ବୁଧ ତୁଳା ରାଶିରେ ଉଦୟ (22 ଅକ୍ଟୋବର 2024)
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖାରେ ଆପଣଙ୍କୁ ବୁଧ ତୁଳା ରାଶିରେ ଉଦୟ ସହିତ ଜଡ଼ିତ ସମସ୍ତ ସୂଚନା ପ୍ରାପ୍ତ ହେବ ଯେପରି ତିଥି, ସମୟ ଏବଂ ରାଶି ଉପରେ ପ୍ରଭାବ। ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହଙ୍କୁ ନବଗ୍ରହଙ୍କର ଯୁବରାଜ କୁହଯାଏ ଓ ତାଙ୍କର ସ୍ଥିତି ସୂର୍ୟ ମହାରାଜଙ୍କର ସବୁଠାରୁ ନିକଟତର। ଏବେ ବୁଧ ମହାରାଜ 22 ଅକ୍ଟୋବର 2024 ସନ୍ଧ୍ୟା 06:58 ରେ ଶୁକ୍ର ଦ୍ବାରା ଶାସିତ ରାଶି ତୁଳାରେ ଉଦୟ ହେବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ବୁଧଙ୍କର ଉଦୟ ସମସ୍ତ 12 ଟି ରାଶିକୁ କିପରି ପ୍ରଭାବିତ କରିବ।
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ସୂର୍ଯ୍ୟଙ୍କର ତୁଳା ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
हिंदी में पढ़ने के लिए यहां क्लिक करें: बुध का तुला राशि में उदय
ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହର ମହତ୍ଵ
ବୁଧଙ୍କୁ ବୁଦ୍ଧି ଓ ଶିଖିବାର କ୍ଷମତାର ଗ୍ରହ କୁହଯାଏ। କୌଣସି ବ୍ୟକ୍ତି ବୁଧ ଗ୍ରହର ଆଶୀର୍ବାଦ ବିନା ନିଜର ଗୁଣ ଓ କ୍ଷମତା ସହିତ ଜୀବନରେ ଆଗକୁ ବଢ଼ିବେ ନାହିଁ ଓ ତାଙ୍କର ଉପଯୋଗ ଦ୍ବାରା ସଫଳତା ପ୍ରାପ୍ତ କରିପାରିବେ। ବୁଧ ନା କେବଳ ସହାୟତା କରନ୍ତି, ବରଂ ଏହା ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରଦାନ କରନ୍ତି। ବିଶେଷ ଭାବରେ ଯାହାର ସମ୍ବନ୍ଧ ଟ୍ରେଡ ସହିତ ଅଛି, ସେହି ଲୋକଙ୍କର ବୁଧ ଗ୍ରହ ଦୃଢ଼ ସ୍ଥିତିରେ ଥିବା ଯୋଗୁଁ ସେ ସଫଳତା ହାସଲ କରିପାରିବେ। କୁଣ୍ଡଳୀରେବୁଧ ଗ୍ରହଙ୍କର ସ୍ଥିତି ସ୍ବାସ୍ଥ୍ୟ ଓ ଖୁସି ଆଣିପାରେ। ସାଙ୍ଗରେ ବିଚାରକୁ ସ୍ପଷ୍ଟ କରିଥାଏ। ସେ ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧରେ ଗଭୀରତା ସହିତ ରିସର୍ଚ କରିବା ଓ ଭାବିଚିନ୍ତି ନିଷ୍ପତି ନେବାକୁ ପ୍ରେରିତ କରନ୍ତି।
ଏହା ମଧ୍ୟ ପଢ଼ନ୍ତୁ: राशिफल 2025
To Read in English Click Here: Mercury Rise In Libra (22 October)
ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଯେ ବୁଧଙ୍କର ଉଦୟ ରାଶି ଚକ୍ରକୁ କିପରି ପ୍ରଭାବିତ କରିବ।
ତୁଳା ରାଶିରେ ବୁଧ ଉଦୟ: ରାଶି ଅନୁସାରେ ରାଶିଫଳ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କର ଜାତକରେ ବୁଧ ଗ୍ରହ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ, ଏବେ ବୁଧଙ୍କର ତୁଳା ରାଶିରେ ଉଦୟ ସପ୍ତମ ଘର ହେବ।
ଏପରି ସ୍ଥିତିରେ ଆପଣଙ୍କର ନିଜର ବନ୍ଧୁ, ସହଯୋଗୀଙ୍କ ସହିତ ବିବାଦ ହୋଇପାରେ ଓ ତାଙ୍କ ସହିତ ଆପଣ ଅସୁରକ୍ଷିତ ଅନୁଭବ କରିପାରନ୍ତି।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ବରିଷ୍ଠ ଓ ସହକର୍ମୀଙ୍କ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି କାରଣରୁ ଆଶଙ୍କା ଅଛି ଯେ ଆପଣ ନିଜର ସ୍କିଲ ଉପରେ ଧ୍ୟାନ ଦେଇପାରିବେ ନାହିଁ।
ବ୍ୟବସାୟ ବିଷୟରେ କହିଲେ ଆପଣଙ୍କୁ ନିଜର ବିଜନେସ ପାର୍ଟନର ସହିତ ସମସ୍ଯା ଓ କମ ଟର୍ନ ଓଭର ସାମ୍ନା କରିବାକୁ ପଡ଼ିପାରେ।
ଆର୍ଥିକ ଜୀବନରେ ଆଶଙ୍କା ଅଛି ଯେ ଯାତ୍ରା ସମୟରେ ଆପଣଙ୍କର ପଇସା ହଜିଯିବ ଓ ସେଥିପାଇଁ ଆପଣ ଚିନ୍ତିତ ରହିବେ।
ବ୍ୟକ୍ତିଗତ ଜୀବନରେ ବୁଧ ଉଦୟ ସମୟରେ ଆପଣଙ୍କୁ ଜୀବନସାଥୀ ସହିତ କଥା ହେଲା ବେଳେ ସାବଧାନ ରହିବା ପାଇଁ ପଡ଼ିବ କାରଣ ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତି ହୋଇପାରେ ଯାହା ସମ୍ପର୍କକୁ ଖରାପ କରିବ।
ସ୍ବାସ୍ଥ୍ୟର ମାମଲାରେ ଆପଣଙ୍କୁ ଏହି ଅବଧିରେ ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବା ପାଇଁ ପଡ଼ିବ ଓ ଏହି କାରଣରୁ ଆପଣ ଚିନ୍ତିତ ରହିପାରନ୍ତି।
ଉପାୟ - ପ୍ରତିଦିନ 41 ଥର ଓଁ ରାହବେ ନମଃ ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ, ବୁଧ ତୁଳା ରାଶିରେ ଉଦୟ ଆପଣଙ୍କର ଷଷ୍ଠ ଘରେ ହେବ।
ଏପରି ସ୍ଥିତିରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ,ଯାହା ଫଳରେ ଋଣ ନେବାକୁ ପଡ଼ିପାରେ। ଆଶଙ୍କା ଅଛି ଯେ ଆପଣଙ୍କୁ ସନ୍ତାନର ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣ ନିଜର କାମରେ ଖୁସି ଅନୁଭବ କରିବେ ନାହିଁ ଓ ଏହି କାରଣରୁ ଆପଣ ଭଲ ଚାକିରି ପାଇଁ ବର୍ତ୍ତମାନର ଚାକିରି ବଦଳାଇ ପାରନ୍ତି।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି , ତାଙ୍କୁ ଏହି ମାସରେ ଆଶା ଅନୁଯାୟୀ ଲାଭ ନ ମିଳିବାର ଆଶଙ୍କା ଅଛି ଓ ଏହି କାରଣରୁ ସେ ଚିନ୍ତିତ ରହିବେ।
ଆର୍ଥିକ ଜୀବନରେ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବା ପାଇଁ ପଡ଼ିବ ଓ ଏହି କାରଣରୁ ଋଣ ନେବା ପାଇଁ ବାଧ୍ୟ ହୋଇପାରନ୍ତି।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଜୀବନସାଥୀ ସହିତ ଅଧିକ ଯୁକ୍ତି ହୋଇପାରେ ଓ ସମ୍ଭାବନା ଅଛି ଯେ ଏହା ସମ୍ପର୍କରେ ବିଶ୍ବାସର ଅଭାବ ଯୋଗୁଁ ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆଶଙ୍କା ଅଛି ଯେ ଆପଣ ନିଜର ସନ୍ତାନର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିପାରିବେ, ଯାହା ଫଳରେ ଆପଣ ଚିନ୍ତିତ ରହିବେ।
ଉପାୟ - ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ବୁଧଙ୍କର ତୁଳା ରାଶିର ଉଦୟ ଆପଣଙ୍କର ପଞ୍ଚମ ଘରେ ହେବ।
ଏପରି ସ୍ଥିତିରେ ଏହି ଅବଧି ବିକାଶ, ଖୁସି ପ୍ରାପ୍ତ କରିବା ଓ ନିଜର ପରିବାର ପାଇଁ କିଛି ଭଲ କରିବା ପାଇଁ ଭଲ ସମୟ ହେବ।
କ୍ୟାରୀଅର କ୍ଷେତ୍ରରେ, ଆପଣ କାମରେ ଉଚ୍ଚ ପ୍ରଗତି ଓ ଚାକିରିରେ ଅଧିକ ସମୟ ପାଇବେ ଯାହା ଫଳରେ ସତୁଷ୍ଟି ଅନୁଭବ କରିବେ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ଜୁଆ ସହିତ ଜଡ଼ିତ ଲୋକ ଭଲ ଲାଭ କରିବାରେ ଓ ରିଟାର୍ନ କରିବାରେ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଆପଣଙ୍କର ବହୁତ ଧଂ ଲାଭ ହେବାର ଯୋଗ ଅଛି ଓ ଏପରି ସ୍ଥିତିରେ ଆପଣ ଅଧିକରୁ ଅଧିକ ଧନ ସଞ୍ଚୟ କରିପାରିବେ। ଏହି ଅବଧିରେ ଆପଣ ସମ୍ପତ କିଣିବାରେ ବିନିଯୋଗ କରିବେ ।
ବ୍ୟକ୍ତିଗତ ଯିବାରେପ୍ରସନ୍ନ ଦେଖାଯିବେ ଓ ଆପଣଙ୍କର ସପୂର୍ଣ ଧ୍ୟାନ ପାର୍ଟନର ସହିତ ସମ୍ପର୍କରେ ପ୍ରେମ ଏବଂ ସୁଖ ରଖିବାରେ ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଭିତରୁ ଶକ୍ତିଶାଳୀ ଓ ସାହସୀ ଅନୁଭବ କରିବେ କାରଣ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ - ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ବୁଧ ତୁଳା ରାଶିର ଉଦୟ ଆପଣଙ୍କର ଚତୁର୍ଥ ଘରେ ହେବେ।
ବୁଧଙ୍କର ଉଦୟ ହେବା ଆପଣଙ୍କର ସୁଖ-ସୁବିଧାରେ ହ୍ରାସ ଘଟାଇବ ଓ ଏହି କାରଣରୁ ଆପଣଙ୍କର ଆଶା ଭାଙ୍ଗିପାରେ।
କ୍ୟାରୀଅର କ୍ଷେତ୍ରରେ ଆପଣ କାମର ଚାପ ଅନୁଭବ କରିବେ, ଯାହା ଫଳରେ ଆପଣଙ୍କର ଚିନ୍ତା ବଢ଼ିପାରେ। ଏଥିପାଇଁ ଆପଣଙ୍କୁ ଏହି ଅବଧିରେ ଯୋଜନା ପ୍ରସ୍ତୁର କରି ଚାଲିବା ଉଚିତ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କର ବ୍ୟବସାୟର ଫର୍ମୁଲା ପୁରୁଣା ହୋଇପାରେ ଓ ଏହି କାରଣରୁ ଆପଣଙ୍କୁ ଲାଭର ଅଭାବ ହୋଇପାରେ।
ଆର୍ଥିକ ଜୀବନରେ ଆପଣଙ୍କୁ ଅଧିକ ଖର୍ଚ୍ଚର ସାମ୍ନା କରିବା ପାଇଁ ପଡ଼ିପାରେ ଓ ଆଶଙ୍କା ଅଛି ଯେ ଏହି ଖର୍ଚ୍ଚ ଆପଣଙ୍କୁ ନିଜର ପରିବାର ଉପରେ କରିବାକୁ ପଡ଼ିପାରେ। ଆପଣ ଏହା ଦ୍ବାରା ଚିନ୍ତିତ ହୋଇପାରନ୍ତି।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଜୀବନସାଥୀ ସହିତ ବିବାଦ ହୋଇପାରେ ଯାହା ଆତ୍ମବିଶ୍ଵାସର ଅଭାବ ଯୋଗୁଁ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ମାତାଙ୍କ ଉପରେ ଅଧିକ ଖର୍ଚ୍ଚ କରିବା ପାଇଁ ପଡ଼ିପାରେ।
ଉପାୟ - ସୋମବାର ଦିନ ଚନ୍ଦ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ଓ ବୁଧ ତୁଳା ରାଶିରେ ଉଦୟ ଆପଣଙ୍କର ତୃତୀୟ ଘରେ ହେବେ।
ଏହି କାରଣରୁ ଆପଣ ଭଲ ପଇସା ରୋଜଗାର କରିବେ ଓ ସଞ୍ଚୟ କରିବାକୁ ସକ୍ଷମ ହେବେ। ସାଙ୍ଗରେ ବିକାଶ ମଧ୍ୟ ହେବ। ଆପଣ ଏହି ଅବଧିରେ ନିଜର ପ୍ରୟାସ ଉପରେ ବିଶ୍ବାସ କରିବେ।
କ୍ୟାରୀଅର କ୍ଷେତ୍ରରେ ଆପଣ ଚକ୍ରିରେ ପରିବର୍ତ୍ତନ କରି ପାରିବେ ଓ ସେଠୀପାଇଁ ଯାତ୍ରା କରିବେ ଯାହା ଆପଣଙ୍କୁ ଲାଭ ଦେବ।
ବ୍ୟବସାୟ କ୍ଷେତ୍ରରେ ଆପଣ ବିକାଶ ପାଇଁ ନିଜର ବ୍ୟବସାୟରେ ପରିବର୍ତ୍ତନ କରିପାରିବେ ଓ ନୂଆ କ୍ଷେତ୍ରରେ ସୁଯୋଗ ଦେଖିପାରିବେ।
ଆର୍ଥିକ ଜୀବନରେ ଆପଣ ଧନ ସଞ୍ଚୟ କରିବେ, ସଞ୍ଚୟ କରିବାରେ ସକ୍ଷମ ହେବେ। ଏହି ଅବଧିରେ ଆପଣଙ୍କୁ ଧନର କୌଣସି ଅଭାବ ଅନୁଭବ ହେବ ନାହିଁ।
ବ୍ୟକ୍ତିଗତ ଜୀବନରେ ଆପଣ ଜୀବନସାଥୀ ସହିତ ଅନୁକୂଳ ସମ୍ପର୍କ ଉପଭୋଗ କରିବେ ଓ ଏପରି ସ୍ଥିତିରେ ସମ୍ବନ୍ଧ ଦୃଢ଼ ରହିବ।
ସ୍ଵତହୀ ଦୃଷ୍ଟିରୁ ଆପଣ ଏହି ସମୟରେ ନିଜର ସକାରାତ୍ମକତା ସହିତ ଭଲ ସ୍ବାସ୍ଥ୍ୟ ଅନୁଭବ କରିବେ।
ଉପାୟ - ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କର ଜାତକରେ ବୁଧ ଗ୍ରହ ପ୍ରଥମ ଓ ଦଶମ ଘରର ସ୍ବାମୀ। ଏବେ ବୁଧଙ୍କର ତୁଳା ରାଶିରେ ଉଦୟ ଆପଣଙ୍କର ଦ୍ଵିତୀୟ ଘରେ ହେବ।
ଏପରି ସ୍ଥିତିରେ ଏହି ଅବଧି ଆପଣଙ୍କର ଧ୍ୟାନ ପାରିବାରିକ ବିକାଶ ଓ ଖୁସି ଉପରେ ରହିବ। ଆପଣ ନିଜର କାମ ପ୍ରତି ଅଧିକ ସମର୍ପିତ ରହିବେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକଙ୍କୁ ଚାକିରି ପାଇଁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ ଯାହା ଆପଣଙ୍କର ଆବଶ୍ୟକତାକୁ ବଢ଼ାଇବ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏକ୍ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ଓ ଆଗକୁ ଯାଇ ଭଲ ଲାଭ କରିପାରିବେ।
ଆର୍ଥିକ ଜୀବନରେ ଆପଣ ନିଜର କାମ ଓ ପ୍ରୟାସ ଦ୍ବାରା ଅଧିକ ଲାଭ ପ୍ରାପ୍ତ କରିବେ ଯାହା ଫଳରେ ଆପଣ ଖୁସି ଅନୁଭବ କରିବେ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ଆପଣ ନିଆର ପାର୍ଟନର ପ୍ରତି ସଚ୍ଚୋଟ ରହିବେ ଓ ଏହାର ଫଳସ୍ବରୂପ ଆପଣଙ୍କର ସମ୍ପର୍କରେ ଖୁସି ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଅଧିକ ପ୍ରତିରକ୍ଷା ସ୍ତର କାରଣରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ - ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ବୁଧ ଦେବ ଦ୍ଵାଦଶ ଘର ଓ ନବମ ଘରର ସ୍ବାମୀ ଓ ଏବେ ତୁଳା ରାଶିରେ ଉଦୟ ସମୟରେ ଆପଣଙ୍କର ପ୍ରଥମ ଘରେ ଉଦୟ ହେବେ।
ଏହାର ପରିଣାମସ୍ବରୂପ ଆପଣ ଲମ୍ବା ଯାତ୍ରା କରିପାରନ୍ତି। ସାଙ୍ଗରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଓ ଗୁରୁଜନମାନଙ୍କର ସାହାଜ୍ୟ ମିଳିବ।
କ୍ୟାରୀଅର କ୍ଷେତ୍ରରେ ଆପଣ ନିଜର ସ୍କିଲକୁ ବଢ଼ାଇବା ଉପରେ କାମ କରିବେ ଓ ଉଚ୍ଚ ସ୍ତର ଜୈନ ପହଞ୍ଚିବାକୁ ସକ୍ଷମ ହେବେ।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ବ୍ୟବସାୟରେ ଭଲ ରିଟର୍ନ ଓ ଉଚ୍ଚ ଲାଭ ପ୍ରାପ୍ତ କରିବେ। ଏହି ଅବଧିରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ।
ଆର୍ଥିକ ଜୀବନ ପାଇଁ ଏହି ସମୟକୁ ଶୁଭ କୁହାଯିବ କରଣ ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଧନ ଲାଭ କରିବା ସହିତ ସଞ୍ଚୟ କରିବାକୁ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ତୁଳା ରାଶି ଲୋକ ନିଜର ପାର୍ଟନର ସହିତ ଖୁସି ଦେଖାଯିବେ କାରଣ ଜୀବନସାଥିର ବ୍ୟବହାର ଆପଣଙ୍କ ପ୍ରତି ବିନମ୍ର ରହିବ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କ ଭିତରେ ଶକ୍ତି ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।
ଉପାୟ - ଶନିବାର ଦିନ ରହୁଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ବୁଧଙ୍କର ତୁଳା ରାଶିରେ ଉଦୟ ଆପଣଙ୍କର ଦ୍ଵାଦଶ ଘର ହେବ।
ଏହାର ପରିଣାମସ୍ବରୂପ ଆପଣ ନିଜର ପ୍ରିୟତମ ସହିତ ଭଲ ସମୟ କଟାଇବେ ଓ ପରସ୍ପର ସହିତ ଖୋଲା ମନରେ କଥା ହେବେ। ଏହା ଦ୍ବାରା ପରିବାର ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
କ୍ୟାରୀଅର କ୍ଷେତ୍ରରେ ଆଓନ ଏହି ସମୟରେ ଯାତ୍ରା ମାଧ୍ୟମରେ ନିଜର ଚାକିରିରେ ସଫଳତା ପ୍ରାପ୍ତ କରିବେ ଓ ଆପଣଙ୍କୁ ଏହା ଦ୍ବାରା ଉଚ୍ଚ ସଫଳତା ପ୍ରାପ୍ତ ହେବ।
ବ୍ୟବସାୟ ବିଷୟରେ କହିଲେ ଏହି ଅବଧିରେ ଜୁଆ ସହିତ ଜଡ଼ିତ ଲୋକ ଲାଭ କରିବାରେ ଓ ରିଟର୍ନ ପ୍ରାପ୍ତ କରିବାରେ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଆପଣ ଏହି ସମୟରେ ଭଲ ମାତ୍ରାରେ ଧନ ଅର୍ଜନ କରିବେ ଓ ସଞ୍ଚୟ କରିବାକୁ ସଫଳ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣ ନିଜର ଜୀବନସାଥୀ ସହିତ ସମ୍ପର୍କରେ ଉଚ୍ଚ ମୂଲ୍ୟ ରଖିବେ ଓ ଏହି ପ୍ରକାର ଆପଣଙ୍କର ସମ୍ପର୍କ ମଧୁର ହେବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଏହି ଅବଧିରେ ସ୍ବାସ୍ଥ୍ୟ ସମ୍ବନ୍ଧିୟ କୌଣସି ସମସ୍ଯା ହେବ ନାହିଁ। ଆପଣ ସମ୍ପୂର୍ଣ ଭାବରେ ଫିଟ ଅନୁଭବ କରିବେ।
ଉପାୟ - ଭୌମାୟ ନମଃ ପ୍ରତିଦିନ 108 ଥର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ସପ୍ତମ ଓ ଦଶମ ଘରର ସ୍ବାମୀ। ଏବେ ବୁଧଙ୍କର ତୁଳା ରାଶିରେ ଉଦୟ ଆପଣଙ୍କର ଏକାଦଶ ଘରେ ହେବ।
ଏହି କାରଣରୁ ଆପଣଙ୍କର ଧନ ଓ ଚାକିରି ମାମଲାରେ ସମସ୍ତ ଇଚ୍ଛା ପୂରଣ ହେବ। ଆପଣ ଅଧିକ ଆତ୍ମବିଶ୍ଵାସ ଅନୁଭବ କରିବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନୂଆ ଚାକିରିର ସୁଯୋଗ ମିଳିପାରେ ଓ ଆପଣଙ୍କର ନୂଆ ବନ୍ଧୁ ହୋଇପାରିବେ।
ବ୍ୟବସାୟ କରୁଥିବା ଲୋକ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। ସାଙ୍ଗରେ ଉଚ୍ଚ ଲାଭ ପ୍ରାପ୍ତ କରିବା ପାଇଁ ଆପଣଙ୍କର ରାସ୍ତା ଖୋଲିଯିବ।
ଆର୍ଥିକ ଜୀବନରେ ଆପଣ ଆର୍ଥିକ ଭାବରେ ଦୃଢ଼ ରହିବେ ଓ ଏହାର ଫଳସ୍ବରୂପ ଆପଣଙ୍କୁ ଭଲ ଲାଭ ,ଇଲିବା। ଏହି ଅବଧିରେ ଆପଣ ଯାହା ଚାହିଁବେ ତାହା କିଣିବା ପାଇଁ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ସମ୍ପର୍କ ସାଥୀ ସହିତ ପ୍ରେମର ପୂର୍ଣ ରହିବ ଓ ଆପଣଙ୍କର ସାଥୀ ଆପଣଙ୍କର ମାର୍ଗଦର୍ଶନ କରିପାରନ୍ତି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଏହି ସମୟରେ ଉଚ୍ଚ ଶକ୍ତି ଓ ପ୍ରସନ୍ନତା ଯୋଗୁଁ ସମ୍ପୂର୍ଣ ଭାବରେ ଏଫଆଇଆର ଅନୁଭବ କରିବେ।
ଉପାୟ - ଶନିବାର ଦିନ ଗରିବ ଓ ଅଭାବି ଲୋକଙ୍କୁ ଭୋଜନ କରାନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଷଷ୍ଠ ଘର ଓ ନବମ ଘରର ସ୍ବାମୀ। ଏବେ ବୁଧ ତୁଳା ରାଶିରେ ଉଦୟ ଆପଣଙ୍କର ଦଶମ ଘରେ ହେବାକୁ ଯାଉଛନ୍ତି।
ଏପରି ସ୍ଥିତିରେ ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବ ଓ ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ଆପଣଙ୍କୁ ଅପାର ସଫଳତା ଦେବ। ଆପଣ ଏହି ସମୟରେ ସଫଳତା ପାଇବାକୁ ସକ୍ଷମ ହେବେ।
କ୍ୟାରୀଅର କ୍ଷେତ୍ରରେ ନୂଆ ଲକ୍ଷ ନିର୍ଦ୍ଧାରିତ କରିବେ ଓ ସେହି ଲକ୍ଷ ପ୍ରାପ୍ତ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବେ। ବୁଧଙ୍କର ଉଦୟ ଆପଣଙ୍କୁ ସାଇଟ ଉପରେ ନୂଆ ସୁଯୋଗ ପ୍ରଦାନ କରିବ।
ଏହି ରାଶିର ବ୍ୟବସାୟୀ ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ। ସେ ନିଜର ଲକ୍ଷ ପ୍ରାପ୍ତ କରିବେ ଓ ଉଚ୍ଚ ଲାଭ ପ୍ରାପ୍ତ କରିବା ପାଇଁ ସକ୍ଷମ ହେବେ।
ଆର୍ଥିକ ଜୀବନରେ ମକର ରାଶି ଲୋକ ନିଜର ସାମର୍ଥ୍ୟ ଅନୁସାରେ ଅଧିକରୁ ଅଧିକ ଧନ ରୋଜଗାର କରିବା ସହିତ ସଞ୍ଚୟ କରିବାରେ ସମର୍ଥ ହେବେ।
ପ୍ରେମ ଜୀବନରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ସୁଖ ଅନୁଭବ କରିବେ ଓ ପରସ୍ପର ପ୍ରତି ପ୍ରେମ ବଢ଼ିବ ଓ ଆପଣ ଖୁସି ରହିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଏହା ଉଚ୍ଚ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ।
ଉପାୟ - ପ୍ରତିଦିନ 11 ଥର ଓଁ ଶିବ ଓଁ ଶିବ ଓଁ ଜପ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ବୁଧ ମହାରାଜ ଆପଣଙ୍କର ପଞ୍ଚମ୍ ଘର ଓ ଅଷ୍ଟମ ଘରର ସ୍ବାମୀ ଓ ଏବେ ବୁଧ ତୁଳା ରାଶିରେ ଉଦୟ ନବମ ଘରେ ହେବେ।
ଏହାର ଫଳସ୍ବରୂପ ଏହି ଲୋକଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ବଢ଼ିପାରେ ଓ ଆପଣଙ୍କୁ ଏହି ସମ୍ବନ୍ଧରେ ଲାଭ ହେବ।
କ୍ୟାରୀଅର କ୍ଷେତ୍ରରେ ଆପଣ ନିଜର ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ କରିବେ ଓ ଏହି ପ୍ରକାର ଆପଣଙ୍କୁ ଅଧିକ ସଫଳତା ପ୍ରାପ୍ତ ହେବ।
ବ୍ୟବସାୟ କରିବା ଲୋକ ଭଲ ଯୋଜନା ପ୍ରସ୍ତୁତ କରିବାରେ ସକ୍ଷମ ହେବେ ଓ ଏହି କାରଣରୁ ଆପଣଙ୍କୁ ଉଚ୍ଚ ଲାଭ ପ୍ରାପ୍ତ ହେବ।
ଯେବେ କଥା ଆସେ ଆର୍ଥିକ ଜୀବନର ତେବେ ଏହି ସମୟରେ ଆପଣଙ୍କୁ ଧଂ ପ୍ରାପ୍ତ ହେବ ଓ ଆପଣ ସଞ୍ଚୟ କରିବାରେ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ ଆପଣ ନିଜର ପାର୍ଟନର ପ୍ରତି ସଚ୍ଚୋଟ ରହିବେ ଯାହାର ଫଳସ୍ବରୂପ ଆପଣଙ୍କର ସମ୍ପର୍କରେ ଖୁସି ରହିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଆପଣ ନିଜର ପିତାଙ୍କ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ କରିପାରନ୍ତି।
ଉପାୟ - ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ମୀନ ରାଶି
ମୀନ ରାଶି ଲୋକଙ୍କ ପାଇଁ ବୁଧ ଗ୍ରହ ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ତୁଳା ରାଶିରେ ଉଦୟ ହେବେ।
ଏହି କାରଣରୁ ଆଶଙ୍କା ଅଛି ଯେ ଏହି ସମୟରେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ଏହି କାରଣରୁ ଆପଣଙ୍କର ସୁଖ ସୁବିଧାରେ ହ୍ରାସ ଘଟିବ।ବୁଧ ତୁଳା ରାଶିରେ ଉଦୟ ସମୟରେଲାଭ ମଧ୍ୟ ପ୍ରାପ୍ତ କରିବା ଆପଣଙ୍କ ପାଇଁ କଷ୍ଟକର ହେବ।
କ୍ୟାରୀଅର ଦୃଷ୍ଟିରୁ ଆପଣ ଭଲ ଭାଗ୍ୟର ଅଭାବ ଓ ଅନ୍ୟ ସମସ୍ଯା ଯୋଗୁଁ ଚାକିରି ପରିବର୍ତ୍ତନ କରିପାରନ୍ତି।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କର ଧ୍ୟାନରେ ଅଭାବ ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କର ଲାଭରେ ହ୍ରାସ ଘାଟିପାରେ।
ମୀନ ରାଶି ଲୋକଙ୍କର ଆର୍ଥିକ ଜୀବନ ବିଷୟରେ କହିଲେ ଯୋଜନାର ଅଭାବ ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ଯାହା ଫଳରେ ଆପଣଙ୍କୁ ସମସ୍ଯା ହେବ।
ଆପଣଙ୍କର ପ୍ରେମ ଜୀବନ ବିଷୟରେ କହିଲେ ଏହି ସମୟ ଆପଣଙ୍କ ପାଇଁ ଅଧିକ ଅନୁକୂଳ ରହିବ ନାହିଁ। ଏହି ସମୟରେ କଥାବାର୍ତ୍ତା କମ ହେବା ଯୋଗୁଁ ସମ୍ପର୍କରେ ସାମଞ୍ଜସ୍ୟ ରଖିବା କଷ୍ଟକର ହେବ ସେଠୀପାଇଁ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ନିଜର ଆଖିର ଯାଞ୍ଚ କରିବା ଆବଶ୍ୟକ କରଣ ଆଶଙ୍କା ଅଛି ଯେ ଆପଣ କୌଣସି ସଂକ୍ରମଣରେ ପୀଡ଼ିତ ହୋଇପାରନ୍ତି।
ଉପାୟ - ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଧନ ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ବୁଧ ତୁଳା ରାଶିରେ ଉଦୟ କେବେ ହେବେ?
ବୁଧ ଗ୍ରହ 22 ଅକ୍ଟୋବର 2024 ସନ୍ଧ୍ୟା 06:58 ରେ ତୁଳା ରାଶିରେ ଉଦୟ ହେବେ।
2. ବୁଧଙ୍କର ରାଶି କ’ଣ?
ରାଶି ଚକ୍ରରେ ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶିରେ ସ୍ବାମୀ ଅଟନ୍ତି।
3. ତୁଳା ରାଶିର ସ୍ବାମୀ କିଏ?
ପ୍ରେମର କାରକ ଗ୍ରହ ଶୁକ୍ରଙ୍କୁ ତୁଳା ରାଶିର ସ୍ଵାମିତ୍ଵ ପ୍ରାପ୍ତ ହୋଇଛି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Rashifal 2025
- Horoscope 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025