ଓଡ଼ିଆରେ ବୃଷ ରାଶିର ମାସିକ ରାଶିଫଳ - Taurus Monthly Horoscope in Odia
April, 2025
ଅପ୍ରିଲ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ବୃଷ ରାଶି ଲୋକଙ୍କ ପାଇଁ ଅନୁକୂଳ ରହିବାର ସମ୍ଭାବନା ଅଛି। ଗୋଟିଏ ପଟେ ଆପଣଙ୍କର ଏକାଦଶ ଘରେ ସୂର୍ଯ୍ୟ, ବୁଧ, ଶନି, ଶୁକ୍ର ଓ ରାହୁ ପରି ପଞ୍ଚ ଗ୍ରହ ପଞ୍ଚଗ୍ରହୀ ଯୋଗ ତିଆରି କରିବେ ଯାହା ଫଳରେ ଆପଣଙ୍କର ରୋଜଗାର ବଢ଼ିବ। ଏହି ମାସରେ ଅନେକ ମାଧ୍ୟମ ଦ୍ବାରା ଆପଣଙ୍କ ପାଖରେ ଧନ ଆସିବାର ଯୋଗ ତିଆରି ହେବ।
କ୍ୟାରୀଅର ଦୃଷ୍ଟିରୁ ଏହି ମାସ ଠିକଠାକ ରହିବାର ସମ୍ଭାବନା ଅଛି। ଦଶମ ଘରର ସ୍ବାମୀ ଶନି ମହାରାଜ ଯିଏ ଆପଣଙ୍କର ଭାଗ୍ଯ ଘରର ସ୍ବାମୀ ମଧ୍ୟ, ସମ୍ପୂର୍ଣ ମାସ ଏକାଦଶ ଘରେ ସୂର୍ଯ୍ୟ, ବୁଧ, ଶୁକ୍ର ଓ ରାହୁଙ୍କ ସହିତ ଉପସ୍ଥିତ ରାହବେ ଯାହା ଫଳରେ କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରିବେ।
ବିଦ୍ୟାର୍ଥୀଙ୍କ ବିଷୟରେ କହିଲେ ଏହି ମାସ ଆପଣଙ୍କ ପାଇଁ ବହୁତ ସମସ୍ଯା ଆଣିବାର ସମ୍ଭାବନା ଅଛି। କାରଣ ପଞ୍ଚମ୍ ଘରେ ସମ୍ପୂର୍ଣ ମାସ କେତୁ ମହାରାଜ ନିରାଜମାନ ରହିବେ ଓ ତାଙ୍କ ଉପରେ ଏକାଦଶ ଘରେ ବସିଥିବା ସୂର୍ଯ୍ୟ, ଶନି, ବୁଧ, ରାହୁ ଓ ଶୁକ୍ର ଇତ୍ୟାଦି ଗ୍ରହଙ୍କର ଦୃଷ୍ଟି ରହିବ।
ଅପ୍ରିଲ ମାସିକ ରାଶିଫଳ 2025 ଭବିଷ୍ୟବାଣୀ କରୁଛି ଯେ ଏହି ମାସ ପରିବାରି ଜୀବନ ପାଇଁ ଉତ୍ଥାନ-ପତନ ଆଣିବ। ମାସର ଆରମ୍ଭରେ ମଙ୍ଗଳ ମହାରାଜ ଦ୍ଵିତୀୟ ଘରେ ରହିବେ ଯାହା ଫଳରେ କୁଟୁମ୍ବର ଲୋକଙ୍କ ମଧ୍ୟରେ ପାରସ୍ପରିକ କଳହ ହୋଇପାରେ।
ଯଦି ଆପଣ କୌଣସି ପ୍ରେମ ସମ୍ବନ୍ଧରେ ଅଛନ୍ତି ତେବେ ଏହି ମାସ ଉତ୍ଥାନ-ପତନ ରେ ଭରପୁର ରହିବ। ପଞ୍ଚମ୍ ଘରେ ସମ୍ପୂର୍ଣ ମାସ କେତୁ ମହାରାଜ ବିରାଜମାନ ରହିବେ ଯାହା ଫଳରେ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ସମ୍ପର୍କରେ ଚାପ ବଢ଼ିପାରେ।
ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଦେଖାଯାଏ ତେବେ ଏହି ମାସ ଆର୍ଥିକ ଲାଭ ପାଇବହୁତ ଭଲ ରହିବ। ପଞ୍ଚ ଗ୍ରହଙ୍କର ପ୍ରଭାବ ଏକା ସହିତ ଆପଣଙ୍କର ଏକାଦଶ ଘର ଉପରେ ରହିବା ଯୋଗୁଁ ଧନ ପ୍ରାପ୍ତିରେ କୌଣସି ବାଧା ଆସିବ ନାହିଁ ବରଂ ଅନେକ ମାଧ୍ୟମରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ।
ଅପ୍ରିଲ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିରୁ ମିଶ୍ରିତ ପରିଣାମ ଦେବ। କୌଣସି ବଡ଼ ସମସ୍ଯା ଦେଖାଯାଉ ନାହିଁ କାରଣ ଆପଣଙ୍କର ରାଶିର ସ୍ବାମୀ ଉଚ୍ଚ ରାଶିରେ ରହିବେ କିନ୍ତୁ ମାସର ଆରମ୍ଭରେ 13 ତାରିଖ ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ ଯାହା ଫଳରେ ଆପଣଙ୍କୁ କିଛି ଶାରୀରିକ ସମସ୍ଯା ହୋଇପାରେ।
ଉପାୟ
ଶୁକ୍ର ଦେବଙ୍କର ବୀଜ ମନ୍ତ୍ର ଜପ ସ୍ପଟିକ ମାଳା ସହିତ କରନ୍ତୁ।

Astrological services for accurate answers and better feature
Career Counselling
The CogniAstro Career Counselling Report is the most comprehensive report available on this topic.
Astrological remedies to get rid of your problems

AstroSage on MobileAll Mobile Apps
AstroSage TVSubscribe
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025