ ଦ୍ୱର ଏହି ମାସରେ ଆର୍ଥିକ ମାମଲାରେ କୌଣସି ବିଶେଷ ସାହାଜ୍ୟ କରିବ ନାହିଁ କିନ୍ତୁ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଗ୍ରହ ମଙ୍ଗଳ ଲାଭ ଘରେ ଗୋଚର କରିବେ। ପୁରୁଷାର୍ଥୀ ବ୍ୟକ୍ତି କୌଣସି ନା କୌଣସି ପ୍ରକାରରେ ଭଲ୍ ଲାଭ ପ୍ରାପ୍ତ କରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଗସ୍ଟ ମାସ ଆପଣଙ୍କୁ ସାମାନ୍ଯ ଭାବରେ ଭଲ୍ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ଯଦି ଆପଣଙ୍କୁ ପୂର୍ବରୁ ହୃଦୟ, ପେଟ କିମ୍ବା ଫୁସଫୁସ ଇତ୍ୟାଦି ସହିତ ସମ୍ବନ୍ଧିତ କୌଣସି ସମସ୍ଯା ଅଛି ତେବେ ତାହାର ଚିକିତ୍ସା ଠିକ ସମୟରେ ଠିକ ଢଙ୍ଗରେ କରିବା ଉଚିତ ହେବ କିନ୍ତୁ ଲଗ୍ନ କିମ୍ବା ରାଶିର ସ୍ବାମୀ ମଙ୍ଗଳଙ୍କର ଲାଭ ଘରେ ଗୋଚର ଏହି କଥାର ସଙ୍କେତ ଦେଉଛଇ ଯେ କୌଣସି ରୋଗ ନ ହେବାର ସମ୍ଭାବନା ଅଛି।
ଉପାୟ :
ନିୟମିତ ଭାବରେ ଗଣେଶଙ୍କର ପୂଜା କରନ୍ତୁ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025