ଓଡ଼ିଆରେ ବୃଷ ରାଶିର ମାସିକ ରାଶିଫଳ - Taurus Monthly Horoscope in Odia
July, 2025
ବୃଷ ରାଶି ଲୋକଙ୍କ ପାଇଁ ଜୁଲାଇ 2025 ମାସ ସାମାନ୍ଯ ଭାବରେ ବହୁ ମାତ୍ରାରେ ଅନୁକୂଳ ପରିଣାମ ଦେଉଥିବାର ସଙ୍କେତ ଅଛି। ଯଦିଓ ଏହି ମାସରେ କିଛି ଗ୍ରହଙ୍କର ସପୋର୍ଟ ରହିବ ନାହିଁ କିନ୍ତୁ ଅଧିକାଂଶ ଗ୍ରହ ଅନୁକୂଳ ପରିଣାମ ଦେବେ। ଏହାର ଲାଭ ଏହି ମାସରେ ଆପଣ ଦେଖିବାକୁ ପାଇବେ।
ଆପଣଙ୍କର କ୍ୟାରୀଅର ଘରର ସ୍ବାମୀ ପୂର୍ବ ମାସରେ ମଧ୍ୟ ଲାଭ ଘରେ ରହିବେ। ଏପରି ସ୍ଥିତିରେ ଆମେ ଶନିଙ୍କର ନକ୍ଷତ୍ର ଉପରେ ନଜର ପକାଇବା। ଏହି ମାସ ଶନି ନିଜର ନକ୍ଷରରେ ତଥା କେତୁଙ୍କର ଉପନକ୍ଷତ୍ରରେ ରହିବେ। ସାମାନ୍ଯ ଭାବରେ ଏହା ମଧ୍ୟ ଅନୁକୂଳ ସ୍ଥିତି କୁହାଯାଇ ପଡ଼ିବ। କିନ୍ତୁ 13 ଜୁଲାଇରୁ ଶନି ଗ୍ରହ ବକ୍ରୀ ହେବେ। ଏହା ଅନୁକୂଳ ସ୍ଥିତି ନୁହେଁ।
ଶିକ୍ଷା ଦୃଷ୍ଟିରୁ ଜୁଲାଇ ମାସ ସାମାନ୍ଯ ଭାବରେ ମିଶ୍ରିତ ପରିଣାମ ଦେବେ। ପ୍ରାଥମିକ ଶିକ୍ଷାର କାରକ ଗ୍ରହ ବୁଧ ଏହି ମାସରେ ବହୁତ ଭଲ ସ୍ଥିତିରେ ନାହାନ୍ତି। ପ୍ରାଥମିକ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀ ଏହି ମାସରେ ମିଳିବାକୁ ଥିବା ପରିଣାମରେ ସନ୍ତୁଷ୍ଟ ରହିବେ ନାହିଁ।
ପାରିବାରିକ ମାମଲାରେ ଜୁଲାଇ ମାସରେ ସାମାନ୍ଯ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିପାରେ। ଏହି ପରିଣାମ ହାରାହାରି ରହିବ କିମ୍ବା କିଛି ମାତ୍ରାରେ ଭଲ ରହିପାରିବ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ବୁଧ ଗ୍ରହଙ୍କର ସପୋର୍ଟ ଏହି ମାସରେ ଆପଣଙ୍କୁ ବହୁତ ଅଧିକ ମିଳିବ ନାହିଁ କିନ୍ତୁ ଦ୍ଵିତୀୟ ଘରେ ଗୋଚର କରୁଥିବା ବୃହସ୍ପତି ସବୁ କିଛି ସନ୍ତୁଳିତ ରଖିପାରିବେ।
ଜୁଲାଇ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କହିବା ତେବେ ଏହି ମାସରେ ଅପନଙ୍କର ପଞ୍ଚମ ଘରର ସ୍ବାମୀ ବୁଧ ଗ୍ରହଙ୍କର ସ୍ଥିତି ବହୁତ ଭଲ ନାହିଁ। ବୁଧ ଗ୍ରହ ଆପଣଙ୍କୁ ସପୋର୍ଟ କରିବେ ନାହିଁ କି ବିରୋଧ କରିବେ ନାହିଁ। ବୁଧ ଗ୍ରହ ଆପଣଙ୍କର ତୃତୀୟ ଘରେ ଜଳ ତତ୍ଵ ରାଶିରେ ରହିବେ ଯାହା ଫଳରେ ମସ୍ତିକ ସବୁବେଳେ ଭାରି ଲାଗିବ।
ଆର୍ଥିକ ମାମଲା ବିଷୟରେ କହିଲେ ଏହି ମାସରେ ଆପଣଙ୍କର ଲାଭ ଘରର ସ୍ବାମୀ ବୃହସ୍ପତି ଗ୍ରହ ସାମାନ୍ଯ ଭାବରେ ଅନୁକୂଳ ସ୍ଥିତିରେ ରହିବେ। ବୃହସ୍ପତି ଏହି ମାସରେ ରାହୁଙ୍କର ନକ୍ଷରରେ ଓ ରାହୁ ଆପଣଙ୍କର କର୍ମ ସ୍ଥାନରେ ରହିବେ। ଏହି ସ୍ଥିତିରେ ଆମେ କହି ପାରିବା ଯେ ଆପଣ ନିଜର ପରିଶ୍ରମର ସଦୁପଯୋଗ କରି ଭଲ ପରିଣାମ ପ୍ରାପ୍ତ କରିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଜୁଲାଇ ମାସ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଶୁକ୍ରଙ୍କର ସ୍ଥିତି ବହୁତ ଭଲ ରହିବ। ମାସର ଅଧିକାଂଶ ସମୟ ଅର୍ଥାତ 26 ଜୁଲାଇ ପର୍ଯ୍ୟନ୍ତ ଲଗ୍ନ କିମ୍ବା ରାଶିର ସ୍ବାମୀ ହୋଇ ଶୁକ୍ର ନିଜର ରାଶିରେ ରହିବେ। ସେ ଆପଣଙ୍କୁ ସୁରକ୍ଷିତ ରଖିବେ।
ଉପାୟ :
ବର ଗଛ ମୂଳରେ ମିଠା କ୍ଷୀର ଚଢ଼ାନ୍ତୁ ଓ ସେଠାରୁ ଓଦା ମାଟି ନେଇ ନିଜର ନାଭିରେ ଲଗାନ୍ତୁ।
Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025