ଶୁକ୍ରଙ୍କର ଧନୁ ରାଶିରେ ଗୋଚର (07 ନଭେମ୍ବର 2024)
ଜ୍ଯୋତିଷଶାସ୍ତ୍ରରେ ଶୁକ୍ରଙ୍କୁ ଏକ ସ୍ତ୍ରୀ ଗ୍ରହ କୁହାଯାଇଛି ଯିଏ ପ୍ରେମ ଏବଂ ସୁନ୍ଦରତାର କାରକ ଗ୍ରହ। ଏବେ ସେ 07 ନଭେମ୍ବର 2024 ସକାଳ 03:21 ମିନିଟ ରେ ଧନୁ ରାଶିରେ ଗୋଚର କରିବେ। ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଶୁକ୍ର ଗୋଚର ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରାପ୍ତ ହେବ। ସାଙ୍ଗରେ ଆପଣଙ୍କୁ କୁହାଯିବ ଶୁକ୍ରଙ୍କର ଧନୁ ରାଶିରେ ଗୋଚର ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ ଓ କେଉଁ ଶୁଭ ଅଶୁଭ ପରିଣାମ ଦେବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ଶୁକ୍ରଙ୍କର ଧନୁ ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
हिंदी में पढ़ने के लिए यहां क्लिक करें: शुक्र का धनु राशि में गोचर
ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହର ମହତ୍ଵ
ବୈଦିକ ଜ୍ଯୋତିଷରେ ଶୁକ୍ର ଗ୍ରହ ମନୁଷ୍ୟକୁ ଭଲ ସ୍ବାସ୍ଥ୍ୟ, ତୀକ୍ଷ୍ଣ ବୁଦ୍ଧି ଓ ଜରୁରୀ ସୁଖ ସୁବିଧା ପ୍ରଦାନ କରନ୍ତି। ଜାତକରେ ଶୁକ୍ର ଦେବଙ୍କର ଦୃଢ଼ ସ୍ଥିତି ଲୋକଙ୍କୁ ଭଲ ସଫଳତା ଦେଇଥାଏ ଓ ଆପଣଙ୍କର ଜୀବନରେ ଆନନ୍ଦ ଓ ସୁଖ ଆଣିଥାଏ।
ଅନ୍ୟ ପଟେ ଯେବେ ବୁଧ ମହାରାଜ ମଙ୍ଗଳ କିମ୍ବା ରାହୁ/କେତୁଙ୍କ ପରି ଅଶୁଭ କିମ୍ବା ପାପୀ ଗ୍ରହଙ୍କ ସହିତ ରୁହନ୍ତି, ସେ ଲୋକଙ୍କୁ ସମସ୍ଯା ଓ ବାଧା ସାମ୍ନା କରିବାକୁ ପଡ଼ିଥାଏ। ଶୁକ୍ରଙ୍କର ଜାତକରେ ମଙ୍ଗଳ ଦେବଙ୍କ ସହିତ ରହିବା ବ୍ୟକ୍ତିର ସ୍ଵଭାବରେ କ୍ରୋଧ ବୃଦ୍ଧି କରିଥାଏ। ଶୁକ୍ର ରାହୁ/କେତୁଙ୍କ ପରି ପାପୀ ଗ୍ରହଙ୍କ ସହିତ ରହିଲେ ଲୋକଙ୍କର ଚର୍ମ ରୋଗ, ଦରଜ ଓ ନିଦ ଅଭାବ ସମସ୍ଯା ଦେଖାଦିଏ। ଶୁକ୍ର ମହାରାଜଙ୍କର ଶୁଭ ଗ୍ରହ ବୃହସ୍ପତିଙ୍କ ସହିତ ରହିବା ଆପଣଙ୍କୁ ବ୍ୟବସାୟ, ଟ୍ରେଡ, ଧନ ଲାଭ ଓ ଆୟରେ ବୃଦ୍ଧି ସହିତ ଜଡ଼ିତ ମାମଲାରେ ମିଳିବାକୁ ଥିବା ପରିଣାମ ଦ୍ଵିଗୁଣ କରିଥାଏ।
To Read in English Click Here: Venus Transit In Sagittarius (7 November)
ଆସନ୍ତୁ ଏବେ ଆମେ ଆଗକୁ ବଢ଼ିବା ଓ ଡେରି ଣ କରି ଜାଣିବା ଶୁକ୍ରଙ୍କର ଧନୁ ରାଶିରେ ଗୋଚର ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ଧନୁ ରାଶିରେ ଶୁକ୍ରଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ। ଶୁକ୍ରଙ୍କର ଧନୁ ରାଶିରେ ଗୋଚର ଆପଣଙ୍କର ନବମ ଘରେ ହେବ।
ଏହାର ପରିଣାମସ୍ବରୂପ ଆପଣ ଏହି ଅବଧିରେ ନିଜର ପରିବାର ଓ ମିତ୍ରଙ୍କ ସହିତ ଅଧିକ ଯାତ୍ରା କରିବା ପାଇଁ ସମୟ ବାହାର କରିବେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ଅନୁକୂଳ ହେବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ, ଯାହା ଫଳରେ ଆପଣ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପରିଣାମ ଓ ସଫଳତା ପ୍ରାପ୍ତ କରିବେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ବିଦେଶରୁ ନୂଆ ବ୍ଯବସାୟିକ ଅର୍ଡର ପ୍ରାପ୍ତ ହେବ ଓ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ ଆଣିବ। ଏହା ଦ୍ବାରା ଆପଣଙ୍କୁ ସଫଳତା ମିଳିବ।
ଆର୍ଥିକ ଜୀବନରେ ଆପଣଙ୍କୁ ଏହି ସମୟରେ ଅଧିକ ଧନ ଲାଭ ମିଳିବ କିନ୍ତୁ ସାଙ୍ଗରେ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିବ।
ପ୍ରେମ ଜୀବନ ବିଷୟରେ କହିଲେ ଆପଣଙ୍କୁ ନିଜର ଜୀବନସଥୀ ସହିତ ଖୁସି ରହିବା ପାଇଁ ଟିକେ ଧର୍ଯ୍ୟ ରଖିବା ଆବଶ୍ୟକ ହୋଇପାରେ। କିନ୍ତୁ ଆପଣ ଖୁସି ରହିବାରେ ସକ୍ଷମ ହେବେ ଓ ଆପଣଙ୍କୁ ପ୍ରେମ ଜୀବନରେ କୌଣସି ବଡ଼ ସମସ୍ଯା ହେବ ନାହିଁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ପାଦରେ ହାଲ୍କା ଦରଜ ଅନୁଭବ ହୋଇପାରେ କିନ୍ତୁ ଆପଣ ବଡ଼ ସମସ୍ଯା ଦେଇ ଗତି କରିବେ ନାହିଁ।
ଉପାୟ - ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ। ।
ବୃଷ ରାଶି
ବିଛା ରାଶି ଲୋକଙ୍କ ପାଇଁ ଶୁକ୍ର ପ୍ରଥମ ଓ ଷଷ୍ଠ ଘରର ସ୍ବାମୀ। ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ।
ଉପରୋକ୍ତ କାରଣ ଯୋଗୁଁ, ଆପଣଙ୍କୁ ପୈତୃକ ସମ୍ପତି ଓ ଶେୟାର ମାଧ୍ୟମରେ ଲାଭ ହେବ। ଏହା ବ୍ୟତୀତ, ଆପଣଙ୍କୁ କୌଣସି ବୀମା ପଲିସି ମାଧ୍ୟମରେ ମଧ୍ୟ ଲାଭ ହେବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ଏହି ସପ୍ତାହ ନିଜର କାମ ପାଇଁ ଯୋଜନା ପ୍ରସ୍ତୁର କରି ତାକୁ ଠିକ ଭାବରେ ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିବ କାରଣ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାମର ଚାପ ରହିବ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ନିଜର ବ୍ୟବସାୟରେ ଲାଭ ଅର୍ଜନ କରିବା ପାଇଁ ଯୋଜନା ପ୍ରସ୍ତୁର କରିବା ଆବଶ୍ୟକ ହେବ। ଆଶଙ୍କା ଅଛି ଯେ ଲାଭ ନ ମିଳିବା ଯୋଗୁଁ ଆପଣ ଚିନ୍ତିତ ରହି ପାରନ୍ତି।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବା ପାଇଁ ପଡ଼ିବ ଓ ପରିଣାମସ୍ବରୂପ ଆଶଙ୍କା ଅଛି ଯେ ଆପଣଙ୍କ ପାଇଁ ଅଧିକ ଧନ ସଞ୍ଚୟ କରିବା ସମ୍ଭବ ହେବ ନାହିଁ।
ପ୍ରେମ ଜୀବନ ବିଷୟରେ କହିଲେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ସାବଧାନ ହୋଇ କଥା ହେବାକୁ ପଡ଼ିବ ନଚେତ ଯୁକ୍ତିତର୍କ ହୋଇପାରେ। ଆପଣଙ୍କୁ ସମ୍ପର୍କରେ ସାମଞ୍ଜସ୍ୟ ରଖିବା ଆବଶ୍ୟକ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ପାଦ ଓ ଗଣ୍ଠିରେ ଦରଜ ହେବାର ସମ୍ଭାବନା ଅଛି। ଏହି ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହେବ।
ଉପାୟ - ପ୍ରତିଦିନ 21 ଥର ଓଁ ଗୁରବେ ନମଃ ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଓ ଦ୍ଵାଦଶ ଘରର ସ୍ବାମୀ। ଶୁକ୍ରଙ୍କର ଧନୁ ରାଶିରେ ଗୋଚର ଆପଣଙ୍କର ସପ୍ତମ ଘରେ ହେବ।
ଏପରି ସ୍ଥିତିରେ ଆପଣଙ୍କୁ ନୂଆ ସହଯୋଗୀ ଓ ମିଟର ମିଲିବେ ଯିଏ ଦରକାର ସମୟରେ ଆପଣଙ୍କ ପାଖରେ ଠିଆ ହେବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ଚାକିରି ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ ଓ ଏହି ଯାତ୍ରା ଆପଣଙ୍କର ଉଦେଶ୍ୟ ପୂରଣ କରିବ।
ବ୍ୟବସାୟ କରୁଥିବା ଲୋକ, ଯଦି ଆପଣ ଏହି ଗୋଚର ସମୟରେ ଅନ୍ୟ ବ୍ୟବସାୟୀଙ୍କ ତୁଳନାରେ ଶେୟାର ବ୍ୟବସାୟରେ ଜଡ଼ିତ ତେବେ ଆପଣଙ୍କୁ ଅଧିକଲାଭ ମିଳିବ।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଭଲ ଧନ ଲାଭ ହେବ। ସାଙ୍ଗରେ ଆପଣ ଅଧିକ ଖର୍ଚ୍ଚ ସାମ୍ନା ମଧ୍ୟ କରିପାରନ୍ତି ଯାହା ଆପଣଙ୍କୁ ଚିନ୍ତା ଦେବ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ବନ୍ଧୁ ଭଳି ବ୍ୟବହାର କରିବା ଆବଶ୍ୟକ ହେବ କାରଣ ଆଶଙ୍କା ଅଛି ଯେ ଅହଂକାର ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ ଚିନ୍ତିତ କରିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏହି ଅବଧିରେ ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ। ଆପଣଙ୍କୁ ନିଜର ପିଲାଙ୍କର ସ୍ବାସ୍ଥ୍ୟ ପାଇଁ ଧନ ଖର୍ଚ୍ଚ କରିବାକୁ ପଡ଼ିବ।
ଉପାୟ - ପ୍ରତିଦିନ 19 ଥର ଓଁ ଭାସ୍କରାୟ ନମଃ ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର ଏକାଦଶ ଘର ଓ ଚତୁର୍ଥ ଘରର ସ୍ବାମୀ। ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ।
ଏପରି ସ୍ଥିତିରେ ଆପଣଙ୍କୁ ପରିବାରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ସାଙ୍ଗରେ, ଆପଣଙ୍କର ଖର୍ଚ୍ଚ ବଢ଼ିପାରେ କାରଣ ଆପଣଙ୍କୁ ନିଜର ସମସ୍ଯା ସମାଧାନ କରିବା ପାଇଁ ଋଣର ଆବଶ୍ୟକତା ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କାମର ଅଧିକ ଚାପ ଓ ନିଜର ବରିଷ୍ଠଙ୍କ ସହିତ ସମ୍ବନ୍ଧରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ବ୍ୟବସାୟ କରୁଥିବା ଲୋକଙ୍କୁ ାଧି କ ଲାଭ କରିବାରେ ବାଧା ସାମ୍ନା କରିବାକୁ ପଡ଼ିପାରେ କାରଣ ଆପଣଙ୍କର ବିରୋଧୀ ଆପଣଙ୍କ ଉପରେ ଅଧିକ ଚାପ ପକାଇବେ।
ଆର୍ଥିକ ଜୀବନ ଦୃଷ୍ଟିରୁ ଯୋଜନା ନ ପ୍ରସ୍ତୁତ କରିବା ଯୋଗୁଁ ଆପଣଙ୍କୁ ଧନ ହାନି ସାମ୍ନା କରିବା ପାଇଁ ପଡ଼ିପାରେ।
ବ୍ୟକ୍ତିଗତ ଜୀବନରେ ପରିବାରରେ ସମସ୍ଯା ଯୋଗୁଁ ଆଶଙ୍କା ଅଛି ଯେ ଆପଣ ଜୀବନସାଥୀ ସହିତ ଖୁସି ରହିବେ ନାହିଁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧି ସ୍ବାସ୍ଥ୍ୟ ଠିକ ରଖିବା ପାଇଁ କଷ୍ଟକର ହେବ କାରଣ ହଜମ ସମସ୍ଯା ଆପଣଙ୍କୁ ହଇରାଣ କରିପାରେ।
ଉପାୟ - ପ୍ରତିଦିନ 20 ଥର ଓଁ ଦୂର୍ଗାୟ ନମଃ ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ତୃତୀୟ ଓ ଦଶମ ଘରର ସ୍ବାମୀ ଓ ବର୍ତମାନ ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ।
ଏପରି ସ୍ଥିତିରେ ଆପଣ ନିଜର ଭବିଷ୍ୟ କୁ ନେଇକି ପ୍ରଗତି ବିଷୟରେ ଭାବି ଚିନ୍ତିତ ରହିବେ । ଏହା ବ୍ୟତୀତ ଆପଣ ସନ୍ତାନଙ୍କୁ ନେଇ ଚିନ୍ତିତ ରହିବେ।
କ୍ୟାରିଅର ବିଷୟରେ କହିଲେ ଆପଣଙ୍କୁ ନିଜର ବରିଷ୍ଠଙ୍କ ସହିତ କାମର ଚାପ ଓ ସମ୍ବନ୍ଧକୁଣେଇ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ। ଏହା ଆପଣଙ୍କୁ ଚିନ୍ତିତ କରିପାରେ।
ବ୍ୟବସାୟ କରୁଥିବା ଲୋକଙ୍କୁ ଏହି ଅବଧିରେ ଶେୟାର ବଜାରରେ ଭଲ ପ୍ରଦର୍ଶନ କରିବାରେ ଓ ଅଧିକ ଲାଭ କରିବାରେ ସଫଳତା ମିଳିବ। କିନ୍ତୁ ଆଶଙ୍କା ଅଛି ଯେ ସାମାନ୍ୟ ବ୍ୟବସାୟରେ ଭଲ ପ୍ରଦର୍ଶନ କରିବା ଆପଣଙ୍କ ପାଇଁ କଷ୍ଟକର ହେବ।
ଆର୍ଥିକ ଜୀବନରେ ଏହି ଗୋଚର ସମୟରେ ଲାଭ ଓ ଖର୍ଚ୍ଚ ଦୁଇଟି ଯାକ ସାମ୍ନା କରିବାକୁ ପଡ଼ିବ, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ପାରେ। ସେଥିପାଇଁ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚାଲିବା ଆବଶ୍ୟକ ହେବ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଜୀବନସାଥୀ ଆପଣଙ୍କ ପ୍ରତି ଆକର୍ଷିତ ହେବେ ଓ ଏହି କାରଣରୁ ଆପଣ ଦୁହିଁଙ୍କର ମଧୁର ସମ୍ବନ୍ଧ ସ୍ଥାପିତ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ବହୁତ୍ ଶକ୍ତି ଓ ଆତ୍ମବିଶ୍ବାସ ଯୋଗୁଁ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବାରେ ସକ୍ଷମ ହେବେ।
ଉପାୟ - ପ୍ରତିଦିନ 34 ଥର ଓଁ ଶିବାୟ ନମଃ ଜପ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ଓ ନବମ ଘରର ସ୍ବାମୀ। ଶୁକ୍ରଙ୍କର ଧନୁ ରାଶିରେ ଗୋଚର ଆପଣଙ୍କର ଚରୁର୍ଥ ଘରେ ହେବ।
ଏପରି ସ୍ଥିତିରେ ଆପଣ ଭଲ ଲାଭ ପ୍ରାପ୍ତ କରିବାକୁ ସକ୍ୟମ ହେବେ ଓ ସୁଖ ସମୃଦ୍ଧି ପ୍ରାପ୍ତ କରିବେ। ଏହି କାରଣରୁ ଆପଣଙ୍କର ଆତ୍ମବିଶ୍ୱାସ ଭଲ ରହିବ ଓ ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ।
କ୍ୟାରିଅର ଦୃଷ୍ଟିରୁ ଆପଣ କାର୍ଯ୍ୟକ୍ଷେତ୍ରରେ ନିଜର ପ୍ରଦର୍ଶନ ଦେଖାଇବାରେ ନିଜର ସହକର୍ମୀଙ୍କ ଠାରୁ ଆଗରେ ରହିବେ ଓ ଏହି କାରଣରୁ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ।
ବ୍ୟବସାୟ କରୁଥିବା କନ୍ୟା ରାଶି ଲୋକ ନିଜର ସ୍କିଲ୍ଲ ଓ ଯୋଜନା ଯୋଗୁଁ ଅଧିକ ଲାଭ ପାଇବେ। ସାଙ୍ଗରେ ବିରୋଧୀଙ୍କ ପାଇଁ ରିସ୍କ ହୋଇ ବାହାରିବେ।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣ ନିଜର ଧନ ରୋଜଗାର କରିବାର କ୍ଷମତାକୁ ବଢ଼ାଇବ, ନିଜର କ୍ଷମତା ଅନୁସାରେ ସଞ୍ଚୟ କରିବାରେ ସଫଳ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣ ନିଜର ଜୀବନସାଥୀ ସହିତ ମଧୁର ସମ୍ବନ୍ଧ ସ୍ଥାପନ କରିବେ, ଯାହା ଫଳରେ ଆପଣଙ୍କର ସମ୍ପର୍କରେ ଖୁସି ରହିବ। ସାଙ୍ଗରେ ଆପଣ ସମ୍ପର୍କରେ ଉଚ୍ଚ ମୂଲ୍ୟ ରଖିବାରେ ସକ୍ଷମ ହେବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କର ଶକ୍ତି ଯୋଗୁଁ ସମ୍ଭବ ହେବ।
ଉପାୟ - ପ୍ରତିଦିନ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଲଗ୍ନ/ପ୍ରଥମ ଘର ଓ ଅଷ୍ଟମ ଘର ସ୍ବାମୀ। ଶୁକ୍ରଙ୍କର ଧନୁ ରାଶିର ଗୋଚର ଆପଣଙ୍କର ତୃତୀୟ ଘରେ ହେବ।
ଏପରି ସ୍ଥିତିରେ ଆପଣ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରିବେ ଓ ପୈତୃକ ସମ୍ପତି ମାଧ୍ୟମରୁ ଲାଭ ପ୍ରାପ୍ତ କରିବେ।
କ୍ୟାରୀଅର ବିଷୟରେ କହିଲେ ଆପଣଙ୍କୁ ଚାକିରିରେ ପରିବର୍ତ୍ତନ ସାମ୍ନା କରିବା ପାଇଁ ପଡ଼ିବ ଓ ସାଙ୍ଗରେ ଅଧିକ ଯାତ୍ରା କରିବା ପାଇଁ ପଡ଼ିବ। ଆପଣଙ୍କୁ ନିଜର ସହକର୍ମୀଙ୍କ ସହିତ କିଛି ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ।
ବ୍ୟବସାୟ କରିବା ଲୋକଙ୍କ ପାଇଁ ଶୁକ୍ରଙ୍କର ଗୋଚର ଆପଣଙ୍କୁ ନୂଆ ବ୍ଯବସାୟିକ ବିଚାର ଦେଇପାରେ ଓ ଏହି ବିଚାର ଆପଣଙ୍କର ବିଜନେସକୁ ଆଗକୁ ବଢ଼ାଇବାରେ ସାହାଜ୍ୟ କରିବ।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ଆପଣ ସମ୍ପୂର୍ଣ କ୍ଷମତା ସହିତ ଧନ ରୋଜଗାର ଉପରେ ଧ୍ୟାନ ଦେବେ। ଏହି ପ୍ରକାର ଆପଣଙ୍କର ଆର୍ଥିକ ଜୀବନରେ ସ୍ଥିରତା ଦେଖିବା ପାଇଁ ମିଳିବ।
ପ୍ରେମ ଜୀବନରେ ଜୀବନସାଥୀ ସହିତ ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ଆପଣଙ୍କର ସମ୍ବନ୍ଧକୁ ଆହୁରି ଅଧିକ ଦୃଢ଼ କରିବ। ଏହି ପ୍ରକାର ଆପଣଙ୍କର ସମ୍ପର୍କ ପ୍ରଥମରୁ ଅଧିକ ଦୃଢ଼ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଶୁକ୍ରଙ୍କର ଗୋଚର ଏହି ଅବଧିରେ ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ଆପଣଙ୍କର ଭଲ ସ୍ବାସ୍ଥ୍ୟର କାରଣ ହେବ। ଏପରି ସ୍ଥିତିରେ, ଏହି ଲୋକ ନିଜର ସ୍ବାସ୍ଥ୍ୟକୁ ଠିକ ରଖିବା ଦିଗରେ କାମ କରିବେ।
ଉପାୟ - ପ୍ରତିଦିନ ଲଲିତା ସହସ୍ରନାମ ଜପ କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କର ଜାତକରେ ଶୁକ୍ର ଗ୍ରହ ଆପଣଙ୍କର ସପ୍ତମ ଓ ଦ୍ଵାଦଶ ଘରର ସ୍ବାମୀ। ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ।
ଏପରି ସ୍ଥିତିରେ, ଆପଣଙ୍କୁ ପରିବାରରେ ସମସ୍ଯା, ଦୈନିକ କାମରେ ବାଧା ଓ ଧନର ଅଭାବ ସାମ୍ନା କରିବା ପାଇଁ ପଡ଼ିବ।
କ୍ୟାରୟରରେ ଆପଣଙ୍କୁ କାମ ପାଇଁ ଅଧିକ ଯାତ୍ରା କରିବା ପାଇଁ ପଡ଼ିପାରେ ଯାହା ଏହି ସମୟରେ କଷ୍ଟକର ପ୍ରମାଣିତ ହେବ।
ଯେଉଁ ଲୋକଙ୍କର ନଇଁ=ଜର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ଅଧିକ ଲାଭ ରୋଜଗାର କରିବାରେ ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିବ ଓ ଏଥିପାଇଁ ଆପଣଙ୍କୁ ନିଜର ବ୍ୟବସାୟର ଫର୍ମୁଲା ବଦଳାଇବା ଆବଶ୍ୟକ।
ଆର୍ଥିକ ଜୀବନରେ ଏହି ସମୟରେ ଆପଣଙ୍କର ଯୋଜନାର ଅଭାବ ଯୋଗୁଁ ଅଧିକ ଖର୍ଚ୍ଚ ସାମ୍ନା କରିବା ପାଇଁ ପଡ଼ିବ।
ଆପଣଙ୍କର ପ୍ରେମ ଜୀବନ ବିଷୟରେ କହିଲେ ଆଶଙ୍କା ଅଛି ଯେ ବାଦ ବିବାଦ ଯୋଗୁଁ ଆପଣ ନିଜର ଜୀବନସାଥୀ ସହିତ ଖୁସି ରହିପାରିବେ ନାହିଁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ପାଦରେ ଦରଜ ଓ ଆଖିରେ ଜଳା ପୋଡ଼ା ସମସ୍ଯା ହୋଇପାରେ, ଯାହାର ଆପଣଙ୍କୁ ଧ୍ୟାନ ରଖିବା ପାଇଁ ପଡ଼ିବ।
ଉପାୟ - ମଙ୍ଗଳବାର ଦିନ ବିକଳାଙ୍ଗ ଲୋକଙ୍କୁ ଭୋଜନ ଦାନ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ଶୁକ୍ର ମହାରାଜ ଆପଣଙ୍କର ଷଷ୍ଠ ଘର ଓ ଏକାଦଶ ଘରର ସ୍ବାମୀ। ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ହେବ।
ଏପରି ସ୍ଥିତିରେ, ଆପଣ ବଢ଼ୁଥିବା ଋଣ, ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଓ ଯୋଜନାର ଅଭାବ ଯୋଗୁଁ ସମସ୍ଯାର ସାମ୍ନା କରିପାରନ୍ତି।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର କାମ ସମ୍ବନ୍ଧିତ ଯୋଜନାରେ ପରିବର୍ତ୍ତନ ସାମ୍ନା କରିବା ପାଇଁ ପଡ଼ିପାରେ ଓ ଆଶଙ୍କା ଅଛି ଯେ ଏହା ଦ୍ବାରା ଆପଣଙ୍କୁ ସନ୍ତୁଷ୍ଟ ନ ଲାଗିପାରେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଅଧିକ ଲାଭ ମିଳିବାରେ ବାଧା ଆସିପାରେ କାରଣ ଆପଣଙ୍କର ବିରୋଧୀ ଆପଣଙ୍କ ଉପରେ ଚାପ ପକାଇ ପାରନ୍ତି।
ଆର୍ଥିକ ଜୀବନରେ, ଆପଣଙ୍କ ଉପରେ ଅଧିକ ଋଣ ରହିପାରେ ଓ ଏହି କାରଣରୁ, ଆପଣ ସଞ୍ଚୟ କରିବାରେ ଅଫଳ ହୋଇପାରନ୍ତି।
ବ୍ୟକ୍ତିଗତ ଜୀବନରେ, ଆଶଙ୍କା ଅଛି ଯେ ଆପଣ ଜୀବନସାଥୀ ସହିତ ସମ୍ବନ୍ଧରେ ଭଲ ଆଚରଣ କରିବାରେ ସକ୍ଷମ ହେବେ ନାହିଁ। ଏହି କାରଣରୁ ଆପଣ ଦୁହିଙ୍କ ମଧ୍ୟରେ ବାଦ ବିବାଦ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ଖାଇବା ପିଇବା ଖରାପ ହୋଇପାରେ, ଯାହା ଫଳରେ ଆପଣ ମୋଟାପଣରେ ପୀଡ଼ିତ ହୋଇପାରନ୍ତି।
ଉପାୟ - ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ଶୁକ୍ର ପଞ୍ଚମ ଘର ଓ ଦଶମ ଘରର ସ୍ବାମୀ। ଶୁକ୍ରଙ୍କର ଧନୁ ରାଶିରେ ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ।
ଏପରି ସ୍ଥିତିରେ ଆପଣ ଆସନ୍ତା କାମରେ ପରିବର୍ତ୍ତନ ଦେଖିପାରିବେ। ସାଙ୍ଗରେ ଆପଣଙ୍କୁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କର ଆଗ୍ରହ ଆଧ୍ୟାତ୍ମିକ ଗତିବିଧିରେ ରହିବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ବିଦେଶରେ ଚାକିରି ସୁଯୋଗ ପ୍ରାପ୍ତ ହେବେ ଯାହା ଫଳରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ ଓ ଆପଣଙ୍କର ଉଦେଶ୍ୟ ପୂରଣ ହେବ।
ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ଠାରୁ ଟକ୍କର ମିଳିପାରେ ଯାହା ଫଳରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ଓ ବିଜନେସ କ୍ଷେତ୍ରରେ ସେ ଆପଣଙ୍କ ଠାରୁ ଆଗକୁ ପଳାଇବେ।
ଆର୍ଥିକ ଜୀବନରେ, ଯାତ୍ରା ସମୟରେ ଆପଣଙ୍କର ଧନ ଚୋରୀ ହୋଇଯାଇପାରେ କିମ୍ବା ହଜିଯାଇ ପାରେ, ଯାହା ବେପରୁଆ ହେବା ଯୋଗୁଁ ସମ୍ଭବ।
ବ୍ୟକ୍ତିଗତ ଜୀବନରେ ଆଶଙ୍କା ଅଛି ଯେ ଆପଣ ନିଜର ଜୀବନସାଥୀର ବିଶ୍ବାସ ହରାଇ ଦେଇପାରନ୍ତି।
ସ୍ବାସ୍ଥ୍ୟ କ୍ଷେତ୍ରରେ, ଆପଣଙ୍କର ଅନୁଚିତ ଖାଦ୍ଯ ଖାଇବା ଯୋଗୁଁ ଆପଣଙ୍କୁ ଗଳାରେ ସମସ୍ଯା ହୋଇପାରେ ଓ ସୁଗାର ସମସ୍ଯା ହୋଇପାରେ।
ଉପାୟ - ଶନିବାର ଦିନ ଦିବ୍ୟାଙ୍ଗ ବ୍ୟକ୍ତିକୁ ଭାତ ଦାନ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ନବମ ଘର ଓ ଚତୁର୍ଥ ଘରର ସ୍ବାମୀ ଓ ଏବେ ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଏକାଦଶ ଘରେ ହେବ।
ଏପରି ସ୍ଥିତିରେ, ଆପଣଙ୍କୁ ନିଜର କ୍ୟାରୀଅରରେ ଭଲ ପରିଣାମ ଦେଖିବାକୁ ମିଳିବ କାରଣ ଆପଣଙ୍କୁ ଭାଗ୍ଯର ସମ୍ପୂର୍ଣ ସହଯୋଗ ମିଳିବ। ଏହି ସମୟରେ ଆପଣଙ୍କର ସୁଖ-ସୁବିଧାରେ ବୃଦ୍ଧି ଦେଖିବାକୁ ମିଳିବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ପ୍ରାପ୍ତ ହେବ ଓ ସାଙ୍ଗରେ ଅନ୍ୟ ଲାଭ ମଧ୍ୟ ପ୍ରାପ୍ତ ହେବ। ଏହି ଅବଧିରେ ଆପଣଙ୍କୁ ଅନସାଇଟ କାମର ସୁଯୋଗ ମଧ୍ୟ ମିଳିବ।
ବ୍ୟବସାୟ କରୁଥିବା ଲୋକ, ନୂଆ ବ୍ଯବସାୟିକ ଅର୍ଡର ପ୍ରାପ୍ତ କରିବାରେ ଓ ସେଥିରୁ ଲାଭ ପ୍ରାପ୍ତ କରିବାରେ ସକ୍ଷମ ହେବେ। ଏହା ବ୍ୟତୀତ, ପାର୍ଟନର୍ଶିପରେ ବିଜନେସ କରିବା ଲୋକଙ୍କୁ ନିଜର ପାର୍ଟନରର ସମ୍ପୂର୍ଣ ସହଯୋଗ ପ୍ରାପ୍ତ ହେବ।
ଆର୍ଥିକ ଜୀବନରେ ଅଧିକ ଧନ ଅର୍ଜନ କରିବା ସହିତ ସଞ୍ଚୟ କରିବାରେ ସଫଳ ହେବେ। ଏହି ଅବଧିରେ ଆପଣଙ୍କୁ ଧନ ରୋଜଗାର ପାଇଁ କୌଣସି ସୁଯୋଗ ପ୍ରାପ୍ତ ହେବ।
ପ୍ରେମ ଜୀବନକୁ ଦେଖିଲେ, ଶୁକ୍ର ଗୋଚର ସମୟରେ ପାର୍ଟନର ସହିତ ଆପଣ ସମ୍ପର୍କରେ ତାଳମେଳ ରଖିପାରିବେ ଓ ଆପଣଙ୍କର ସମ୍ପର୍କ ପରସ୍ପର ପାଇଁ ଏକ ଉଦାହରଣ ହେବ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ସମୟରେ ସବୁ ଠିକ ରହିବ ଓ ଆପଣ ଭଲ ଅନୁଭବ କରିବେ ଯାହା ଫଳରେ ଆପଣ ଫିଟ ରହିବେ।
ଉପାୟ - ଶନିବାର ଦିନ ଅଭବ୍ୟ ଓ ଗରିବ ଲୋକଙ୍କୁ ଦହି ଭାତ ଖୁଆନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଓ ଅଷ୍ଟମ ଘରର ସ୍ବାମୀ। ଧନୁ ରାଶିରେ ଶୁକ୍ରଙ୍କର ଗୋଚର ଆପଣଙ୍କର ଦଶମ ଘରେ ହେବ।
ଏପରି ସ୍ଥିତିରେ, ଆପଣଙ୍କୁ ଦୈନିକ ଗତିବିଧି ସମ୍ବନ୍ଧିତ ପ୍ରଗତିରେ ବାଧା ଦେଖିବାକୁ ମିଳିବ, ଯାହା ଆପଣଙ୍କୁ ଚିନ୍ତିତ କରିପାରେ।
କ୍ୟାରୀଅର କ୍ଷେତ୍ରରେ ଏହି ସମୟରେ ଆପଣଙ୍କୁ ଚାକିରି ହରାଇବାକୁ ପଡ଼ିପାରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ସନ୍ତୁଷ୍ଟ ନ ଥିବାରୁ ଚାକିରି ବଦଳାଇବାକୁ ପଡ଼ିପାରେ।
ବ୍ୟବସାୟ କରୁଥିବା ଲୋକଙ୍କୁ ନିଜର ବିଜନେସରେ ବାଧା ସାମ୍ନା କରିବାକୁ ପଡ଼ିପାରେ ଯାହା ଆପଣଙ୍କର ପାଇଁ ଖରାପ ହୋଇପାରେ।
ଆର୍ଥିକ ଜୀବନରେ ଯାତ୍ରା ସମୟରେ ଆପଣଙ୍କୁ ବଡ଼ ମାତ୍ରାରେ ଧନ ହାନି ହୋଇପାରେ ଯାହା ବିଷୟରେ ଆପଣ ଚିନ୍ତିତ ରହିବେ।
ବ୍ୟକ୍ତିଗତ ଜୀବନରେ, ସମ୍ପର୍କରେ ଖୁସି କିମ୍ବା ସନ୍ତୁଷ୍ଟ ରହିବାର ଆବଶ୍ୟକତା ଅଛି ଅନ୍ୟଥା ବାଦ ବିବାଦ ହେବାର ସମ୍ଭାବନା ଅଛି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ଗୋଡ଼ରେ ପୀଡ଼ା ହୋଇଯାଇପାରେ , ଯାହା ଚାପ ଯୋଗୁଁ ହେବ।
ଉପାୟ - ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ଶୁକ୍ରଙ୍କର ଗୋଚର କେଉଁ ରାଶିରେ ହେବ?
ପ୍ରେମ ଏବଂ ବିଳାସର କାରକ ଗ୍ରହ ଶୁକ୍ରଙ୍କର ଗୋଚର ଧନୁ ରାଶିରେ ହେବ।
2. ଧନୁ ରାଶିର ସ୍ବାମୀ କିଏ?
ରାଶି ଚକ୍ରର ନବମ ରାଶି ଧନୁର ସ୍ବାମୀ ଗ୍ରହ ବୃହସ୍ପତି ଅଟନ୍ତି।
3. ଶୁକ୍ରଙ୍କର ଗୋଚର କେବେ ହେବ?
ଶୁକ୍ରଙ୍କର ଧନୁ ରାଶିରେ ଗୋଚର 07 ନଭେମ୍ବର 2024 ସକାଳ 03:21 ମିନିଟରେ ହେବ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025