ଓଡ଼ିଆରେ ମକର ରାଶିର ଆସନ୍ତା ମାସର ରାଶିଫଳ - Capricorn Next Monthly Horoscope in Odia
May, 2025
ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ମକର ରାଶି ଲୋକଙ୍କ ପାଇଁ ହାରାହାରି ଭାବରେ ଫଳଦାୟୀ ରହିବ। ଏହି ମାସରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ଆପଣଙ୍କର ରାଶିର ସ୍ବାମୀ ଶନି ମହାରାଜ ସମ୍ପୂର୍ଣ ମାସ ତୃତୀୟ ଘରେ ରହିବେ। ଆପଣଙ୍କ ଭିତରେ ଅଳସୁଆମୀ ରହିବ, କିନ୍ତୁ ଯଦି ଆପଣ ତଯ=କୁ ଦୂର କରିବେ ତେବେ ଆପଣଙ୍କର କାମ ହୋଇପାରିବ।
କ୍ୟାରିଆର ଦୃଷ୍ଟିରୁ ଏହି ମାସ ଉତ୍ଥାନ-ପତନରେ ବାରି ରହିବ। ଦଶମ ଘରର ସ୍ବାମୀ ଶୁକ୍ର ମହାର୍ଜ 29 ତାରିଖ ପର୍ଯ୍ୟନ୍ତ ଚତୁର୍ଥ ଘରେ ରହିବ ଦଶମ ଘର ଉପରେ ସମ୍ପୂର୍ଣ ଭାବରେ ଦୃଷ୍ଟି ପକାଇବେ ଓ ଆପଣଙ୍କୁ ନିଜର କାର୍ଯ୍ୟରେ ଦୃଢ଼ କରିବେ। ଆପଣ ନିଜର ଚକିରରେ ଦକ୍ଷ ହେବେ। ସବୁ କାମ ଠିକ ଭାବରେ କରିବେ ଓ ଏହା ଦ୍ବାରା ଚାକିରିରେ ଆପଣଙ୍କର ସ୍ଥିତି ଦୃଢ଼ ହୋଇଚାଲିବ।
ଯଦି ବିଦ୍ୟାର୍ଥୀଙ୍କ ବିଷୟରେ କହିବା ତେବେ ଆପଣଙ୍କ ପାଇଁ ମାସର ଆରମ୍ଭ ବହୁତ ଅନୁକୂଳ ରହିବ। ପଞ୍ଚମ ଘରେ ବିଦ୍ଧ ଓ ସୂର୍ଯ୍ୟ ମହାରାଜ ରହି ବୁଧାଦିତ୍ୟ ଯୋଗ ତିଆରି କରିବେ ଯାହା ଆପଣଙ୍କର ବିଚାର ଶକ୍ତି, ସ୍ମୃତି ଓ ମେଧାକୁ ବଢ଼ାଇବ ଯାହା ଫଳରେ ଆପଣ ପଢ଼ାରେ ଅଧିକ ଧ୍ୟାନ ଦେଇପାରିବେ। ଏପରି କରି ଆପଣ ଶିକ୍ଷାରେ ଇଚ୍ଛାନୁଯାୟୀ ପରିଣାମ ପ୍ରାପ୍ତ କରିବେ।
ଏହି ମାସ ପାରିବାରିକ ଜୀବନ ପାଇଁ ଅନୁକୂଳ ରହିବ। ଚତୁର୍ଥ ଘରେ 29 ତାରିଖ ପର୍ଯ୍ୟନ୍ତ ଶୁକ୍ର ମହାରାଜ ରହିବେ ଓ ପାରିବାରିକ ଜୀବନରେ ଖୁସି ଆଣିବେ। ପରିବାରରେ ଖୁସି ରହିବ।
ଯଦି ଆପଣ କୌଣସି ପ୍ରେମ ସମ୍ବନ୍ଧରେ ଅଛନ୍ତି ତେବେ ଆପଣଙ୍କ ପାଇଁ ମାସର ଆରମ୍ଭ ବହୁତ ଭଲ ରହିବ। ସୂର୍ଯ୍ୟ ଓ ବୁଧ ବୁଧାଦିତ୍ୟ ଯୋଗ ପଞ୍ଚମ ଘରେ ତିଆରି କରିବେ ଯାହା ଫଳରେ ଆପଣ ନିଜର ପ୍ରିୟତମର ବୁଦ୍ଧି ଦ୍ବାରା ପ୍ରଭାବିତ ହେବେ। ଏହି କଥା ତାଙ୍କୁ ପସନ୍ଦ ଆସିବ।
ଯଦି ଆପଣଙ୍କର ଅରଠି ସ୍ଥିତି ଦେଖାଯାଏ ତେବେ ଆପଣଙ୍କ ପାଇଁ ଏହି ମାସ ଉତ୍ଥାନ-ପତନରେ ଭରି ରହିବ। ମାସର ଆରମ୍ଭରେ ବୁଧ ଓ ସୂର୍ଯ୍ୟ ମହାରାଜ ପଞ୍ଚମ ଘରେ ବସି ଏକାଦଶ ଘରକୁ ଦେଖିବେ ଯାହା ଫଳରେ ଆପଣଙ୍କର ରୋଜଗାର ବଢ଼ିବ। ଏହା ଦ୍ବାରା ଆପଣଙ୍କର ରୋଜଗାର ନିରନ୍ତର ବଢ଼ିବ।
ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିରୁ ଦୁର୍ବଳ ରହିବାର ସମ୍ଭାବନା ଅଛି। ରାଶିର ସ୍ବାମୀ ଶନି ମହାରାଜ ସମ୍ପୂର୍ଣ ମାସ ତୃତୀୟ ଘରେ ରହିବେ ଯାହା ଆପଣଙ୍କର ସ୍ବାସ୍ଥ୍ୟକୁ ଉତ୍ତମ ରଖିବ।
ପ୍ରତିକାର
ରାଶିର ସ୍ବାମୀ ଶନି ମହାରାଜଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।