ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (12 ମଈରୁ 18 ମଈ)

Author: Monica Rajguru | Updated Thu, 09 May 2024 10:09 AM IST

ମଈ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହି ରାଶିଫଳ 12 ମଈରୁ 18 ମଈ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


ଆପଣଙ୍କ ରାଶି ପାଇଁ କିପରି ରହିବା ଆସନ୍ତା ବର୍ଷ? ବିଦ୍ବାନ ଜ୍ଯୋତିଷଙ୍କ ଠାରୁ ପାଆନ୍ତୁ ଏହାର ଉତ୍ତର

କିପରି ଜାଣିବେ ନିଜର ମୁଖ୍ୟ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 12 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 1 ଅର୍ଥାତ୍ 2 ହେବ | ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୋଇ କିମ୍ବା ଚ୍ଯାଟ୍ କରି ଜାଣନ୍ତୁ ଭବିଷ୍ୟତ ସହିତ ଜଡ଼ିତ ସୂଚନା ବିଷୟରେ

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ତେବେ ଚାଲନ୍ତୁ ଜାଣିବା ମୂଳାଙ୍କ ଅନୁସାରେ12 ମଈରୁ 18 ମଈଯାଏଁ ସମୟ ଆପଣଙ୍କ ପାଇଁ କିପରି ରହିବ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳଙ୍କର ଲୋକମନେ ନିଜର କ୍ୟାରୀଅରରେ ନୂଆ କାମ୍ ଓ ସୁଯୋଗ ପାଇବେ। ଏହି ସମୟରେ ଆପଣଙ୍କର ନିର୍ଣୟ ନେବାର କ୍ଷମତା ଭଲ ରହିବ ଓ ଏହା ସାହାଜ୍ୟରେ ଆପଣ ନିଜର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ। ଏହି ସପ୍ତାହରେ ଆପଣଙ୍କ ଭିତରେ ପ୍ରଶାସନିକ କୌଶଳ ବିକଶିତ ହେବ ଯାହା ଫଳରେ ଆପଣ ନିଜର କାର୍ଯ୍ୟକୁ ସହଜରେ ପୂର୍ଣ କରିପାରିବେ। ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ନିଜର କିଛି ଗୁଣ ଲୋକଙ୍କ ସାମନାକୁ ଆଣିପରିବେ। ଆପଣ ନୀତି ଅନୁସରଣ କରିବାକୁ ପସନ୍ଦ କରିବେଏବଂ ଏହି ନୀତିଗୁଡ଼ିକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ। ସାଧାରଣତଃ, ଏହି ମୂଳାଙ୍କ ନମ୍ବର ଥିବା ଲୋକମାନେ ସଫଳତା ପାଇଁ ନିଜ ଭାଗ୍ୟ ଉପରେ ନିର୍ଭର କରନ୍ତି | ଏହି ସପ୍ତାହରେ ଆପଣଙ୍କୁ ଅଧିକ ଭ୍ରମଣ କରିବାକୁ ପଡ଼ିପାରେ ଏବଂ ଏହି ଯାତ୍ରାଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜ ଜୀବନସାଥୀଙ୍କ ସହିତ କିଛି ଭଲ ମୁହୂର୍ତ୍ତ ବିତାଇବାକୁ ଏକ ସୁଯୋଗ ପାଇବେ। ଆପଣ ସାଥୀ ସହିତ ବିତାଇଥିବା ସମୟକୁ ଉପଭୋଗ କରିବେ ଏବଂ ଆପଣଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ମଧ୍ୟ ବୃଦ୍ଧି ପାଇବ। ଏହା ଦ୍ବାରା ଆପଣଙ୍କ ସମ୍ପର୍କ ଦୃଢ଼ ହେବ। ଆପଣଙ୍କ ମନରେ ପାର୍ଟନର ପାଇଁ ଅଧିକ ରୋମାନ୍ସ ଓ ପ୍ରେମ ଭାବନା ବିକଶିତ ହେବ ଓ ଏହା ଦ୍ବାରା ଆପଣଙ୍କ ମଧ୍ୟରେ ପରସ୍ପରି ବୁଝାମଣା ମଧ୍ୟ ବଢ଼ିବ। ଆପଣ ବାହାରକୁ ବୁଲିବା ପାଇଁ ଯାଇପାରିବେ ଓ ଏହା କରିବା ଦ୍ବାରା ସମ୍ପର୍କରେ ଉଚ୍ଚ ମୂଲ୍ୟ ସ୍ଥାପିତ ହେବ। ବାହାରେ ବୁଲିବା ସମୟରେ ଆପଣ ନିଜର ପାର୍ଟନର ସହିତ କିଛି ମହତ୍ଵପୂର୍ଣ ପାରିବାରିକ ବିଷୟରେ କଥା ହୋଇପାରିବେ।

ଶିକ୍ଷା: ଅଧ୍ୟୟନରେ ଆପଣ ନିଜର ଲକ୍ଷ ପାଇବାରେ ସଫଳ ହେବେ। ଆପଣ ନିଜ ପାଇଁ ଉଚ୍ଚ ମାନକ ସ୍ଥାପିତ କରିବେ ଓ ତାହା ପାଇବାରେ ସକ୍ଷମ ହେବେ। ଆପଣ ମ୍ଯାନେଜମେନ୍ଟ, ବିଜନେସ ଷ୍ଟାଟିଷ୍ଟିକ୍ସ ପରି ବିଷୟରେ ଭଲ ପ୍ରଦର୍ଶନ କରିବେ। ଭଲ ଅଙ୍କ ପାଇବାକୁ ଓ ସାଥି ଛାତ୍ରଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ ସକ୍ଷମ ହେବେ। ଏହି ସମୟରେ, ଆପଣଙ୍କ ଭିତରେ କିଛି ଅନନ୍ୟ କୌଶଳ ବିକାଶ କରିବାର ସମ୍ଭାବନା ଅଛି। ଏହାର ପାଠ ପଢ଼ା ଉପରେ ଗମ୍ବବହିର ପ୍ରଭାବ ପଡ଼ିବ। ଛାତ୍ରଙ୍କର ବିଚାର ଓ ଚିନ୍ତାଧାରା ଉତ୍ତମ ରହିବ। ଯଦି ଆପଣ ଡାକ୍ତରୀ ପଢ଼ିବାକୁ ଭାବୁଛନ୍ତି ତେବେ ଏହି ସପ୍ତାହ ସେଥିପାଇଁ ଉତ୍ତମ ରହିବ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କ କର୍ମକ୍ଷେତ୍ରରେ ପରିସ୍ଥିତି ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟୀମାନେ ଭଲ ଲାଭ କରିବେ ବୋଲି ଆଶା କରାଯାଏ ଏବଂ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଗକୁ ବଢ଼ିବାକୁ ସମର୍ଥ ହେବେ। ଏକ ନୂତନ ବ୍ୟବସାୟ ଚୁକ୍ତି କିମ୍ବା ସହଭାଗୀତା ଆପଣଙ୍କ ପାଇଁ ଲାଭର ନୂତନ ଦ୍ୱାର ଖୋଲିପାରେ। ଆପଣ ଏବଂ ଆପଣଙ୍କର ପ୍ରତିଯୋଗୀମାନଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟ ପାଇଁ ଆପଣ ନୂଆ ରଣନୀତି ପ୍ରସ୍ତୁତ କରିବେ ଏବଂ ଏହା ଆପଣଙ୍କ ବ୍ୟବସାୟର ଗୁଣବତ୍ତା ବୃଦ୍ଧି କରିବ। ନିୟୋଜିତ ଲୋକଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ଅଛି। ଯଦି ଇନସେନଟିଭ ପାଇବାର ଅପେକ୍ଷାରେ ଅଛନ୍ତି ତେବେ ଏହି ସପ୍ତାହରେ ତାହା ମିଳିଯିବ।

ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ସ୍କଟିରେ ପରିପୂର୍ଣ ରହିବେ ଓ ଏହାର ସକାରାତ୍ମକ ପ୍ରଭାବ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ରହିବ। ଆପଣଙ୍କ ଭିତରେ ଉତ୍ସାହ ବଢ଼ିବ ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସହାଜ୍ୟ କରିବ। ସୁସ୍ଥ ରହିବା ପାଇଁ ଆପଣ ଯୋଗ ଓ ଅନ୍ୟାନ୍ୟ କ୍ରିୟାର ସହାଜ୍ୟ ନେଇପାରିବେ। ନିଜର ଦୃଢ଼ ସଂକଳ୍ପ ଯୋଗୁଁ ଏହି ସମୟରେ ଉତ୍ତମ ସ୍ବାସ୍ଥ୍ୟର ଆନନ୍ଦ ନେଇପାରିବେ।

ଉପାୟ: ପ୍ରତିଦିନ 108 ଥର 'ଓଁ ଭାସ୍କରାୟ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 2 ଲୋକମାନେ ନିଜର କୌଶଳ ପ୍ରଦର୍ଶନ କରିପାରିବେ ଯାହା ଦ୍ବାରା ତାଙ୍କର କ୍ଷମତା ବୃଦ୍ଧି ହେବ। ମହତ୍ଵପୂର୍ଣ ନିର୍ଣୟ ନେବା ବିଷୟରେ ଏମାନେ ଖୋଲା ମନୋଭାବ ରଖିବେ। ନିଜର ଆଧ୍ୟାତ୍ମିକ ପ୍ରବୃତ୍ତି ସାହାଯ୍ୟରେ ଆପଣ ସଫଳତା ହାସଲ କରିବେ। ଆପଣଙ୍କର ମାନସିକ ସ୍ଥିତି ସକାରାତ୍ମକ ରହିବ। ଏହା ଦ୍ବାରା ଏମାନେ ନିଜ ଜୀବନର ମହତ୍ଵପୂର୍ଣ ନିର୍ଣୟ ନେଇପାରିବେ। କେବେ-କେବେ ନିଷ୍ପତି ନେବା ବେଳେ ଆପଣ ବିଚଳିତ ଅନୁଭବ କରିପାରନ୍ତି। କିନ୍ତୁ। ପ୍ରାର୍ଥନା ଓ ଧ୍ୟାନ ଇତ୍ୟାଦି ଆପଣଙ୍କ ମନର ଏହି ସମସ୍ଯା ଦୂର କରିପାରିବ।

ପ୍ରେମ ଜୀବନ: ଏହି ସମୟରେ ଆପଣଙ୍କର ହୃଦୟ ପ୍ରେମରେ ପରିପୂର୍ଣ୍ଣ ହେବ। ଏହା ଆପଣ ଏବଂ ଆପଣଙ୍କ ସାଥୀ ମଧ୍ୟରେ ଥିବା ସମ୍ପର୍କକୁ ମଧୁର ରଖିବ। ଆପଣଙ୍କ ମଧ୍ୟରେ ଭଲ କଥାବାର୍ତ୍ତା ହେବ। ଆପଣ ପାର୍ଟନର ସହିତ ବାହାରକୁ ବୁଲିବାକୁ ଯାଇପାରିବେ। ଆପଣ ନିଜ ସାଥୀ ସହିତ ପ୍ରେମର ଏକ ଉଦାହରଣ ସୃଷ୍ଟି କରିପାରିବେ।

ଶିକ୍ଷା: ଏହି ସପ୍ତାହରେ ଆପଣ ଶିକ୍ଷା କ୍ଷେତ୍ରରେ ନିଜ ପାଇଁ ଉଚ୍ଚ ମାନ ସ୍ଥିର କରିବେ। ଲଜିସ୍ଟିକ୍ସ, ବିଜନେସ ଷ୍ଟାଟିଷ୍ଟକସ୍ , ଓ ଇକୋନୋମିକ୍ସ ଅଧ୍ୟୟନ କରୁଥିବା ଏହି ଛାତ୍ରଙ୍କୁ ଭଲଅ ପରିଣାମ ମିଳିବ। ଏହି ସମୟରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟ ସହଜ ଲାଗିବ। ଆପଣ ନିଜର ସାଥୀ ଛାତ୍ରମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏବଂ ଭଲ ମାର୍କ ସ୍କୋର କରିବାକୁ ସମର୍ଥ ହେବେ। ଆପଣ ଶିକ୍ଷାରେ ବୃତ୍ତିଗତ ମାନକ ସ୍ଥିର କରିବେ ଏବଂ ଏହାକୁ ଆପଣଙ୍କର ଲକ୍ଷ୍ୟ କରିପାରିବେ।

ବୃତ୍ତିଗତ ଜୀବନ: ନିୟୋଜିତ ଲୋକମାନେ ଏହି ସମୟରେ ବହୁତ ଭଲ ଚାକିରିର ସୁଯୋଗ ପାଇବେ ଏବଂ ଏହି ସୁଯୋଗ ପାଇବା ପରେ ସେମାନେ ସନ୍ତୁଷ୍ଟ ଅନୁଭବ କରିବେ। ନିଜର କାର୍ଯ୍ୟ ପାଇଁ ପ୍ରତିବଦ୍ଧ ହୋଇ, ଆପଣ କାର୍ଯ୍ୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାକୁ ସମର୍ଥ ହେବେ ଏବଂ କାର୍ଯ୍ୟ ପାଇଁ ସ୍ୱୀକୃତି ପାଇବେ। ଆପଣଙ୍କର କଠିନ ପରିଶ୍ରମ ହେତୁ ଆପଣ ମଧ୍ୟ ପଦୋନ୍ନତି ପାଇବାର ସମ୍ଭାବନା ଅଛି | ଏଥି ସହିତ, ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଭଲ ଲାଭର ସମ୍ଭାବନା ଅଛି। ଆପଣ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। ଏହି ସପ୍ତାହରେ ବ୍ୟବସାୟ ପାଇଁ ଆପଣଙ୍କୁ ଅଧିକ ଯାତ୍ରା କରିବାକୁ ମଧ୍ୟ ପଡ଼ିବ। ଏହି ଯାତ୍ରା ଆପଣଙ୍କ ପାଇଁ ଉଚ୍ଚ ଲାଭ ଆଣିବ।

ସ୍ବାସ୍ଥ୍ୟ: ଏହି ସମୟରେ ଆପଣ ଉତ୍ସାହିତ ଅନୁଭବ କରିବେ ଓ ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ। ଆପଣଙ୍କ ଭିତରେ ଉତ୍ସାହ ଭରି ରହିବ ଓ ଆପଣ ସ୍ଥିର ଅନୁଭବ କରିବେ। ଏହା ଫଳରେ ଆପଣଙ୍କ ସାହସ ମଧ୍ୟ ବୃଦ୍ଧି ପାଇବ ଯାହା ଫଳରେ ଆପଣଙ୍କୁ ଆଗକୁ ବଢ଼ିବାକୁ ମାର୍ଗଦର୍ଶନ ମିଳିବ।

ଉପାୟ: ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ସୋମବା ଦିନ ଯଜ୍ଞ କରନ୍ତୁ।

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହରେ, ମୂଳାଙ୍କ ନମ୍ବର 3 ଥିବା ଲୋକମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସାହସ ପାଇବେ। ନିଜର ଆଗ୍ରହକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ଅନୁକୂଳ ସମୟ। ସାହସ ବଢ଼ାଇବା ପାଇଁ ସୁଯୋଗ ମିଳିବ। ଅଧ୍ୟାତ୍ମ ସହିତ ଜଡ଼ିତ କାର୍ଯ୍ୟ ପାଇଁ ଅଧିକ ଯାତ୍ରା କରିବାକୁ ପଡ଼ିପାରେ ଓ ଏହି ଯାତ୍ରା ଲାଭକରି ହୋଇପାରେ। ଆପଣ ମଧ୍ୟ ଏହି ସମୟରେ ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି।ଏହା ବ୍ୟତୀତ, ଆପଣଙ୍କୁ ଏହି ସପ୍ତାହରେ ଏକ ଲମ୍ବା ଯାତ୍ରା କରିବାକୁ ପଡ଼ିବ ଏବଂ ଆପଣଙ୍କର ଯାତ୍ରାର ଉଦ୍ଦେଶ୍ୟ ପୂରଣ ହେବ ବୋଲି ଦୃଢ଼ ସୂଚନା ଅଛି।

ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ନିଜର ସାଥି ସହିତ ରୋମାନ୍ଟିକ ମୁଡରେ ରହିବେ। ଆପଣଙ୍କର ଓ ସାଥୀଙ୍କର ସମ୍ପର୍କ ଦୃଢ଼ ହେବ। କୌଣସି ଶୁଭ କାର୍ଯ୍ୟ ପାଇଁ ଆପଣଙ୍କ ଘରକ ଅତିଥି ମଧ୍ୟ ଆସିପାରନ୍ତି। ଆପଣଙ୍କ ସାଥୀଙ୍କ ସହିତ ପାରସ୍ପରିକ ବୁଝାମଣାକୁ ଉନ୍ନତ କରିବାକୁ, ଆପଣଙ୍କୁ ଟିକେ ନରମତା ସହିତ ଆଚରଣ କରିବାକୁ ପଡ଼ିବ। ଆପଣ ଓ ଆପଣଙ୍କ ଜୀବନ ସାଥି ମଧ୍ୟରେ ପ୍ରେମ ରହିବା ହେତୁ ଆପଣ ସନ୍ତୁଷ୍ଟ ରହିବେ।

ଶିକ୍ଷା: ଏହି ସମୟ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ଦେବ। ମ୍ଯାନେଜମେନ୍ଟ, ବିଜନେସ ଷ୍ଟାଟିଷ୍ଟିକ୍ସ ପରି ବିଷୟ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ। ଆପଣଙ୍କୁ କୌଣସି ୱର୍କଶପରେ ଯିବାର ସୁଯୋଗ ମିଳିବ। ଏହି

ବୃତ୍ତିଗତ ଜୀବନ: ବର୍ତ୍ତମାନ ଆପଣ କାମରେ କରିଥିବା କଠିନ ପରିଶ୍ରମର ଫଳାଫଳ ପାଇବେ। ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ନୂତନ ପ୍ରକଳ୍ପ ପାଇବାର ସମ୍ଭାବନା ଅଛି। ଏହା ସହିତ, ଆପଣଙ୍କର କାର୍ଯ୍ୟ ମଧ୍ୟ ଚିହ୍ନିତ ହେବ। ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ମିଳିବ ଓ ଏହି ସୁଯୋଗ ପାଇ ଆପଣ ଖୁସି ଅନୁଭବ କରିବେ। ବିଦେଶ ଯିବାର ସୁଯୋଗ ମଧ୍ୟ ମିଳିପାରେ। ଏହି ସୁଯୋଗ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ। ବ୍ୟବସାୟୀଙ୍କୁ ଏହି ସମୟରେ କୌଣସି ଭଲ ଡୀଲ ମିଳିପାରେ ଓ ତାଙ୍କୁ ଲାଭ ଅର୍ଜନ କରିବା ପାଇଁ ସୁଯୋଗ ମିଳିବ। ଆପଣଙ୍କ ପାଇଁ ପଦୋନ୍ନତିର ଯୋଗ ତିଆରି ହେଉଛି।

ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣଙ୍କର ସାହସ ବୃଦ୍ଧି ହେତୁ, ଆପଣ ଉତ୍ସାହରେ ପରିପୂର୍ଣ୍ଣ ଅନୁଭବ କରିବେ। ଏହି ସାହସ ଏବଂ ଉତ୍ସାହର ସକରାତ୍ମକ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦେଖାଯିବ। ଏହି ସାହସ ଏବଂ ଉତ୍ସାହର ସକରାତ୍ମକ ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦେଖାଯିବ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବହୁତ ଭଲ ହେବାକୁ ଯାଉଛି ଏବଂ ଏହି କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ଅବସ୍ଥାରେ ରହିବ | ଆତ୍ମବିଶ୍ୱାସ ବଢ଼ିବା ଯୋଗୁଁ ଏସବୁ ସମ୍ଭବ ହେବ।

ଉପାୟ: ପ୍ରତିଦିନ 21 ଥର 'ଓଁ ଗୁରୁବେ ନମଃ' ମନ୍ତ୍ର ଜପ କରନ୍ତୁ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )

ମୂଳଙ୍କ 4 ର ଲୋକମାନେ ଏହି ସପ୍ତାହରେ ନିଜର ବିଶେଷ ଗୁଣ ଦେଖିବାକୁ ପାଇବେ। ଅଧିକ ଲାଭ ପାଇବା ପାଇଁ ଆପଣ ନିଜର ଲକ୍ଷ୍ୟ ପୂରଣ କରିବେ। ଅଧିକ ଲାଭ ପାଇବା ପାଇଁ ଏହା ଆପଣଙ୍କର ଲକ୍ଷ୍ୟ ପୂରଣ କରିବ। ଏକ୍ସଟ୍ରା କୁରୀକୁଳର ଏକ୍ଟିଭିଟିରେ ଭଲ ପ୍ରଦର୍ଶନ କରିବା ପାଇଁ ଏହା ଅନୁକୂଳ ସମୟ। ସାଧାରଣତଃ, ଏହି ମୂଳଙ୍କର ଲୋକମାନେ ବହୁତ ଉତ୍ସାହୀ ଏବଂ ସେମାନେ ସେମାନଙ୍କର ଉତ୍ସାହ ଦେଖାଇବାକୁ ଆଗ୍ରହୀ ଅଟନ୍ତି। ଏମାନଙ୍କୁ ଯାତ୍ରା କରିବାକୁ ଭଲ ଲାଗେ ଓ ଏମାନେ ଲମ୍ବା ଯାତ୍ରାରେ ଯିବାକୁ ଭଲ ପାଆନ୍ତି।

ପ୍ରେମ ଜୀବନ: ଆପଣଙ୍କ ପ୍ରେମ ଏବଂ ରୋମାନ୍ସରେ ଆକର୍ଷଣ ବୃଦ୍ଧି ପାଇବ | ଏହି କାରଣରୁ, ଆପଣ ଏବଂ ଆପଣଙ୍କର ସାଥୀଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ ଏବଂ ଦୁହେଁ ପରସ୍ପରକୁ ଭଲ ଭାବରେ ବୁଝିବାରେ ସକ୍ଷମ ହେବେ। ଆପଣଙ୍କ ପ୍ରେମ ଓ ରୋମାନ୍ସରେ ଆକର୍ଷଣ ବଢ଼ିବ। ଏଥି ପାଇଁ ଆପଣଙ୍କର ଆପଣଙ୍କ ସାଥି ସହିତ ସମ୍ପର୍କ ଦୃଢ଼ ହେବ ଓ ପରସ୍ପରକୁ ବୁଝି ପାରିବେ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀ ସମ୍ପର୍କରେ ସୁଖ ଏବଂ ଶାନ୍ତି ବଜାୟ ରଖିବା ପାଇଁ ଆପଣ ଗ୍ରହଣ କରିଥିବା ଅନନ୍ୟ ଆଚରଣରେ ଆପଣଙ୍କର ଜୀବନସାଥୀ ଖୁସି ଅନୁଭବ କରିବେ। ଆପଣଙ୍କର ଭଲ ସେନ୍ସ ଅଫ ହ୍ୟୁମର ରହିବ ଏବଂ ଏହି ପ୍ରକୃତି ପାଇଁ ଆପଣ ନିଜର ସାଥୀଙ୍କ ନିକଟତର ହେବେ ଏବଂ ତାଙ୍କ ହୃଦୟ ଜିତିବାକୁ ସମର୍ଥ ହେବେ।

ଶିକ୍ଷା: ଆପଣ ବୃତ୍ତିଗତ ବିଷୟଗୁଡ଼ିକରେ ଯେପଡ଼ି ଗ୍ରାଫିକ୍ ଡିଜାଇନ୍ ଏବଂ ୱେବ୍ ଡେଭେଲପମେନ୍ଟ ଇତ୍ୟାଦିରେ ବିଶେଷଜ୍ଞ ହୋଇପାରିବେ। ଆପଣ ହୁଏତ କିଛି ଅନନ୍ୟ କୌଶଳ ବିକାଶ କରିପାରିବେ ଏବଂ ସେଗୁଡ଼ିକର ସାହାଯ୍ୟରେ ଆପଣ ନିଜ ଜୀବନରେ କିଛି ଅଦ୍ଭୁତ ଜିନିଷ ହାସଲ କରିବେ। ଏହି ସପ୍ତାହରେ ଅଧ୍ୟୟନରେ ଛାତ୍ରବୃତ୍ତି ପାଇବାର ଏକ ସମ୍ଭାବନା ଅଛି ଏବଂ ଏହା ଆପଣଙ୍କୁ ବହୁତ ସନ୍ତୁଷ୍ଟ କରିବ।

ବୃତ୍ତିଗତ ଜୀବନ: ଆପଣଙ୍କ କାର୍ଯ୍ୟ ପାଇଁ ଅତିରିକ୍ତ ପ୍ରୋତ୍ସାହନ ଆକାରରେ ଆପଣ ବହୁତ ଭଲ ସୁଯୋଗ ପାଇପାରିବେ। ଏଗୁଡ଼ିକ ପାଇବା ପରେ ଆପଣ ବହୁତ ସନ୍ତୁଷ୍ଟ ଅନୁଭବ କରିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀବ୍ୟବସାୟୀମନେ ଏହି ସମୟରେ ନୂଆ କାମ୍ ଆରମ୍ଭ କରିପାରିବେ। ଏହି ଉପାୟରେ ଆପଣ ନିଜକୁ ଏକ ନୂତନ ବ୍ୟବସାୟ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବେ। ଏହି ସପ୍ତାହରେ ଆପଣ ଏକ ନୂତନ ସ୍ୱତନ୍ତ୍ର ପ୍ରୋଜେକ୍ଟ ମଧ୍ୟ ପାଇପାରିବେ ଯାହା ଆପଣଙ୍କର ଅଗ୍ରଗତି ବଢ଼ାଇବ।

ସ୍ବାସ୍ଥ୍ୟ: ଶକ୍ତି ବଢ଼ିବା କାରଣରୁ ଆପଣ ସୁସ୍ଥ ଅଣୁଭା କରିବେ। ଆପଣଙ୍କୁ କେବେ-କେବେ ଚର୍ମ ସମ୍ବନ୍ଧୀୟ ଏଲାର୍ଜି ହେବାର ସମ୍ଭାବନା ଅଛି କିନ୍ତୁ ବ୍ୟସ୍ତ ହେବା ଦରକାର ନାହିଁ। ତେଲିଆ ଖାଦ୍ଯ ନ ଖାଇବାକୁ ପରାମର୍ଶ ଦିଅଯାଇଛି।

ଉପାୟ: ପ୍ରତିଦିନ 22 ଥର 'ଓଁ ରାହବେ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ସମୟ ଆପଣଙ୍କ ପ୍ରଗତି ପାଇଁ ଭଲ ହେବ। ଆପଣଙ୍କର ସଙ୍ଗୀତ ଓ ବୁଲାବୁଲି କରିବା ପାଇଁ ରୁଚି ବଢ଼ିବ। ଏହା ବ୍ୟତୀତ ଆପଣ କ୍ରୀଡ଼ାରେ ମଧ୍ୟ ରୁଚି ରଖିବେ। ଶେୟାର ମାର୍କେଟ ଓ ଟ୍ରେଡିଂ ପରି କ୍ଷେତ୍ରରେ ବିଶେଷଜ୍ଞତା ପ୍ରାପ୍ତ କରିବା ପାଇଁ ଓ ବିକାଶ କରିବା ପାଇଁ ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଆପଣ ନିଜର ପ୍ରତି କାର୍ଯ୍ୟରେ ତର୍କ ଖୋଜିବା ପାଇଁ ପ୍ରୟାସ କରିବେ।

ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ଓ ପାର୍ଟନରଙ୍କ ସମ୍ପର୍କ ଦୃଢ଼ ହେବ। ସମ୍ପର୍କରେ ଆକର୍ଷଣ ବଢ଼ିବ। ଆପଣ ଏହି ସପ୍ତାହରେ ନିଜର ସାଥି ସହିତ ନୈତିକ ମୂଲ୍ୟ ସ୍ଥାପନ କରିବେ।

ଶିକ୍ଷା: ପାଠ ପଢ଼ାରେ ଆପଣ ଭଲ ପ୍ରଦର୍ଶନ କରିବେ। ଏଥିରୁ ଆପଣ ଉନ୍ନତି କରିବା ପାଇଁ ଓ ଉଚ୍ଚ ଅଙ୍କ ପ୍ରାପ୍ତ କରିବା ପାଇଁ ସକ୍ଷମ ହେବେ। ଯଦି ଆପଣ ପ୍ରତିଯୋଗି ପରୀକ୍ଷାରେ ଭାଗ ନେବା ପାଇଁ ଇଚ୍ଛା କରୁଛନ୍ତି ସେଥିରେ ଆପଣ ଭଲ ଅଙ୍କ ପ୍ରାପ୍ତ କରିବେ। ଯଦି ଆପଣ ଫାଇନାନ୍ସ, ଏକାଉନ୍ଟିଂ ଓ ମ୍ଯାନେଜମେନ୍ଟ ସ୍ଟଡିସ ପରି ବିଷୟ ଗୁଡ଼ିକ ଅଧ୍ୟୟନ କରୁଛନ୍ତି ତେବେ ଆପଣଙ୍କୁ ଭଲ ପରିଣାମ ମିଳିବ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣଙ୍କୁ ଚାକିରିରେ ସକାରାତ୍ମକ ପରିଣାମ ମିଳିବାର ସମ୍ଭାବନା ଅଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଚିହ୍ନଟ ହେବ। ବ୍ୟବସାୟୀଙ୍କ ପାଇଁ ଉଚ୍ଚ ଲାଭର ଯୋଗ ତିଆରି ହେଉଛି। ନୂଆ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ଅଛି। ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କୁ କଠୋର ପ୍ରତିଯୋଗିତା ଦେବାକୁ ସମର୍ଥ ହେବେ।

ସ୍ବାସ୍ଥ୍ୟ: ଚର୍ମ ସମ୍ବନ୍ଧୀୟ କିଛି ସମସ୍ୟା ହେତୁ ଆପଣ ଅସହଜ ଅନୁଭବ କରିପାରନ୍ତି। ଏହା ବ୍ୟତୀତ ଆପଣଙ୍କୁ ନିଶ ସମ୍ବନ୍ଧୀୟ ସମସ୍ଯା ହେବାର ଆଶଙ୍କା ଅଛି। ସେଥିପାଇଁ ଆପଣଙ୍କ ଫିଟନେସ ଓ ଖୁସିରେ ହ୍ରାସ ଘଟିବ। ଏହି ସପ୍ତାହରେ ଆପଣ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ଯା ଦେଖି ପାରନ୍ତି, ତେଣୁ ଆପଣଙ୍କୁ ଆପଣଙ୍କର ଖାଦ୍ୟକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି

ଉପାୟ: ପ୍ରତିଦିନ 41 ଥର 'ଓଁ ନମୋ ନାରାୟଣ' ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକଙ୍କୁ ଯାତ୍ରା ସମ୍ବନ୍ଧରେ ଭଲ ପରିଣାମ ମିଳିବ। ଏହା ସହିତ ଆପଣଙ୍କୁ ଅଧିକ ଧନ ଅର୍ଜନ କରିବାକୁ ମଧ୍ୟ ସୁଯୋଗ ମିଳିବ। ଆପଣଙ୍କର ଆୟ ବଢ଼ିବ ଓ ସାଙ୍ଗରେ ଅପଣଂ ପଇସା ସଞ୍ଚୟ କରିପାରିବେ। ଏହି ସପ୍ତାହରେ ଆପଣଙ୍କ ଭିତରେ ଲିଛି କୌଶଳ ବିକଶିତ ହେବ। ଯଦି ଆପଣ ସଙ୍ଗୀତ ଶିଖିବାକୁ ଚାହୁଁଛନ୍ତି ତେବେ ତାହା ଆରମ୍ଭ କରିବା ପାଇଁ ଏହା ଅନୁକୂଳ ସମୟ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ସନ୍ତୁଷ୍ଟ ଅନୁଭବ କରିବେ। ଆପଣ ନିଜର ସମ୍ପର୍କରେ ଆକର୍ଷଣ ବଢ଼ାଇବା ପାଇଁ ସକ୍ଷମ ହେବେ। ପରସ୍ପରକୁ ଜାଣିବା ଓ ବୁଝିବା ପାଇଁ ଏହି ସମୟ ଅନୁକୂଳ ଅଟେ। ଆପଣ ନିଜର ପାର୍ଟନର ବାହାରକୁ ବୁଲିବାକୁ ମଧ୍ୟ ଯାଇପାରନ୍ତି। ଆପଣଙ୍କୁ ନିଜର ଜୀବନସାଥି ଠାରୁ ବହୁତ ଭଲ ପାଇବା ମିଳିବ ଓ ଆପଣ ଖୁସି ଅନୁଭବ କରିବେ।

ଶିକ୍ଷା: ଆପଣ ଶିକ୍ଷା କ୍ଷେତ୍ର ଯେପରି କମ୍ଯୁନିକେଶନ ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଓ ଏକାଉନ୍ଟିଂରେ ବିଶେଷଜ୍ଞତା ହାସଲ କରିବେ। ଆପଣ ଶିକ୍ଷା କ୍ଷେତ୍ରରେ ନିଜ ପାଇଁ ଖାସ ଜାଗା ତିଆରି କରିପାରିବେ ଓ ନିଜର ସାଥି ଛାତ୍ରଙ୍କୁ ଟକ୍କର ଦେବେ। ଆପଣ ଏହି ସପ୍ତାହ ବିଦେଶ ଯାଇ ବିଶେଷଜ୍ଞତା ହାସଲ କରିବେ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଆପଣ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବାକୁ ଯାଉଛନ୍ତି ଏବଂ ଆପଣ ମଧ୍ୟ ଏଥିରୁ ଭଲ ଫଳାଫଳ ପାଇବାର ସମ୍ଭାବନା ଅଛି | ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ବଢ଼ାଇବା ପାଇଁ ଏହା ଉତ୍ତମ ସମୟ। ଆପଣଙ୍କୁ ପାର୍ଟନର୍ଶିପ ଦ୍ବାରା ବ୍ୟବସାୟ ଆରମ୍ଭ କରିବାକୁ ସୁଯୋଗ ମିଳିବ। ଏହି ପ୍ରକାର ଆପଣ ବ୍ୟବସାୟ ପାଇଁ ଦୂର ଜାଗାକୁ ଯାତ୍ରା କରିପାରନ୍ତି।

ସ୍ବାସ୍ଥ୍ୟ: ଏହି ସପ୍ତାହ ଆପଣଙ୍କ ସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଆପଣ ଫିଟ ରହିବେ। ଆପଣଙ୍କୁ ଏହି ସମୟରେ କୌଣସି ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବା ନାହିଁ। ଉତ୍ସାହିତ ଅନୁଭବ କରିବା ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।

ଉପାୟ: ପ୍ରତିଦିନ 15 ଥର 'ଓଁ ଶ୍ରୀଂ ଲକ୍ଷ୍ମୀ ଭ୍ୟୋ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ଏହି ସପ୍ତାହରେ, ମୂଳାଙ୍କ ନମ୍ବର 7 ଥିବା ଲୋକମାନେ ସେମାନଙ୍କର ଅଗ୍ରଗତି ଏବଂ ଭବିଷ୍ୟତ ବିଷୟରେ ନିଜକୁ ପ୍ରଶ୍ନ କରିପାରନ୍ତି। କୌଣସି ଛୋଟ କାର୍ଯ୍ୟ କରିବା କିମ୍ବା କୌଣସି ପଦକ୍ଷେପ ନେବା ପୂର୍ବରୁ ଆପଣଙ୍କୁ ଚିନ୍ତା କରିବା, ଯୋଜନା କରିବା ଏବଂ ତା’ପରେ କାର୍ଯ୍ୟ କରିବା ଆବଶ୍ୟକ। ଏହି ସମୟରେ, ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢ଼ିପାରେ ଏବଂ ଏହାର ସାହାଯ୍ୟରେ ନିଜର ବିଶେଷତା କିମ୍ବା ସ୍ୱତନ୍ତ୍ରତା ପ୍ରଦର୍ଶନ କରିବାକୁ ସମର୍ଥ ହେବେ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କ ପରିବାରରେ ଚାଲିଥିବା କିଛି ସମସ୍ୟା ହେତୁ ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ ବୋଲି ଏକ ସମ୍ଭାବନା ଅଛିଏହି କାରଣରୁ ଆପଣଙ୍କ ବୈବାହିକ ଜୀବନରେ ସୁଖ-ଶାନ୍ତି ଭଙ୍ଗ ହେବ। ଯଦି ଆପଣ ନିଜର ସମ୍ପର୍କରେ ସୁଖ ପାଇବାକୁ ଚାହୁଁଛନ୍ତି ତେବେ ପାର୍ଟନର ସହିତ ବୁଝାମଣା ରଖନ୍ତୁ।

ଶିକ୍ଷା: ଗୁଢ଼ ବିଜ୍ଞାନ ଓ ଜ୍ଯୋତିଷଶାସ୍ତ୍ର ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ଏହି ସମୟ ଭଲ ନୁହେଁ। ମନେ ରଖିବା କ୍ଷମତା ଆପଣଙ୍କର ହ୍ରାସ ହୋଇପାରେ ଯେଉଁଥିପାଇଁ ଆପଣ ପଛରେ ରହିପରନ୍ତି। ଯେଉଁମାନେ ପ୍ରଫେଶନାଲ ସ୍ଟଡି କରୁଛନ୍ତି, ତାଙ୍କୁ ଏକାଗ୍ରତା ସହିତ ପାଠ ପଢ଼ିବାରେ ଅସୁବିଧା ହେବ। ଏହି କାରଣରୁ ଆପଣ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ: କର୍ମକ୍ଷେତ୍ରରେ କିଛି ମହତ୍ ଜିନ୍ସ ହାସଲ କରିବା ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ହାରାହାରି ପ୍ରମାଣିତ ହେବ। ଆପଣ କୌଣସି ନୂଆ କୌଶଳ ଶିଖିବେ ଓ କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇପାରିବେ। ବ୍ୟବସାୟୀଙ୍କ ପାଇଁ ଧନ ହାନୀ ସମ୍ଭାବନା ଅଛି ସେଥିପାଇଁ ଯୋଜନା ତିଆରି କରି କାମ କରନ୍ତୁ।

ସ୍ବାସ୍ଥ୍ୟ: ଏହି ସପ୍ତାହ ଏଲାର୍ଜି ଯୋଗୁଁ ଚର୍ମ ଜଳାପୋଡ଼ା ହୋଇପାରେ। ହଜମ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ହୋଇପାରେ। ସୁସ୍ଥ ରହିବା ପାଇଁ ଠିକ ସମୟରେ ଖାଦ୍ଯ ଖାଆନ୍ତୁ। ଏହି ସମୟରେ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ: ପ୍ରତିଦିନ 43 ଥର 'ଓଁ ଗଣେଶାୟ ନମଃ' ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହ ମୂଳାଙ୍କ 8 ଲୋକଙ୍କ ଧର୍ଯ୍ୟ କମି ପାରେ ଓ ଆପଣ ପଛରେ ରହିଯାଇ ପାରନ୍ତି। ଯାତ୍ରା ସମୟରେ ଆପଣ କୌଣସି ମୁଲ୍ୟବାନ ବସ୍ତୁ ହଯାଇପାରନ୍ତି। ଏହି ପ୍ରକାର ପରିସ୍ଥିତିକୁ ଏଡ଼ାଇବା ପାଇଁ, ଆପଣ ସାବଧାନ ହେବା ଆବଶ୍ୟକ ଏବଂ ଏକ ବ୍ୟବସ୍ଥିତ ଯୋଜନା କରିବା ଆବଶ୍ୟକ |

ପ୍ରେମ ଜୀବନ: ଆପଣଙ୍କ ସାଙ୍ଗ ଆପଣଙ୍କ ପ୍ରେମିକ କିମ୍ବା ପ୍ରେମିକା ସହିତ ଏକ ଭଲ ସମ୍ପର୍କ ବଜାୟ ରଖିବାରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଏଥି ପାଇଁ ଜୀବନସାଥି ସହିତ ସମ୍ପର୍କ ଖରାପ ହୋଇପାରେ। ଅସୁବିଧା ପାର କରିବା ପରେ ଆପଣଙ୍କୁ ଖୁସି ମିଳିବ ଓ ଏହି ସମୟ ଆପଣଙ୍କ ପାଇଁ ସହଜ ହେବ ନାହିଁ।

ଶିକ୍ଷା: ଚେଷ୍ଟା କରିବା ସତ୍ବେ ଛାତ୍ରମାନେ ଅଧ୍ୟୟନରେ ପଛରେ ରହିପରନ୍ତି। ଟ୍ର୍ଯାକକୁ ଫେରିବା ପାଇଁ ଆପଣଙ୍କୁ ଆହୁରି ଅଧିକ ଚେଷ୍ଟା କରିବାକୁ ପଡ଼ିବ। ଧର୍ଯ୍ୟ ରଖନ୍ତୁ। ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାକୁ ସାହାଜ୍ୟ ମିଳିବ।

ବୃତ୍ତିଗତ ଜୀବନ: ଚାକିରୀ କରୁଥିବା ବ୍ୟକ୍ତିମାନେ କାର୍ଯ୍ୟରେ ସେମାନଙ୍କର ଉଦ୍ୟମ ପାଇଁ ଆବଶ୍ୟକ ପ୍ରଶଂସା ପାଇପାରିବେ ନାହିଁ ଏବଂ ଏହା ତାଙ୍କୁ ଚିନ୍ତିତ କରିପାରେ। ଏପରି ପରିସ୍ଥିତି ଆପଣଙ୍କ ସାମ୍ନାରେ ମଧ୍ୟ ସୃଷ୍ଟି ହୋଇପାରେ ଯେଉଁଥିରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ଅତିକ୍ରମ କରିବେ ଏବଂ ସେମାନେ ଏକ ନୂତନ ପଦ ଏବଂ ନୂତନ ଦାୟିତ୍ବ ପାଇବେ। ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀକାର୍ଯ୍ୟ ପୁରା କରିବା ବେଳେ ଆପଣଙ୍କୁ ଅସୁବିଧା ଓ ଡେରି ହେବ। ବ୍ୟବସାୟୀମାନେ ଧନୀ ହାନି ସାହିବେ। ଏହି ସମୟରେ ଆପଣଙ୍କୁ ବହୁତ କମ ଲାଭ ମିଳିବ।

ସ୍ବାସ୍ଥ୍ୟ: ଅଧିକ ଚାପ ଯୋଗୁଁ ଆପଣଙ୍କ ଗୋଡ଼ ଓ ଗଣ୍ଠିରେ ଦରଜ ହେବ। ଅସନ୍ତୁଳିତ ଖାଦ୍ଯ ଖାଇବା ଯୋଗୁଁ ଏପରି ହୋଇପାରେ। ଏହା ବ୍ୟତୀତ ଭୁଲ ସମୟରେ ଖାଇବା ଦ୍ବାରା ହଜମ ସମ୍ବନ୍ଧୀୟ ଅସୁବିଧା ହୋଇପାରେ। ସୁସ୍ଥ ରହିବା ପାଇଁ ଠିକ ସମୟରେ ଭୋଜନ ଗ୍ରହ କରନ୍ତୁ।

ଉପାୟ: ପ୍ରତିଦିନ 44 ଥର 'ॐଓଁ ଶନୈଶ୍ଚରାୟ ନମଃ' ମନ୍ତ୍ର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ଏହି ସମୟରେ ଆପଣ ପରିସ୍ଥିତିକୁ ଆପଣଙ୍କ ସପକ୍ଷରେ ଆଣିବା ସ୍ଥିତିରେ ରହିବେ। ଏହି ସପ୍ତାହରେ ଆପଣ ନିଜର ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ | ଏହି ସମୟରେ,ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଶୀର୍ଷରେ ପହଞ୍ଚିବାକୁ, ଆପଣଙ୍କୁ ଯୋଜନା କରିବାକୁ ପଡ଼ିବ।ଏହି ସପ୍ତାହରେ ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବେ ଏବଂ ଏହି କାରଣରୁ ଆପଣଙ୍କର ଚିନ୍ତାଧାରା ମଧ୍ୟ ସକରାତ୍ମକ ହେବ | ସାହସ ଏବଂ ନିଷ୍ଠା ଆପଣଙ୍କଠାରେ ଦେଖାଯିବ, ଯାହାର ଫଳ ସ୍ୱରୂପ ଆପଣ ଲାଭଦାୟକ ଫଳାଫଳ ହାସଲ କରିବାକୁ ସମର୍ଥ ହେବେ।

ପ୍ରେମ ଜୀବନ: ଆପଣ ଏହି ସମୟରେ ଆପଣଙ୍କ ସାଥୀ ସହିତ ଉଚ୍ଚ ମୂଲ୍ୟ ସ୍ଥିର କରିବେ । ଏଥି ଯୋଗୁଁ ଆପଣ ଓ ଆପଣଙ୍କ ଜୀବନସାଥି ମଧ୍ୟରେ ପାରସ୍ପରିକ ବୁଝାମଣା ଭଲ ରହିବ। ଆପଣ ଦୁହେଁ ପ୍ରେମ ରେ ବୁଡ଼ି ରହିବେ। ନିଜର ସାଥି ସହିତ ବୁଲିବାକୁ ଯାଇପାରିବେ। ଏହି ଯାତ୍ରା ସମୟରେ ଆପଣ ପରସ୍ପର ସହିତ ସମ୍ପର୍କା ଭଲ କରିବାରେ ସକ୍ଷମ ହେବେ।

ଶିକ୍ଷା: ଏହି ସପ୍ତାହଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀ ମ୍ଯାନେଜମେନ୍ଟ, ଇଲେକଟ୍ରିକାଲ ଇଞ୍ଜିନିୟରିଂ ଇତ୍ୟାଦି ବିଷୟ ପଢ଼ୁଥିବ ଛାତ୍ର ଭଲ ପ୍ରଦର୍ଶନ କରିବେ। ଆପଣ ଯାହା ପଢ଼ିବେ, ତାହାକୁ ବହୁତ ଶୀଘ୍ର ଶିଖିବେ ଓ ପରୀକ୍ଷାରେ ଭଲ କରିବେ। ଏହି ସପ୍ତାହ ଆପଣ ନିଜର ରୁଚି ଅନୁସାରେ କୌଣସି ପ୍ରଫେଶନାଲ କୋର୍ସ ବାଛି ପାରିବେ ଓ ସେଥିରେ ଉତ୍ତୀର୍ଣ ହେବେ। ପାଠ ପଢ଼ାରେ ଆପଣ ଭଲ ସ୍ଥିତିରେ ରହିବେ।

ବୃତ୍ତିଗତ ଜୀବନ: ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର କାମ ମଧ୍ୟ ଚିହ୍ନିତ ହେବ | ଆପଣଙ୍କର ଉଚ୍ଚକର୍ମଚାରୀମାନେ ମଧ୍ୟ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରିବେ ଏବଂ ସେମାନଙ୍କର ପ୍ରଶଂସା ଗ୍ରହଣ କରିବା ଆପଣଙ୍କର ଆତ୍ମବିଶ୍ୱାସ ବଢ଼ାଇବ। ଆପଣଙ୍କର କାର୍ଯ୍ୟ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସ୍ୱୀକୃତି ପ୍ରାପ୍ତ ହେବାପରେ ଆପଣ ନିଜର କୌଶଳ ବଢ଼ାଇବାକୁ ଏବଂ ପାରଦର୍ଶୀତା ହାସଲ କରିବାକୁ ସମର୍ଥ ହେବେ। ବ୍ୟବସାୟୀମନେ ଭଲ ଲାଭ ପାଇବେ। ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ନିଜର ପ୍ରତିଷ୍ଠା ତିଆରି କରିପାରିବେ।

ସ୍ବାସ୍ଥ୍ୟ: ଏହି ସପ୍ତାହ ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ଭିତରେ ଉତ୍ସାହ ବୃଦ୍ଧି ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଏହି ସମୟରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ହଇରାଣ କରିବ ନାହିଁ | ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଯାହା ଶରୀରକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବ।

ଉପାୟ: ପ୍ରତିଦିନ 27 ଥର 'ଓଁ ମଙ୍ଗଳାୟ ନମଃ' ମନ୍ତ୍ର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

Talk to Astrologer Chat with Astrologer