ନାମକରଣ ମୂହୁର୍ତ୍ତ 2025 ର ସମ୍ପୂର୍ଣ ସୂଚୀ - ତିଥି ଓ ସମୟ

Author: Monica Rajguru | Updated Fri, 14 June, 2024 5:53 PM

ବର୍ଷ 2025 ରେ ପଡ଼ୁଥିବା ନାମକରଣ କରିବା ପାଇଁ ଶୁଭ ମୂହୁର୍ତ୍ତ ବିଷୟରେ ଆପଣ ନାମକରଣ ମୂହୁର୍ତ୍ତ 2025 ଲେଖାରୁ ଜାଣିପାରିବେ। ଆଷ୍ଟ୍ରୋସେଜ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ବିଶେଷ ଆର୍ଟିକଲ୍ ଦିନ, ତିଥି ଓ ସମୟକୁ ଧ୍ୟାନରେ ରଖି ତିଆରି ହୋଇଛି, ଯାହାର ସାହାଜ୍ୟରେ ଆପଣ ଆପଣ ନୂଆ ବର୍ଷରେ ପଡ଼ୁଥିବା ନାମକରଣ ମୂହର୍ତ୍ତର ତିଥି ଓ ସମୟ ଜାଣି ଆପଣ ନିଜର କାର୍ଯ୍ୟକ୍ରମର ଯୋଜନା କରିପାରିବେ। ତେବେ ଆସନ୍ତୁ ଆରମ୍ଭ କରିବା ଏହି ଲେଖା। ସମସ୍ତ ସୂଚନା ପାଇଁ ଶେଷ ଯାଏଁ ପଢ଼ନ୍ତୁ।


ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ବିବାହ ପାଇଁ ଶୁଭ ମୂହୁର୍ତ୍ତ ବିଷୟରେ

Read in English: Namkaran Muhurat

ନାମକରଣ ସଂସ୍କାରର ମହତ୍ଵ

ସନାତନ ଧର୍ମ ପ୍ରାଚୀନ ସଂସ୍କୃତି ଉପରେ ଆଧାରିତ, ଯେଉଁଥିରେ ଅନେକ ସଂସ୍କାର ଓ ଅନୁଷ୍ଠାନ ଜଡ଼ିତ। ଏହି ସବୁର ଅନେକ ଯୋଗଦାନ ରହିଛି। ହିନ୍ଦୁ ଧର୍ମରେ ସମୁଦାୟ 16 ଟି ସଂସ୍କାର ଅଛି, ଯାହା ଗର୍ଭାଶୟ ସମୟରୁ ଆରମ୍ଭ କରି ବୃଦ୍ଧାବସ୍ଥା ଯାଏଁ ପାଳନ ହୁଏ। ଏହି ସଂସ୍କାର ମଧ୍ୟରୁ ନାମକରଣ ସଂସ୍କାର ଗୋଟିଏ। ନାମକରଣ ସଂସ୍କାର କିମ୍ବା ନାମକରଣ ସମାରୋହ ଗୋଟିଏ ମହତ୍ଵପୂର୍ଣ ଦିନ ଯାହା ନବଜାତ ଶିଶୁକୁ ତା’ର ନାମ ଦେଇଥାଏ, ଯେଉଁଥିପାଇଁ ଗୋଟିଏ ଶୁଭ ନାମକରଣ ମୂହୁର୍ତ୍ତ ଚୟନ ହୁଏ ଯାହା ଆପଣ ଆଗକୁ ଯାଇ ନାମକରଣ ମୂହୁର୍ତ୍ତ 2025 ଲେଖାରୁ ପାଇବେ।

हिंदी में पढ़े : नामकरण मुहूर्त २०२५

ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନର ସମସ୍ତ ସୂଚନା।

ନାମକରଣ ସଂସ୍କାର 2025

ନାମକରଣ ସଂସ୍କାରର ମହତ୍ଵ ଜାଣିବା ପରେ ଆସନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ବର୍ଷ 2025 ରେ କେଉଁ କେଉଁ ମାସରେ କେଉଁ କେଉଁ ଦିନରେ ନାମକରଣ ମୂହୁର୍ତ୍ତ କେବେ ପର୍ଯ୍ୟନ୍ତ ରହିବ। ଏହି କଥା ସହିତ ସମ୍ବନ୍ଧିତ ସୂଚୀ ଆମେ ଆପଣଙ୍କୁ ତଳେ ବିସ୍ତୃତରେ ପ୍ରଦାନ କରୁଛୁ।

ଦିନ

ଆରମ୍ଭ କାଳ

ସମାପ୍ତି କାଳ

ବୁଧବାର , 01 ଜାନୁଆରୀ

07:13:55

31:13:56

ଗୁରୁବାର , 02 ଜାନୁଆରୀ

07:14:11

23:11:21

ରବିବାର , 05 ଜାନୁଆରୀ

20:18:29

31:14:47

ସୋମବାର , 06 ଜାନୁଆରୀ

07:14:57

31:14:57

ଶୁକ୍ରବାର , 10 ଜାନୁଆରୀ

13:46:36

31:15:18

ରବିବାର , 19 ଜାନୁଆରୀ

07:14:31

31:14:31

ସୋମବାର , 20 ଜାନୁଆରୀ

07:14:18

31:14:19

ବୁଧବାର , 22 ଜାନୁଆରୀ

07:13:48

15:21:09

ଶୁକ୍ରବାର , 24 ଜାନୁଆରୀ

07:13:10

31:08:29

ବୁଧବାର , 29 ଜାନୁଆରୀ

18:08:09

31:11:09

ଶୁକ୍ରବାର , 31 ଜାନୁଆରୀ

07:10:10

28:15:09

ରବିବାର , 02 ଫେବ୍ରୁୟାରୀ

09:16:39

31:09:07

ସୋମବାର , 03 ଫେବ୍ରୁୟାରୀ

07:08:32

31:08:32

ଶୁକ୍ରବାର , 07 ଫେବ୍ରୁୟାରୀ

07:06:01

31:06:01

ଶୁକ୍ରବାର , 14 ଫେବ୍ରୁୟାରୀ

23:10:40

31:00:51

ସୋମବାର , 17 ଫେବ୍ରୁୟାରୀ

06:58:20

30:58:19

ଗୁରୁବାର , 20 ଫେବ୍ରୁୟାରୀ

13:30:55

30:55:41

ଶୁକ୍ରବାର , 21 ଫେବ୍ରୁୟାରୀ

06:54:45

12:00:33

ସୋମବାର , 24 ଫେବ୍ରୁୟାରୀ

19:00:12

30:51:54

ବୁଧବାର , 26 ଫେବ୍ରୁୟାରୀ

06:49:56

11:11:31

ଶୁକ୍ରବାର , 28 ଫେବ୍ରୁୟାରୀ

06:47:56

13:41:12

ରବିବାର , 02 ମାର୍ଚ୍ଚ

06:45:52

21:04:28

ସୋମବାର , 03 ମାର୍ଚ୍ଚ

18:04:34

28:30:29

ବୁଧବାର , 05 ମାର୍ଚ୍ଚ

25:09:09

30:42:41

ଗୁରୁବାର , 06 ମାର୍ଚ୍ଚ

06:41:38

30:41:38

ରବିବାର , 09 ମାର୍ଚ୍ଚ

23:56:05

30:38:21

ସୋମବାର , 10 ମାର୍ଚ୍ଚ

06:37:14

24:52:10

ଶୁକ୍ରବାର , 14 ମାର୍ଚ୍ଚ

06:32:44

30:32:44

ରବିବାର , 16 ମାର୍ଚ୍ଚ

06:30:28

30:30:28

ସୋମବାର , 17 ମାର୍ଚ୍ଚ

06:29:18

19:36:19

ବୁଧବାର , 19 ମାର୍ଚ୍ଚ

20:50:54

30:26:59

ଗୁରୁବାର , 20 ମାର୍ଚ୍ଚ

06:25:50

23:32:11

ସୋମବାର , 24 ମାର୍ଚ୍ଚ

06:21:12

30:21:11

ଗୁରୁବାର , 27 ମାର୍ଚ୍ଚ

06:17:42

23:06:16

ରବିବାର , 30 ମାର୍ଚ୍ଚ

06:14:13

30:14:13

ସୋମବାର , 31 ମାର୍ଚ୍ଚ

06:13:05

13:45:48

ବୁଧବାର , 02 ଅପ୍ରିଲ

08:50:45

30:10:45

ଗୁରୁବାର , 03 ଅପ୍ରିଲ

06:09:38

30:09:37

ରବିବାର , 06 ଅପ୍ରିଲ

19:26:04

30:25:44

ଗୁରୁବାର , 10 ଅପ୍ରିଲ

12:25:16

25:03:33

ରବିବାର , 13 ଅପ୍ରିଲ

05:58:27

29:58:27

ସୋମବାର , 14 ଅପ୍ରିଲ

05:57:24

24:13:56

ବୁଧବାର , 16 ଅପ୍ରିଲ

05:55:17

13:20:06

ରବିବାର , 20 ଅପ୍ରିଲ

11:48:59

29:51:08

ସୋମବାର , 21 ଅପ୍ରିଲ

05:50:09

19:02:03

ବୁଧବାର , 23 ଅପ୍ରିଲ

12:08:56

29:48:11

ଗୁରୁବାର , 24 ଅପ୍ରିଲ

05:47:12

10:50:29

ଶୁକ୍ରବାର , 25 ଅପ୍ରିଲ

08:54:29

29:46:15

ବୁଧବାର , 30 ଅପ୍ରିଲ

05:41:44

14:15:06

ରବିବାର , 04 ମଈ

05:38:21

12:54:44

ବୁଧବାର , 07 ମଈ

18:17:51

29:36:01

ଗୁରୁବାର , 08 ମଈ

05:35:17

29:35:17

ଶୁକ୍ରବାର , 09 ମଈ

05:34:34

29:34:33

ରବିବାର , 11 ମଈ

20:04:43

30:17:41

ବୁଧବାର , 14 ମଈ

05:31:14

11:47:24

ରବିବାର , 18 ମଈ

05:28:57

29:28:57

ସୋମବାର , 19 ମଈ

05:28:25

19:30:45

ଗୁରୁବାର , 22 ମଈ

17:48:30

29:26:58

ଶୁକ୍ରବାର , 23 ମଈ

05:26:32

29:26:32

ରବିବାର , 25 ମଈ

05:25:45

11:13:20

ବୁଧବାର , 28 ମଈ

05:24:42

24:30:22

ଗୁରୁବାର , 05 ଜୁନ

05:22:57

29:22:57

ଶୁକ୍ରବାର , 06 ଜୁନ

05:22:48

29:22:48

ରବିବାର , 08 ଜୁନ

05:22:39

12:42:48

ଶୁକ୍ରବାର , 13 ଜୁନ

23:21:37

29:22:36

ରବିବାର , 15 ଜୁନ

15:54:22

25:00:56

ସୋମବାର , 16 ଜୁନ

25:14:40

29:22:50

ବୁଧବାର , 18 ଜୁନ

24:23:52

29:23:06

ଗୁରୁବାର , 19 ଜୁନ

05:23:14

11:58:23

ଶୁକ୍ରବାର , 20 ଜୁନ

09:52:15

29:23:25

ସୋମବାର , 23 ଜୁନ

15:17:54

22:12:30

ଶୁକ୍ରବାର , 27 ଜୁନ

07:23:13

29:25:09

ବୁଧବାର , 02 ଜୁଲାଇ

05:26:52

29:26:52

ଗୁରୁବାର , 03 ଜୁଲାଇ

05:27:15

14:08:45

ଶୁକ୍ରବାର , 04 ଜୁଲାଇ

16:33:43

29:27:40

ରବିବାର , 06 ଜୁଲାଇ

22:42:40

29:28:30

ସୋମବାର , 07 ଜୁଲାଇ

05:28:57

25:12:39

ଶୁକ୍ରବାର , 11 ଜୁଲାଇ

05:56:56

29:30:48

ବୁଧବାର , 16 ଜୁଲାଇ

05:47:31

29:33:17

ଗୁରୁବାର , 17 ଜୁଲାଇ

05:33:49

29:33:49

ଶୁକ୍ରବାର , 18 ଜୁଲାଇ

05:34:20

17:04:12

ରବିବାର , 20 ଜୁଲାଇ

22:54:12

29:35:25

ସୋମବାର , 21 ଜୁଲାଇ

05:35:57

29:35:57

ଶୁକ୍ରବାର , 25 ଜୁଲାଇ

05:38:09

16:01:51

ବୁଧବାର , 30 ଜୁଲାଇ

05:40:58

29:40:58

ଗୁରୁବାର , 31 ଜୁଲାଇ

05:41:31

29:41:31

ଶୁକ୍ରବାର , 01 ଅଗସ୍ଟ

05:42:05

27:41:17

ରବିବାର , 03 ଅଗସ୍ଟ

09:44:13

29:43:14

ଶୁକ୍ରବାର , 08 ଅଗସ୍ଟ

14:14:12

29:46:02

ରବିବାର , 10 ଅଗସ୍ଟ

13:53:34

29:47:10

ସୋମବାର , 11 ଅଗସ୍ଟ

05:47:43

13:01:19

ବୁଧବାର , 13 ଅଗସ୍ଟ

06:38:20

29:48:49

ଗୁରୁବାର , 14 ଅଗସ୍ଟ

05:49:21

29:49:21

ରବିବାର , 17 ଅଗସ୍ଟ

19:26:32

29:51:00

ସୋମବାର , 18 ଅଗସ୍ଟ

05:51:32

26:06:43

ବୁଧବାର , 20 ଅଗସ୍ଟ

24:27:48

29:52:35

ଗୁରୁବାର , 21 ଅଗସ୍ଟ

05:53:07

12:46:51

ସୋମବାର , 25 ଅଗସ୍ଟ

05:55:13

29:55:12

ବୁଧବାର , 27 ଅଗସ୍ଟ

15:46:06

29:56:15

ଗୁରୁବାର , 28 ଅଗସ୍ଟ

05:56:46

29:56:46

ଶୁକ୍ରବାର , 29 ଅଗସ୍ଟ

05:57:15

11:39:25

ରବିବାର , 31 ଅଗସ୍ଟ

05:58:16

17:28:13

ବୁଧବାର , 03 ସେପ୍ଟେମ୍ବର

23:09:25

29:59:46

ଗୁରୁବାର , 04 ସେପ୍ଟେମ୍ବର

06:00:16

30:00:16

ଶୁକ୍ରବାର , 05 ସେପ୍ଟେମ୍ବର

06:00:47

23:39:29

ରବିବାର , 07 ସେପ୍ଟେମ୍ବର

06:01:46

21:42:19

ସୋମବାର , 08 ସେପ୍ଟେମ୍ବର

20:03:33

30:02:15

ବୁଧବାର , 10 ସେପ୍ଟେମ୍ବର

06:03:15

15:39:48

ରବିବାର , 14 ସେପ୍ଟେମ୍ବର

06:05:12

27:08:10

ବୁଧବାର , 17 ସେପ୍ଟେମ୍ବର

06:26:48

30:06:39

ସୋମବାର , 22 ସେପ୍ଟେମ୍ବର

06:09:07

30:09:07

ବୁଧବାର , 24 ସେପ୍ଟେମ୍ବର

06:10:07

31:07:16

ବୁଧବାର , 01 ଅକ୍ଟୋବର

19:02:53

30:13:44

ଗୁରୁବାର , 02 ଅକ୍ଟୋବର

06:14:14

30:14:15

ସୋମବାର , 06 ଅକ୍ଟୋବର

12:25:38

30:16:24

ବୁଧବାର , 08 ଅକ୍ଟୋବର

06:17:30

22:45:41

ଶୁକ୍ରବାର , 10 ଅକ୍ଟୋବର

19:40:11

30:18:38

ରବିବାର , 12 ଅକ୍ଟୋବର

06:19:47

13:37:03

ରବିବାର , 19 ଅକ୍ଟୋବର

06:24:00

13:53:20

ବୁଧବାର , 22 ଅକ୍ଟୋବର

06:25:53

25:51:48

ଶୁକ୍ରବାର , 24 ଅକ୍ଟୋବର

06:27:12

25:20:47

ବୁଧବାର , 29 ଅକ୍ଟୋବର

06:30:35

30:30:35

ଶୁକ୍ରବାର , 31 ଅକ୍ଟୋବର

18:51:48

30:31:59

ରବିବାର , 02 ନଭେମ୍ବର

17:04:18

30:33:26

ସୋମବାର , 03 ନଭେମ୍ବର

06:34:09

26:07:29

ଶୁକ୍ରବାର , 07 ନଭେମ୍ବର

06:37:06

30:37:06

ସୋମବାର , 10 ନଭେମ୍ବର

18:48:33

30:39:23

ଶୁକ୍ରବାର , 14 ନଭେମ୍ବର

21:21:11

30:42:30

ରବିବାର , 16 ନଭେମ୍ବର

06:44:05

30:44:05

ସୋମବାର , 17 ନଭେମ୍ବର

06:44:52

31:13:34

ଗୁରୁବାର , 20 ନଭେମ୍ବର

12:18:22

30:47:15

ଶୁକ୍ରବାର , 21 ନଭେମ୍ବର

06:48:03

13:56:13

ବୁଧବାର , 26 ନଭେମ୍ବର

06:52:02

25:33:24

ଗୁରୁବାର , 27 ନଭେମ୍ବର

26:32:35

30:52:51

ଶୁକ୍ରବାର , 28 ନଭେମ୍ବର

06:53:38

24:17:06

ରବିବାର , 30 ନଭେମ୍ବର

06:55:11

30:55:12

ସୋମବାର , 01 ଡିସେମ୍ବର

06:55:59

30:55:58

ଗୁରୁବାର , 04 ଡିସେମ୍ବର

14:54:55

30:58:15

ଶୁକ୍ରବାର , 05 ଡିସେମ୍ବର

06:59:01

30:59:00

ସୋମବାର , 08 ଡିସେମ୍ବର

16:05:33

26:53:23

ଶୁକ୍ରବାର , 12 ଡିସେମ୍ବର

07:03:58

14:59:31

ରବିବାର , 14 ଡିସେମ୍ବର

07:05:17

31:05:17

ସୋମବାର , 15 ଡିସେମ୍ବର

07:05:55

31:05:55

ବୁଧବାର , 17 ଡିସେମ୍ବର

17:11:44

26:34:43

ସୋମବାର , 22 ଡିସେମ୍ବର

07:09:52

31:09:53

ଗୁରୁବାର , 25 ଡିସେମ୍ବର

08:19:21

31:11:17

ରବିବାର , 28 ଡିସେମ୍ବର

07:12:29

12:01:37

ସୋମବାର , 29 ଡିସେମ୍ବର

10:14:32

31:12:51

ବୁଧବାର , 31 ଡିସେମ୍ବର

25:30:45

31:13:30

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ନାମକରଣ ସଂସ୍କାର 2025 ପାଇଁ ଶୁଭ ତିଥି, ନକ୍ଷତ୍ର ଓ ମାସ

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ପରିଣାମ !

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଶୁଭଚିନ୍ତକଙ୍କ ସହିତ ଏହାକୁ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ !

ପ୍ରାୟତଃ ପଚରାଯାଇଥିବା ପ୍ରଶ୍ନ

ନାମକରଣ ସଂସ୍କାର କ’ଣ?

ଉତ୍ତର: ହିନ୍ଦୁ ଧର୍ମର ମୁଖ୍ୟ ସଂସ୍କାର ମଧ୍ୟରୁ ନାମକରଣ ସଂସ୍କାର ହେଉଛି ଏକ ସଂସ୍କାର, ଯେଉଁଥିରେ ପିଲାଙ୍କୁ ନାମ ଦିଆଯାଏ।

ସପ୍ତାହର କେଉଁ ଦିନ ନାମକରଣ ସଂସ୍କାର କରାଯାଇପାରିବ?

ଉତ୍ତର: ସୋମବାର, ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଏହି ସଂସ୍କାର ପାଇଁ ଶୁଭ ଅଟେ।

2025 ମସିହାରେ ନାମକରଣ ସଂସ୍କାର କରାଯାଇପାରିବ କି?

ଉତ୍ତର: ହଁ, ଚଳିତ ବର୍ଷର ପ୍ରତ୍ୟେକ ମାସରେ ନାମକରଣ ସଂସ୍କାର ପାଇଁ ଶୁଭ ସମୟ ଉପଲବ୍ଧ ଅଛି |

ଫେବୃଆରୀ 2025 ରେ ନାମକରଣ ସଂସ୍କାର ପାଇଁ ଶୁଭ ସମୟ କେବେ?

ଉତ୍ତର: ଫେବୃଆରୀରେ ଆପଣ 02, 03, 07, 14, 17, 20, 21, 24, 26 ଏବଂ 28 ତାରିଖରେ ନାମକରଣ ସଂସ୍କାର କରିପାରିବେ |

Talk to Astrologer Chat with Astrologer