ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର (17 ଅକ୍ଟୋବର, 2024)
ବୈଦିକ ଜ୍ଯୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା କୁହାଯାଏ। 17 ଅକ୍ଟୋବର 2024 ସକାଳ 07:27ରେ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ହେବା ପାଇଁ ଯାଉଛି। ସୂର୍ଯ୍ୟ ଗ୍ରହଙ୍କୁ ଊର୍ଜାର ପ୍ରମୁଖ ସ୍ରୋତ କୁହାଯାଏ ଓ ସେ ନବଗ୍ରହ ମଧ୍ୟରେ ପ୍ରମୁଖ। ସୂର୍ଯ୍ୟ ଦେବଙ୍କ ବିନା ଜୀବନର କଳ୍ପନା କରାଯାଇ ପାରିବ ନାହିଁ। ଏହା ପୁରୁଷ ସ୍ଵଭାବର ଗ୍ରହ ଓ ଜଟିଳ କାର୍ଯ୍ୟ ଦୃଢ଼ତାର ସହିତ କରନ୍ତି। ସୂର୍ଯ୍ୟ ନେତ୍ରତ୍ଵ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ଯେଉଁ ଲୋକଙ୍କର ଜାତକରେ ସୂର୍ଯ୍ୟ ମେଷ କିମ୍ବା ସିଂହ ରାଶିରେ ଥାଆନ୍ତି ସେ ନିଜର ଜୀବନରେ କ୍ୟାରୀଅର, ଧନ ଲାଭ, ସମ୍ପର୍କରେ ଖୁସି ଓ ପିତାଙ୍କର ସମର୍ଥନ ପାଆନ୍ତି ଓ ଜୀବନର ଆନନ୍ଦ ନିଅନ୍ତି।
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
हिंदी में पढ़ने के लिए यहां क्लिक करें: सूर्य का तुला राशि में गोचर
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଗ୍ରହର ମହତ୍ଵ
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଗ୍ରହ ଙ୍କୁ ମୁଖ୍ୟ ଭାବରେ ଏକ୍ ଉଚ୍ଚ ଅଧିକାର ପ୍ରାପ୍ତ ଗତିଶୀଳ ଗ୍ରହ କୁହଯାଏ। ସୂର୍ଯ୍ୟ ମହାରାଜ ପ୍ରସାନିକ ଅଧିକର ଓ ସିଦ୍ଧାନ୍ତର ମଧ୍ୟ ପ୍ରତୀକ। ସେ ଏକ୍ ଉଗ୍ର ଗ୍ରହ। ଯେଉଁ ଲୋକଙ୍କର ଜାତକରେ ସୂର୍ଯ୍ୟ ମହାରାଜଙ୍କର ସ୍ଥିତି ଦୃଢ଼ ହୋଇଥାଏ ତାଙ୍କର ସ୍ଵଭାବରେ କ୍ରୋଧ ଅଧିକ ଦେଖିବାକୁ ମିଳେ। ଅନ୍ୟ ପ୍ରତି ବ୍ୟବହାର ଉଗ୍ର ହୋଇଥାଏ। ଏହି ଲୋକଙ୍କର ଏପରି ବ୍ୟବହାର କିଛି ଲୋକ ସ୍ଵୀକାର କରିଦିଅନ୍ତି କିନ୍ତୁ କିଛି କରିପାରନ୍ତି ନାହିଁ। ଏହାର ଫଳସ୍ବରୂପ ଏହି ଲୋକଙ୍କୁ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଶାନ୍ତ ରହିବା ଓ ଧର୍ଯ୍ୟ ଧରି କାମ କରିବା ଆବଶ୍ୟକ। ସୂର୍ଯ୍ୟଙ୍କର ଆଶୀର୍ବାଦ ବିନା ଏକ୍ ବ୍ୟକ୍ତି ନିଜର ଜୀବନରେ କ୍ୟାରୀଅର କିମ୍ବା ଧନ ସହିତ ଜଡ଼ିତ କ୍ଷେତ୍ରରେ ସଫଳ ହୋଇପାରିବ ନାହିଁ।
To Read in English Click Here: Sun Transit in Libra
ଆସନ୍ତୁ ଏବେ ଆଗକୁ ବଢ଼ିବା ଓ ଆପଣଙ୍କୁ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ବିଷୟରେ ଅବଗତ କରାଇବା। ଆହୁରି ମଧ୍ୟ ଆପଣଙ୍କୁ ଜଣାଇବୁ ଯେ ଏହି ଗୋଚର ରାଶି ଚକ୍ରର ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ତୁଳା ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଜାତକରେ ପଞ୍ଚମ ଘରର ସ୍ବାମୀ ଓ ଏବେ ଏହା ଗୋଚର କରି ସପ୍ତମ ଘରକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ ତୁଳା ରାଶିରେ ସୂର୍ଯ୍ୟଙ୍କର ଗୋଚର ହେବା ଦ୍ୱର ଆପଣ ଜୀବନରେ ପ୍ରଗତି ହାସଲ କରିବେ ଓ ଆପଣଙ୍କୁ ବନ୍ଧୁ ଏବଂ ସାଥୀଙ୍କର ସହଯୋଗ ମିଳିବ।
କ୍ୟାରୀଅର କ୍ଷେତ୍ରରେ ଏହି ଲୋକଙ୍କୁ ବରିଷ୍ଠଙ୍କର ସମର୍ଥନ ମିଳିବ ଓ ଏପରି ସ୍ଥିତିରେ ଆପଣଙ୍କର ଭଲ କାମର ପ୍ରଶଂସା କରୁଥିବା ଦେଖାଯିବେ।
ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କୁ ବିଜନେସ ରେ ପାର୍ଟନର ସହିତ କାମ କରିବା ସହଜ କରିବ ଓ ଭଲ ଲାଭ ଦେବ।
ଆର୍ଥିକ ଜୀବନରେ ମେଷ ରାଶି ଲୋକଙ୍କୁ ଏହି ସମୟରେ ଭାଗ୍ୟ ଯୋଗୁଁ ଭଲ ଧନ ଲାଭ ପ୍ରାପ୍ତ ହେବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବା ବେଳେ ପାର୍ଟନରର ସହଯୋଗ ମିଳିବ ଓ ଦୁହେଁ ଖୁସି ରହିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ ଆପଣ ସାହସରେ ଭରି ରହିବେ ଯାହା ଫଳରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ ଭାସ୍କରାୟ ନମଃ 19 ଥର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଚତୁର୍ଥ ଘରର ସ୍ବାମୀ ଓ ଏବେ ତାଙ୍କର ଗୋଚର ଆପଣଙ୍କର ଷଷ୍ଠ ଘରେ ହେବାକୁ ଯାଉଛି।
ଏହାର ପରିଣାମସ୍ବରୂପ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନର ପ୍ରଭାବ ଦ୍ବାରା ଆପଣ କାର୍ଯ୍ୟରେ କରାଯାଇଥିବା ପ୍ରୟାସ ଦ୍ବାରା ସଫଳତା ପ୍ରାପ୍ତ କରିପାରିବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକଙ୍କର କାମରେ କରାଯାଇଥିବା ପରିଶ୍ରମ ବଳରେ ପଦୋନ୍ନତି ପ୍ରାପ୍ତ ହେବ ଓ ଏହା ବ୍ୟତୀତ ଆପଣଙ୍କୁ ଇଂସେନଟିଭ ପ୍ରାପ୍ତ ହେବ।
ସୂର୍ଯ୍ୟଙ୍କର ଗୋଚର ବ୍ୟବସାୟ କ୍ଷେତ୍ରରେ ସଫଳତା ଆଣିବ ଯାହା ହଲରେ ଆପଣଙ୍କର କ୍ଷମତା ଓ ବିଜନେସ ପ୍ରତି ଏକ ଦୃଷ୍ଟିକୋଣ ରହିବ।
ଆର୍ଥିକ ଜୀବନରେ ଏହି ଲୋକ ଛୋଟ ଛୋଟ ପ୍ରୟାସ ଓ ଯୋଜନା କରି ବଢ଼ିବା ଯୋଗୁଁ ଅଧିକ ଧନ ଲାଭ କରିପାରିବେ।
ବ୍ୟକ୍ତିଗତ ଜୀବନରେ ଆପଣ ପାର୍ଟନର ପ୍ରତି ସଚ୍ଚୋଟ ରହିବେ ଓ ଆପଣ ଦୁହେଁ ସମ୍ପର୍କରେ ତାଳମେଳ ରଖିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ରହିବ ଓ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଉତ୍ତମ ରହିବ ଓ ଆପଣଙ୍କ ଭିତରେ ଉତ୍ସାହ ଓ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ରହିବ।
ଉପାୟ : ପ୍ରତିଦିନ ଲିଙ୍ଗାଷ୍ଟକମ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ତୃତୀୟ ଘରର ସ୍ବାମୀ ଓ ଏବେ ଗୋଚର କରି ଆପଣଙ୍କର ପଞ୍ଚମ ଘରକୁ ଯିବେ।
ଏପରି ସ୍ଥିତିରେ ଏହି ଲୋକଙ୍କର ଧାର୍ମିକ କାର୍ଯ୍ୟ ଯୋଗୁଁ ଲମ୍ବା ଯାତ୍ରା କରିବାର ସୁଯୋଗ ଆସିବ। ଏହି ଲୋକ ନିଜର ସନ୍ତାନର ବିକାଶ ଦେଖି ଖୁସି ହେବେ।
କ୍ୟାରୀଅର ବିଷୟରେ କହିଲେ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ଆପଣଙ୍କର ଚାକିରିରେ ନୂଆ ସୁଯୋଗ ପ୍ରଦାନକରିବ ଓ ଆପଣ ସନ୍ତୁଷ୍ଟ ଦେଖାଯିବେ।
ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ହି ଅବଧିରେ ବିଜନେସ ରୁ ଅଧିକ ସ୍ଟକ ମାଧ୍ୟମରେ ଲାଭ ପ୍ରାପ୍ତ କରିବେ।
ଆର୍ଥିକ ଜୀବନରେ ସୂର୍ଯ୍ୟଙ୍କର ଏହି ଗୋଚର କାମରେ କରାଯାଇଥିବା ପରିଶ୍ରମ ଓ ସମର୍ପଣ ପାଇଁ ଆପଣଙ୍କୁ ଭଲ ଇଂସେନଟିଭ ମିଳିବ।
ପ୍ରେମ ଜୀବନରେ ମିଥୁନ ରାଶି ଲୋକଙ୍କର ବ୍ୟବହାର ପାର୍ଟନର ପ୍ରତି ପ୍ରେମପୂର୍ଣ ରହିବ ଓ ଆପଣ ଅନ୍ୟ ପାଇଁ ଏକ୍ ଭଲ ଉଦାହରଣ ସୃଷ୍ଟି କରିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଗୋଚର ଆପଣଙ୍କ ଭିତରେ ସାହସ ବଢ଼ାଇବା ସହିତ ସ୍ବାସ୍ଥ୍ୟ ଭଲ ରଖିବ।
ଉପାୟ : ପ୍ରତିଦିନ 21 ଥର ଓଁ ଗୁରବେ ନମଃ ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ଜାତକେ ସୂର୍ଯ୍ୟ ମହାରାଜ ଦ୍ଵିତୀୟ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ ଏହି ଲୋକ ଆର୍ଥିକ ଜୀବନ ସହିତ ନିଜର ପରିବାରକୁ ନେଇ ବହୁତ ସତର୍କ ରହିବେ।
ସୂର୍ଯ୍ୟଙ୍କର ଗୋଚର କର୍କଟ ରାଶି ଲୋକଙ୍କର କ୍ୟାରୀଅର ପାଇଁ ସମସ୍ଯା ଆଣିବ ସେଠୀପାଇଁ ଭଲ ହେବ ଯେ ଆପଣ ଯୋଜନା ପ୍ରସ୍ତୁତ କରି ଚାଲନ୍ତୁ।
ଅନ୍ୟ ପଟେ, ବ୍ୟବସାୟ ସମ୍ବନ୍ଧିତ ଲୋକଙ୍କୁ ଏହି ଅବଧିରେ ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କର କ୍ଷତି ହୋଇପାରେ।
ଆର୍ଥିକ ଜୀବନରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ସମୟରେ ଖର୍ଚ୍ଚ ନିୟନ୍ତ୍ରିତ କରିବା ପାଇଁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କର ଆଗରେ ହଠାତ ଖର୍ଚ୍ଚ ଆସିପାରେ ଯାହାକୁ ସମ୍ଭାଳିବା କଷ୍ଟକର ହେବ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ ପରିବାରରେ ଚାଲିଥିବା ମାମଲାରେ ଉପରେ ରହିବ ଓ ଏହା ଆପଣଙ୍କୁ ହଇରାଣ କରିପାରେ।
ସ୍ବାସ୍ଥ୍ୟକୁ ଦେଖିଲେ କର୍କଟ ରାଶି ଲୋକଙ୍କୁ ନିଜର ମାତାଙ୍କର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅଯାଇଛି କାରଣ ତାଙ୍କର ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ।
ଉପାୟ : ଶନିବାର ଦିନ ଭଗବାନ ଶିବଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ପ୍ରଥମ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ତୃତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏପରି ସ୍ଥିତିରେ ଆପଣ କାର୍ଯ୍ୟରେ ସାହସ ଏବଂ ଦୃଢ଼ତା ଯୋଗୁଁ ସଫଳତା ପ୍ରାପ୍ତ କରିବେ ଓ ଏହା ଆପଣଙ୍କର ପ୍ରୟାସର ପରିଣାମ ହେବ।
ସୂର୍ଯ୍ୟଙ୍କର ଗୋଚର ଏହି ଲୋକଙ୍କ ପାଇଁ କ୍ୟାରୀଅର କ୍ଷେତ୍ରରେ କଠିନ ସମୟ ଆଣିବ କାରଣ ଆପଣଙ୍କ ଉପରେ କାମର ବୋଝ ବଢ଼ିପାରେ।
ବ୍ୟବସାୟ ବିଷୟରେ କହିଲେ ଆପଣ ଏକ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ତାହା ମାଧ୍ୟମରେ ଆପଣ ଲାଭ ପ୍ରାପ୍ତ କରିପାରିବେ।
ଆର୍ଥିକ ଜୀବନ ଦୃଷ୍ଟିରୁ ସୂର୍ଯ୍ୟ ଗୋଚରର ଅବଧିରେ ଆପଣ ନିଜର ପ୍ରୟାସ ଓ ଠିକ ଯୋଜନା ଯୋଗୁଁ ଅଧିକ ରୁ ଅଧିକ ପଇସା ରୋଜଗାର କରିପାରିବେ।
ବ୍ୟକ୍ତିଗତ ଜୀବନରେ ସିଂହ ରାଶି ଲୋକ ନିଜର ପାର୍ଟନର ସହିତ ଖୁସି ଦେଖାଯିବେ ଓ ସେଠୀପାଇଁ ଆପଣ ଦୁହେଁ ଖୋଲା ମନରେ ପରସ୍ପର ସହିତ କଥା ହେବେ।
ସୂର୍ଯ୍ୟ ଗୋଚର ସମୟରେ ଏହି ଲୋକଙ୍କର କୌଣସି ଏଲାର୍ଜି ଯୋଗୁଁ ଚର୍ମ ରୋଗ ହୋଇପାରେ ସେଠୀପାଇଁ ନିଜର ଧ୍ୟାନ ରଖନ୍ତୁ।
ଉପାୟ : ପ୍ରତିଦିନ ଓଁ ସୂର୍ଯ୍ୟାୟ ନମଃ 21 ଥର ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଏହା ଦ୍ଵିତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ ସୂର୍ଯ୍ୟଙ୍କର ତୁଳା ରାଶିର ଗୋଚରର ଅବଧିରେ ଆପଣଙ୍କୁ ଲମ୍ବା ଯାତ୍ରା କରିବା ପାଇଁ ପଡ଼ିପାରେ। ସାଙ୍ଗରେ ଆପଣ ଧନ ରୋଜଗାର କରିବା ପାଇଁ ଅଧିକ ସଜାଗ ରହିବେ।
କ୍ୟାରୀଅର କ୍ଷେତ୍ରରେ ଆପଣ କାର୍ଯ୍ୟସ୍ଥଳରେ ସମସ୍ଯା ସାମ୍ନା କରିପାରନ୍ତି ଓ ଏପରି ସ୍ଥିତିରେ ନିଜର ଚାକିରିରେ ଅସନ୍ତୁଷ୍ଟ ଦେଖାଯିବେ। ଏହାର ପରିଣାମସ୍ଵରୋପପ ଆପଣ ଏକ୍ ନୂଆ ଚାକିରି ଖୋଜିପାରନ୍ତି।
ସୂର୍ଯ୍ୟ ଗୋଚର ସମୟରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ନିଜର ଫୀଲ୍ଡ ପରିବର୍ତ୍ତନ କରିବାକୁ ପଡ଼ିପାରେ। କିନ୍ତୁ ଏହି ନିଷ୍ପତି ଆପଣଙ୍କ ପାଇଁ ଅନୁକୂଳ ନ ହେବାର ଆଶଙ୍କା ଅଛି।
ଆର୍ଥିକ ଜୀବନ ଦୃଷ୍ଟିରୁ ଖର୍ଚ୍ଚ ବଢ଼ିପାର ଓ ଆପଣଙ୍କର ସାମ୍ନାରେ ଗୋଟିଏ ପରେ ଗୋଟିଏ ନୂଆ ଖର୍ଚ୍ଚ ଆସିପାରେ ଯାହା ଆପଣଙ୍କର ଚିନ୍ତାର କାରଣ ହେବ।
ସୂର୍ଯ୍ୟଙ୍କର ଏହି ଗୋଚର ସମୟରେ ପରିବାରରେ ଚାଲିଥିବା ବିବାଦ ଯୋଗୁଁ ପାର୍ଟନର ସହିତ ଆପଣଙ୍କର ବିବାଦ ହୋଇପାରେ ଓ ଆପଣ ଦୁହେଁ ପାରସ୍ପରିକ ତାଳମେଳ ରଖିବାରେ ଅସମର୍ଥ ହେବେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ଅକ୍ଷୟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ ଓ ଏହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ : ପ୍ରତିଦିନ ଇଁ ବୁଧାୟ ନମଃ 41 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଏକାଦଶ ଘରର ସ୍ବାମୀ ଓ ଏବେ ପ୍ରଥମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ ଏହି ଲୋକମାନେ ସାହସ ଓ ଦୃଢ଼ତା ବଳରେ ଆତ୍ମବିଶ୍ଵାସରେ ଭରପୁର ରହିବେ ଓ ଏପରି ସ୍ଥିତିରେ ନିଜର ଇଚ୍ଛା ପୂରଣ କରିବାରେ ସକ୍ଷମ ହେବେ।
କ୍ୟାରୀଅର ବିଷୟରେ କହିଲେ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ସମୟରେ ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ ଓ ଏପରି ଯାତ୍ରା ଆପଣଙ୍କର ଉଦେଶ୍ୟ ପୂରଣ କରିବ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ଆପଣ କିଛି ଲାଭ କରିବାରେ ସକ୍ଷମ ହେବେ। ଏହା ଆପଣଙ୍କର ପରିଶ୍ରମ ଓ ଚେଷ୍ଟା ଯୋଗୁଁ ସମ୍ଭବ ହେବ।
ଆର୍ଥିକ ଜୀବନରେ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କୁ କଠିନ ପରିଶ୍ରମ ବଳରେ ଅଧିକ ଧନ ପ୍ରଦାନ କରିବ। ଏପରି ସ୍ଥିତିରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ।
ପ୍ରେମ ଜୀବନରେ ଏହି ଲୋକ ନିଜର ସାଥି ସହିତ ଖୁସି ଦେଖାଯିବେ ଯାହା ଆପଣଙ୍କର ଭଲ ବ୍ୟବହାର ଯୋଗୁଁ ସମ୍ଭବ ହେବ।
ତୁଳା ରାଶି ଲୋକଙ୍କର ସ୍ବାସ୍ଥ୍ୟ ଏହି ଅବଧିରେ ଭଲ ରହିବ ଯାହା ଫଳରେ ଆପଣଙ୍କ ଭିତରେ ଦୃଢ଼ତା ରହିବ।
ଉପାୟ : ପ୍ରତିଦିନ ଓଁ ଶୁକ୍ରାୟ ନମଃ 24 ଥର ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କର ଜାତକରେ ସୂର୍ଯ୍ୟ ମହାରାଜ ଦଶମ ଘରର ସ୍ବାମୀ ଓ ଏବେ ଏହା ଦ୍ଵାଦଶ ଘରେ ଗୋଚର କରିବେ।
ଏହାର ପରିଣାମସ୍ବରୂପ ଯୋଜନାର ଅଭାବ ଯୋଗୁଁ ଏହି ଲୋକଙ୍କ ହାତରୁ ଭଲ ସୁଯୋଗ ଖସିଯାଇ ପାରେ।
କ୍ୟାରୀଅର କ୍ଷେତ୍ରରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର ସମୟରେ ଚାକିରିରେ ପରିବର୍ତ୍ତନ ଆଣିବେ। ସରଳ ଭାବରେ କହିଲେ ଚାକିରିରେ ଏହି ଅବଧିରେ ଚକିରୀରେ ଥିବା ଅସନ୍ତୋଷ ଯୋଗୁଁ ଚାକିରି ପରିବର୍ତ୍ତନ କରିପାରନ୍ତି।
ବ୍ୟବସାୟ ବିଷୟରେ କହିଲେ ବ୍ୟବସାୟ ଠିକ ନ ଚାଲିବା ଯୋଗୁଁ କ୍ଷତି ସହିବା ପାଇଁ ପଡ଼ିପାରେ। ସାଙ୍ଗରେ ବିରୋଧୀ ମଧ୍ୟ ଆପଣଙ୍କ ପାଇଁ ବିପଦ ହୋଇପାରନ୍ତି।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଧନ ହାନି ସହିବା ପାଇଁ ପଡ଼ିବ ଓ ଏହି କାରଣରୁ ଧ୍ୟାନର ଅଭାବ ଓ ଧନ ସହିତ ଜଡ଼ିତ ଯୋଜନାରେ ଅଭାବ ଦେଖାଯିବ।
ବ୍ୟକ୍ତିଗତ ଜୀବନରେ ସାଥି ସହିତ ସମ୍ପର୍କରେ ଖୁସି ହ୍ରାଦ ହେବ ଯାହା ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ହେବ।
ସୂର୍ଯ୍ୟ ଗୋଚର ଏହି ଅବଧିରେ ଆପଣଙ୍କର ପାଦରେ ଦରଜ କରିପାରେ ସେଥିପାଇଁ ନିଜର ଧ୍ୟାନ ରଖନ୍ତୁ।
ଉପାୟ : ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ନବମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଏକାଦଶ ଘରେ ଗୋଚର କରିବେ।
ଏପରି ସ୍ଥିତିରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ଓ ଏହି ଅବଧିରେ ଆପଣ ନିଜର ସମସ୍ତ ଇଚ୍ଛା ପୂରଣ କରିବାରେ ସକ୍ଷମ ହେବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକ ଉତ୍ସାହରେ ଭରପୁର ରହିବେ ଓ ନିଜର କ୍ୟାରୀଅରରେ ପ୍ରଗତି ହାସଲ କରିବେ। ଏହାର ପରିଣାମସ୍ଵରୂପ, ଆପଣ ମନ ଲଗାଇ କାମ କରୁଥିବା ଦେଖାଯିବେ।
ବ୍ୟବବସାୟ କ୍ଷେତ୍ରରେ ଧନୁ ରାଶି ଲୋକଙ୍କୁ ପ୍ରତି ପାଦରେ ନିଜର ଭାଗ୍ୟରେ ସମର୍ଥନ ମିଳିବ। ଏହା ଆୟ ସହିତ ଲାଭ ବଢ଼ାଇବାକୁ ସାହାଜ୍ୟ କରିବ।
ଆର୍ଥିକ ଜୀବନ ପାଇଁ ସୂର୍ଯ୍ୟ ଗୋଚରକୁ ସକାରାତ୍ମକ କୁହାଯିବ କାରଣ ଏହି ଅବଧିରେ ଆପଣ ଅଧିକ ଧନ ଲାଭ କରିପାରିବେ। ଆପଣ ନିଜର ସମ୍ପୂର୍ଣ କ୍ଷମତା ପଇସା ସଞ୍ଚୟ କରିବାରେ ଲଗାଇଦେବେ।
ପ୍ରେମ ଜୀବନ ବିଷୟରେ କହିଲେ ଏହି ସମୟରେ ଆପଣଙ୍କର ସମ୍ପର୍କ ପାର୍ଟନର ସହିତ ଖୁସି ଓ ଉତ୍ସାହରେ ଭରପୁର ରହିବ। ଏହାର ପରିନାମସ୍ଵରୂପ, ଏହି ଲୋକଙ୍କର ସାଥୀ ସହିତ ସମ୍ପର୍କ ମଧୁର ରହିବ।
ସୂର୍ଯ୍ୟ ଗୋଚର ଅବଧିରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବ ଯାହା ଆପଣଙ୍କର ସ୍ବାସ୍ଥ୍ୟକୁ ଭଲ ରଖିବ।
ଉପାୟ : ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଦହି ଭାତ ଦାନ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଓ ବେ ଏହା ଆପଣଙ୍କର ଦଶମ ଘରେ ଗୋଚର କରିବେ।
ଏହାର ଫଳସ୍ବରୂପ ସୂର୍ଯ୍ୟଙ୍କର ତୁଳା ରାଶିରେ ପ୍ରବେଶ ସମୟରେ ଲୋକଙ୍କୁ ନିଜର କାର୍ଯ୍ୟ ଉପରେ ଧ୍ୟାନ ଦେବାରେ ଓ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିବ। ଅନ୍ୟଥା ଆପଣଙ୍କୁ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କ ହାତରୁ କିଛି ଭଲ ସୁଯୋଗ ଖସିଯାଇ ପାରେ। ଠିକ ଯୋଜନାର ଅଭାବ ଯୋଗୁଁ ଏହା ହୋଇପାରେ।
ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କର ବିଜନେସ ପାର୍ଟନର ସହିତ ବିବାଦ କିମ୍ବା ମତଭେଦ ହେବାର ଆଶଙ୍କା ଅଛି ଓ ଏହି କରଣରୁ ଆପଣ ଲାଭ କରିବାର ଭଲ ସୁଯୋଗ ହରାଇ ପରାନ୍ତି।
ଆର୍ଥିକ ଜୀବନରେ ବେପରୁଆ ହୋଇ କ୍ଷତି ସହିବାକୁ ପଡ଼ିବ ସେଥିପାଇଁ ସତର୍କ ରୁହନ୍ତୁ।
ବ୍ୟକ୍ତିଗତ ଜୀବନରେ ଜୀବନସାଥୀ ସହିତ ଭୁଲ ଶବ୍ଦ ବ୍ୟବହାର କରି ଆପଣ ହଇରାଣ ହୋଇପାରନ୍ତି। ଆପଣଙ୍କର ସାଥୀ ଆପଣଙ୍କ ଉପରେ ରାଗିବେ। ସେଥିପାଇଁ ଭାବିଚିନ୍ତି କଥା କୁହନ୍ତୁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୂର୍ଯ୍ୟଙ୍କର ତୁଳା ରାଶିରେ ପ୍ରବେଶ ସମୟରେ ଆପଣଙ୍କର ପାଦରେ ଦରଜ ହୋଇପାରେ।
ଉପାୟ : ପ୍ରତିଦିନ ଓଁ ମନ୍ଦାୟ ନମଃ 44 ଥର ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ସପ୍ତମ ଘରର ସ୍ବାମୀ ଓ ସେ ଏବେ ଆପଣଙ୍କର ନବମ ଘରେ ଗୋଚର କରିବେ।
ଏପରି ସ୍ଥିତିରେ ଏହି ଲୋକଙ୍କୁ ଭାଗ୍ୟ ଓ ବନ୍ଧୁଙ୍କର ସମର୍ଥନ ମିଳିବ।
କ୍ୟାରୀଅର କ୍ଷେତ୍ରରେ ସୂର୍ଯ୍ୟ ଗୋଚର ଆପଣଙ୍କୁ କାମରେ କରାଯାଇଥିବା ପରିଶ୍ରମ ପାଇଁ ସଫଳତା ଦେବ ଓ ସାଙ୍ଗରେ ଆପଣଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିବ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ବ୍ୟବସାୟ କରୁଥିବା ଲୋକ ମଲ୍ଟିଲେଭେଲ ବିଜନେସ କରିପାରିବେ ଓ ଏହା ମାଧ୍ୟମରେ ଭଲ ଲାଭ କରିପାରିବେ।
ଆର୍ଥିକ ଜୀବନ ବିଷୟରେ କହିଲେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ଓ ଏପରି ସ୍ଥିତିରେ ଅଧିକ ପରିଶ୍ରମ ନ କରି ଅଧିକରୁ ଅଧିକ ପଇସା ରୋଜଗାର କରିପାରିବେ। ସାଙ୍ଗରେ ଆପଣ ଧନ ସଞ୍ଚୟ କରିବାରେ ସଫଳ ରହିବେ।
ବ୍ୟକ୍ତିଗତ ଜୀବନରେ ଏହି ଲୋକଙ୍କୁ ପ୍ରତି ପରିସ୍ଥିତିରେ ସାଥୀର ସମର୍ଥନ ମିଳିବ ଏବଂ ସୁଖ ଓ ପ୍ରେମ ରହିବ। ଏହାର ଫଳସ୍ବରୂପ ଆପଣ ପ୍ରସନ୍ନ ଦେଖାଯିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୂର୍ଯ୍ୟଙ୍କର ଏହି ଗୋଚର କୁମ୍ଭ ରାଶି ଲୋକଙ୍କ ପାଇଁ ଭଲ ରହିବ ଓ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ। ଆପଣ ଫିଟ ଓ ସୁସ୍ଥ ରହିବେ।
ଉପାୟ : ଶନିବାର ଦିନ ଭଗବାନ ଶିବଙ୍କ ପାଇଁ ଯଜ୍ଞ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ଜାତକରେ ସୂର୍ଯ୍ୟ ଦେବ ଷଷ୍ଠ ଘରର ସ୍ବାମୀ ଓ ଏବେ ତାଙ୍କର ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ।
ଏହାର ଫଳସ୍ବରୂପ ଆପଣଙ୍କୁ ହଠାତ ଲାଭ ପ୍ରାପ୍ତ ହେବ। ଯଦି ଆପଣ ଋଣ ନେବା ବିଷୟରେ ଭାବୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ।
ସୂର୍ଯ୍ୟଙ୍କର ଗୋଚର ସମୟରେ ଆପଣଙ୍କ ଉପରେ କାମର ଚାପ ରହିବ ସେଠୀପାଇଁ ଆପଣଙ୍କ ପାଇଁ ଯୋଜନା ପ୍ରସ୍ତୁତ କରି ଆଗକୁ ବଢ଼ିବା ଫଳଦାୟୀ ହେବ।
ବ୍ୟବସାୟ ବିଷୟରେ କହିଲେ ମୀନ ରାଶିର ବ୍ୟବସାୟୀଙ୍କର ବିଜନେସରେ ଲାଭ ହେବ ନାହିଁ କିମ୍ବା କ୍ଷତି ହେବ ନାହିଁ। ଲା ଦୃଷ୍ଟିରୁ ଏହି ଅବଧି ସାମାନ୍ଯ ରହିବ କିନ୍ତୁ ଆପଣଙ୍କ ପାଇଁ ସଫଳତା ପାଇବା କଷ୍ଟକର ହେବ।
ଆର୍ଥିକ ଜୀବନରେ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ସମୟରେ ଆପଣଙ୍କୁ ନିଜର ଖର୍ଚ୍ଚ ନିୟନ୍ତ୍ରଣ କରିବା ପାଇଁ ହେବ, ଅନ୍ୟଥା ଋଣ ନେବାକୁ ପଡ଼ିପାରେ।
ପ୍ରେମ ଜୀବନରେ ଆପଣଙ୍କୁ ସମ୍ପର୍କରେ ପାର୍ଟନର ସହିତ ତାଳମେଳ ରଖିବା କଷ୍ଟକର ହେବ କାରଣ ଆପଣ ଦୁହେଁ ସମ୍ପର୍କରେ ଖୁଶିର ଅଭାବ ଦେଖିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ହଜମ ଜନିତ ସମସ୍ଯା ହୋଇପାରେ ଯାହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେବ।
ଉପାୟ : ପ୍ରତିଦିନ ଓଁ ବୃଂ ବୃହସ୍ପତୟେ ନମଃ 21 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟଙ୍କର ଗୋଚର କେତେ ଦିନ ଚାଲିବ?
ସୂର୍ଯ୍ୟଙ୍କୁ ନିଜ ରାଶି ବଦଳାଇବାରେ ଗୋଟିଏ ମାସ ସମୟ ଲାଗିଥାଏ ସେଠୀପାଇଁ ତାଙ୍କର ଗୋଚର ପ୍ରତ୍ଯେକ ମାସ ହୋଇଥାଏ।
2. ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର କେବେ ହେବ?
ତୁଳା ରାଶିରେ ସୂର୍ଯ୍ୟ 17 ଅକ୍ଟୋବର 2024ରେ ପ୍ରବେଶ କରିବେ।
3. କେଉଁ ଗ୍ରହ ଅସ୍ତ ଓ ବକ୍ରୀ ହୁଏ ନାହିଁ?
ନବଗ୍ରହ ମଧ୍ୟରୁ ସୂର୍ଯ୍ୟ ଗ୍ରହ ଅସ୍ତ କିମ୍ବା ବକ୍ରୀ ହୁଏ ନାହିଁ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Rashifal 2025
- Horoscope 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025