ଓଡ଼ିଆରେ ମୀନ ରାଶିର ଆସନ୍ତା ମାସର ରାଶିଫଳ - Pisces Next Monthly Horoscope in Odia
April, 2025
ମଈ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ହାରାହାରି ପରିଣାମ ଦେବ। ସୂର୍ଯ୍ୟଙ୍କର ଗୋଚର ଏହି ମାସର ପ୍ରଥମ ଭାଗରେ ହେବ ଓ ସେ ଉଚ୍ଚ ଅବସ୍ଥାରେ ରହିବେ।
ଆପଣଙ୍କର କ୍ୟାରୀଅର ଘରର ସ୍ବାମୀ ଏହି ମାସ କ୍ରମଶଃ ତୃତୀୟ ଓ ଚତୁର୍ଥ ଘରେ ରହିବେ। ସାମାନ୍ଯ ଭାବରେ ଏହାକୁ ଅନୁକୂଳ ସ୍ଥିତି କୁହାଯିବ ନାହିଁ କିନ୍ତୁ ଆମେ ଏହାକୁ ପ୍ରତିକୂଳ ସ୍ଥିତି ମଧ୍ୟ କହିପାରିବା ନାହିଁ। ଏହି ମାସରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳୁଥିବା ପ୍ରତି ହେଉଛି। ବ୍ୟବସାୟ ଦୃଷ୍ଟିରୁ ମାସ ଟିକେ ଦୁର୍ବଳ ରହିବ। କେଉଁଠାରେ ନିବେଶ କରିବା ପାଇଁ ଇଚ୍ଛା ହୋଇପାରେ କିନ୍ତୁ ମନରେ ସନ୍ଦେହ ବଢ଼ିପାରେ।
ମଈ ମାସିକ ରାଶିଫଳ 2025 ଅନୁସାରେ ଶିକ୍ଷା ଦୃଷ୍ଟିରୁ ଏହି ମାସ ସାମାନ୍ଯ ଭାବରେ ହାରାହାରି ପରିଣାମ ଦେଇପାରେ। କିନ୍ତୁ ହାରାହାରି ପରିଣାମ ପ୍ରାପ୍ତ କରିବା ପାଇଁ ମଧ୍ୟ ଆପଣଙ୍କୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ।
ମଈ ମାସିକ ରାଶିଫଳ 2025 ଅନୁସାରେ ପାରିବାରିକ ମାମଲାରେ ମଈ ମାସ ସାମାନ୍ଯ ଭାବରେ ଆପଣଙ୍କୁ ଟିକେ ଦୁର୍ବଳ ପରିଣାମ ଦେଇପାରେ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ମଙ୍ଗଳ ଗ୍ରହ ଏହି ସମ୍ପୂର୍ଣ ମାସ ନିଚ୍ଚ ଅବସ୍ଥାରେ ଆପଣଙ୍କର ପଞ୍ଚମ ଘରେ ରହିବେ, ଯାହା ଘରର ସଦସ୍ୟଙ୍କ ମଧ୍ୟରେ କିଛି ଚିନ୍ତା ବଢ଼ାଇପାରନ୍ତି।
ମଈ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କଥା ହେବା ତେବେ ଏହି ମାସରେ ନିଚ୍ଚ ଅବସ୍ଥାରେ ମଙ୍ଗଳଙ୍କର ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ ଯାହା ପ୍ରେମ ସମ୍ବନ୍ଧରେ କିଛି ଭୁଲ ବୁଝାମଣା କିମ୍ବା ସମସ୍ଯା ଦେବାର କାମ କରିପାରେ। କୌଣସି ତୃତୀୟ ବ୍ୟକ୍ତିକୁ ନେଇ ପାରସ୍ପରିକ ଯୁକ୍ତିତର୍କ ହୋଇପାରେ। ଭଲ ହେବ ଏହି ଅବଧିରେ ପରସ୍ପର କୁ ଭଲ ଭାବରେ ବୁଝାବା ପାଇଁ ଚେଷ୍ଟା କରନ୍ତୁ। କାରଣ ଚିନ୍ତାର କାରଣ ଏତେ ବଡ଼ ନଥିବ ଯେତେ ବଡ଼ ଆପଣ ଭାବୁଥିବେ।
ମଈ ମାସିକ ରାଶିଫଳ 2025 ଅନୁସାରେ ଆର୍ଥିକ ମାମଲାରେ ଏହି ମାସ ଆପଣଙ୍କର ଲାଭ ଘରର ସ୍ବାମୀ ଶନି ପ୍ରଥମ ଘରେ ନିଜର ନକ୍ଷତ୍ରରେ ରହିବେ। ସାମାନ୍ଯ ଭାବରେ ଏହା ଅନୁକୂଳ ସ୍ଥିତି ନୁହେଁ କିନ୍ତୁ ଲାଭର ପ୍ରଥମ ଘର ସହିତ କନେକ୍ସନ ପରିଶ୍ରମ ଅନୁଯାୟୀ କମ ହେଲେ ମଧ୍ୟ କିଛି ଲାଭ କରାଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମଈ ମାସ ଆପଣଙ୍କୁ ହରାଜରି ପରିଣାମ ଦେଇପାରେ। ମାସର ପ୍ରଥମ ଭରେ ଆପଣଙ୍କର ପ୍ରଥମ ଘରେ ରାହୁ କେଟଉ ଓ ଶନି ପରି ଗ୍ରହଙ୍କର ପ୍ରଭାବ ରହିବ। ଯାହା ସ୍ବାସ୍ଥ୍ୟ ଦୃଷ୍ଟିରୁ ପ୍ରତିକୂଳ ପରିଣାମ ଦେଇପାରେ।
ଉପାୟ :
ନିୟମିତ ଭାବରେ ନିମ୍ବ ଗଛରେ ପାଣି ଦିଅନ୍ତୁ।