ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (08 ଡିସେମ୍ବରରୁ 14 ଡିସେମ୍ବର)

Author: Monica Rajguru | Updated Wed, 20 Nov 2024 09:58 PM IST

ଡିସେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 08 ଡିସେମ୍ବରରୁ 14 ଡିସେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ (08 ଡିସେମ୍ବରରୁ 14 ଡିସେମ୍ବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଜର ଲକ୍ଷ ପ୍ରତି ଅଧିକ ସମର୍ପିତ ହୋଇଥାନ୍ତି ଓ ତାହାକୁ ଜଲ୍ଦି ପ୍ରାପ୍ତ କରିବାରେ ସକ୍ଷମ ହୋଇଥାନ୍ତି। ସେ ସମସ୍ତ ଛିଟ ବଡ଼ ଜିନିଷ ଉପରେ ଧ୍ୟାନ ଦିଅନ୍ତି ଓ ନିଜର ଏହି ଗୁଣ ପାଇଁ ଆଗକୁ ବଢ଼ନ୍ତି।

ପ୍ରେମ ଜୀବନ : ଏହି ସପ୍ତାହରେ ଆପଣ ଓ ଆପଣଙ୍କ ପାର୍ଟନର ମଧ୍ୟରେ ଯୁକ୍ତିତର୍କ ହୋଇପାରେ ସେଥିପାଇଁ ଭଲ ହେବ ଆପଣ ଏହି ସମୟରେ ନିଜର ଜୀବନସଥୀ ସହିତ ଅଧିକ ସାବଧାନ ରୁହନ୍ତୁ। ଆପଣଙ୍କୁ ତାଙ୍କ ପ୍ରତି ସ୍ନେହପୂର୍ଣ ବ୍ୟବହାର କରିବା ଉଚିତ।

ଶିକ୍ଷା : ମୂଳାଙ୍କ 1ର ବିଦ୍ୟାର୍ଥୀଙ୍କର ପଢ଼ାରେ ରୁଚି କମ ରହିବ ଓ ସମ୍ଭାବନା ଅଛି ଯେ ବୃତ୍ତିଗତ ଭାବରେ ଆପଣ ପଢ଼ି ନ ପରାନ୍ତି। ଏହି କାରଣରୁ ଆପଣ ପଛରେ ରହିଯାଇ ପରାନ୍ତି ଓ ନିରସା ଓ ଅନ୍ଧକାର ରେ ଘେରି ରହି ପାରନ୍ତି। ଆପଣଙ୍କୁ ଏହି ସବୁ ଜିନିଷରୁ ଦୂରେଇ ରହିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : ଚାକିରି କରିଥିବା ଲୋକଙ୍କ ଉପରେ କାମର ଚାପ ବହୁତ ରହିବ ଓ ଏହି କାରଣରୁ ସେ ପଛରେ ରହି ଯାଇ ପାରନ୍ତି ଓ ତାଙ୍କର ପ୍ରଗତି କମ ହେବାର ଆଶଙ୍କା ଅଛି। ବ୍ୟବସାୟୀଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ।

ସ୍ବାସ୍ଥ୍ୟ : ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁସାରେଆପଣଙ୍କୁ ଚାପ ଯୋଗୁଁ ଆଖିରେ ସମସ୍ଯା ହେବାର ଆଶଙ୍କା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପରାମର୍ଶ ଦିଅଯାଇଛି।

ଉପାୟ : ଆପଣ ପ୍ରତିଦିନ 19 ଥର ଓଁ ସୂର୍ୟାୟ ନମଃ ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକଙ୍କର ଯାତ୍ରା ଏବଂ ବୁଲାବୁଲିରେ ଅଧିକ ଆଗ୍ରହ ରହିଥାଏ ଓ ସେମାନେ ଏହାକୁ ନିଜର ପ୍ୟାସନ ରୂପରେ ଆପଣାଇ ଆଗକୁ ବଢ଼ନ୍ତି। ଏହା ବ୍ୟତୀତ ଏହି ଲୋକଙ୍କର ଅଧ୍ୟୟନ ଉପରେ ଅଧିକ ଧ୍ୟାନ ରହିଥାଏ।

ପ୍ରେମ ଜୀବନ : ଆପଣଙ୍କର ମନରେ ଚାଲିଥିବା କୌଣସି କନଫିଉଶନ ଯୋଗୁଁ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଭାବନାତ୍ମକ ସମ୍ପର୍କ ଦୁର୍ବଳ ହୋଇପାରେ। ଆପଣଙ୍କୁ ଏହି ଜିନିଷରୁ ଦୂରେଇ ରହିବାକୁ ପଡ଼ିବ।

ଶିକ୍ଷା : ଯଦି ଆପଣ ପ୍ରଫେଶନାଲ ସ୍ଟଡିସ ଯେପରି ଇଞ୍ଜିନିୟରିଂ କିମ୍ବା ମେଡିସିନ ପଢ଼ିବା ବିଷୟରେ ଭାବୁଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କୁ ଏପରି କରିବା ଠାରୁ ଦୂରେଇ ରହିବା ଉଚିତ। ଏହି ସମୟରେ ଆପଣଙ୍କୁ ଏହି ମାମଲାରେ ପରିଣାମ ଅନୁକୂଳ ମିଳିବାର ସମ୍ଭାବନା କମ ଅଛି।

ବୃତ୍ତିଗତ ଜୀବନ : ବ୍ୟସ୍ତ ସିଡିଉଲ ଯୋଗୁଁ ଆପଣଙ୍କ ଉପରେ କାମର ଚାପ ବଢ଼ିଯାଇ ପାରେ। ବ୍ୟବସାୟୀଙ୍କୁ କ୍ଷତି ହେବାର ଅଶଙ୍କା ଅଛି। ତାଙ୍କ ଉପରେ ବିରୋଧୀଙ୍କର ଚାପ ବଢ଼ିପାରେ।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ଆପଣ ଉତ୍ସାହରେ ଭରପୁର ରହିବେ ଓ ଏହାର ସକାରାତ୍ମକ ପରିଣାମ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ପଡ଼ିବ। ଆପଣଙ୍କୁ ମାମୁଲି ମୁଣ୍ଡବିନ୍ଧା ବ୍ୟତୀତ ଅନ୍ୟ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ : ସୋମବାର ଦିନ ଚନ୍ଦ୍ରମାଙ୍କ ପାଇଁ ଯଜ୍ଞ କରାନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ସପ୍ତାହ ମୂଳାଙ୍କ 3 ର ଲୋକ ମନ ଖୋଲି କଥା ହେବେ। ସମ୍ଭାବନା ଅଛି ଯେ ତାଙ୍କର ଅଧ୍ୟାତ୍ମ ପ୍ରତି ଅଧିକ ରୁଚି ରହିବ ଓ ସେ ନିଜକୁ ଅଧିକ ସକାରାତ୍ମକ କରିବାରେ ସକ୍ଷମ ହେବେ।

ପ୍ରେମ ଜୀବନ : ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ଜୀବନସାଥୀ ସହିତ ସଚ୍ଚୋଟ ରହିବେ ଓ ବୁଲେଇ ବାଙ୍କେଇ କଥା ହେବା ପରିବର୍ତ୍ତେ ସିଧାସଳଖ କଥା ହେବେ। ଏଥିପାଇଁ ଆପଣଙ୍କ ମଧ୍ୟରେ ପରସ୍ପର ପାଇଁ ଅଧିକ ପ୍ରତିବଦ୍ଧତା ଦେଖାଯିବ।

ଶିକ୍ଷା : ପଢ଼ା କ୍ଷେତ୍ରରେ ଆପଣଙ୍କର ସ୍ଥିତି ଭଲ ରହିବ। ଅପାଣ ଶିକ୍ଷା କ୍ଷେତ୍ରରେ ନିଜର ଛାପ ଛାଡ଼ିବାରେ ସଫଳ ହେବେ।

ବୃତ୍ତିଗତ ଜୀବନ : ଚାକିରି କରିଥିବା ଲୋକ କାମ ପାଇଁ ବିଦେଶ ଯିବାର ସୁଯୋଗ ପାଇପାରନ୍ତି ଓ ସେଠାରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହେବ। ବ୍ୟବସାୟୀଙ୍କୁ କୌଣସି ନେଟୱର୍କିଂ ବିଜନେସ ମିଳିପାରେ ଓ ଏହା ମୋଟା ଲାଭ ଦେବାର ଆଶା ଅଛି। ଆପଣ ନିଜର ବ୍ଯବସାୟିକ କ୍ଷେତ୍ରରେ ଏକ ଭଲ ପ୍ରତିଦ୍ଵନ୍ଦୀ ଭାବରେ ଉଭା ହେବେ।

ସ୍ବାସ୍ଥ୍ୟ : ଏହି ସମୟରେ ଆପଣଙ୍କର ଫିଟନେସ ଭଲ ରହିବ ଓ କୌଣସି ବଡ଼ ସମସ୍ଯା ହେବ ନାହିଁ। ଆପଣଙ୍କୁ ଥଣ୍ଡା ଓ ମୁଣ୍ଡବିନ୍ଧା ହୋଇପାରେ।

ଉପାୟ : ବୃହସ୍ପତିବାର ଦିନ ବୃହସ୍ପତି ଗ୍ରହଣକ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଉତ୍ସାହୀ ହୋଇଥାନ୍ତି ଓ ଜୀବନରେ ଏହାକୁ ନେଇ ଆଗକୁ ବଢ଼ିଥାନ୍ତି। ଏହି ଲୋକ ଆଶାବାଦୀ ହୋଇଥାନ୍ତି ଓ ଜଲ୍ଦି ନିରାଶ ହୁଅନ୍ତି ନାହିଁ।

ପ୍ରେମ ଜୀବନ : ଏହି ସମୟରେ ଆପଣ ନିଜର ଜୀବନସାଥୀ ସହିତ ମଧୁର ବ୍ୟବହାର କରୁଥବା ଦେଖାଯିବେ। ଆପଣଙ୍କ ଭିତରେ ଥିବା ଉତ୍ସାହ ଏହାର କାରଣ ହେବ। ଆପଣ ଦୁହେଁ ପରସ୍ପର ସହିତ କିଛି ଖୁସିର ମୁହୂର୍ତ କାଟିବାର ସୁଯୋଗ ପାଇବେ।

ଶିକ୍ଷା : ଛାତ୍ରନିଜର ପ୍ୟାସନ ସହିତ ପଢ଼ି ସଫଳତା ଓ ପ୍ରତିଷ୍ଠାତା ହାସଲ କରିବେ। ଏହି ସପ୍ତାହରେ ଆପଣ ନିଜର ପ୍ରୟାସ ଦ୍ବାରା ଛାପ ଚାରିବାରେ ସଫଳ ହେବେ।

ବୃତ୍ତିଗତ ଜୀବନ : ଏହି ସପ୍ତାହ ଚାକିରି କରିଥିବା ଲୋକଙ୍କୁ କାମ ପାଇଁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ ଓ ସେ ଏହି ଯାତ୍ରା ତାଙ୍କ ପାଇଁ ସୁଖମୟ ରହିବ। ବ୍ୟବସାୟୀ ଯେଉଁ କାର୍ଯ୍ୟ ପଦ୍ଧତି ସହିତ କାମ କରୁଛନ୍ତି ସେହି କରଣରୁ ତାଙ୍କୁ ଅଧିକ ଲାଭ ମିଳିବାର ସୁଯୋଗ ମିଳିବ।

ସ୍ବାସ୍ଥ୍ୟ : ସୁସ୍ଥ ରହିବା ପାଇଁ ଆପଣଙ୍କ ପକ୍ଷରେ ପର୍ଯ୍ୟାପ୍ତ ଊର୍ଜା ପ ରୋଗ ପ୍ରତିରୋଧକ ଶକ୍ତି ରହିବ। ଏହି କାରଣରୁ ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ଉପାୟ : ଆପଣ ପ୍ରତିଦିନ 22 ଥର ଓଁ ଦୂର୍ଗାୟ ନମଃ ଜପ କରନ୍ତୁ।

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଟ୍ରେଡ ଓ ସ୍ଟକ ସହିତ ଜଡ଼ିତ ବ୍ୟବସାୟ କରିବାରେ ରୁଚି ରଖିବେ ଓ ଏହା ଦ୍ବାରା ଲାଭ କରୁଥିବା ଦେଖାଯିବେ। ଏହି ଲୋକଙ୍କର ଧ୍ୟାନ ତର୍କ ଉପରେ ରହିବ।

ପ୍ରେମ ଜୀବନ : ଆପଣଙ୍କର ନିଜର ପାର୍ଟନର ପ୍ରତି ଆଶାବାଦୀ ବ୍ୟବହାର ରହିବ। ଏହି ସପ୍ତାହରେ ନିଜର ପାର୍ଟନର ପ୍ରତି ଭଲ ସେନ୍ସ ଅଫ ହ୍ୟୁମର୍ ଦେଖାଇବା ଯୋଗୁଁ ସମ୍ପର୍କ ଭଲ ହେବ।

ଶିକ୍ଷା : ଏହି ସପ୍ତାହରେ ବିଦ୍ୟାର୍ଥୀ ପଢ଼ାରେ ସଫଳତା ଓ ସହଜରେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣ ଶିକ୍ଷତ କ୍ଷେତ୍ରରେ ନିଜର ଏକ୍ ଚାପ ଛାଡ଼ି ପାରିବେ।

ବୃତ୍ତିଗତ ଜୀବନ : ଚାକିରି କରୁଥିବା ଅଧିକାଂଶ ଲୋକ ବୃତ୍ତିଗତ ଭାବରେ ସଫଳତା ପ୍ରାପ୍ତ କରିବେ। ତାହା ଆପଣଙ୍କର ସମର୍ପଣ ଓ ନିଷ୍ଠାର ପରିଣାମ ହେବ। ବ୍ୟବସାୟୀମନେ ସ୍ଟକ ବିଜନେସରେ ଭଲ ପ୍ରଦର୍ଶନ କରିବେ।

ସ୍ବାସ୍ଥ୍ୟ : ଆପଣଙ୍କ ଭିତରେ ସାହସ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣଙ୍କର ଆତ୍ମବିଶ୍ଵାସ ଆପଣଙ୍କୁ ଫିଟ ରଖିବାର କାମ କରିବ।

ଉପାୟ : ପ୍ରତିଦିନ 41 ଥର ଓଁ ନମୋ ଭାଗବତେ ବାସୁଦେବାୟ ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ମୂଳାଙ୍କ ଲୋକଙ୍କୁ ଲମ୍ବା ଯାତ୍ରା କରିବା ପାଇଁ ସୁଯୋଗ ମିଳିପାରେ ଓ ଏଥିରେ ରୁଚି ଆହୁରି ଅଧିକ ବଢ଼ିପାରେ। ଏହା ବ୍ୟତୀତ ଏହି ଲୋକଙ୍କର ରୁଚି raଚନାତ୍ମକ ଜିନିଷରେ ମଧ୍ୟ ଅଧିକ ହୋଇପାରେ।

ପ୍ରେମ ଜୀବନ : ଏହି ସମୟରେ ଆପଣ ନିଜର ପାର୍ଟନର ପ୍ରତି ସଚ୍ଚୋଟ ରହିବା ଉପରେ ଧ୍ୟାନ ଦେବେ। ଅଧିକ ସକାରାତ୍ମକ ବ୍ୟବହାର ଦେଖାଇ ଆପଣ ଏପରି କରି ପରାନ୍ତି।

ଶିକ୍ଷା : ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଆପଣ ୱେବ ଡିଜାଇନିଂ, ଵିସୁଅଲ୍ କମ୍ଯୁନିକେଶନ ଓ ଇଞ୍ଜିନିୟରିଂ ଇତ୍ୟାଦି ପରି ପ୍ରଫେଶନାଲ ସ୍ଟଡିସରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କୁ ସଫଳତା ବହୁତ ମିଳିବ।

ବୃତ୍ତିଗତ ଜୀବନ : ଚାକିରି କରିଥିବା ବ୍ୟକ୍ତି କାର୍ଯ୍ୟକ୍ଷେତ୍ରରେ ଅଧିକ ଚେଷ୍ଟା କରିବେ, ଯାହା ଫଳରେ ତାଙ୍କୁ ପ୍ରୋମୋସନ ମିଳିବ। ବ୍ୟବସାୟୀ ଏହି ସମୟରେ ଅଧିକ ଲାଭ କରିବା ପାଇଁ ଠିକ ଭାବରେ ଅଭିଯାନ ଆରମ୍ଭ କରିବେ।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ଆପଣଙ୍କର ଦୃଢ଼ ସଂକଳ୍ପ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ସ୍ବାସ୍ଥ୍ୟ ମାମଲାରେ ଆପଣ ନିଜକୁ ଶୀର୍ଷ ସ୍ଥାନକୁ ନେଇଯାଇ ପାରନ୍ତି।

ଉପାୟ : ପ୍ରତିଦିନ ଓଁ ଭାର୍ଗବାୟ ନମଃ 33 ଥର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ଏହି ସପ୍ତାହରେ ଆପଣଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ରୁଚି ରହିବାର ସମ୍ଭାବନା ଅଛି ଓ ଆପଣ ଏହାକୁ ବଢ଼ାଇବା ପାଇଁ କାମ କରି ପରାନ୍ତି। ଏହି ସମୟରେ ଆପଣଙ୍କୁ ଛୋଟ ଛୋଟ ଜିନିଷକୁ ନେଇ ଭାବି ଚିନ୍ତି ଯୋଜନା ପ୍ରସ୍ତୁତ କରିବା ପାଇଁ ପଡ଼ିବ।

ପ୍ରେମ ଜୀବନ : ଏହି ସପ୍ତାହରେ ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇପାରେ ଓ ଏହି କାରଣରୁ ସୁଖ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଅଛି। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ଏହି ସମରେ ନିଜର ଜୀବନସାଥୀ ସହିତ ତାଳମେଳ ରଖି ଚଳିବାକୁ ପଡ଼ିବ।

ଶିକ୍ଷା : ଆପଣଙ୍କର ବୁଝିବାର କ୍ଷମତାର ଅଭାବ ଯୋଗୁଁ ଏହି ସପ୍ତାହ ପଢ଼ା ମାମଲାରେ ଆପଣଙ୍କ ପାଇଁ ଅନୁକୂଳ ହେବ ନାହିଁ। ଏହି କାରଣରୁ ପଢ଼ାରେ ଭଲ ପ୍ରଦର୍ଶନ କରି ପାରିବେ ନାହିଁ।

ବୃତ୍ତିଗତ ଜୀବନ : ଏହି ସପ୍ତାହରେ ଆପଣଙ୍କର ନିଜର ବରିଷ୍ଠ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ କିମ୍ବା ମତଭେଦ ହୋଇପାରେ। ସେଥିପାଇଁ ଭଲ ହେବ ଯଦି ଆପଣ ତାଙ୍କ ସହିତ କଥା ହେବା ସମୟରେ ଅଧିକ ସାବଧାନ ରହିବେ। ବ୍ୟବସାୟୀଙ୍କ ପାଇଁ କେବେ କେବେ ସ୍ଥିତି ତାଙ୍କ କନ୍ଟ୍ରୋଲରୁ ବାହାରି ଯାଇ ପାରେ ସେଥିପାଇଁ ତାଙ୍କୁ ନିଜର ଲାଭ କୁ ନେଇ ସାବଧାନ ରହିବାକୁ ପଡ଼ିବ।

ସ୍ବାସ୍ଥ୍ୟ : ଏହି ସପ୍ତାହ ଆପଣଙ୍କ ପାଇଁ ଦୁର୍ଘଟଣାର ଯୋଗ ସୃଷ୍ଟି କରୁଛି ସେଥିପାଇଁ ଆପଣ ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ।

ଉପାୟ : ପ୍ରତିଦିନ ଓଁ ଗଣେଶାୟ ନମଃ 41 ଥର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ସପ୍ତାହ ଯାତ୍ରା ସମୟରେ ଆପଣ କୌଣସି ମୁଲ୍ୟବାନ ଜିନିଷ ହରାଇ ଦେଇ ପାରିବାର ଆଶଙ୍କା ଅଛି। ଏହି କାରଣରୁ ଆପଣ ଚିନ୍ତିତ ରହିବେ।

ପ୍ରେମ ଜୀବନ : ଏହି ସପ୍ତାହ ଆପଣଙ୍କର ପାରିବାରିକ ଚିନ୍ତା ଯୋଗୁଁ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଦୂରତା ବଢ଼ିପାରେ।

ଶିକ୍ଷା : ଏହି ସପ୍ତାହରେ ଆଶାବାଦୀ ରହିବା ଆପଣଙ୍କୁ ଶକ୍ତି ଦେବ ଓ ପଢ଼ାରେ ଆଗକୁ ବଢ଼ିପାରିବେ।

ବୃତ୍ତିଗତ ଜୀବନ : ଚାକିରି କରିଥିବା ଲୋକ ନିଜର ଚାକିରିରେ ଅସନ୍ତୁଷ୍ଟ ଅନୁଭବ କରିବେ ଓ ସେହି କାରଣରୁ ତାଙ୍କ ମନରେ ଚାକିରି ବଦଳାଇବାର ବିଚାର ଆସିବ। ଏହି କଥା ଆପଣଙ୍କୁ ଟିକେ ଚିନ୍ତିତ କରିପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବ୍ୟବସାୟୀଙ୍କର ଲାଭ ହେବା ସହଜ ହେବ ନାହିଁ।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ଆପଣଙ୍କୁ ଚାପ ଯୋଗୁଁ ଗୋଡ଼ରେ ଦରଜ ହୋଇପାରେ ଓ ଆଣ୍ଠୁରେ ଦରଜ ଅଣୁଭା ହୋଇପାରେ। ନିଜକୁ ଫିଟ ରଖିବା ପାଇଁ ଆପଣଙ୍କୁ ଧ୍ୟାନ ଓ ଯୋଗ କରିବାକୁ ପଡ଼ିବ।

ଉପାୟ : ଆପଣ ପ୍ରତିଦିନ 11 ଥର ଓଁ ବାସୁଦେବାୟ ନମଃ ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9 ର ଲୋକ ନିଜର କିଛି ଏପରି ନିଷ୍ପତି ନେବାକୁ ସାହସ ଦେଖାଇବେ ଯାହା ତାଙ୍କ ଜୀବନ ପାଇଁ ଅନୁକୂଳ ହେବ।

ପ୍ରେମ ଜୀବନ : ଏହି ସପ୍ତାହରେ ଆପଣଙ୍କର ପାର୍ଟନର ସହିତ ମଧୁର ଓ ସ୍ନେହପୂର୍ଣ ସମ୍ବନ୍ଧ ରହିବ। ଯଦି ଆପଣ ପ୍ରେମ ସମ୍ବନ୍ଧରେ ଅଛନ୍ତି, ତେବେ ଆପଣ ନିଜର ପାର୍ଟନର ସହିତ ଖୁସି ଦେଖାଯିବେ। ବିବାହିତ ଲୋକଙ୍କୁ ନିଜର ଜୀବନସାଥୀ ସହିତ ଭଲ ସମୟ କଟାଇବା ପାଇଁ ସୁଯୋଗ ମିଳିବ।

ଶିକ୍ଷା : ଆପଣ ପଢ଼ା ମାମଲାରେ ନିଜର ଏକ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହେବେ। ଏହି ସପ୍ତାହରେ ଆପଣ ନିଜର ସାଥୀ ଛାତ୍ରଙ୍କୁ ପଛରେ ପକାଇ ଆଗକୁ ବଢ଼ିବାରେ ସଫଳ ହେବେ। ଏହା ବ୍ୟତୀତ ଆପଣ ତାଙ୍କ ସହିତ ପ୍ରତିସ୍ପର୍ଦ୍ଧା କରିବେ ଏବଂ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ : ଏହି ମୂଳାଙ୍କର ଲୋକ କ୍ୟାରିଆର କ୍ଷେତ୍ରରେ ଚାକିରିର ନୂଆ ସୁଯୋଗ ପାଇବାର ଆଶା ରଖିବେ। ବ୍ୟବସାୟୀଙ୍କୁ ପ୍ରତିସ୍ପର୍ଦ୍ଧା ସତ୍ବେ ମୋଟା ଲାଭ ମିଳିବାର ସୁଯୋଗ ଅଛି।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ଆପଣଙ୍କ ଭିତରେ ଉଚ୍ଚ ସ୍ତରର ଊର୍ଜା ଓ ଆତ୍ମବିଶ୍ବାସ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ବହୁତ ଭଲ ରହିବ।

ଉପାୟ : ପ୍ରତିଦିନ ଓଁ ଭୌମାୟ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୂଳାଙ୍କ 1ର ସ୍ବାମୀ ଗ୍ରହ କିଏ?

ଏହି ଅଙ୍କରର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍।

2. ମୂଳାଙ୍କ 7ର ଲୋକ କିପରି ହୋଇଥାନ୍ତି?

ଏହି ଲୋକଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ଥାଏ।

3. ମୂଳାଙ୍କ 4 ଉପରେ କାହାର ଆଧିପତ୍ୟ ଅଛି?

ଏହି ମୂଳାଙ୍କ ଉପରେ ରାହୁ ଗ୍ରହ ଶାସନ କରନ୍ତି।

Talk to Astrologer Chat with Astrologer