ବାର୍ଷିକ ରାଶିଫଳ 2020: Yearly Odia Horoscope 2020

କଣ ଆପଣ ଏବର୍ଷ ସଫଳତା ପାଇବେ ନା ଭଲ ସମୟର ଆସିବାର ଅପେକ୍ଷା କରିବାକୁ ପଡ଼ିବ? ଆମର ବାର୍ଷିକ ଜାତକ ରାଶିଫଳ 2020 ପଢ଼ିକି ଜଣାନ୍ତୁ, ଏମିତି କିଛି ଅନୁତ୍ତରିତ ପ୍ରଶ୍ନର ଉତ୍ତର| ଆପଣଙ୍କ ଜୀବନର ଆଗାମୀ ସମୟରେ ପ୍ରତେକ ଟି ଘଟଣା,ଯାହା ଭି ଘଟି ପାରେ ସବୁ ବୈଦିକ ଜ୍ୟୋତିଷ ଶାସ୍ତ୍ର" ଅନୁଯାଇ ଏଇ ବିବରଣୀରେ ଲେଖା ଅଛି| ଆପଣ ଆଗାମୀ 2020 ମସିହାରେ ,ବିଭିନ କ୍ଷେତ୍ର ବିଷୟରେ ଜାଣିପାରିବେ ଯେମିତିକି ଆପଣଙ୍କ ପେଶା,ଚାକିରୀ, ସମ୍ପଦ,ଧନ,ସ୍ୱାସ୍ଥ୍ୟ,ଶିକ୍ଷା, ପରିବାର ଇତ୍ୟାଦି| ସବୁ ଗ୍ରହ ନକ୍ଷେତ୍ର 12ଟା ରାଶି ଉପରେ ସ୍ତିତ କରନ୍ତି|

ପ୍ରତ୍ୱେକଟି ରାଶିର ବିଭିନ ନିର୍ଦ୍ଦେଶନାମା ସ୍ୱାମୀ ଥାନ୍ତି, ଯାହା ବ୍ୟକ୍ତିଙ୍କର ଜୀବନ ଉପରେ ସିଧା ପ୍ରଭାବ ପକାନ୍ତି|ଏଇ ଅବସ୍ଥାରେ ଆମର ନିହାତି ଜାଣିବା ଦରକାର କି, ରାଶିର ବିବିଧ ବିନ୍ୟାସ ଓ ଗ୍ରହଙ୍କ ସଂଯୋଗ ଯୋଗୁ ଘଟିବା ଘଟଣା ଗୁଡ଼ିକ ଆମ ଉପରେ ଭିବିନ ଭାଗରେ ସକାରାତ୍ମକ" କି ନକାରାତ୍ମକ" ପ୍ରଭାବ ପକୋଉଛନ୍ତି| ଆମେ ଆପଣଙ୍କୁ ଜଣେଇବୁକି କେଉଁ ଜୀବନର ଭାଗ ସମ୍ବନ୍ଧରେ ଆପଣଙ୍କୁ କିଛି କାର୍ଯ୍ୟ କି ପ୍ରତିକାର କରିବାକୁ ପଡ଼ି ପାରେ? ଅବର୍ଷ 2020ରେ କଣ ପରିବର୍ତ୍ତନ ଓ ଆହ୍ୱାନ"ର ଆପଣ ସମ୍ମୁଖୀନ ହୋଇ ପାରନ୍ତି? କେଉଁ ରାଶି ଗୁଡ଼ିକ ଅବର୍ଷ 2020ରେ ଉତ୍ତମ ଫଳ ପ୍ରାପ୍ତ ହେବ? ଏହି ପରି ଅନେକ ଗୁଡିକ ପ୍ରଶ୍ନର ଉତ୍ତର ଆପଣ ମାନେ ପାଇବେ,ଭବିଷ୍ୟବାଣୀ 2020 ଦ୍ୱାରା ଆମର ୱେବ୍ସାଇଟ ଅସ୍ତ୍ରକୁସଙ୍ଗେ ରେ|

ତ ଚାଲନ୍ତୁ ବିସ୍ତୃତ ଭାବରେ ଜାଣିବା ଭବିଷ୍ୟବାଣୀ 2020 ଦ୍ୱାରା କି ଭବିଷ୍ୟରେ ଆଗକୁ କଣ ଅଛି ଓ କଣ ପ୍ରତିକାର କରିକି ସେଇ ବାଧାଠୁ ଆମେ ମୁକ୍ତ ହୋଇ ପାରିବା|

ମେଷ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ ,ଏହି ଚନ୍ଦ୍ର ରାଶିରେ ଜନ୍ମିତ ବ୍ୟକ୍ତିଙ୍କର ବର୍ଷର ଦ୍ଵିତୀୟ ଭାଗରେ ସ୍ୱାସ୍ଥ୍ୟ ଉତ୍ତମ ରହିବ| ବର୍ଷର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉତ୍ଥାନ ପତନ ହୋଇ ପାରେ| ଏହି କାରଣରୁ, ଉପଯୁକ୍ତ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଆପଣଂକୁ କୋଣସି ପ୍ରକାର ରୋଗରୁ ଉପଶମ କରିପାରେ| ଏବର୍ଷ ଆପଣଙ୍କ ପ୍ରେମ ଜୀବନରେ ବାଧାବିଘ୍ନ ଦେଖା ଦେଇ ପାରେ | ଅଥଚ,ଯଦି ଆପଣ ଏବଂ ଆପଙ୍କ ସହଭାଗୀ ମଧ୍ୟରେ ଦୃଢ଼ ବୁଝାମଣା ଅଛି | ତେଣୁ, ଆପଣ ଉଭୟ କୋଣସି ପ୍ରତିବନ୍ଧକୁ ସାମ୍ନା କରିପାରିବେ| ଯେଉଁମାନେ ପ୍ରେମ ବିବାହ ପାଇଁ ଅପେକ୍ଷା କରୁଛନ୍ତି , ସେମାନଙ୍କୁ ବିବାହ କରିବା ପାଇଁ ବହୁତ ଚେଷ୍ଟା କରିବା ପାଇଁ ପଡ଼ିପାରେ| ବେଈବାହିକା ଜୀବନ ସରଳ ଏବଂ ସୁଖମୟ ହେବ| ଆପଣଙ୍କ ପିଲା ଭଲ କରିବେ, ଯାହା ଆପଣଙ୍କୁ ଶାନ୍ତି ଦବ| ଆପଣଙ୍କ ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ| ଆପଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ ଅବର୍ଷ ପତନ ହୋଇପାରେ| ଆପଣ ଅପାଙ୍କ ବାସଗୃହ ବଦଳାଇ ପାରନ୍ତି ଏବଂ ଆପଣଙ୍କ ବନ୍ଧୁ ବାନ୍ଧବ ମାନଙ୍କ ପାଖରୁ ମଧ୍ୟ ଦୁରେଇ ଯିବେ|

ଆପଣଙ୍କ ପରିବାରରେ ଶୁଭ ଘଟଣା ଘଟିବାର ସମ୍ଭାବନା ଅଛି| ଛାତ୍ରଛାତ୍ରୀ ମାନେ ସେମାନଙ୍କର ଚେଷ୍ଟାରୁ ଉତ୍ତମ ଫଳ ପାଇବେ| ଆପଣ ବିଦେଶରୁ ହଠାତ ଲାଭ ପାଇପାରନ୍ତି | ଆପଣ ଆପଣଙ୍କ ସହକର୍ମୀ ଏବଂ ଆପଣଙ୍କର ବନ୍ଧୁବାନ୍ଧବ ମାନଙ୍କ ଠାରୁ ଉପଯୁକ୍ତ ସହଯୋଗ ପାଇବେ| ଅବର୍ଷ ଆପଣଙ୍କ ବୃତିରେ ଉଚ୍ଚ ସ୍ଥାନ ହାସଲ କରିବା ପାଇଁ ସହୟୁକ୍ତ ହେବ|

ବୃଷ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ ,ଆପଣଙ୍କ ସ୍ୱାସ୍ଥ୍ୟରେ ଅସ୍ଥିରତା ଦେଖା ଦେଇ ପାରେ| କୋଣସି ପ୍ରକାର ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ , ଆପଣଙ୍କୁ ଘରୋଇ ଏବଂ ବୃତ୍ତିଗତ ଜୀବନରେ ସନ୍ତୁଳନ ରଖିବାକୁ ପଡ଼ିବ| ଆପଣ ସ୍ନାୟୁଗତ ଏବଂ ମାଂସପେଶୀ ଜନିତ ଯନ୍ତଣା ଭୋଗି ପାରନ୍ତି| ଆପଙ୍କ ପ୍ରେମ ଜୀବନ ଭଲ ରହିବ ଏବଂ ଆପଣ ଆପଙ୍କ ସହଭାଗୀ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ| ଯଦି,ଆପଣ ବିବାହିତ,ତେବେ ଆପଣଙ୍କ ସହଭାଗୀ ସହିତ ଭଲ ସମ୍ପର୍କ ନ ରଖି ପାରନ୍ତି | ଆପଙ୍କ ପିଲା ମାନଙ୍କ ପାଇଁ ସମୟ ସାଧାରଣ ରହିବ| ଆପଙ୍କ ପାରିବାରିକ ଜୀବନ ପାଇଁ ପ୍ରଥମାର୍ଦ୍ଧ ବହୁତ ସହାୟକ ହେବ ନାହିଁ ଏବଂ ଏହି ସମୟରେ ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ| ସେପ୍ଟେମ୍ବର ମାସ ପରେ ଗ୍ରହ ମାନେ ଆପଙ୍କ ସହାୟକ ହେବେ| ଅବର୍ଷ ଛାତ୍ରଛାତ୍ରୀ ମାନେ ସହାୟତା ପାଇବେ| ସେମାନେ ଈଛିତ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବେ| ଆପଙ୍କ ଧନ ସେନାଗ୍ରହ କରିବା ବେଳେ ଆପଣଙ୍କୁ ବାଧା ହୋଇ ପାରେ| ତେଣୁ ଏଇ ବିଷୟରେ ଅଧିକ ଯତ୍ନବାନ ହବା ଉଚ୍ଚିତ ନଚେତ ଏହା ଆପଣଙ୍କୁ ଆର୍ଥିକ ଦୁର୍ଗତିର ପକାଇ ପାରେ| ଆପଣ ଆପଣଙ୍କ ଚାକିରୀରେ ପଦଦୌନ୍ନତି ପାଇବେ,ବର୍ଷର ଶେଷ ଭାଗରେ ପରିସ୍ଥିତି ଆପଣଙ୍କ ପକ୍ଷରେ ଯିବା|

ମିଥୁନ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ବର୍ଷର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ନିଜ ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ ଏବଂ କୋଣସି ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ହେଲା କରନ୍ତୁ ନାହିଁ | ପ୍ରେମ ଜୀବନ ଉତ୍ତମ ରହିବ ଏବଂ ଆପଣ ଆପଣଙ୍କ ସହଭାଗୀ ସହିତ ଉତ୍ତମ ବନ୍ଧନ ଲକ୍ଷ କରିବେ| ବିବାହିତ ଲୋକମାନଙ୍କୁ ସେମାନଙ୍କର ଜୀବନ ସାଥିଙ୍କର ବିଶେଷ ଯତ୍ନ ନବାକୁ ପଡି ପାରେ |ସେମାନଙ୍କୁ ସେମାନଙ୍କର ସମ୍ପର୍କୀୟ ମାନଙ୍କଠୁ ଲାଭ ମିଳି ପାରେ| ଏହି ବର୍ଷ ପିଲା ମାନଙ୍କ ପାଇଁ ଅତି ଉତ୍ତମ ଅଟେ, କାରଣ ସେମାନେ ସେମାନଙ୍କର କଠିନ ପରିଶ୍ରମ ପାଇଁ ପୁରସ୍କାର ପାଇଁ ପାରନ୍ତି| ଆପଣ ଯଦି ସାଂସାରିକ ଲୋକ ତାହେଲେ, ଆଧ୍ୟାତ୍ମିକ ଆଡକୁ ଢ଼ଲି ପାରନ୍ତି| ଆପଙ୍କ ପରିବାର ଲୋକଙ୍କ ମଧ୍ୟରେ,ସମ୍ପତି ଏବଂ ସଂପଦ ପାଇଁ କଳହ ଯୋଗୁ ଆପଣଙ୍କ ଶାନ୍ତି ନଷ୍ଟ ହୋଇ ପାରେ| ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ସାଧାରଣ ରହିବ ଏବଂ ଯେଉଁ ମାନେ କୋଣସି ପ୍ରକାର ବୃତ୍ତିଗତ ପାଠ କ୍ରମରେ ଜଡ଼ିତ ଅଛନ୍ତି, ସେମାନେ ସେମାଙ୍କର ପରିଶ୍ରମରେ କୃତକାର୍ଯ୍ୟ ହେବେ| ଆପଣ କୋଣସି ନୂତନ ବ୍ୟବସାୟ ଆରମ୍ଭ କରିବାରୁ ନିବୃତ ରହିବ ଉଚ୍ଚିତ|

କର୍କଟ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ, ଏବଂ ଆପଣଙ୍କ ଦୈନିକ ଜୀବନରେ ସନ୍ତୁଳନ ଆଣିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ| ଆପଣ ଶାରୀରିକ ଯନ୍ତ୍ରଣା ମଧ୍ୟ ଭୋଗୀ ପାରନ୍ତି| ଆପଣ ଆପଣଙ୍କର ପ୍ରେମ ଜୀବନରେ ବହୁତ ସକାରାତ୍ମକ ପରିବର୍ତନ ଅନୁଭବ କରିବେ, ଏବଂ ଏକ ଆଦର୍ଶ ସାଥି ଭାବେ ଉଭା ହେବେ| ଏବର୍ଷ ଆପଣ ନିଜକୁ ବିଭିନ କାମରେ ଜଡ଼ିତ କରିପାରନ୍ତି , ଯାହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରି ପାରେ| ଆପଣ ଏଭଳି ପରିସ୍ଥିତିରୁ ବିରତ ରହିବା ଉଚ୍ଚିତ| ବିବାହିତ ଦାମ୍ପତ୍ତି ମାନେ,ସେମାନଙ୍କର ବୈବାହିକ ଜୀବନରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି| ଅଥଚ, ପ୍ରତେକ ଜିନିଷ ଉତ୍ତମ ବୁଝାମଣା ଦ୍ୱାରା ସମାଧାନ ହୋଇ ପାରିବ| ଆପଙ୍କ ମାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ| ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ି ପାରେ ଏବଂ ପରିଶ୍ରମ ଅନୁଯାୟି କୃତିତ୍ୱ ଅର୍ଜନ କରିବା ପାଇଁ ପାଠ ପଢ଼ାରେ ଅଧିକ ଧ୍ୟାନ ଦେବା ପାଇଁ ପଡି ପାରେ| ଆପଣଙ୍କର ଆର୍ଥିକ ଅବସ୍ଥାରେ ଏବର୍ଷ ଉତ୍ଥାନ ପତନ ହୋଇ ପାରେ| ଆପଣ ଅଯଥା ଖର୍ଚ ହୋଇ ପାରେ, ଆପଣଙ୍କର ଅର୍ଥ ସଂଚୟ କରିବା ପାଇଁ ମନୋନିବେଶ କରିବା ଉଚ୍ଚିତ| ବର୍ଷର ଆରମ୍ଭରେ ଉତ୍ତମ ବୃତ୍ତିର ଆଭାସ ମିଳି ପାରେ|

ସିଂହ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ଏବର୍ଷ ଆପଣଙ୍କୁ ଧ୍ୟାନ ଓ ଯୋଗରେ ମନୋନିବେଶ କରିବା ଉଚ୍ଚିତ| ଅତ୍ୟଧିକ ମୋଟା ନହବା ପାଇଁ ଆପଣ ନିୟମିତ ଭାବେ ବ୍ୟୟାମ କରନ୍ତୁ| ଆପଣଙ୍କ ପ୍ରେମ ଜୀବନରେ ନିଶ୍ଚିତ ଭାବରେ ପରିବର୍ତନ ହେବ,ଯାହା ବିଛେଦ ଘଟାଇ ପାରେ | ଯଦି ଆପଣ ବିବାହିତ ଆପଣ ଏକ ବିଚଳିତ ପରିବେଶରେ ବଂଚି ପାରନ୍ତି| ଆପଣଙ୍କ ବୈବାହିକ ଜୀବନରେ କୋଣସି ବିଶୃଂଗଖଲା ଠାରୁ ଦୂରରେ ରହିବା ,ଆପଣ ମାନଙ୍କ ପାଇଁ ଭଲ ରହିବ|ଏବର୍ଷର ଶେଷ କେତେଟା ମାସ ବୈବାହିକ ଜୀବନ ପାଇଁ ଫଳପ୍ରଦ ରହିବ|ଆପଣଙ୍କ ପିଲା ସମସ୍ତ ଲକ୍ଷ ପୂରଣ କରି ପାରିବେ, ଏବଂ ସମସ୍ତ କାର୍ଯ୍ୟରେ କୃତ୍ତିକାର୍ଯ୍ୟ ହେବେ| ବର୍ଷର ଦ୍ଵିତୀୟାର୍ଦ୍ଧ ଉତ୍ତମ ଫଳ ଦେବା ଏବଂ ପରିବାରରେ ନୂତନ ସଦସ୍ୟର ଆଗମନ ହେବ| ଯଦି ଆପଣ ନିଜ ପରିବାରରେ ସନ୍ତୁଳନ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ତେବେ ବହୁ କ୍ଷେତ୍ରରେ ଆପୋଷ ସମାଧାନ କରନ୍ତୁ| ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏବର୍ଷ ବହୁତ ଭଲ, ସେମାନେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ| ଆପଣଙ୍କ ଆର୍ଥିକ ଅବସ୍ଥା ଏବର୍ଷ ବହୁବାର ଦୋହଲି ଯାଇ ପାରେ|ଆପଣଙ୍କୁ ସମ୍ପତି ପାଇବା ପାଇଁ କିମ୍ବା ବଢ଼େଇବା ପାଇଁ ବହୁତ କଷ୍ଟ କରିବାକୁ ପଡିପାରେ| ଏବର୍ଷ ବୃତି ପାଇଁ ଉତ୍ତମ ଅଟେ|

କନ୍ୟା ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ଭାଗ୍ୟ ସଦାବେଳେ ଆପଣଙ୍କ ସାଥିରେ ରହିବ| ଏବଂ,ଆପଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ| ଆପଣ ଏବର୍ଷ ଆପଣଙ୍କର ଭାଗ୍ୟ ସଦାବେଳେ ଆପଣଙ୍କର ସାଥିରେ ରହିବ, ଏବଂ ଆପଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ| ଆପଣ ଏବର୍ଷ ଆପଣଙ୍କ ସହଭାଗୀ ସହିତ ଉତ୍ତମ ଏବଂ ଦୃଢ଼ ବନ୍ଧନ ରଖି ପାରିବେ| ଏହା ଆପଣଙ୍କ ଜୀବନରେ ସମ୍ପର୍କକୁ ମଜବୂତ କରିବ| ପ୍ରେମ ଦୀର୍ଘସ୍ଥାୟୀ ହେବ ଏବଂ ଆପଣ ସହଭାଗୀ ସହିତ ଅଧିକ ସମୟ ବିତାଇବେ| ଯଦି ଅଣାନ ବିବାହିତ ତେବେ,ଆପଣ ବହୁତ ପୁରସ୍କାର ପାଇଁ ପାରନ୍ତି|ଏବଂ,ଆପଣଙ୍କର ସହଭାଗୀଙ୍କର ସମ୍ପୂର୍ଣ ସମର୍ଥନ ପାଇ ପାରିବେ| ବର୍ଷ ଶେଷରେ ଏହା ସମ୍ଭାବନା ଅଛି ଯେ,ଆପଣ ଆପଣଙ୍କ ସହଭାଗୀ ଠାରୁ ଦୂରରେ ରହି ପାରନ୍ତି| ଅଥଚ ଏହି କାରଣ ଯୋଗୁ ଆପଣଙ୍କର ଆପଣଙ୍କ ସହ ଭାଗୀଙ୍କ ସହିତ ସଂପର୍କ ମଜବୂତ ହବ| ବେଳେ ବେଳେ ଦୂରତା ବନ୍ଧନକୁ ମଜବୂତ କରେ| ଆପଣଙ୍କ ପିଲା ମାନଙ୍କ ପାଇଁ ସମୟ ଭଲ ଅଛି| ଆପଣଙ୍କ ପାରିବାରିକ ଜୀବନ ପାଇଁ ମଧ୍ୟ ସମୟ ଭଲ ଅଛି| ପାରିବାରିକ ସମ୍ପର୍କ ଉତ୍ତମ ରହିବ| ଏହା ଆପଣଙ୍କର ଜାସକୃତି ସମାଜରେ ଭଡ଼ାଯିବାରେ ସାହାଯ୍ୟ କରିବ| ଛାତ୍ର ଛାତ୍ରୀ ମାନେ ଏଇ ବର୍ଷ ଉତ୍ତମ ଫଳ ପାଇବେ| ଆପଣଙ୍କର ଆର୍ଥିକ ଅବସ୍ଥା ଉତ୍ତମ ରହିବ, ଯାହା ଆପଣଙ୍କୁ ଖୁସି ରଖିବ| ଆପଣ ଯାନବାହାନ ଇତ୍ୟାଦି କିଣି ପାରନ୍ତି| ଆପଣ ଆପଣଙ୍କ କର୍ମକ୍ଷେତ୍ରରେ ଆଶ୍ଚର୍ଜିୟ ଜନକ ଫଳ ପାଇଁ ପାରନ୍ତି| ଆପଣ ଆପଣଙ୍କ ବାସ ଗୃହ ମଧ୍ୟ ବଦଳାଇ ପାରନ୍ତି| ଯଦି ଆପଣ ଏମଏନସି କଂପାନୀରେ କାମ କରୁଛନ୍ତି ,ତେବେ ଆପଣ ସେଠାରେ ପୁରସ୍କୃତ ହୋଇ ପାରନ୍ତି| ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ଠାରୁ, ଉତ୍ତମ ସହଯୋଗ ପାଇବେ|

ତୁଳା ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ସ୍ୱାସ୍ଥ୍ୟରେ ଅବର୍ନତି ହୋଇ ପାରେ| ଆପଣ ଆର୍ଜିନ ରୋଗ, ମୁଣ୍ଡ ବ୍ୟଥା,ଗଣ୍ଥିବାତ,ମିଳିମିଳା ଏବଂ ଶରୀର ବେଦନା ଭଳି ସମସ୍ୟା ଭୋଗ କରି ପାରନ୍ତି| ସୁସ୍ଥ ଶରୀର ଜୀବନର ସବୁଠାରୁ ବଡ ସମ୍ପତି ତେଣୁ,ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ| ପ୍ରେମ ସମ୍ପର୍କରେ ସ୍ଥିରତା ଆସିବ| ସମୃଦ୍ଧ ଏବଂ ଉତ୍ତମ ଜୀବନ କିପରି ନିର୍ବାହ କରିବେ, ସେଇ ବିଷୟରେ ଜାଣିବେ| ଆପଣଙ୍କର ଆପଣଙ୍କର ପ୍ରେମ ଆପଣଙ୍କ ସହଭାଗୀ ସହିତ ତୀବ୍ର ହେବ| ଯଦି ଆପଣଙ ବିବାହିତ,ତେବେ ବର୍ଷର ଆରମ୍ଭରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିନପାରେ| ଆପଣଙ୍କ ସହ ଭଗୀଙ୍କର ସ୍ୱାସ୍ଥ୍ୟରେ ଅବର୍ନତି ଘଟି ପାରେ| ବର୍ଷର ମଧ୍ୟ ଭାଗ ପର୍ଯନ୍ତ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ପରିଲକ୍ଷିତ କରିପାରନ୍ତି| ଆପଣଙ୍କ ପିଲା, ମାନଙ୍କୁ କୃତକାର୍ଯ୍ୟ ହେବ ପାଇଁ କଠିନ ପରିଶ୍ରମ କରିବାକୁ ପଢ଼ିବା| ଅବିବାହିତା ଲୋକ ମାନେ ଏବର୍ଷ ବାହା ହେଇ ପାରନ୍ତି| ଆପଣଙ୍କ ପାରିବାରିକ ଜୀବନ ପାଇଁ ସମୟ ଉତ୍ତମ ଅଛି, ଅବଂ ଆପଣଙ୍କ ପରିବାର ଲୋକଙ୍କ ସହିତ ଆପଣ ଭଲ ସମୟ ବିତାଇ ପାରନ୍ତି| ଆପଣଙ୍କ ପାରିବାରିକ ଜୀବନ ପାଇଁ ସମୟ ଉତ୍ତମ ଅଛି| ଏବଂ ଆପଣଙ୍କ ପରିଵର ଲୋକଙ୍କ ସହିତ ଆପଣଙ ଭଲ ସମୟ ବିତେଇ ପାରିବେ| ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଉତ୍ତମ ରହିବ, ଏବଂ ସେମାନେ ବହୁତ ପରିଶ୍ରମ କରିବା ପରେ କର୍ମ ନିଯୁକ୍ତି ମଧ୍ୟ ପାଇ ପାରନ୍ତି| ଏବର୍ଷ ମଧ୍ୟରେ ବିଦେଶ ଯୋଗ ରହିଛି| ଆପଣଙ୍କ ଅର୍ଥ କ୍ଷେତ୍ର ପାଇଁ ସମୟ ସାଧାରଣ ରହିବ| ବିଭିନ କ୍ଷେତ୍ରରୁ ଆପଣ ଅବରସ ରୋଜଗାର କରିପାରିବେ| ଅଥଚ, ଖର୍ଚ ମଧ୍ୟ ହେବ| ଅବର୍ଷ ଆପଣଙ୍କର କୋଣସି ନୂତନ ବ୍ୟବସାୟ ଆରମ୍ଭ କରିବା,ଉଚିତ ହେବ ନାହିଁ|

ବିଛା ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ଆପଣଙ୍କୁ କିଛି ମାନସିକ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ିପାରେ| କିନ୍ତୁ ସବୁକିଛି ଖୁବ ଶୀଘ୍ର ଠିକ ଠାକ ହେଇ ଯିବା| ଆପଣଙ୍କ ପ୍ରେମ ଜୀବନରେ ମଧୁରତା ରହିବ| ଆବଂଗ ଯେଉଁ ମାନେ ଅବିବାହିତା ସେମାନେ ନୂଆ ସାଙ୍ଗ ଲାଭ କରିପାରନ୍ତି| ଯଦି ଆପଣଙ୍କର କହଛସହିତ ବିଛେଦ ହୋଇଛି, ସେ ଆପଣଙ୍କ ଜୀବନରେ ପୁଣି ଥରେ ଆସି ପାରନ୍ତି| ଯଦି ଆପଣ ବିବାହିତା ତେବେ ସମୟ ଆପଣଙ୍କ ସଂପତୟ ଜୀବନ ପାଇଁ ଅନୁକୂଳ ରହିବ| ନିକଟ ଭବିଷ୍ୟତରେ ଆପଣ ଆପଣଙ୍କ ସହଭାଗୀ ସହିତ ଗୁରୁତ୍ୱପୂର୍ଣ ନିଷ୍ପତି ନେଇ ପାରନ୍ତି| ଆପଣଙ୍କ ପରିବାରରେ ଯୁକ୍ତି ତର୍କ ହୋଇ ପାରେ| ଏଣୁ, ଆପଣ ଧାର୍ଯ୍ୟ ରଖନ୍ତୁ| ସନ୍ତାନ ପ୍ରାପ୍ତି ଯୋଗ ଅଛି ଏବଂ, ପରିବାରରେ ବିବାହର ମଧ୍ୟ ସମ୍ଭାନାନା ଅଛି| ବହୁତ ସଂଘର୍ଷରେ ଛାତ୍ର ଛାତ୍ରୀ ମାନେ କୃତକାର୍ଯ୍ୟ ହୋଇ ପାରିବେ|ଆପଣଙ୍କର ଆର୍ଥିକ ଲାଭ ଏବଂ ସଂଚୟ ପାଇଁ ବର୍ଷଟି ଭଲ ରହିବ| ବର୍ଷ ଆରମ୍ଭରେ ଆପଣ ନୂତନ କାର୍ଯ୍ୟ କରିପାରିବେ ଏବଂ ବର୍ଷ ଯେମିତି ବଢିବା କର୍ମ କ୍ଷେତ୍ରରେ ବହୁତ ସୁଯୋଗ ପାଇ ପାରିବେ| ଅବର୍ଷ ଆପଣ ଆପଣଙ୍କର ପୁର୍ଣ ଶକ୍ତି ଉପଯୋଗ କରିପାରିବେ|

ଧନୁ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ସାମାନ୍ୟ ସମସ୍ୟାକୁ ବାଦ ଦେଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ବର୍ଷଟି ଆପଣଙ୍କ ପ୍ରେମ ଜୀବନ ପାଇଁ ଭଲ ରହିବ ଏବଂ, ଆପଣ ଆପଣଙ୍କର ସହଭାଗୀଙ୍କ ନିକଟରେ ହେବେ| ଆପଣଙ୍କ ସହଭାଗୀ ଆପଣଙ୍କ ଭାବନା ବୁଝିବେ| ଯଦି ଆପଣ କାହାକୁ ପ୍ରସ୍ତାବ ଦେବା ପାଇଁ ଇଚ୍ଛା କରନ୍ତି| ତା ଆପଣ ସକାରାତ୍ମକ ଉତ୍ତର ପାଇଁ ପାରନ୍ତି| ଆପଣଙ୍କ ବାୟୁବାହିକ ଜୀବନ ଭଲ ରହିବ ଏବଂ ଆପଣଙ୍କ ସହଭାଗୀ ସହିତ ଉତ୍ତମ ବୁଝାମଣା ରଖିବେ| ଆପଣଙ୍କୁ ଆପଣଙ୍କର ସହଭାଗୀଙ୍କର ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ି ପାରେ| ଯେଉଁ ମାନେ ସନ୍ତାନ ଚାହୁଁଛନ୍ତି ଏବର୍ଷ ସେମାନଙ୍କର ଇଚ୍ଛା ପୂରଣ ହୋଇ ପାରେ| ଆପଣ ଜମି ଏବଂ ସମ୍ପତ୍ତିରୁ ମଧ୍ୟ ଲାଭ ପାଇ ପାରନ୍ତି ଏବଂ ଅପାଙ୍କର ପାରିବାରିକ ପରିବେଶ ଶାନ୍ତି ପୁର୍ଣ ରହିବ| ଆପଣଙ୍କ ପରିବାରରେ ଜଣେ ନୂତନ ସଦସ୍ୟ ଯୋଡ଼ି ହେବାର ସମ୍ଭାବନା ରହି ପାରେ| ଆପଣ ଆପଣଙ୍କ ଶିକ୍ଷାରେ ମିଶ୍ରିତ ଫଳ ପାଇଁ ପାରିବେ| କୋଣସି କାର୍ଯ୍ୟ ସମ୍ପର୍ଣ କରିବା ପାଇଁ, ଆପଣଙ୍କ ଚେଷ୍ଟା ଅନୁଯାଇ ଫଳ ପାଇବେ| ବିଦେଶରୁ ଲାଭ ପାଇ ପାରନ୍ତି| ଏବଂ ଆପଣଙ୍କର ଚମତ୍କାର କାର୍ଯ୍ୟ ପାଇଁ, ଆପଣ ଅନ୍ୟ ମାନଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଁ ପାରନ୍ତି| ଆପଣ ଆପଣଙ୍କର ବର୍ତମାନ ସ୍ଥାନ ଠାରୁ, ଇଛିତ ଜାଗାକୁ ବଦଳି ହୋଇ ପାରନ୍ତି| ଅବର୍ଷ ଆପଣଙ୍କ ଜୀବନକୁ ଉତ୍ତମତା ଆସିବାର ଆଭାସ ହୋଉଛି|

ମକର ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ପାଇଁ ଅନୁକୂଳ ଜଣ ପଡୁଛି| ଯଦିଓ,ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମିଶ୍ରିତ ଫଳ ପାଇବେ| ବହୁତ ଦିନରୁ ଭୋଗୁଥିବା ରୋଗ ସହିତ ତାଲିସ କରି ପାରିବେ| ଆପଣଙ୍କ ଜୀବନରେ ବହୁକ୍ଷେତ୍ରରେ, ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିପାରେ| ପ୍ରେମ ଜୀବନ ଉତ୍ତମ ରହିବ| ଏବଂ ଏବର୍ଷ କେହି କେହି ବାହା ମଧ୍ୟ ହୋଇ ପାରନ୍ତି| ଆପଣ ଆପଣଙ୍କର ସହଭାଗୀଙ୍କର ହୃଦୟ ମଧ୍ୟ ଜିତି ପାରିବେ| ଯଦିଓ,ଆପଣଙ୍କ ବ୍ୟବାହିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ| ଏବର୍ଷ ଆପଣ ଚେଷ୍ଟା କରନ୍ତୁକି, ଆପଣ ଆପଣଙ୍କ କାର୍ଯ୍ୟରେ ସମ୍ପୂର୍ଣ ରୂପେ ଜଡିତ ରହିବା ସତ୍ୱେ, ଆପଣଙ୍କ ସହଭାଗୀଙ୍କୁ ସମୟ ଦେବେ| ଆପଣଙ୍କ ସନାତନ ପାଇଁ ସମୟ ବହୁତ ଅନୁକୂଳ ନାହିଁ| ଏଣୁ,ଆପଣଙ୍କୁ ସେମାନଙ୍କର ଦାଇତ୍ୱ ନେବା ପାଇଁ ପଡ଼ିବ, ଏବଂ ଉତ୍ସାହିତ କରିବାକୁ ପଡ଼ିବ| ଆପଣ ଜସ କୀର୍ତ୍ତି ଲାଭ କରିବେ ଏବଂ ଆପଣଙ୍କ ପାରିବାରିକ ଜୀବନ ଉତ୍ତମ ରହିବ| ଶିକ୍ଷା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ି ପାରେ, ଏବଂ ତାପରେ ଉତ୍ତମ ଫଳାଫଳ ପାଇଁ ପାରିବେ| ଏବର୍ଷ ଆର୍ଥିକ ସ୍ଥିତି ଟିକେ ଖରାପ ରହି ପାରେ| ଏଣୁ ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ବହୁତ ସାବଧାନ ରଖିବାକୁ ପଡ଼ିବ| ଏବର୍ଷ ବେରୋଜଗାର ବ୍ୟକ୍ତି ଖୁବ ଶୀଘ୍ର ଚାକିରୀ ପାଇବେ|

କୁମ୍ଭ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣ ପାଇଁ ଟିକେ ସଂଘର୍ଷ ପୁର୍ଣ ରହିବ,ଏବଂ ମିଶ୍ରିତ ଫଳ ପାଇବେ| ଏବର୍ଷ ସ୍ୱାସ୍ଥ୍ୟ ପାଇଁ ନିଜକୁ ଯତ୍ନବାନ ହେବାକୁ ପଡ଼ିବ| ଆପଣଙ ବହୁତ ଭ୍ରହ୍ମଣ କରି ପାରନ୍ତି| ତା ମଧ୍ୟରୁ କିଛି ଆପଣଙ୍କ ଅପାଇଁ ଫଳପ୍ରଦଭି ହୋଇ ପାରେ| ଯଦିଓ,ଆପଣଙ୍କ ଆୟ ଭଲ ରହିବ| ଆପନଙ୍କରେ ଖର୍ଚ ମଧ୍ୟ ରହିବ, ଯାହାକି ଆପଣଙ୍କ ପାଇଁ ଆର୍ଥିକ ସଂଶୟ ସୃଷ୍ଟି କରି ପାରେ| ଏବର୍ଷ ଆପଣ ନିଜକୁ ଆଧ୍ୟାତ୍ମିକତାରେ ଜଡିତ କରି ପାରନ୍ତି| ଯେଉଁ ମାନେ ବିଦେଶ ଯିବା ପାଇଁ ଇଛୁକ ଅଛନ୍ତି, ଏବର୍ଷ ସେମାଙ୍କର ସ୍ବପ୍ନ ସାକାର ହୋଇ ପାରେ| ବର୍ତମାନ ଜାଗର ଚାକିରିରୁ ଆପଣଙ ସ୍ନାନାନ୍ତରିକ ହେବେ| ବେଳେବେଳେ,ଆପଣଙ୍କୁ ଆପଣଙ୍କ ନିକତମ ଏବଂ ପ୍ରିୟ ଲୋକମାଙ୍କର ଯତ୍ନ ନେବାକୁ ପଡ଼ିପାରେ| ଛାତ୍ର ଛାତ୍ରୀ ମାନଙ୍କୁ ଵିଚିତ ଲକ୍ଷ ହାସିଲ କରିବା ପାଇଁ, ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ| ଆପଣଙ୍କର ପାରିବାରିକ ଜୀବନ ଟିକେ ଦୋଳାୟମାନ ରହିବ| ଆପଣଙ୍କୁ ଆପଣଙ୍କ ଅସହଭାଗୀ ସହିତ,ସ୍ୱତନ୍ତ୍ର ବୁଝାମଣା କରିବା ଦରକାର| ଆପଣଙ୍କ ପ୍ରେମ ଜୀବନ ପାଇଁ ସମୟ ବହୁତ ଅନୁକୂଳ ନୁହେ| ଏଣୁ,ଅବର୍ଷ ଅପାଙ୍କର ପ୍ରେମ ଜୀବନକୁ ପ୍ରେମ ଜୀବନକୁ ଦୃଷ୍ଟି ଦେବା ଦରକାର|

ମୀନ ରାଶିଫଳ 2020

2020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣ କୃତକାର୍ଯ୍ୟ ହେବେ ଏବଂ ସମ୍ପତି ଲବ କରିବେ ଏବଂ ସମ୍ପତି ଲାଭ କରିବେ| ଆପଣ ଆପଣଙ୍କର ନିକଟରେ ସାଙ୍ଗ,ବନ୍ଧୁଭାନ୍ଧବ ଏବଂ ପ୍ରିୟଜନ ମାନଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇବେ| ଆପଣଙ୍କୁ ଦିଆଯାଇଥିବା ଯେକୋଣସି କାର୍ଯ୍ୟକୁ ପୁର୍ଣ ରୂପେ କରିବା ପାଇଁ ଶାକ୍ୟମା ହେବେ, ଏବଂ ପୁର୍ଣ ସଫଳତା ପାଇବେ| ଆପଣ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ,କିଛି ବାଧା ବିଘ୍ନରେ ସମ୍ମୁଖୀନ ହୋଇ ପାରନ୍ତି| ଅଥଚ,ଆପଣ କୌଶଳର ସହିତ ସମାଧାନ କରି ପାରିବେ| ଆପଣ ସମାଜରେ ବୟସ୍କ ଏବଂ ସମନ୍ୱିତ ବ୍ୟକ୍ତି ମାନଙ୍କର ଅଶରିବାଦ ପାଇବେ| ଆପଣଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁ ଆପଣ,ଥକା ଅନୁଭବ କରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇ ପାରିବ| ଏଣୁ,ଆପଣଙ୍କୁ ନିଜ କାର୍ଯ୍ୟ ମଧ୍ୟରେ ବିରିତ ନେବାକୁ ଦରକାର ପଡି ପାରେ| ଆପଣ ଏବର୍ଷ ମାତ୍ରାଧିକ ଫଳ ପାଇଁ ପାରନ୍ତି| ଆପଣ କୋଣସି ଅନୁଭବୀ ଲୋକର ସହାୟତା ପାଇ ପାରନ୍ତି| ଆପଣଙ୍କର ଯଶଖ୍ୟାତି ସମାଜରେ ବଢିବ| ଅବର୍ଷ ଆପଣ ଭ୍ରମଣ କରି ପାରନ୍ତି ଏବଂ ବହୁତ ଆର୍ଥିକ ଲାଭ ପାଇବେ| ଆପଣ ଆପଣଙ୍କ ବ୍ୟବସାୟରେ ଅତି ଭଲ ସଫଳତା ପାଇବେ|

Talk to Astrologer Chat with Astrologer