ବିବାହ ମୂହୁର୍ତ୍ତ 2025 - ସମ୍ପୂର୍ଣ ସୂଚୀ

Author: Monica Rajguru | Updated Wed, 12 June, 2024 5:23 PM

ଯଦି ଆପଣ 2025 ମସିହାରେ ବିବାହ ପାଇଁ ଏକ ଶୁଭ ତାରିଖ ଖୋଜୁଛନ୍ତି, ତେବେ ଆଷ୍ଟ୍ରୋସେଜର ଏହି ଆର୍ଟିକିଲ୍ ଆପଣଙ୍କୁ ବିବାହ ମୂହୁର୍ତ୍ତ 2025 ମାଧ୍ୟମରେ ନୂତନ ବର୍ଷର ଶୁଭ ସମୟର ଏକ ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରୁଛି।


ମଣିଷ ଜୀବନରେ ବିବାହ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ ଯାହା ଦୁଇ ଜଣଙ୍କୁ ସାତ ଜନ୍ମର ବନ୍ଧନରେ ବାନ୍ଧି ରଖେ। ବିବାହ କେବଳ ବର ଏବଂ କନ୍ୟାକୁ ଏକତ୍ର ବାନ୍ଧେ ନାହିଁ | ବିବାହ ସର୍ବଦା ଏକ ଶୁଭ ସମୟରେ କରାଯାଏ, ତେଣୁ ବିବାହର ତାରିଖ ନିର୍ଣ୍ଣୟ କରିବାରେ ମୂହୁର୍ତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି କାରଣ ଯୋଗୁଁ ବିବାହ ପରି ଶୁଭ କାର୍ଯ୍ୟ ଶୁଭ ସମୟ ଏବଂ ତିଥିରେ କରାଯିବା ଉଚିତ।

हिंदी में पढ़े : विवाह मुहूर्त 2025

ତେବେ ଆସନ୍ତୁ କୌଣସି ବିଳମ୍ବ ନକରି ଏହି ଆର୍ଟିକିଲ୍ ଆରମ୍ଭ କରିବା ଓ ପ୍ରତ୍ଯେକ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତ ବିଷୟରେ ବିବାହ ମୂହୁର୍ତ୍ତ 2025 ତାଲିକାରୁ ଜାଣିବା।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ବିବାହ ପାଇଁ ଶୁଭ ମୂହୁର୍ତ୍ତ ବିଷୟରେ

To Read in English, Click Here: Vivah Muhurat 2025

ବିବାହ ପାଇଁ ଶୁଭ ମୂହୁର୍ତ୍ତର ସମ୍ପୂର୍ଣ ସୂଚୀ

ଜାନୁଆରୀ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

17 ଜାନୁଆରୀ 2025

ଶୁକ୍ରବାର

ମଘା

ଚତୁର୍ଥୀ

ସକାଳ 07:14 ରୁ ଦ୍ଵିପ୍ରହର 12:44 ପର୍ଯ୍ୟନ୍ତ

18 ଜାନୁଆରୀ 2025, ଶନିବାର

ଉତ୍ତରା ଫାଲ୍ଗୁନୀ

ପଞ୍ଚମୀ

ଦ୍ଵିପ୍ରହର 02:51 ରୁ ରାତି 01:16 ପର୍ଯ୍ୟନ୍ତ

19 ଜାନୁଆରୀ 2025, ରବିବାର

ହସ୍ତ

ଷଷ୍ଠୀ

ରାତି 01:57 ରୁ ସକାଳ 07:14 ପର୍ଯ୍ୟନ୍ତ

21 ଜାନୁଆରୀ 2025, ମଙ୍ଗଳବାର

ସ୍ଵାତି

ଅଷ୍ଟମୀ

ରାତି 11:36 ରୁ ରାତି 03:49 ପର୍ଯ୍ୟନ୍ତ

24 ଜାନୁଆରୀ 2025, ଶୁକ୍ରବାର

ଅନୁରାଧା

ଏକାଦଶୀ

ସନ୍ଧ୍ୟା 07:24 ରୁ ସନ୍ଧ୍ୟା 07:07 ପର୍ଯ୍ୟନ୍ତ

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ

ଫେବ୍ରୁୟାରୀ ପାଇଁ ବିବାହର ସୁଭ ମୂହୁର୍ତ୍ତ

ଫେବ୍ରୁୟାରୀ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

02 ଫେବ୍ରୁୟାରୀ 2025, ରବିବାର

ଉତ୍ତରାଭାଦ୍ରପଦ ଓ ରେବତୀ

ପଞ୍ଚମୀ

ସକାଳ 09:13 ରୁ ଆସନ୍ତା ସକାଳ 07:09 ପର୍ଯ୍ୟନ୍ତ

03 ଫେବ୍ରୁୟାରୀ 2025, ସୋମବାର

ରେବତୀ

ଷଷ୍ଠୀ

ସକାଳ 07:09 ରୁ ସନ୍ଧ୍ୟା 05:40 ପର୍ଯ୍ୟନ୍ତ

12 ଫେବ୍ରୁୟାରୀ 2025, ବୁଧବାର

ମାଘ

ପ୍ରତିପଦା

ରାତି 01:58 ରୁ ସକାଳ 07:04 ପର୍ଯ୍ୟନ୍ତ

14 ଫେବ୍ରୁୟାରୀ 2025, ଶୁକ୍ରବାର

ଉତ୍ତରା ଫାଲ୍ଗୁନୀ

ତୃତୀୟା

ରାତି 11:09 ରୁ ସକାଳ 07:03 ପର୍ଯ୍ୟନ୍ତ

15 ଫେବ୍ରୁୟାରୀ 2025, ଶନିବାର

ଉତ୍ତରା ଫାଲ୍ଗୁନୀ ଏବଂ ହସ୍ତ

ଚତୁର୍ଥୀ

ରାତି 11:51 ରୁ ସକାଳ 07:02 ପର୍ଯ୍ୟନ୍ତ

18 ଫେବ୍ରୁୟାରୀ 2025, ମଙ୍ଗଳବାର

ସ୍ଵାତି

ଷଷ୍ଠୀ

ସକାଳ 09:52 ରୁ ଆସନ୍ତା ସକାଳ 07ଟା ପର୍ଯ୍ୟନ୍ତ

23 ଫେବ୍ରୁୟାରୀ 2025, ରବିବାର

ମୂଳ

ଏକାଦଶୀ

ଦ୍ଵିପ୍ରହର 01:55 ରୁ ସନ୍ଧ୍ୟା 06:42 ପର୍ଯ୍ୟନ୍ତ

25 ଫେବ୍ରୁୟାରୀ 2025, ମଙ୍ଗଳବାର

ଉତ୍ତରାଷାଢ଼ା

ଦ୍ବାଦଶୀ , ତ୍ରୟୋଦଶୀ

ସକାଳ 08:15 ରୁ ସନ୍ଧ୍ୟା 06:30 ପର୍ଯ୍ୟନ୍ତ

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମାର୍ଚ୍ଚ ପାଇଁ ବିବାହର ସୁଭ ମୂହୁର୍ତ୍ତ

ମାର୍ଚ୍ଚ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

01 ମାର୍ଚ୍ଚ 2025, ଶନିବାର

ଉତ୍ତରାଭାଦ୍ରପଦ

ଦ୍ଵିତୀୟା , ତୃତୀୟା

ସକାଳ 11:22 ରୁ ଆସନ୍ତା ସକାଳ 07:51 ପର୍ଯ୍ୟନ୍ତ

02 ମାର୍ଚ୍ଚ 2025, ରବିବାର

ଉତ୍ତରାଭାଦ୍ରପଦ , ରେବତୀ

ତୃତୀୟା, ଚତୁର୍ଥୀ

ସକାଳ 06:51 ରୁ ରାତି 01:13 ପର୍ଯ୍ୟନ୍ତ

05 ମାର୍ଚ୍ଚ 2025, ବୁଧବାର

ରୋହିଣୀ

ସପ୍ତମୀ

ରାତି 01:08 ରୁ ସକାଳ 06:47 ପର୍ଯ୍ୟନ୍ତ

06 ମାର୍ଚ୍ଚ 2025, ଗୁରୁବାର

ରୋହିଣୀ

ସପ୍ତମୀ

ସକାଳ 06:47 ରୁ ସକାଳ 10:50 ପର୍ଯ୍ୟନ୍ତ

06 ମାର୍ଚ୍ଚ 2025, ଗୁରୁବାର

ରୋହିଣୀ , ମୃଗଶୀର୍ଷ

ଅଷ୍ଟମୀ

ରାତି 10ଟା ରୁ ସକାଳ 06:46 ପର୍ଯ୍ୟନ୍ତ

7 ମାର୍ଚ୍ଚ 2025, ଶୁକ୍ରବାର

ମୃଗଶୀର୍ଷ

ଅଷ୍ଟମୀ , ନବମୀ

ସକାଳ 06:46 ରୁ ରାତି 11:31 ପର୍ଯ୍ୟନ୍ତ

12 ମାର୍ଚ୍ଚ 2025, ବୁଧବାର

ମାଘ

ଚତୁର୍ଦଶୀ

ସକାଳ 08:42 ରୁ ଆସନ୍ତା ସକାଳ 04:05 ପର୍ଯ୍ୟନ୍ତ

14 ଅପ୍ରିଲ 2025, ସୋମବାର

ସ୍ଵାତି

ପ୍ରତିପଦା , ଦ୍ଵିତୀୟା

ସକାଳ 06:10 ରୁ ରାତି 12:13 ପର୍ଯ୍ୟନ୍ତ

ଅପ୍ରିଲ ପାଇଁ ବିବାହର ସୁଭ ମୂହୁର୍ତ୍ତ

ଅପ୍ରିଲ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

16 ଅପ୍ରିଲ 2025, ବୁଧବାର

ଅନୁରାଧା

ଚତୁର୍ଥୀ

ରାତି 12:18 ରୁ ସକାଳ 05:54 ପର୍ଯ୍ୟନ୍ତ

18 ଅପ୍ରିଲ 2025, ଶୁକ୍ରବାର

ମୂଳ

ଷଷ୍ଠୀ

ରାତି 01:03 ରୁ ସକାଳ 06:06 ପର୍ଯ୍ୟନ୍ତ

19 ଅପ୍ରିଲ 2025, ଶନିବାର

ମୂଳ

ଷଷ୍ଠୀ

ସକାଳ 06:06 ରୁ ଆସନ୍ତା ସକାଳ 10:20 ପର୍ଯ୍ୟନ୍ତ

20 ଅପ୍ରିଲ 2025, ରବିବାର

ଉତ୍ତରାଷାଢ଼ା

ସପ୍ତମୀ , ଅଷ୍ଟମୀ

ସକାଳ 11:48 ରୁ ଆସନ୍ତା ସକାଳ 06:04 ପର୍ଯ୍ୟନ୍ତ

21 ଅପ୍ରିଲ 2025, ସୋମବାର

ଉତ୍ତରାଷାଢ଼ା

ଅଷ୍ଟମୀ

ସକାଳ 06:04 ରୁ ଦ୍ଵିପ୍ରହର 12:36 ପର୍ଯ୍ୟନ୍ତ

29 ଅପ୍ରିଲ 2025, ମଙ୍ଗଳବାର

ରୋହିଣୀ

ତୃତୀୟା

ସନ୍ଧ୍ୟା 06:46 ରୁ ସକାଳ 05:58 ପର୍ଯ୍ୟନ୍ତ

30 ଅପ୍ରିଲ 2025, ବୁଧବାର

ରୋହିଣୀ

ତୃତୀୟା

ସକାଳ 05:58 ରୁ ଦ୍ଵିପ୍ରହର 12:01 ପର୍ଯ୍ୟନ୍ତ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମଈ ପାଇଁ ବିବାହର ସୁଭ ମୂହୁର୍ତ୍ତ

ମଈ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

05 ମଈ 2025, ସୋମବାର

ମାଘ

ନବମୀ

ରାତି 08:28 ରୁ ଆସନ୍ତା ସକାଳ 05:54 ପର୍ଯ୍ୟନ୍ତ

06 ମଈ 2025, ମଙ୍ଗଳବାର

ମାଘ

ନବମୀ , ଦଶମୀ

ସକାଳ 05:54 ରୁ ଦ୍ଵିପ୍ରହର 03:51 ପର୍ଯ୍ୟନ୍ତ

8 ମଈ 2025, ଗୁରୁବାର

ଉତ୍ତରାଫାଲ୍ଗୁନୀ , ହସ୍ତ

ଦ୍ବାଦଶୀ

ଦ୍ଵିପ୍ରହର 12:28 ରୁ ସକାଳ 05:52 ପର୍ଯ୍ୟନ୍ତ

09 ମଈ 2025, ଶୁକ୍ରବାର

ହସ୍ତ

ଦ୍ବାଦଶୀ , ତ୍ରୟୋଦଶୀ

ସକାଳ 05:52 ରୁ ରାତି 12:08 ପର୍ଯ୍ୟନ୍ତ

14 ମଈ 2025, ବୁଧବାର

ଅନୁରାଧା

ଦ୍ଵିତୀୟା

ସକାଳ 06:34 ରୁ ସକାଳ 11:46 ପର୍ଯ୍ୟନ୍ତ

16 ମଈ 2025, ଶୁକ୍ରବାର

ମୂଳ

ଚତୁର୍ଥୀ

ସକାଳ 05:49 ରୁ ସନ୍ଧ୍ୟା 04:07 ପର୍ଯ୍ୟନ୍ତ

17 ମଈ 2025, ଶନିବାର

ଉତ୍ତରାଷାଢ଼ା

ପଞ୍ଚମୀ

ସନ୍ଧ୍ୟା 05:43 ରୁ ଆସନ୍ତା ସକାଳ 05:48 ପର୍ଯ୍ୟନ୍ତ

18 ମଈ 2025, ରବିବାର

ଉତ୍ତରାଷାଢ଼ା

ଷଷ୍ଠୀ

ସନ୍ଧ୍ୟା 05:48 ରୁ ସନ୍ଧ୍ୟା 06:52 ପର୍ଯ୍ୟନ୍ତ

22 ମଈ 2025, गुरुवार

ଉତ୍ତରାଭାଦ୍ରପଦ

ଏକାଦଶୀ

ରାତି 01:11 ରୁ ସକାଳ 05:46 ପର୍ଯ୍ୟନ୍ତ

23 ମଈ 2025, ଶୁକ୍ରବାର

ଉତ୍ତରାଭାଦ୍ରପଦ , ରେବତୀ

ଏକାଦଶୀ , ଦ୍ବାଦଶୀ

ସକାଳ 05:46 ରୁ ଆସନ୍ତା ସକାଳ 05:46 ପର୍ଯ୍ୟନ୍ତ

27 ମଈ 2025, ମଙ୍ଗଳବାର

ରୋହିଣୀ , ମୃଗଶୀର୍ଷ

ପ୍ରତିପଦା

ସନ୍ଧ୍ୟା 06:44 ରୁ ଆସନ୍ତା ସକାଳ 05:45 ପର୍ଯ୍ୟନ୍ତ

28 ମଈ 2025, ବୁଧବାର

ମୃଗଶୀର୍ଷ

ଦ୍ଵିତୀୟା

ସକାଳ 05:45 ରୁ ସନ୍ଧ୍ୟା 07:08 ପର୍ଯ୍ୟନ୍ତ

ଜୁନ ପାଇଁ ବିବାହର ସୁଭ ମୂହୁର୍ତ୍ତ

ଜୁନ ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

02 ଜୁନ 2025, ସୋମବାର

ମାଘ

ସପ୍ତମୀ

ସକାଳ 08:20 ରୁ ରାତି 08:34 ପର୍ଯ୍ୟନ୍ତ

03 ଜୁନ 2025, ମଙ୍ଗଳବାର

ଉତ୍ତରାଫାଲ୍ଗୁନୀ

ନବମୀ

ରାତି 12:58 ରୁ ସକାଳ 05:44 ପର୍ଯ୍ୟନ୍ତ

04 ଜୁନ 2025, ବୁଧବାର

ଉତ୍ତରାଫାଲ୍ଗୁନୀ ଏବଂ ହସ୍ତ

ନବମୀ , ଦଶମୀ

ସକାଳ 05:44 ରୁ ସକାଳ 05:44 ପର୍ଯ୍ୟନ୍ତ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଜୁଲାଇ ପାଇଁ ବିବାହର ସୁଭ ମୂହୁର୍ତ୍ତ

ବିବାହ ମୂହୁର୍ତ୍ତ 2025 ଅନୁସାରେ, ଜୁଲାଇ ମାସରେ ବିବାହ ପାଇଁ କୌଣସି ଶୁଭ ମୂହୁର୍ତ୍ତ ନାହିଁ।

ଅଗସ୍ଟ ପାଇଁ ବିବାହର ସୁଭ ମୂହୁର୍ତ୍ତ

ବିବାହ ମୂହୁର୍ତ୍ତ 2025 ଅନୁସାରେ, ଅଗସ୍ଟ ମାସରେ ବିବାହ ପାଇଁ କୌଣସି ଶୁଭ ମୂହୁର୍ତ୍ତ ନାହିଁ।

ସେପ୍ଟେମ୍ବର ପାଇଁ ବିବାହର ସୁଭ ମୂହୁର୍ତ୍ତ

ବିବାହ ମୂହୁର୍ତ୍ତ 2025 ଅନୁସାରେ, ସେପ୍ଟେମ୍ବର ମାସରେ ବିବାହ ପାଇଁ କୌଣସି ଶୁଭ ମୂହୁର୍ତ୍ତ ନାହିଁ।

ଅକ୍ଟୋବର ପାଇଁ ବିବାହର ସୁଭ ମୂହୁର୍ତ୍ତ

ବିବାହ ମୂହୁର୍ତ୍ତ 2025 ଅନୁସାରେ, ଅକ୍ଟୋବର ମାସରେ ବିବାହ ପାଇଁ କୌଣସି ଶୁଭ ମୂହୁର୍ତ୍ତ ନାହିଁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ନଭେମ୍ବର ପାଇଁ ବିବାହର ସୁଭ ମୂହୁର୍ତ୍ତ

ନଭେମ୍ବର ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

02 ନଭେମ୍ବର 2025, ରବିବାର

ଉତ୍ତରାଭାଦ୍ରପଦ

ଦ୍ବାଦଶୀ , ତ୍ରୟୋଦଶୀ

ରାତି 11:10 ରୁ ସକାଳ 06:36 ପର୍ଯ୍ୟନ୍ତ

03 ନଭେମ୍ବର 2025, ସୋମବାର

ଉତ୍ତରାଭାଦ୍ରପଦ , ରେବତୀ

ତ୍ରୟୋଦଶୀ , ଚତୁର୍ଦଶୀ

ସକାଳ 06:36 ରୁ ଆସନ୍ତା ସକାଳ 06:37 ପର୍ଯ୍ୟନ୍ତ

08 ନଭେମ୍ବର 2025, ଶନିବାର

ମୃଗଶୀର୍ଷ

ଚତୁର୍ଥୀ

ସକାଳ 07:31 ରୁ ରାତି 10:01 ପର୍ଯ୍ୟନ୍ତ

12 ନଭେମ୍ବର 2025, ବୁଧବାର

ମାଘ

ନବମୀ

ରାତି 12:50 ରୁ ସକାଳ 06:43 ପର୍ଯ୍ୟନ୍ତ

15 ନଭେମ୍ବର 2025, ଶନିବାର

ଉତ୍ତରାଫାଲ୍ଗୁନୀ , ହସ୍ତ

ଏକାଦଶୀ , ଦ୍ବାଦଶୀ

ସକାଳ 06:44 ରୁ ଆସନ୍ତା ସକାଳ 06:45 ପର୍ଯ୍ୟନ୍ତ

16 ନଭେମ୍ବର 2025, ରବିବାର

ହସ୍ତ

ଦ୍ବାଦଶୀ

ସକାଳ 06:45 ରୁ ରାତି 02:10 ପର୍ଯ୍ୟନ୍ତ

22 ନଭେମ୍ବର 2025, ଶନିବାର

ମୂଳ

ତୃତୀୟା

ରାତି 11:26 ରୁ ସକାଳ 06:49 ପର୍ଯ୍ୟନ୍ତ

23 ନଭେମ୍ବର 2025, ରବିବାର

ମୂଳ

ତୃତୀୟା

ସକାଳ 06:49 ରୁ ଦ୍ଵିପ୍ରହର 12:08 ପର୍ଯ୍ୟନ୍ତ

25 ନଭେମ୍ବର 2025, ମଙ୍ଗଳବାର

ଉତ୍ତରାଷାଢ଼ା

ପଞ୍ଚମୀ , ଷଷ୍ଠୀ

ଦ୍ଵିପ୍ରହର 12:49 ରୁ ରାତି 11:57 ପର୍ଯ୍ୟନ୍ତ

ଡିସେମ୍ବର ପାଇଁ ବିବାହର ସୁଭ ମୂହୁର୍ତ୍ତ

ଡିସେମ୍ବର ମାସରେ ପଡ଼ୁଥିବା ବିବାହ ମୂହୁର୍ତ୍ତର ତାଲିକା:

ତାରିଖ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

04 ଡିସେମ୍ବର 2025, ବୃହସ୍ପତିବାର

ରୋହିଣୀ

ପୁର୍ଣିମା , ପ୍ରତିପଦା

ସନ୍ଧ୍ୟା 06:40 ରୁ ଆସନ୍ତା ସକାଳ 07:03 ପର୍ଯ୍ୟନ୍ତ

05 ଡିସେମ୍ବର 2025, ଶୁକ୍ରବାର

ରୋହିଣୀ , ମୃଗଶିରା

ପ୍ରତିପଦା , ଦ୍ଵିତୀୟା

ସକାଳ 07:03 ରୁ ଆସନ୍ତା ସକାଳ 07:04 ପର୍ଯ୍ୟନ୍ତ

06 ଡିସେମ୍ବର 2025, ଶନିବାର

ମୃଗଶିରା

ଦ୍ଵିତୀୟା

ସକାଳ 07:04 ରୁ ଆସନ୍ତା ସକାଳ 08:48 ପର୍ଯ୍ୟନ୍ତ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଶୁଭଚିନ୍ତକଙ୍କ ସହିତ ଏହାକୁ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ !

সঘনাই সোধা প্ৰশ্ন

জুলাই মাহৰ বাবে বিবাহৰ শুভ মুহুৰ্ত

বিবাহ মুহুৰ্ত 2025 অনুসৰি, জুলাই মাহত বিবাহ-পাশত বান্ধ খাবৰ বাবে কোনো শুভ মুহুৰ্ত উপলব্ধ নাই।

আগষ্ট মাহৰ বাবে বিবাহৰ শুভ মুহুৰ্ত

বিবাহ মুহুৰ্ত 2025 অনুসৰি, আগষ্ট মাহত বিবাহ-পাশত বান্ধ খাবৰ বাবে কোনো শুভ মুহুৰ্ত উপলব্ধ নাই।

ছেপ্তেম্বৰ মাহৰ বাবে বিবাহৰ শুভ মুহুৰ্ত

বিবাহ মুহুৰ্ত 2025 অনুসৰি, ছেপ্তেম্বৰ মাহত বিবাহ-পাশত বান্ধ খাবৰ বাবে কোনো শুভ মুহুৰ্ত উপলব্ধ নাই।

অক্টোবৰ মাহৰ বাবে বিবাহৰ শুভ মুহুৰ্ত

বিবাহ মুহুৰ্ত 2025 অনুসৰি, অক্টোবৰ মাহত বিবাহ-পাশত বান্ধ খাবৰ বাবে কোনো শুভ মুহুৰ্ত উপলব্ধ নাই।

Talk to Astrologer Chat with Astrologer