ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (29 ସେପ୍ଟେମ୍ବରରୁ 05 ଅକ୍ଟୋବର )

Author: Monica Rajguru | Updated Sat, 21 Sep 2024 05:36 PM IST

ସେପ୍ଟେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 29 ସେପ୍ଟେମ୍ବରରୁ 05 ଅକ୍ଟୋବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 22 ସେପ୍ଟେମ୍ବରରୁ 05 ଅକ୍ଟୋବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି

ଏହି ମୂଳାଙ୍କର ଲୋକ ଅଧିକ ଦୃଢ଼ ନିଶ୍ଚୟ ଓ ଆତ୍ମବିଶ୍ଵାସୀ। ଏହା ଦ୍ବାରା ଆପଣଙ୍କର ବିଚାରରେ ଉନ୍ନତି ହେବ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିବ।

ପ୍ରେମ ଜୀବନ : ଏହି ସପ୍ତାହ ଆପଣଙ୍କର ଜୀବନସଥୀ ସହିତ ସମ୍ପର୍କ ବହୁତ ଭଲ ରହିବ। ଦୁହିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଭଲ ରହିବ। ଏହା ଦ୍ବାରା ଆପଣ ପ୍ରସନ୍ନ ଅନୁଭବ କରିବେ।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଛାତ୍ରମନେ ଅଧିକ ବୃତ୍ତିଗତ ଢଙ୍ଗରେ ପଢ଼ିବା ପାଇଁ କିଛି ସକରତ୍ମକ ଚେଷ୍ଟା କରିବେ।

ବୃତ୍ତିଗତ ଜୀବନ : ଚାକିରିରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ। ଯଦି ପବ୍ଲିକ୍ ସେକ୍ଟରଟେ କାମ କରୁଛନ୍ତି ତେବେ ସମୟ ବହୁତ ଭଲ ରହିବ। ବ୍ୟବସାୟୀଙ୍କୁ ଆଉଟସୋର୍ସ ଡୀଲ ରୁ ଭଲ ଲାଭ ମିଳିବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଆପଣ ଊର୍ଜାରେ ଭରି ରହିବେ। ନିୟମିତ ବ୍ୟାୟମ ସାହାଜ୍ୟରେ ଆପଣ ଅଧିକ ଫିଟ ଅନୁଭବ କରିବେ।

ଉପାୟ : ପ୍ରତିଦିନ 19 ଥର ଓଁ ସୂର୍ଯ୍ୟାୟ ନମଃ ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଷ୍ପତି ନେବା ସମୟରେ ଭ୍ରମିତ ହୋଇଥାନ୍ତି ଓ ଏହା ଆପଣଙ୍କର ପ୍ରଗତି ଓ ବିକାଶରେ ବାଧା ଆଣିପାରେ। ଏହି ସପ୍ତାହରେ ଯୋଜନା ତିଆରି କରି ଆଗକୁ ଯିବା ଉଚିତ।

ପ୍ରେମ ଜୀବନ : ଆପଣଙ୍କୁ ଏହି ସପ୍ତାହରେ ଜୀବନସଥୀଙ୍କ ସହିତ ଯୁକ୍ତି କରିବା ଠାରୁ ଦୂରେଇ ରହିବା ଉଚିତ।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ବିଦ୍ୟାର୍ଥୀଙ୍କର ପଢ଼ାରେ ମନ ଲାଗିବ ନାହିଁ ସେଥିପାଇଁ ପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କ କାମରେ କିଛି ଭୁଲ ହୋଇପାରେ ଓ ଏହା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବିକାଶର ମାର୍ଗରେ ବାଧା ହୋଇପାରେ। ବ୍ୟବସାୟୀଙ୍କୁ ବିରୋଧୀଙ୍କ ଠାରୁ ମିଳୁଥିବା ଚାପ ଯୋଗୁଁ କ୍ଷତି ସହିବାକୁ ପଡ଼ିବାରେ।

ସ୍ବାସ୍ଥ୍ୟ : ଆପଣଙ୍କୁ ଏହି ସମୟରେ କାଶ ହେବାର ଆଶଙ୍କା ଅଛି। ଏଥିପାଇଁ ଶାରୀରିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ : ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ ଯଜ୍ଞ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହରେ ବ୍ୟକ୍ତି ନିଜର କଲ୍ୟାଣ ପାଇଁ ମହତ୍ଵପୂରଣ ନିଷ୍ପତି ନେବାରେ ଅଧିକ ସାହସ ଦେଖାଇବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ଲୋକଙ୍କର ଆଧ୍ୟାତ୍ମିକ ପ୍ରବୃତି ଅଧିକ ରହିବ।

ପ୍ରେମ ଜୀବନ : ଆପଣ ନିଜର ପାର୍ଟନର ସହିତ ରୋମାନ୍ଟିକ ଭାବନା ପ୍ରକାଶ କରିପାରିବେ। ଆପଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଭଲ ରହିବ।

ଶିକ୍ଷା : ଏହି ସପ୍ତାହ ଛାତ୍ରଙ୍କ ପାଇଁ ଭଲ ରହିବ। ଆପଣ ପ୍ରଫେଶନାଲ ଭାବରେ ନିଜର ଶିକ୍ଷାକୁ ଆଗକୁ ନେବାରେ ସଫଳ ହେବେ।

ବୃତ୍ତିଗତ ଜୀବନ : ଚାକିରି ଦୃଷ୍ଟିରୁ ଆପଣଙ୍କୁ କୌଣସି ନୂଆ ସୁଯୋଗ ,ଇଲିପାରେ ଯାହାକୁ ପାଇ ଆପଣ ସନ୍ତୁଷ୍ଟ ଓ ପ୍ରସନ୍ନ ଅନୁଭବ କରିବେ। ବ୍ୟବସାୟୀ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରିବେ ଓ ତାଙ୍କୁ ଭଲ ଲାଭ ମିଳିବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଶାରୀରିକ ସ୍ବାସ୍ଥ୍ୟ ବହୁତ ଭଲ ରହିବ। ଆପଣଙ୍କ ଭିତରେ ଉତ୍ସାହ ବଢ଼ିଜୀବ ଓ ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପଡ଼ିବ।

ଉପାୟ : ପ୍ରତିଦିନ 21 ଥର ଓଁ ଗୁରବେ ନମଃ ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ମୂଳାଙ୍କ 4ର ଲୋକ ଏହି ସପ୍ତାହରେ ଅସୁରକ୍ଷିତ ଭାବନା ଦ୍ବାରା ପୀଡ଼ିତ ହେବେ ଓ ଏହି କାରଣରୁ ଆପଣ ଜରୁରୀ ନିଷ୍ପତି ନେବାରେ ଅସଫଳ ହେବେ। ଏହି ସମୟରେ ଲମ୍ବା ଯାତ୍ରା କରିବା ପାଇଁ ସମ୍ଭାବନା କମ ଅଛି ସେଥିପାଇଁ ଆପଣଙ୍କୁ ସମୟାବଧିରେ ଲମ୍ବା ଯାତ୍ରା କରିବା ଅନୁଚିତ।

ପ୍ରେମ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପ୍ରେମ ଜୀବନ ଦୃଷ୍ଟିରୁ ମୂଲାଙ୍କ 4ର ଲୋକଙ୍କର ପାର୍ଟନର ସହିତ ଯୁକ୍ତି ହୋଇପାରେ ଯାହା ଆପଣ ଦୁହିଙ୍କ ମଧ୍ୟରେ ହେଉଥିବା ଭୁଲ ବୁଝାମଣା ଯୋଗୁଁ ହେବ।

ଶିକ୍ଷା : ପଢ଼ାରେ ଧ୍ୟାନ ହ୍ରାସ ହେବାର ସମ୍ଭାବନା ଅଛି କାରଣ ପଢ଼ାରେ ମନ ଲାଗିବ ନାହିଁ।

ବୃତ୍ତିଗତ ଜୀବନ : କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ଅଣଦେଖା କରାଯିବା ହେତୁ ଆପଣଙ୍କୁ ଚାକିରିରେ ସନ୍ତୁଷ୍ଟ ଲାଗିବ ନାହିଁ। ଯେଉଁ ଲୋକ ବ୍ୟବସାୟ କରନ୍ତି, ସମ୍ଭାବନା ଅଛି ଯେ ଆପଣଙ୍କ ଦ୍ବାରା କରାଯାଇଥିବା ଡୀଲ ଆପଣଙ୍କୁ ଲାଭ ନ ଦେଇପାରେ ଓ ବିଜନେସ ପାର୍ଟନର ସହିତ ବିବାଦ ହୋଇପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ହଜମ ଜନିତ ସମସ୍ଯା ହେବାର ଭୟ ଅଛି ଓ ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ସମୟରେ ଖାଇବା ପିଇବା ପାଇଁ ପରାମର୍ଶ ଦିଆଯାଇଛି।

ଉପାୟ : ପ୍ରତିଦିନ 22 ଥର ଓଁ ରାହବେ ନମଃ ଜପ କରନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଚାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ 5ର ଲୋକଙ୍କ ପାଇଁ ଏହି ସପ୍ତାହ ବିଭିନ୍ନ ଦିଗରେ ଅନୁକୂଳ ରହିବ ନାହିଁ। ଏହି ସପ୍ତାହରେ ଆପଣଙ୍କର ଆତ୍ମବିଶ୍ଵାସରେ ହ୍ରାସ ଘଟିବ। ଆପଣଙ୍କର ଉନ୍ନତିରେ ସମସ୍ଯା ଆସିପାରେ।

ପ୍ରେମ ଜୀବନ : ପ୍ରେମ ଜୀବନରେ ପାର୍ଟନର ସହିତ ସମ୍ପର୍କରେ ଆପଣଙ୍କୁ ପ୍ରେମର ଅଭାବ ଅନୁଭବ ହୋଇପାରେ ଯାହାର କାରଣ ଘର ପରିବାରରେ ଚାଲିଥିବା ବିବାଦ ସହିତ ପାରସ୍ପରିକ ବୁଝାମଣାର ଅଭାବ ହୋଇପାରେ।

ଶିକ୍ଷା : ଯଦି ଆପଣ ଇଞ୍ଜିନିୟରିଂ କିମ୍ବା ସଫ୍ଟୱେୟାର୍ ପଢ଼ୁଛନ୍ତି ତେବେ ଏହି ସପ୍ତାହ ଆପଣଙ୍କୁ ଅଧିକ ଉତ୍ସାହବର୍ଦ୍ଧକ ପରିଣାମ ଦେବ ନାହିଁ। ସମ୍ଭାବନା ଅଛି ଯେ ଆପଣ ଏହି ସବଜେକ୍ଟରେ ନିଜର ସ୍କିଲର ଭଲ ବ୍ୟବହାର କରିପାରିବେ।

ବୃତ୍ତିଗତ ଜୀବନ : ଏହି ସପ୍ତାହ, ଆପଣଙ୍କୁ କାର୍ଯ୍ୟସ୍ଥଳରେ ନିଜର ସିନିୟରସ୍ ଓ ସାଥୀଙ୍କ ଠାରୁ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ବିଜନେସ କରୁଥିବା ବ୍ୟକ୍ତିଙ୍କର ପ୍ରଦର୍ଶନ ଏହି ସପ୍ତାହରେ ଟିକେ ଦୁର୍ବଳ ହୋଇପାରେ।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ସ୍ଟ୍ରେସ ଯୋଗୁଁ ଆପଣଙ୍କୁ ଗୋଡ଼ ଓ ପୀଠିରେ ଦରଜ ହେବ। ସେଥିପାଇଁ ଅଧିକ ଚାପ ନିଅନ୍ତୁ ନାହିଁ, ସାଙ୍ଗରେ ଯୋଗ ଓ ଧ୍ୟାନ କରନ୍ତୁ।

ଉପାୟ : ପ୍ରତିଦିନ 41 ଥର ଓଁ ବୁଧାୟ ନମଃ ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6ର ଲୋକ ନିଜର ଆନ୍ତରିକ ଶକ୍ତିକୁ ଜାଣିବାରେ ସକ୍ଷମ ହେବେ ଓ ଏହାର ସାହାଜ୍ୟ ଦ୍ବାରା ଆପଣ ନିଜର ରଚନାତ୍ମକତା ବୃଦ୍ଧି କରିପାରିବେ। ଏହା ଶୀର୍ଷରେ ପହଞ୍ଚିବା ପାଇଁ ମାର୍ଗଦର୍ଶନ କରିବ।

ପ୍ରେମ ଜୀବନ : ଜୀବନସଥୀ ସହିତ ଆପଣଙ୍କର ପାରସ୍ପରିକ ତାଳମେଳ ବହୁତ ଭଲ ରହିବ। ମହତ୍ଵପୂର୍ଣ ନିଷ୍ପତି କୁ ନେଇ ଦୁହେଁ ସମାନ ଭାବରେ ଭାବିବେ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଏହି ସପ୍ତାହ ଆପଣ ଉଚ୍ଚ ଶିକ୍ଷା ହାସଲ କରିବା ଦିଗରେ ଆଗକୁ ବଢ଼ିବେ କିମ୍ବା ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେବେ।

ବୃତ୍ତିଗତ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଚାକିରିର ନୂଆ ସୁଯୋଗ ମିଳିବ ଯାହା ଆପଣଙ୍କୁ ପ୍ରସନ୍ନ କରିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ବିଜନେସ ସୁଧାରିବା ସହିତ ଭଲ ଲାଭ କରିବାକୁ ସଫଳ ହେବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 6ର ଲୋକଙ୍କ ଆତ୍ମବିଶ୍ଵାସ ପୂରଣ ହେବାର କାରଣ ତାଙ୍କର ଶକ୍ତି ହେବ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ପ୍ରତିଦିନ ଓଁ ଶୁକ୍ରାୟ ନମଃ 33 ଥର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ଏହି ସପ୍ତାହରେ ମୂଳାଙ୍କ 7ର ଲୋକଙ୍କୁ ନିଜର କାମ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କର କାମରୁ ଧ୍ୟାନ ହଟି ପାରେ। ଆଶଙ୍କା ଅଛି ଏହାର ପରିଣାମ ଆପଣଙ୍କ ପାଇଁ ଆଦୌ ଭଲ ହେବ ନାହିଁ।

ପ୍ରେମ ଜୀବନ : ଜୀବନସଥୀ ସହିତ ଆପଣଙ୍କର ସାମଞ୍ଜସ୍ୟ ରଖିବା ଜରୁରୁି। ସମ୍ପର୍କରେ ପ୍ରେମ ରଖିବା ପାଇଁ ଏହି ପ୍ରୟାସ ନିଷ୍ପତି ନେବା ଉଚିତ। କାରଣ ଆପଣ ଦୁହିଙ୍କ ମଧ୍ୟରେ ବିବାଦ ହୋଇପାରେ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 7ର ଛାତ୍ରଙ୍କ ପାଇଁ ଏହି ଅବଧି ଅନୁକୂଳ ପ୍ରତୀତ ହେଉ ନାହିଁ କାରଣ ଶିଖିବାର କ୍ଷମତା ହ୍ରାସ ପପାଇବ ଓ ସେଥିପାଇଁ ଶିକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ।

ବୃତ୍ତିଗତ ଜୀବନ : ଏହି ସପ୍ତାହ ଆପଣଙ୍କୁ ନିଜର ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ସାବଧାନ ରହିବା ଉଚିତ ନଚେତ ତାଙ୍କ ସହିତ ଯୁକ୍ତି ହୋଇପାରେ। ଯଦି ଆପଣ ବ୍ୟବସାୟ କରନ୍ତି, ଆପଣଙ୍କ ଦ୍ବାରା ନିଆଯାଇଥିବା ଭୁଲ ନିଷ୍ପତି ଯୋଗଣ କ୍ଷତି ହୋଇପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ସାବଧାନ ରହିବାକୁ ହେବ। ମୂଳାଙ୍କ 7ତ ଲୋକଙ୍କ ସହିତ ସଡ଼କ ଦୁର୍ଘଟଣା ହୋଇପାରେ। ଏହି ସପ୍ତାହରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟକୁ ବେପରୁଆ ହେବା ଉଚିତ ନୁହେଁ।

ଉପାୟ : ପ୍ରତିଦିନ 41 ଥର ଓଁ ଗଣେଶାୟ ନମଃ ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 8ର ଲୋକମାନେ ଧର୍ଯ୍ୟ ହରାଇପାରନ୍ତି ଓ ଆପଣ ସଫଳତା ପଛରେ ଦଉଡ଼ି ପରାନ୍ତି।

ପ୍ରେମ ଜୀବନ : ପାରିବାରିକ ମାମଲା ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଦୂରତା ବଢ଼ିବ। ଏହି କାରଣରୁ ସମ୍ପର୍କରେ ସୁଖ ଶାନ୍ତି ଭଙ୍ଗ ହେବ ଓ ଆପଣଙ୍କୁ ଲାଗିବ ଆପଣ ସବୁ କିଛି ହରାଇ ଦେଇଛନ୍ତି।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଅପଣନଙ୍କର ଅଧ ପୂରଣ ହବେ 9 ଆପଣଙ୍କୁ ଲାଗିବ ଏହା ଓଢ଼ ଆଗକୁ ବଢ଼ିବା ସାହାଜ୍ୟ କରିବ। ଆପଣ ଏହି ସମୟରେ ପ୍ରତିଝଅଗିତା ପରୀକ୍ଷାରେ ଭାଗ ନେବେ ଓ ପରୀକ୍ଷା ଆପଣଙ୍କୁ କଷ୍ଟ ଲାଗିପାରେ।

ବୃତ୍ତିଗତ ଜୀବନ : ଚାକିରି କରୁଥିବା ଲୋକ ନିଜର ଚାକିରିରେ ଅସନ୍ତୁଷ୍ଟ ହୋଇ ଚାକିରି ବଦଳାଇବା ପାଇଁ ଚିନ୍ତା କରିପାରନ୍ତି ଓ ଏହି କଥା ତାଙ୍କୁ ଚିନ୍ତିତ କରିପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବ୍ୟବସାୟୀମାନେ ଲାଭ ପାଇବା ସହଜ ହେବ ନାହିଁ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଚାପ ଯୋଗୁଁ ପାଦରେ ଦରଜ ହୋଇପାରେ ଓ ଗଣ୍ଠିରେ କଷ୍ଟ ହୋଇପାରେ। ସୁସ୍ଥ ରହିବା ପାଇଁ ଯୋଗ କରିବା ପାଇଁ ପରାମର୍ଶ ଦିଅଯାଇଛି।

ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9ର ଲୋକ ଏହି ସପ୍ତାହରେ ସବୁ ନିଜ ପକ୍ଷରେ କରିବା ପାଇଁ ସନ୍ତୁଳିତ ସ୍ଥିତିରେ ରହିବେ। ଆପଣଙ୍କ ଜୀବନରେ ଆକର୍ଷଣ ବଢ଼ିବ।

ପ୍ରେମ ଜୀବନ : ପାର୍ଟନର ସହିତ ସମ୍ପର୍କ ଦୃଢ଼ ହେବ ଓ ଶାନ୍ତି ରହିବ। ପ୍ରେମ ସମବନ୍ଦରେ ଆପଣଙ୍କ ନିଜର ପାର୍ଟନର ସହିତ ସୁଖର ଅନୁଭବ ହେବ ଯାହା ଦ୍ବାରା ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଆଶାଜନକ ପ୍ରମାଣିତ ହେବ। କାରଣ ଆପଣ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ସଫଳ ହେବେ। ଆପଣ ଏଲେକଟିକାଳ ଇଞ୍ଜିନିୟରିଂ , ରସାୟନ ବିଜ୍ଞାନ ଇତ୍ୟାଦି ବିଷୟରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ : ଏହି ମୂଳାଙ୍କର ଲୋକଙ୍କଊ ଚାକିରିରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ଅଛି। ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଭଲ ସୁଯୋଗ ମିଳିପାରେ। ବ୍ୟବସାୟୀଙ୍କୁ ଏହି ସପ୍ତାହରେ ବଡ଼ ଲାଭ ମିଳିପାରେ। ଯଦି ଆପଣ ପାର୍ଟନରଶିପରେ କାମ କରନ୍ତି ତେବେ ସଫଳତା ମିଳିବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 9ର ଲୋକଙ୍କ ସ୍ବାସ୍ଥ୍ୟ ବହୁତ ଅନୁକୂଳ ରହିବ ଯାହା ଫଳରେ ଆପଣଙ୍କ ପାଖରେ ଊର୍ଜାର ସ୍ତର ଓ ଆତ୍ମବିଶ୍ଵାସ ଭଲ ରହିବ।

ଉପାୟ : ପ୍ରତିଦିନ 27 ଥର ଓଁ ଦୁର୍ଗାୟ ନମଃ ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ ଜ୍ଯୋତିଷ କିପରି ଦେଖନ୍ତି?

ଅଙ୍କ ଜ୍ଯୋତିଷରେ ଭବିଷ୍ୟବାଣୀ କରିବା ପାଇଁ ଅନେକ ପ୍ରକାରର ସଂଖ୍ୟା, ଉପାୟ ଓ ଗଣନାର ବିଶ୍ଳେଷଣ କରାଯାଏ ଯେପରି ଜନ୍ମ ତିଥି, କର୍ମ ସଂଖ୍ୟା, ଜୀବନ ପଥ ସଂଖ୍ୟା ଇତ୍ୟାଦି।

2. ନିଜର ଅଙ୍କ ଜ୍ଯୋତିଷ ନମ୍ବର କିପରି ଜାଣିବେ?

ମୂଳାଙ୍କ ଓ ଭାଗ୍ୟାଙ୍କକୁ ବାହାର କରିବା ବହୁତ ସହଜ ଓ ଏହା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜର ଜନ୍ମ ତିଥି, ମାସ ଓ ବର୍ଷକୁ ଲେଖି ଯୋଡ଼ିବାକୁ ପଡ଼ିବ। ଯେଉଁ ଅଙ୍କ ଆସିବ ତାହା ଆପଣଙ୍କର ଭାଗ୍ୟାଙ୍କ।

3. ମୂଳାଙ୍କ 7ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷ ଅନୁସାରେ ମୂଳାଙ୍କ 6 ର ସ୍ବାମୀ ହେଉଛନ୍ତି ଗ୍ରହ କେତୁ।

Talk to Astrologer Chat with Astrologer