ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (19 ମଈରୁ 25 ମଈ)

Author: Monica Rajguru | Updated Thu, 09 May 2024 10:10 AM IST

ମଈ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 19 ମଈରୁ 25 ମଈ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୁଖ୍ୟ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 10 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ | ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୋଇ କିମ୍ବା ଚ୍ଯାଟ୍ କରି ଜାଣନ୍ତୁ ଭବିଷ୍ୟତ ସହିତ ଜଡ଼ିତ ସୂଚନା ବିଷୟରେ

ନିଜର ଜନ୍ମତିଥିରୁ ଜାଣନ୍ତୁ ସାପ୍ତାହିକ ରାଶିଫଳ (19 ମଈରୁ 25 ମଈ, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ତେବେ ଚାଲନ୍ତୁ ଜାଣିବା ମୂଳାଙ୍କ ଅନୁସାରେ19 ମଈରୁ 25 ମଈଯାଏଁ ସମୟ ଆପଣଙ୍କ ପାଇଁ କିପରି ରହିବ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1 ର ଲୋକମନେ ଶୀଘ୍ର ନିଷ୍ପତି ନିଅନ୍ତି ଓ ତାଙ୍କର ଚିନ୍ତାଧାରା ବହୁତ ସରଳ ଅଟେ। ଏମାନେ ସାହସୀ ହୋଇଥାନ୍ତି ଓ ତାଙ୍କ ଭିତରେ ପ୍ରଶାସନିକ କ୍ଷମତା ଦେଖିବା ପାଇଁ ମିଳେ। ଏମାନେ ଶୀଘ୍ର ନିଷ୍ପତି ନେଇ ଶୀଘ୍ର ଆଗକୁ ବଢ଼ନ୍ତି। ଏମାନେ ଅନେକ ଗୁଡ଼ିଏ କାମ ଏକାଠି ସମ୍ଭାଳି ପାରନ୍ତି।

ପ୍ରେମ ଜୀବନ: ପାର୍ଟନର ସହିତ ସମ୍ପର୍କ ମଧୁର ରହିବ ଓ ପରସ୍ପର ସହିତ ମନ ଖୋଲି କଥା ହେବେ। ଯେଉଁଥିପାଇଁ ଆପଣ ଖୁସି ରହିବେ। ତାଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି, ଯାହା ଆପଣଙ୍କ ପାଇଁ ସ୍ମରଣୀୟ ହୋଇଯିବ। ଆପଣଙ୍କ ଉପରେ ଦାୟିତ୍ବ ଅଧିକ ରହିପାରେ। ସାଥୀଙ୍କ ଜୀବନରେ ଚାଲିଥିବା ସମସ୍ଯା ସମଧାନ କରିବା ପାଇଁ ଆପଣ ସାହାଜ୍ୟ କରିବେ।

ଶିକ୍ଷା: ଛାତ୍ରମାନେ ବୃତ୍ତିଗତ ଢଙ୍ଗରେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ।

ବୃତ୍ତିଗତ ଜୀବନ: ଏହି ଲୋକମନେ ଚକିରୀରେ ଉତ୍କୃଷ୍ଟ ଫଳ ପ୍ରାପ୍ତ କରିବେ। ଯଦି ଆପଣ ପବ୍ଲିକ୍ ସେକ୍ଟରରେ ଚାକିରି କରିଛନ୍ତି ତେବେ, ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ। ବ୍ୟବସାୟ କରୁଥିବା ଲୋକଙ୍କୁ ଆଉଟସୋର୍ସ ବିଜନେସ ଦ୍ବାରା ଭଲ ଲାଭ ମିଳିବ। ପାର୍ଟନର୍ଶିପ ଆପଣଙ୍କ ପାଇଁ ଫଳଦାୟୀ ହେବ। ବ୍ୟବସାୟ ମାଧ୍ୟମରେ ଆପଣ ଭଲ ରିଟାର୍ନ ପାଇବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ ନିଜକୁ ଫିଟ ରଖିବା ପାଇଁ ନିୟମିତ ବ୍ୟାୟମ କରିବେ। ଭଲ ସ୍ବାସ୍ଥ୍ୟର ଆନନ୍ଦ ନେଉଥିବା ଦେଖାଯିବେ। ଏହି ସପ୍ତାହରେ ଆପଣ କାମ ଶୀଘ୍ର କରିବେ ଓ ଫିଟ ରହିବେ।

ଉପାୟ: ରବିବାର ଦିନ ସୂର୍ଯ୍ୟ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ଆପଣଙ୍କ ରାଶି ପାଇଁ କିପରି ରହିବା ଆସନ୍ତା ବର୍ଷ? ବିଦ୍ବାନ ଜ୍ଯୋତିଷଙ୍କ ଠାରୁ ପାଆନ୍ତୁ ଏହାର ଉତ୍ତର

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳାଙ୍କ 2 ର ଲୋକଙ୍କର ରୁଚି ଲମ୍ବା ଯାତ୍ରାରେ ଥାଏ। ଏହି ଯାତ୍ରା କ୍ୟାରୀଅର ସମ୍ବନ୍ଧରେ ହୋଇପାରେ। ନକରାତ୍ମକ ଚିନ୍ତା ଯୋଗୁଁ ଆପଣଙ୍କ ମନ ଆସନ୍ତା ରହିପାରେ। ଏହା ଆପଣଙ୍କ କାର୍ଯ୍ୟରେ ମଧ୍ୟ ବାଧା ଦେବ।

ପ୍ରେମ ଜୀବନ: ପାର୍ଟନର ସହିତ ମତଭେଦ ହୋଇପାରେ। ଏହାର ପରିଣାମସ୍ବରୂପ, ଆପଣଙ୍କୁ ସମ୍ପର୍କରେ ବୁଝାମଣା ରଖିବା ପାଇଁ ରୋମାନ୍ଟିକ ହେବାକୁ ପଡ଼ିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ପାର୍ଟନର ସହିତ ତୀର୍ଥସ୍ଥଳକୁ ଯାଇପାରିବେ ଯାହା ଫଳରେ ଆପଣଙ୍କୁ ଶାନ୍ତି ମିଳିବ। ଏହି ସପ୍ତାହରେ ଆପଣଙ୍କ ପ୍ରେମ ଜୀବନ ଅନୁକୂଳ ହେବ ନାହିଁ।

ଶିକ୍ଷା: ଛାତ୍ରଙ୍କୁ ପାଠ ପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ କାରଣ ଆପଣଙ୍କ ମନ ବିଭ୍ରାନ୍ତ ହୋଇପାରେ। ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଏକାଗ୍ର ହୋଇ ପଢ଼ିବା ଦ୍ବାରା ଆପଣ ସମସ୍ତ ଛାତ୍ରଙ୍କ ମଧ୍ୟରେ ନିଜର ସ୍ଥାନ ତିଆରି କରିପାରିବେ।

ବୃତ୍ତିଗତ ଜୀବନ: ଚାକିରିରେ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଯେଉଁଥିପାଇଁ ପ୍ରଗତି କଷ୍ଟକର ହେବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସାବଧାନ ରହିବା ସହିତ ଭଲ କାମ କରିବା ପାଇଁ ପଡ଼ିବ ଯାହା ଫଳରେ ସଫଳତା ପ୍ରପାତ ହେବ। ଏହା କରି ଆପଣ ସହକର୍ମୀଙ୍କ ଠାରୁ ଆଗରେ ରହିବେ। ଏହି ସପ୍ତାହରେ ବ୍ୟବସାୟ କରିବା ପାଇଁ ବିଜନେସରେ କ୍ଷତି ସହିବା ପାଇଁ ପଡ଼ିବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀନିଜର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବା ଉଚିତ କାରଣ ଥଣ୍ଡା-ଜର, କମ ନିଦ ହେବା ପରି ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ।

ଉପାୟ- ପ୍ରତିଦିନ 20 ଥର 'ଓଁ ଚନ୍ଦ୍ରାୟ ନମଃ' ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3 ଲୋକଙ୍କର ଦୃଷ୍ଟିକୋଣ ବହୁତ ସକାରାତ୍ମକ ହୋଇଥାଏ। ଏମାନଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ବଢ଼ିବ ଓ ସେମାନଙ୍କର ଏହି ରୁଚି ତାଙ୍କର ବ୍ୟକ୍ତିତ୍ଵରେ ଦେଖାଯିବ। ଆପଣଙ୍କର ଭିତରେ ଅହଂକାର ବଢ଼ିପାରେ ଯାହା ସମସ୍ଯାର କାରଣ ହେବ।

ପ୍ରେମ ଜୀବନ: ପାର୍ଟନର ସାମ୍ନାରେ ଆପଣ ନିଜର ପ୍ରେମ ଓ ଭାବନା ପ୍ରକାଶ କରିବେ। ଘରେ ହେବାକୁ ଯାଉଥିବା କୌଣସି କାର୍ଯ୍ୟ ବିଷୟରେ କଥାବାର୍ତ୍ତା ହେବେ ଯାହା ଆପଣଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ବଢ଼ାଇବ। ଆପଣଙ୍କ ମଧ୍ୟରେ ପ୍ରେମ ମଧ୍ୟ ବଢ଼ିବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଛାତ୍ରଙ୍କୁ ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିବ। ଯେଉଁ ଛାତ୍ର ମ୍ଯାନେଜମେନ୍ଟ, କମର୍ସ୍ ଇତ୍ୟାଦି ପଢ଼ୁଛନ୍ତି ସେମାନଙ୍କ ପାଇଁ ଏହି ସପ୍ତାହ ଫଳଦାୟୀ ରହିବ। ଏମାନଙ୍କର ନିଷ୍ପତି ନେବାର କ୍ଷମତା ଦୃଢ଼ ହେବ।

ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଚାକିରି ପାଇଁ ନୂଆ ସୁଯୋଗ ମିଳିବ। ନୂତନ ଚାକିରି ଆଶା ସହିତ, ଆପଣ କାମକୁ ଭଲ ଭାବରେ କରିବାକୁ ସକ୍ଷମ ହେବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଦ୍ବିତୀଯ ବ୍ୟବସାୟ ଆରମ୍ଭ କରିପାରିବେ, ଯେଉଁଥିରୁ ଲାଭ ମିଳିବ।

ସ୍ବାସ୍ଥ୍ୟ: ମୂଳାଙ୍କ 3 ର ଲୋକମାନେ ଏହି ସପ୍ତାହରେ ଫିଟ ରହିବେ, ଓ ଉତ୍ସାହରେ ଭରପୁର ରହିବେ। ଏହି ଉତ୍ସାହ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ସକାରାତ୍ମକ ରହିବ।

ଉପାୟ: ପ୍ରତିଦିନ 21 ଥର "ଓଁ ବୃଂ ବୃହସ୍ପତୟେ ନମଃ" ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )

ମୂଳାଙ୍କ 4 ର ଲୋକମନେ ବହୁତ ଉତ୍ସାହୀ ଓ ଏମାନେ ଯେଉଁ କାମ କରିବା ପାଇଁ ମନସ୍ତ କରନ୍ତି ତାହାକୁ ସମ୍ପୂର୍ଣ କରନ୍ତି। ଏପରି ପରିସ୍ଥିତିରେ, ଏହି ଲୋକମାନଙ୍କର ଉଦ୍ଦେଶ୍ୟ ପରିବର୍ତ୍ତନ କରିବା ଅତ୍ୟନ୍ତ କଷ୍ଟକର। ବ୍ୟବସାୟ ଓ ଚାକିରିରେ ଏମାନେ ସଫଳତା ପାଆନ୍ତି। ଏହି ଲୋକମାନଙ୍କର ଯଦି କିଛି ଜିନ୍ସ ପ୍ରତି ଆଗ୍ରହ ଥାଏ ତେବେ ତାହାକୁ ଆଗକୁ ନେବାରେ ସଫଳ ହୁଅନ୍ତି |

ପ୍ରେମ ଜୀବନ: ସମ୍ପର୍କରେ ହୋଇଥିବା ଭୁଲ ବୁଝାମଣା ଯୋଗୁଁ ସମସ୍ଯାର ସାମ୍ନା କରିବା ପାଇଁ ପଡ଼ିବ। ଏହି ବିବାଦ ଯୋଗୁଁ ଅହଂକାର ସମ୍ପର୍କ ମଝିରେ ଆସିପରେ। ସମ୍ପର୍କରେ ମଧୁରତା ରଖିବା ପାଇଁ ଆପଣଙ୍କୁ ଅସୁବିଧା ସାମ୍ନା କରିବା ପାଇଁ ପଡ଼ିବ।

ଶିକ୍ଷା: ଏକାଗ୍ରତା କମ ହେବା ଯୋଗୁଁ, ଆପଣଙ୍କ ମନ ବିଭ୍ରାନ୍ତ ହୋଇପାରେ। ଧ୍ୟାନ ଅଧ୍ୟୟନ ଉପରେ କେନ୍ଦ୍ରିତ କରିବା ପାଇଁ ପରାମର୍ଶ ଦିଅଯାଇଛି। ଶିକ୍ଷା କ୍ଷେତ୍ରରେ ଆପଣ ନୂଆ ପ୍ରୋଜେକ୍ଟ ଆରମ୍ଭ କରି ପାରିବେ , ଯାହା ଉପରେ ଅପଣଂ ଅଧିକ ସମୟ ଅତିବାହିତ କରିବେ।

ବୃତ୍ତିଗତ ଜୀବନ: ଏହି ମୂଳାଙ୍କର ଲୋକମନେ କଠିନ ପରିଶ୍ରମ ସତ୍ବେ କାର୍ଯ୍ୟକ୍ଷେତ୍ରରେ ଅସନ୍ତୁଷ୍ଟ ଦେଖାଯିବେ। ଆପଣ ନିରାଶ ହୋଇଯିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁମାନଙ୍କର ନିଜର ବ୍ୟବସାୟ ଅଛି, ସେମାନେ ବ୍ୟବସାୟରେ ହେଉଥିବା ଡୀଲ ରୁ ଅଧିକ ଲାଭ ପାଇବେ ନାହିଁ। ବିଜନେସ ପାର୍ଟନର ସହିତ ସମସ୍ଯା ହୋଇପାରେ।

ସ୍ବାସ୍ଥ୍ୟ: ମୂଳାଙ୍କ 4 ଲୋକଙ୍କୁ ମୁଣ୍ଡ ବିନ୍ଧା ସକମସ୍ୟା ହୋଇପାରେ। । ଠିକ ସମୟରେ ଭୋଜନ କରନ୍ତୁ। ଗୋଡ଼ ଓ କାନ୍ଧରେ ମଧ୍ୟ ଯନ୍ତ୍ରଣା ହୋଇପାରେ। ସେଥିପାଇଁ ନିୟମିତ ବ୍ୟାୟମ କରନ୍ତୁ। ଏହି ସମୟରେ ଆପଣଙ୍କୁ ନିଦ ସହିତ ଜଡ଼ିତ ସମସ୍ଯା ହୋଇପାରେ।

ଉପାୟ: ମଙ୍ଗଳବାର ଦିନ ରାହୁଙ୍କ ପାଇଁ ଯଜ୍ଞ କରନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ 5 ର ଲୋକମନେ ଏହି ସପ୍ତାହରେ ସଫଳତା ପ୍ରାପ୍ତ କରିପାରିବେ। ଆପଣ ନିଜ ପାଇଁ ନୂଆ ଲକ୍ଷ ସ୍ଥାପନ କରିବାରେ ସକ୍ଷମ ହେବେ। ଆପଣଙ୍କ ଭିତରେ କଳାତ୍ମକ ଗୁଣ ଉପସ୍ଥିତ ରହିବ। ଆପଣଙ୍କୁ ଭାଗ୍ୟ ସମର୍ଥନ କରିବ। ନୂଆ ସୁଯୋଗ ପ୍ରାପ୍ତ ହେବ। ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ଯଦି ନୂଆ ବିନିଯୋଗ କରିବା ପାଇଁ ଚହନ୍ତି ତେବେ ଏହି ସମୟ ଫଳଦାୟୀ ରହିବ।

ପ୍ରେମ ଜୀବନ: ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପାର୍ଟନର ସହିତ ବୁଝାମଣା ଭଲ ରହିବ। ଆପଣଙ୍କ ସମ୍ପର୍କ ଏହା ଭଲ ହେବ ଓ ଆପଣ ପରସ୍ପର ସହିତ ସ୍ମରଣୀୟ ସମୟ ଅତିବାହିତ କରିବେ। ଦୁହେଁ ପରିବାର ସହିତ ଜଡ଼ିତ ବିଷୟରେ କଥା ହେବେ।

ଶିକ୍ଷା: ମୂଳଙ୍କ 5 ର ଛାତ୍ର ନିଜର କ୍ଷମତା ପ୍ରମାଣ କରିବାକୁ ସକ୍ଷମ ହେବେ ଓ ପ୍ରଗତି ହାସଲ କରିବେ। ଏହି ସମୟରେ ଭଲ ଅଙ୍କ ମିଳିବ। ଯେଉଁ ଛାତ୍ରମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ନୂଆ ସୁଯୋଗ ପ୍ରାପ୍ତ ହେବ। ଯେଉଁମାନେ ବିଜନେସ ଏଡମିନିଷ୍ଟ୍ରେସନ, ଲଜିସ୍ଟିକ୍ସ, ମାର୍କେଟିଙ୍ଗ ଇତ୍ୟାଦି ପଢ଼ୁଛନ୍ତି ସେମାନେ ସେଥିରେ ବିଶେଷଜ୍ଞତା ପ୍ରାପ୍ତ କରିବେ।

ବୃତ୍ତିଗତ ଜୀବନ: ଆପଣଙ୍କର ପ୍ରଦର୍ଶନ ଏହି ସପ୍ତାହ ରେ ଭଲ ରହିବ। ଆପଣଙ୍କ ଦ୍ବାରା କରାଯାଇଥିବା କଠିନ ପରିଶ୍ରମ ଆପଣଙ୍କୁ ପ୍ରଶଂସା ମିଳିବ। ନୂଆ ଚାକିରି ସୁଯୋଗ ମିଳିବ। ଯଦି ବିଦେଶ ଯିବାକୁ କହୁଁଛନ୍ତି ତେବେ କୌଣସି ଶୁଭ ସମାଚାର ମିଳିବ। ଯଦି ନିଜର ବ୍ୟବସାୟ ଅଛି ତେବେ ସେଥିରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ।

ସ୍ବାସ୍ଥ୍ୟ: ମୂଳଙ୍କ 5 ର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ଭିତରେ ଉତ୍ସାହ ରହିବ। ଆପଣଙ୍କର ଖୁସି ଏହାର ଏକ ବଡ଼ କାରଣ ହେବ। ଏହି ସମୟରେ ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ: ପ୍ରତିଦିନ 41 ଥର "ଓଁ ନମୋ ନାରାୟଣ" ଜପ କରନ୍ତୁ।

ଆପଣଙ୍କ କୁଣ୍ଡଳୀ ରେ ଅଛି କି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳଙ୍କ 6 ର ଲୋକଙ୍କୁ ଯାତ୍ରା ଓ ଧଂ ସହିତ ଜଡ଼ିତ ବିଷୟରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଭଲ ରୋଜଗାର ଦେବ ଓ ସଞ୍ଚୟ ମଧ୍ୟ କରିପାରିବେ। ଆପଣଙ୍କର କୌଶଳ ମଧ୍ୟ ବୃଦ୍ଧି ପାଇବ ଯାହା ଆପଣଙ୍କ ପାଇଁ ଫଳଦାୟୀହେବ। ଯଦି ଅପାଣ ସଙ୍ଗୀତ ଶିଖିବାରେ ରୁଚି ରଖନ୍ତି ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଉତ୍ତମ ହେବ।

ପ୍ରେମ ଜୀବନ ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ପାର୍ଟନର ସହିତ ନିଜର ସମ୍ପର୍କ ମଧୁର ରଖିବାରେ ସକ୍ଷମ ହେବେ। ଆପଣଙ୍କ ସମ୍ପର୍କରେ ପ୍ରେମ ରହିବ। ଏହି ଅବଧିରେ ଆପଣ ପାର୍ଟନର ସହିତ ବୁଝାମଣା ଭଲ ରଖିବେ। ଏହି ଅବଧିରେ ସାଥି ସହିତ ବୁଲିବାକୁ ଯାଇପାରିବେ। ଦୁହିଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ହେବ ଓ ପରସ୍ପରକୁ ବିଶ୍ବାସ କରିବେ।

ଶିକ୍ଷା: ଯେଉଁ ଛାତ୍ରମାନେ କମ୍ଯୁନିକେଶନ ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଇଞ୍ଜିନିୟରିଂ ଓ ଏକାଉନ୍ଟିଂ ପରି ବିଷୟ ପଢ଼ୁଛନ୍ତି ସେଥିରେ ସଫଳତା ପାଇବେ। ପ୍ରତିଦ୍ଵନ୍ଦୀଙ୍କ ଠାରୁ ଆଗରେ ରହିବେ ଓ ନିଜର ସ୍ଥାନ ତିଆରି କରିବେ। ଆପଣଙ୍କର ଏକାଗ୍ରତା ଦୃଢ଼ ହେବ ଓ ଆପଣ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବେ। ଆପଣ ନୂଆ ନୂଆ କୌଶଳ ଶିଖିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଲମ ବ୍ୟସ୍ତ ରହିବେ ଓ ପରିଣାମସ୍ବରୂପ, ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଚାକିରିର ନୂଆ ସୁଜିଗ ପ୍ରାପ୍ତ ହେବ ଯାହା ଆପଣଙ୍କ ପାଇଁ ଲାଭଦାୟୀ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ତାହାକୁ ବିସ୍ତାର କରିପାରିବେ। ପାର୍ଟନର୍ଶିପରେ ବ୍ୟବସାୟ କରିବା ପାଇଁ ସୁଯୋଗ ମିଳିବ। ବ୍ୟବସାୟ ପାଇଁ ଲମ୍ବ ଯାତ୍ରାରେ ଯାଇ ପାରନ୍ତି। ଏହା ଆପଣଙ୍କୁ ଭଲ ରିଟର୍ନ ଦେବ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ ଓ ଆପଣ ଫିଟ ରହିବେ। ଏହି ସମୟରେ ସ୍ବାସ୍ଥ୍ୟ ସମସ୍ଯା ଆପଣଙ୍କୁ ହଇରାଣ କରିବ ନାହିଁ। ଆପଣ ଶକ୍ତିଶାଳୀ ଅନୁଭବ କରିବେ ଓ ଭଲ ସ୍ଵଭାବର ଆନନ୍ଦ ନେବେ।

ଉପାୟ: ପ୍ରତିଦିନ "ଓଁ ଶୁକ୍ରାୟ ନମଃ" 33 ଥର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7 ର ଲୋକ ଏହି ସପ୍ତାହରେ ଅସୁରକ୍ଷିତ ଅନୁଭବ କରିପାରନ୍ତି। ଯେଉଁଥି ପାଇଁ ଆପଣଙ୍କର ବ୍ୟକ୍ତିତ୍ଵରେ ଆକର୍ଷଣ କମ ହେବ। ଆପଣ ଭାବିଷୟକୁ ନେଇ ନିଜକୁ ପ୍ରଶ୍ନ କରିବେ। ଏହି ସବୁ ଜୀବନରେ ସ୍ଥିରତା ପାଇବାରେ ସମସ୍ଯା ଆଣିପାରେ। ଛୋଟ ଛୋଟ କାମ ପାଇଁ ଆପଣ ବହୁତ ଭାବିବେ। ଏହାର ପରିଣାମସ୍ବରୂପ, ମାନସିକ ରୂପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ଆପଣ ଅଧ୍ୟାତ୍ମର ସାହାଜ୍ୟ ନେଇପାରିବ।

ପ୍ରେମ ଜୀବନ: ପ୍ରେମ ଜୀବନ ଅନୁକୂଳ ରହିବାର ଆଶଙ୍କା ବହୁତ କମ କାରଣ ପାର୍ଟନର ସହିତ ସମସ୍ଯା ହୋଇପାରେ। ପରିବାରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହା ଆପଣଙ୍କ ସମ୍ପର୍କରେ ସୁଖକୁ ପ୍ରଭାବିତ କରିବ। ଚିନ୍ତା କରିବା ବ୍ୟତୀତ ଗୁରୁଜନଙ୍କର ସହାୟତା ନେବା ଆବଶ୍ୟକ। ଏହା ଆପଣଙ୍କ ସମସ୍ଯା ସମାଧାନ କରିବ ଓ ସମ୍ପର୍କରେ ପ୍ରେମ ବଢ଼ାଇବ।

ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଭଲ ଅଙ୍କ ପାଇବାରେ ଅସୁବିଦ୍ଧ ହୋଇପାରେ। ସ୍ମରଣଶକ୍ତି ଅକମ ହେବା ଯୋଗୁଁ ଆପଣ ପଛରେ ପଡ଼ିପାରନ୍ତି। ଆପଣଙ୍କ ପାଇଁ ଯୋଗ ଓ ଧ୍ୟାନ ଭଲ ହେବ କାରଣ ଏହା ଦ୍ବାରା ଆପଣଙ୍କ ମଣ ଶାନ୍ତ ରହିବ ଓ ଆପଣ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀନୂଆ ନୂଆ ଜିନ୍ସ ଶିଖିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ ଚାପ ବଢ଼ିପାରେ ଯାହା ସହିବା କଷ୍ଟକର ହୋଇପାରେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ। ସେଥିପାଇଁ ସାବଧାନ ରୁହନ୍ତୁ। ନୂଆ ପାର୍ଟନର୍ଶିପ କରିବା ଥଋ ଦୂରେଇ ରୁହନ୍ତୁ।

ସ୍ବାସ୍ଥ୍ୟ: ମୂଳାଙ୍କ 7 ର ଲୋକଙ୍କର ଚର୍ମ କିମ୍ବା ହଜମ ସହିତ ଜଡ଼ିତ ସମସ୍ଯା ହୋଇପାରେ। ଭଲ ସ୍ବାସ୍ଥ୍ୟ ପାଇଁ ଠିକ ସମୟରେ ଭୋଜନ କରନ୍ତୁ। ତେଲିଆ ଖାଦ୍ଯ ଖାଆନ୍ତୁ ନାହିଁ, ଅନ୍ୟଥା ସ୍ବାସ୍ଥ୍ୟ ଖରାପ ହେବ। ଏହି ସମୟର କୌଣସି ବଡ଼ ସମସ୍ଯା ହେବ ନାହିଁ।

ଉପାୟ: ପ୍ରତିଦିନ "ଓଁ କେତବେ ନମଃ" 41 ଥର ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ମୂଳାଙ୍କ 8 ରେ ଜନ୍ମ ହୋଇଥିବା ଲୋକମନେ ଏହି ସପ୍ତାହରେ ନିଜର ଧାର୍ଯ୍ୟ ହରାଇ ପାରନ୍ତି, ଓ ସଫଳତା ପାଇବରେ ପଛରେ ରହିପରନ୍ତି। ଯାତ୍ରା ସମୟରେ ଆପଣଙ୍କର କୌଣସି ମୁଲ୍ୟବାନ ବସ୍ତୁ ହଜି ଯାଇପାରେ। କଠିନ ପରିଶ୍ରମ କରି ଶୀର୍ଷରେ ରହିବା ପାଇଁ ଉଦ୍ୟମ କରିବାକୁ ପଡ଼ିବ। ବିନିଯୋଗ କରିବାବେଳେ ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି।

ପ୍ରେମ ଜୀବନ ଘରେ ଚାଲିଥିବା ସମ୍ପତି ସହିତ ଜଡ଼ିତ ସମସ୍ଯା ଆପଣଙ୍କୁ ଚିନ୍ତା ଦେଇପାରେ। ସାଙ୍ଗମାନଙ୍କ ଯୋଗୁଁ ପାର୍ଟନର ସହିତ ସମସ୍ଯା ହୋଇପାରେ। ଦୁହିଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଅଭାବ ରହିବ ଓ ସମ୍ପର୍କରେ ସୁଖ ହ୍ରାସ ରହିବ। ଏହି ସମୟରେ ଆପଣ ପାର୍ଟନର କୁ ସନ୍ଦେହ କରିପାରନ୍ତି, କିନ୍ତୁ ଏହା ନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଶିକ୍ଷା: ଏହି ମୂଳାଙ୍କର ଛାତ୍ରମାନେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଅଧ୍ୟୟନରୁ ବିଭ୍ରାନ୍ତ ହୋଇପାରନ୍ତି, ଫଳସ୍ବରୂପ ଆପଣଙ୍କୁ ଟପ କରିବାକୁ କଷ୍ଟ ହେବ। କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଏହା କରିଲେ ଆପଣ ଭଲ ଅଙ୍କ ପାଇବେ। ଯେଉଁ ଛାତ୍ରମାନେ ମେକାନିକାଲ ଇଞ୍ଜିନିୟରିଂ କିମ୍ବା ଆଟୋମୋବାଇଲ ଇଞ୍ଜିନିୟରିଂ ପଢ଼ୁଛନ୍ତି ସେମାନେ ଭଲ ପ୍ରଦର୍ଶନ କରିବାକୁ ହେଲେ ମନ ଲଗାଇ ପଢ଼ିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ଦୃଷ୍ଟିରୁ, ଆପଣ କାର୍ଯ୍ୟକ୍ଷେତ୍ରରେ ଯାହା ପରିଶ୍ରମ କରିବେ, ସେଥିରେ ଇଚ୍ଛାନୁଯାୟୀ ସଫଳତା ପାଇବେ ନାହିଁ। ଆପଣଙ୍କୁ ଏହା ଚିନ୍ତିତ କରିପାରେ,। ଆପଣଙ୍କର ସହକର୍ମୀ ଆପଣଙ୍କ ଠାରୁ ଆଗକୁ ବଢ଼ିଯିବେ। ଏପରି ପରିସ୍ଥିତିରେ ଆପଣଙ୍କୁ ନୂଆ ନୂଆ କୌଶଳ ଶିଖିବାକୁ ପଡ଼ିବ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଭଲ ଲାଭ ମିଳିବାରେ ଅସୁବିଧା ହେବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଚିନ୍ତା ଯୋଗୁଁ ପାଦ ଓ ଗଣ୍ଠିରେ ଯନ୍ତ୍ରଣାା ହୋଇପାରେ। ଏହା ଅସନ୍ତୁଳିତ ଖାଦ୍ଯ ଯୋଗୁଁ ହୋଇପାରେ।

ଉପାୟ: ପ୍ରତିଦିନ 11 ଥର "ଓଁ ହନୁମତେ ନମଃ" ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9 ର ଲୋକମାନେ ପରିସ୍ଥିତିକୁ ନିଜ ପକ୍ଷରେ କରିବାକୁ ସକ୍ଷମ ହେବେ। ଏହି ଅବଧିରେ ଆପଣଙ୍କ ଭିତରେ ଏକ ଭିନ୍ନ ଆକର୍ଷଣ ଦେଖିବାକୁ ମିଳିବ ଯାହା ସହିତ ଆପଣ ଆଗକୁ ବଢ଼ିବେ। ଏହି ଲୋକମନେ ସାହସରେ ବରପୁର ରହିବେ ଓ ଜୀବନରେ ବଡ଼ ନିଷ୍ପତି ନେବେ। ଜୀବନର ସମସ୍ତ କ୍ଷେତ୍ରରେ ଏମାନଙ୍କର ପ୍ରଦର୍ଶନ ଭଲ ରହିବ ଓ ନିଜର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ସକ୍ଷମ ହେବେ। ଏହି ସମୟରେ ଆପଣଙ୍କ ବ୍ଯକ୍ତିତ୍ବର ବିକାଶ ଘଟିବ ଓ ଏହାର ପରିନାମସ୍ଵରୂପ, ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ମାର୍ଗଦର୍ଶନ ମିଳିବ।

ପ୍ରେମ ଜୀବନ ଏହି ଲୋକମାନେ ନିଜର ସମ୍ପର୍କରେ ପାର୍ଟନର ସହିତ ଉଚ୍ଚ ମୂଲ୍ୟ ରଖିବେ ଓ ତାଙ୍କ ସହିତ ଆଗକୁ ବଢ଼ିବେ। ଆପଣ ଓ ଆପଣଙ୍କ ସାଥି ମଧ୍ୟରେ ପାରସ୍ପରିକ ବୁଝାମଣା ଦୃଢ଼ ରହିବ। ପାର୍ଟନର ସହିତ ଆପଣ ବୁଲିବା ପାଇଁ ବାହାରକୁ ଯାଇପାରିବେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ସ୍ମରଣୀୟ ହେବ।

ଶିକ୍ଷା: ଏହି ମୂଳାଙ୍କର ଛାତ୍ର ଯେଉଁମାନେ ମ୍ଯାନେଜମେନ୍ଟ, ଇଲେକଟ୍ରିକାଲ ଓ କେମିକ୍ଯାଲ ଇଞ୍ଜିନିୟରିଂ ପଢ଼ୁଛନ୍ତି ସେମାନେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଶିକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଦୃଢ଼ ସଂକଳ୍ପିତ ରହିବେ। ସେମାନଙ୍କର ସ୍ମରଣଶକ୍ତି ଦୃଢ଼ ରହିବ ଓ ଆପଣ ଯାହା ପଢ଼ିବେ, ଉତ୍ସାହ ସହିତ ପଢ଼ିବେ। ଯଦି ଆପଣ ନିଜ ଇଛାର ପ୍ରଫେଶନାଲ କୋର୍ସ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ବିଶେଷଜ୍ଞତା ପ୍ରାପ୍ତ କରିବେ।

ବୃତ୍ତିଗତ ଜୀବନ: ଏହି ମୂଳାଙ୍କର ଲୋକମନେ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର ପଦୋନ୍ନତି ହୋଇପାରେ। ଆପଣଙ୍କର ସ୍ଥିତିରେ ବୃଦ୍ଧି ହେବ ଓ ଆପଣଙ୍କର ସହକର୍ମୀଙ୍କର ସାମ୍ନାରେ ସମ୍ମାନ ପ୍ରାପ୍ତ ହେବ। ଯାହାର ନିଜର ବ୍ୟବସାୟ ଅଛି, ସେମାନେ ଭଲ ଲାଭ ପାଇବେ ଓ ପ୍ରତିଦ୍ଵନ୍ଦୀଙ୍କ ସାମ୍ନାରେ ସମ୍ମାନ ବଢ଼ିବ। ଏହି ଲୋକଙ୍କୁ ବ୍ୟବସାୟ ସମ୍ବନ୍ଧିତ ଯୋଜନା କରିବାକୁ ପରାମର୍ଶ ଦିଅଯାଇଛି।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ, ଆପଣ ଭିତରୁ ଉତ୍ସାହିତ ଅନୁଭବ କରିବେ। କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ। ଆପଣ ଖୁସି ରହିବେ।

ଉପାୟ: ପ୍ରତିଦିନ "ଓଁ ଭୌମାୟ ନମଃ" ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

Talk to Astrologer Chat with Astrologer