ଓଡ଼ିଆରେ କର୍କଟ ରାଶିର ଆସନ୍ତା ମାସର ରାଶିଫଳ - Cancer Next Monthly Horoscope in Odia
May, 2025
ମଈ 2025 ମାସ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ହାରାହାରି ରୁ ଟିକେ ଭଲ ପରିଣାମ ମଧ୍ୟ ଦେଇପାରେ। ସୂର୍ଯ୍ୟ ଗୋଚର ଏହି ମାସରେ ଆପଣଙ୍କର ଦଶମ ତଥା ଏକାଦଶ ଘରେ ହେବ। ଏହି ଦୁଇଟି ଗୋଚର ସାମାନ୍ଯ ଭାବରେ ଭଲ କୁହାଯିବ।
ଆପଣଙ୍କର କ୍ୟାରୀଅର ଘରର ସ୍ବାମୀ ଏହି ମାସ ପ୍ରଥମ ଭାଗରେ ନିଚ୍ଚ ଅବସ୍ଥାରେ ରହିବେ କିନ୍ତୁ କାରକ ଲଗ୍ନ କିମବ କର୍କଟ ରାଶି ଲୋକଙ୍କ ପାଇଁ ମଙ୍ଗଳ ସବୁଠାରୁ ଭଲ ଗ୍ରହ କୁହଯାଏ ଯାହାର ଅର୍ଥ ଯୋଗ କାରକ ଗ୍ରହ କିନ୍ତୁ ପ୍ରଥମ ଘରେ ମଙ୍ଗଳଙ୍କର ଗୋଚର ଭଲ ପରିଣାମ ଦେବ ନାହିଁ। ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତି ଅଧିକ ଭଲ ପରିଣାମ ପ୍ରାପ୍ତ କରିବେ।
ଶିକ୍ଷା ଦୃଷ୍ଟିରୁ ମଈ ମାସ ସାମାନ୍ଯ ଭାବରେ ମିଶ୍ରିତ ପରିଣାମ ଦେବ। ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଶୁକ୍ର ଉଚ୍ଚ ଅବସ୍ଥାରେ ଭାଗ୍ୟ ଘରେ ରହିବେ। ଏପରି ସ୍ଥିତିରେ ସାମାନ୍ଯ ଭାବରେ ଶୁକ୍ର ଶିକ୍ଷା ମାମଲାରେ ଆପଣଙ୍କୁ ଭଲ ସପୋର୍ଟ କରିପାରନ୍ତି।
ପାରିବାରିକ ମାମଲାରେ ମଈ ମାସରେ ସାମାନ୍ଯ ଭାବରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବା ପରି ପ୍ରତୀତ ହେଉଛି। ଘର ପରିବାରର ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି କେୟାର କରିବାର ଭାବନା ଦୃଢ଼ ହେବ। ସେମାନେ ପରସ୍ପରର ସାହାଜ୍ୟ କରିବେ।
ମଈ ମାସିକ ରାଶିଫଳ 2025 ଅନୁସାରେ ମଈ ମାସ ପାଇଁ ଯଦି ଆପଣଙ୍କର ପ୍ରେମ ସମ୍ବନ୍ଧ ବିଷୟରେ କୁହାଯାଏ ତେବେ ଏହି ମାସ ଆପଣଙ୍କର ପଞ୍ଚମ ଘରର ସ୍ବାମୀ ମଙ୍ଗଳ ଗ୍ରହ ନିଚ୍ଚ ଅବସ୍ଥାରେ ରହିବେ। ଏହା ଅନୁକୂଳ ସ୍ଥିତି ନୁହେଁ କିନ୍ତୁ ପଞ୍ଚମ ଘରେ ମାସର ପ୍ରଥମ ଭାଗରେ ବୃହସ୍ପତିଙ୍କର ଦୃଷ୍ଟି ରହିବ ଯାହା ଏକ ଭଲ ସ୍ଥିତି।
ଆର୍ଥିକ ମାମଲାରେ ଏହି ମାସରେ ଆପଣଙ୍କର ଲାଭ ଘରର ସ୍ଵାମ ଈଶୁକ୍ର ଉଚ୍ଚ ଅବସ୍ଥାରେ ଲାଭ ଘରେ ଅର୍ଥାତ ଭାଗ୍ଯ ଘରେ ରହିବେ ଯାହା ଭଲ କୁହାଯିବ। ମାସର ପ୍ରଥମ ଭାଗରେ ବୃହସ୍ପତିଙ୍କର ଗୋଚର ଲାଭ ଘରକୁ ସମ୍ପୂର୍ଣ ଭାବରେ ଦୃଢ଼ ରଖିବ।
ମଈ ମାସିକ ରାଶିଫଳ 2025 ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଈ ମାସ ଆପଣଙ୍କୁ ଟିକେ ଦୁର୍ବଳ ପରିଣାମ ଦେଇପାରେ। ଆପଣଙ୍କର ପ୍ରଥମ ଭାଗରେ ନିଚ୍ଚମଙ୍ଗଳ ଉପସ୍ଥିତ ରହିବେ ଯାହା ସଙ୍କେତ ଦେଉଛଇ ଯେ ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିରୁ ଟିକେ ଖରାପ ରହିବ।
ଉପାୟ :
ମାଗଣାରେ କୌଣସି ଜିନିଷ ସ୍ଵୀକାର କରନ୍ତୁ ନାହିଁ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025