ଓଡ଼ିଆରେ ସିଂହ ରାଶିର ଆସନ୍ତା ମାସର ରାଶିଫଳ - Leo Next Monthly Horoscope in Odia
June, 2025
ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ଆପଣଙ୍କ ପାଇଁ ଅନେକ ମାମଲାରେ ଅନୁକୂଳ ରହିବାର ସମ୍ଭାବନା ଅଛି। ସମ୍ପୂର୍ଣ ମାସ ଆପଣଙ୍କର ରାଶିରେ କେତୁ ମହାର୍ଜ ବିରାଜମାନ ରହି ଆପଣଙ୍କୁ ନିଜ ପର୍ଯ୍ୟନ୍ତ ସୀମିତ ରଖିବେ। ଆପଣ ଗହନ ଚିନ୍ତାରେ ଓ ଗହନ ଭାବନାରେ ରହିବେ।
କ୍ୟାରୀଅର ଦୃଷ୍ଟିରୁ ଏହି ମାସ ଭଲ ରହିବାର ସମ୍ଭାବନା ଅଛି। ଦଶମ ଘରେ ମାସର ଆରମ୍ଭରେ ସୂର୍ଯ୍ୟ ପ ବୁଧ ମିଶି ବୁଧାଦିତ୍ୟ ଯୋଗ ତିଆରି କରିବେ ଯାହା ଆପଣଙ୍କୁ ଚାକିରିରେ ଭଲ ସ୍ଥିତି ପ୍ରଦାନ କରିବ। ଆପଣ ନିଜର ବୁଦ୍ଧି ଓ ନିଜର ଦକ୍ଷତାର ପରିଚୟ ସମୟ ସମୟରେ ଦେଉଥିବେ ଯାହା ଦ୍ବାରା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଦୃଢ଼ ହେବ।
ଯଦି ବିଦ୍ୟାର୍ଥୀଙ୍କ ବିଷୟରେ କହିବା ତେବେ ଏହି ମାସ ଆପଣଙ୍କ ପାଇଁ ଭଲ ଖବର ଆଣିବ। ପଞ୍ଚମ ଘରର ସ୍ବାମୀ ବୃହସ୍ପତି ମହାରାଜ ସମ୍ପୂର୍ଣ ମାସ ଏକାଦଶ ଘରେ ବସି ପଞ୍ଚମ ଘରକୁ ଦେଖିବେ ଯାହା ଦ୍ବାରା ଆପଣଙ୍କର ଶିକ୍ଷାରେ ଅନେକ ସମସ୍ଯା ଉତ୍ପନ୍ନ ହେବ। ଅଷ୍ଟମ ଘରେ ବସି ଶନି ମହାରାଜ ତାଙ୍କର ଦୃଷ୍ଟି ପଞ୍ଚମ ଘରେ ପକାଇ ଆପଣଙ୍କର ପରୀକ୍ଷା ନେବେ।
ଏହି ମାସ ପାରିବାରିକ ଜୀବନ ପାଇଁ ଅନୁକୂଳ ରହିବାର ସମ୍ଭାବନା କହି କିନ୍ତୁ ମାସର ଆରମ୍ଭ ଟିକେ ଦୁର୍ବଳ ହେବ କାରଣ ଚତୁର୍ଥ ଘରର ସ୍ବାମୀ ମଙ୍ଗକ ମହାରାଜ ମାସର ଆରମ୍ଭରେ ଦ୍ଵିତୀୟ ଘରେ ରହିବେ।
ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କହିବ ତେବେ ଆପଣଙ୍କ ପାଇଁ ମାସ ବହୁତ ଭଲ ରହିବ। ଜୁଏନ ଆସିକ ରାଶିଫଳ 2025 ଅନୁସାରେ ପଞ୍ଚମ ଘରର ସ୍ବାମୀ ବୃହସ୍ପତି ମହାରାଜ ଏକାଦଶ ଘରେ ସମ୍ପୂର୍ଣ ମାସ ରହି ପଞ୍ଚମ ଘରକୁ ଦେଖିବେ ଯାହା ଦ୍ବାରା ଆପଣଙ୍କର ପ୍ରେମ ପ୍ରଗାଢ଼ ହେବ।
ଯଦି ଆର୍ଥିକ ସ୍ଥିତିକୁ ଦେଖାଯାଏ ତେବେ ଏହି ମାସର ଆରମ୍ଭ ଆପଣଙ୍କ ଆଇନ ମଧ୍ୟମ ଧରଣର ରହିବ। ଏକାଦଶ ଘରେ ସମ୍ପୂର୍ଣ ମାସ ବୃହସ୍ପତି ମହାରାଜ ବିରାଜମାନ ରହି ଆପଣଙ୍କର ରୋଜଗାର ବଢ଼ାଇବେ। ଆପଣଙ୍କୁ ଏକ ରୁ ଅଧିକ ମାଧ୍ୟମରୁ ଧନ ପ୍ରାପ୍ତଈ ହେବ ଯାହା ଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ଦିନକୁ ଦିନ ସୁଧାର ହେବ। କିନ୍ତୁ ମାସର ଆରମ୍ଭରେ ମଙ୍ଗଳ ମହାରାଜ ଦ୍ଵାଦଶ ଘରେ ରହିବେ ଓ ସମ୍ପୂର୍ଣ ମାସ ାତମ ଘରେ ରହିବେ ଯାହା ଦ୍ବାରା ରୋଜଗାରରେ ଉତ୍ଥାନ-ପତନ ରହିବ କାରଣ ଖର୍ଚ୍ଚ ବଢ଼ିବ।
ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିରୁ ଉତ୍ଥାନ-ପତନରେ ଭରି ରହିବାର ସମ୍ଭାବନା ଅଛି । ସମ୍ପୂର୍ଣ ମାସ ଆପଣଙ୍କର ରାଶିରେ କେତୁ ମହାରାଜ ରହିବେ ଯାହା ସ୍ବାସ୍ଥ୍ୟକୁ ଦୁର୍ବଳ କରିବେ। ଏହା ବ୍ୟତୀତ ମାସର ଆରମ୍ଭରେ ମଙ୍ଗଳ ମହାରାଜ ଆପଣଙ୍କର ଦ୍ଵାଦଶ ଘରେ ନିଜର ନିଚ୍ଚ ରାଶି କର୍କଟରେ ରହିବେ ସେଥିପାଇଁ ଯାନ ଚଳାଇବା ସମୟରେ ସାବଧାନ ରହିବାକୁ ପଡ଼ିବ ନଚେତ ଦୁର୍ଘଟଣା ହୋଇପାରେ।
ପ୍ରତିକାର
କୌଣସି ମନ୍ଦିରରେ ପତାକା ଲଗାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025