ଓଡ଼ିଆରେ ମୀନ ରାଶିର ଆସନ୍ତା ମାସର ରାଶିଫଳ - Pisces Next Monthly Horoscope in Odia
August, 2025
ମୀନ ରାଶି ଲୋକଙ୍କ ପାଇଁ ଅଗସ୍ଟ 2025 ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଦେବା ଭଳି ପ୍ରତୀତ ହେଉଛଈ। ବେଳେ ବେଳେ ପରିଣାମ ଏଭାରେଜ ରୁ ଦୁର୍ବଳ ମଧ୍ୟୟ ରହିପାରେ। ସୂର୍ଯ୍ୟଙ୍କର ଗୋଚର ମାସର ପ୍ରଥମ ଭାଗରେ ପଞ୍ଚମ ଘରେ କର୍କଟ ରାଶିରେ ହେବ। ଏହି ସ୍ଥିତି ଅନୁକୂଳ ପରିଣାମ ଦେବାରେ ଅସମର୍ଥ ହେବ। ମାସର ଦ୍ଵିତୀୟ ଭାଗରେ ସୂର୍ଯ୍ୟ ସାମାନ୍ଯ ଭାବରେ ଆପଣଙ୍କୁ ଦୃଢ଼ କରିବେ ଓ ଯଥାସମ୍ଭବ ଅନୁକୂଳ ପରିଣାମ ଦେବେ।
ଆପଣଙ୍କର କ୍ୟାରୀଅର ସ୍ଥାନର ସ୍ବାମୀ ଗ୍ରହ ବୃହସ୍ପତି ଏହି ମାସରେ ମଧ୍ୟ ପୂର୍ବ ମାସ ପରି ଆପଣଙ୍କର ଚତୁର୍ଥ ଘରେ ମିଥୁନ ରାଶିରେ ରହିବେ। ବୃହସ୍ପତିଙ୍କ ପାଇଁ ଏହା ଅନୁକୂଳ ସ୍ଥିତି ନୁହେଁ କିନ୍ତୁ ବୃହସ୍ପତି କୌଣସି ନକରାତ୍ମକ ପରିଣାମ ମଧ୍ୟ ଦେବେ ନାହିଁ। କ୍ୟାରୀଅର ସ୍ଥାନର ସ୍ବାମୀ ହୋଇ କ୍ୟାରୀଅର ସ୍ଥାନକୁ ଦେଖିବା ଯୋଗୁଁ ପରିଶ୍ରମ ଅନୁଯାୟୀ ପରିଣାମ ଦେବେ।
ଶିକ୍ଷା ଦୃଷ୍ଟିରୁ ଅଗସ୍ଟ ମାସ ସାମାନ୍ଯ ଭାବରେ ମିଶ୍ରିତ ପରିଣାମ ଦେବ। ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ବୁଧ ଗ୍ରହ ମାସର ଅଧିକାଂଶ ସମୟ ଆପଣଙ୍କର ପଞ୍ଚମ ଘରେ ରହିବେ। ଗୋଚରଶାସ୍ତ୍ରର ନିୟମଅନୁସାରେ ଏହି ସ୍ଥିତି ବୁଦ୍ଧିକୁ ଭ୍ରମିତ କରିବ।
ପାରିବାରିକ ମାମଲାରେ ଅଗଷ୍ଟ ମାସ ସାମାନ୍ଯ ଭାବରେ ଆପଣଙ୍କୁ ହାରାହାରି ଲେଭେଲର ପରିଣାମ ଦେବା ଭଳି ପ୍ରତୀତ ହେଉଛି। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ମଙ୍ଗଳ ଏହି ମାସରେ ଆପଣଙ୍କର ସପାତ୍ମ ଘରେ ରହିବେ ଓ ଶନି ଗ୍ରହ ତାଙ୍କୁ ଦେଖିବେ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀଙ୍କର ସ୍ଥିତି ଏହି ମାସରେ ଠିକ ନାହିଁ।
ଅଗସ୍ଟ ମାସ ପାଇଁ ଯଦି ଆମେ ପ୍ରେମ ସମ୍ବନ୍ଧ ବିଷୟରେ କଥା ହେବା ତେବେ ଏହି ମାସରେ ଆପଣଙ୍କର ପଞ୍ଚମ ଘରେ ବୁଧ ଗ୍ରହଙ୍କର ଗୋଚର ସମ୍ପୂର୍ଣ ମାସ ରହିବ। ଯାହା ପାରସ୍ପରିକ ବିବାଦ କରାଇପାରେ।
ଆର୍ଥିକ ମାମଲା ବିଷୟରେ କହିଲେ ଏହି ମାସରେ ଆପଣଙ୍କର ଲାଭ ଘରର ସ୍ବାମୀ ଶନି ଦେବ ପୂର୍ବ ମାସ ପରି ଆପଣଙ୍କର ପ୍ରଥମ ଘରେ ରହିବେ। ସାଙ୍ଗରେ ଶନି ଗ୍ରହ ନିଜର ନକ୍ଷତ୍ରରେ ରହିବେ ଓ ମାସର ଅଧିକାଂଶ ସମୟ ବୁଧ ଗ୍ରହଙ୍କର ନକ୍ଷତ୍ରରେ ରହିବେ ଅର୍ଥାତ ସ୍ବୟଂ ଶନି କିମ୍ବା ଶନିଙ୍କଊ ପ୍ରଭାବିତ କରୁଥିବା ଗ୍ରହ ବହୁତ ଅନୁକୂଳ ସ୍ଥିତିରେ ନାହାନ୍ତି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଗସ୍ଟ ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ଆପଣଙ୍କର ଲଗ୍ନ କିମ୍ବା ରାଶି ଅର୍ଥାତ ପ୍ରଥନ ଘର ଉପରେ ଶନି ମଙ୍ଗଳଙ୍କର ସଂଯୁକ୍ତ ପ୍ରଭାବ ରହିବ ଯାହା ଦ୍ବାରା ସ୍ବାସ୍ଥ୍ୟ ଦୃଷ୍ଟିରୁ ଭଲ କୁହାଯିବ ନାହିଁ।
ଉପାୟ:
କନ୍ୟାଙ୍କର ପୂଜା କରନ୍ତୁ ଓ ତାଙ୍କୁ ନାଲି ରଙ୍ଗର ମିଠା ବାଣ୍ଟନ୍ତୁ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025