ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (03 ନଭେମ୍ବରରୁ 09 ନଭେମ୍ବର)

Author: Monica Rajguru | Updated Fri, 25 Oct 2024 11:35 AM IST

ନଭେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 03 ନଭେମ୍ବରରୁ 09 ନଭେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 03 ନଭେମ୍ବରରୁ 09 ନଭେମ୍ବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1 ର ଲୋକ ବହୁତ ବୃତ୍ତିଗତ ସେଥିପାଇଁ ସେମାନେ ନିଜର କ୍ଷମତା ବଳରେ ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୁଅନ୍ତି ଯେଉଁଥିପାଇଁ ସେମାନେ ପରିଶ୍ରମ କରନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁ ଏହି ଲୋକଙ୍କର ସମ୍ପର୍କ ସାଥୀ ସହିତ ଭଲ ରହିବ ଓ ଆପଣଙ୍କର ସଚ୍ଚୋଟ ବ୍ୟବହାରରେ ସାଥୀ ପ୍ରସନ୍ନ ହେବେ। ସାଙ୍ଗରେ ଆପଣ ତାଙ୍କର ପ୍ରଶଂସା କରିବେ ଓ ଆପଣ ଦୁହିଁକର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ମୂଳାଙ୍କ 1 ର ଯେଉଁ ଛାତ୍ରଙ୍କର ସମ୍ବନ୍ଧ ଆର୍ଟସ, ଲିଟାରେଚର ଓ ମ୍ଯାନେଜମେନ୍ଟ ସହିତ ଅଛି, ସେମାନେ ଏହି ସପ୍ତାହରେ ଭଲ ପ୍ରଦର୍ଶନ କରିବେ। ପଢ଼ାରେ ଆପଣ ସମ୍ପୂର୍ଣ ଏକାଗ୍ରତା ସହିତ ପାଠ ପଢ଼ିବେ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି, ତେବେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ଠାରୁ ସମର୍ଥନ ମିଳିବାର ସମ୍ଭାବନା ଅଛି। ସାଙ୍ଗରେ ଆପଣ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରନ୍ତି। ଏହି ଲୋକଙ୍କ ମଧ୍ୟରେ ନେତୃତ୍ବର କ୍ଷମତା ରହିବ। ଅନ୍ୟ ପଟେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ଏହି ସମୟରେ ନିଜର ନୀତି ବଳରେ ବହୁତ ରୋଜଗାର କରିପାରିବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ଅବଧିରେ ମୂଳାଙ୍କର ଲୋକ ଶକ୍ତିଶାଳୀ ରହିବେ ଓ ଏପରି ସ୍ଥିତିରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଏହି ଲୋକଙ୍କର ଦୃଢ଼ ଆତ୍ମାବିଶ୍ବାସ ତାଙ୍କୁ ଯଶ ଆଣିଦେବ।

ଉପାୟ : ପ୍ରତିଦିନ ଓଁ ସୂର୍ଯ୍ୟାୟ ନମଃ 19 ଥର ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳାଙ୍କ 2 ର ଲୋକଙ୍କର ମନ ମସ୍ତିଷ୍କରେ ଭ୍ରମର ସ୍ଥିତି ସୃଷ୍ଟି ହୋଇପାରେ ଓ ସେହି ନିଷ୍ପତି ନେବାରେ ଅସକ୍ଷମ ହୋଇପାରନ୍ତି, ଯେଉଁ ନିଷ୍ପତି ଆପଣଙ୍କ ପାଇଁ ଫଳଦାୟୀ ହୋଇପାରେ।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ ଏହି ସପ୍ତାହ ମୂଳାଙ୍କ 2ର ଲୋକଙ୍କର ପାର୍ଟନର ସହିତ ବହୁତ ବିବାଦ ହୋଇପାରେ। ସାଙ୍ଗରେ ଏହି ସମୟରେ ଘରେ ଚାଲିଥିବା ମତଭେଦ ଆପଣଙ୍କୁ ଚିନ୍ତା ଦେଇପାରେ। ଏପରି ସ୍ଥିତିରେ ଆପଣଙ୍କର ଏବଂ ସାଥୀ ମଧ୍ୟରେ ଦୂରତା ବଢ଼ିପାରେ।

ଶିକ୍ଷା : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ମୂଳାଙ୍କର ଛାତ୍ରଙ୍କୁ ମନ ଲଗାଇ ପଢ଼ିବାକୁ ପଡ଼ିବ ଯାହା ଆପଣଙ୍କର ଆତ୍ମାବିଶ୍ବାସକୁ ଦୃଢ଼ କରିବ। ଯଦି ଆପଣ ପଢ଼ାରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ସେଠୀପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : ମୂଳାଙ୍କ 2 ର ଚାକିରି କରୁଥିବା ଲୋକଙ୍କୁ ନିଜର କାମ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣଙ୍କର ବ୍ୟବସାୟ ଅଛି ତେବେ ଆପଣ ନିଜର ଲକ୍ଷ ହାସଲ କରିବା ସହିତ ଲାଭ ପ୍ରାପ୍ତ କରିବାରେ ଅସଫଳ ହୋଇପାରନ୍ତି।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 2 ର ଲୋକ ଏହି ସପ୍ତାହରେ କୌଣସି ଏଲାର୍ଜି ଯୋଗୁଁ ଥଣ୍ଡା କାଶ କିମ୍ବା ଜରରେ ପୀଡ଼ିତ ହୋଇପାରନ୍ତି। ଏହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେବ।

ଉପାୟ : ସୋମବାରରୁ ନେଇ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଚନ୍ଦ୍ର ଦେବଙ୍କର ପୂଜା କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3ର ଲୋକ ଧାର୍ମିକ ସ୍ଵଭାବର ଓ ନିଜର ଅଧିକାଂଶ ସମୟ ଧର୍ମ କର୍ମ କାର୍ଯ୍ୟରେ ଅତିବାହିତ କରନ୍ତି। ଏହି ପ୍ରକାର କାର୍ଯ୍ୟ ଆପଣଙ୍କୁ ସକାରାତ୍ମକ ପରିଣାମ ଓ ସଫଳତା ଦେବାରେ ମାର୍ଗଦର୍ଶନ କରିବ। ଏହି ଲୋକ ଖୋଲା ମାନଭାବର ହୋଇଥାନ୍ତି।

ପ୍ରେମ ଜୀବନ : ମୂଳାଙ୍କ 3ର ଲୋକ ଏହି ସପ୍ତାହରେ ସାଥୀ ସହିତ ସମ୍ପର୍କରେ ସଚ୍ଚୋଟ ରହିବେ। ଆପଣଙ୍କର ଏହି ସ୍ଵଭାବ ଯୋଗୁଁ ଆପଣ ଦୁହେଁ ସମ୍ପର୍କରେ ଖୁସି ରହିବେ ଓ ପାରସ୍ପରିକ ତାଳମେଳ ମଧ୍ୟ ଦୃଢ଼ ରହିବ।

ଶିକ୍ଷା : ଯେଉଁ ଲୋକ ବିଜନେସ ଏଡମିନିଷ୍ଟ୍ରେସନ, ମ୍ଯାନେଜମେନ୍ଟ ଏକାଉନ୍ଟିଂ ଓ କୋସତ୍ୟଂ ଭଳି ବିଷୟ ପଢ଼ୁଛନ୍ତି ସେମାନେ ସେଥିରେ ବହୁତ ସଫଳତା ହାସଲ କରିବେ। ଏହି ସମୟରେ ଆପଣ ବୃତ୍ତିଗତ ଭାବରେ ପଢ଼ୁଥିବା ଦେଖାଯିବେ।

ବୃତ୍ତିଗତ ଜୀବନ : ମୂଳାଙ୍କ 3ର ଲୋକଙ୍କର ଚାକିରିରେ ଅନସାଇଟ କାମର ସୁଯୋଗ ମିଳିପାରେ ଯାହା ଫଳଦାୟୀ ହେବ। ଏହି ପ୍ରକାର ସୁଯୋଗ ଆପଣଙ୍କ ପାଇଁ ସଫଳତା ଆଣିବା ସହିତ ତୁରନ୍ତ ପରିଣାମ ଦେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେ ଲାଭ ମାଧ୍ୟମରେ ଅଧିକ ରିଟାର୍ନ ପ୍ରାପ୍ତ କରିପାରିବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ମୂଳାଙ୍କ 3 ର ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ ଯାହା ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଓ ଆତ୍ମବିଶ୍ଵାସ ଯୋଗୁଁ ସମ୍ଭବ ହେବ।

ଉପାୟ : ପ୍ରତିଦିନ ଓଁ ଗୁରବେ ନମଃ 21 ଥର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଯେଉଁ ଲୋକ ମୂଳାଙ୍କ 4ରେ ଜନ୍ମ ହୋଇଛନ୍ତି ସେମାନେ ଜୀବନରେ ମହତ୍ୱପୂର୍ଣ ନିଷ୍ପତି ନେବା ସମୟରେ ବହୁତ ଉତ୍ସୁକ ରହିବେ। ସାଙ୍ଗରେ ଏହି ଅବଧିରେ ଆପଣଙ୍କ ଦ୍ବାରା ଲମ୍ବା ଯାତ୍ରା ସମ୍ଭବ। ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ କାରଣ ଆପଣ ବୁଲିବାରେ ରୁଚି ରଖିବେ।

ପ୍ରେମ ଜୀବନ : ଏହି ସପ୍ତାହରେ ମୂଳାଙ୍କ 4 ର ଲୋକଙ୍କର ସମ୍ପର୍କ ପାର୍ଟନର ସହିତ ମଧୁର ନ ରହିବାର ଆଶଙ୍କା ଅଛି ଓ ଏହି କାରଣରୁ ଆପଣଙ୍କ ଭିତରେ ଅସୁରକ୍ଷା ଭାବନା ବଢ଼ିପାରେ। ଆପଣଙ୍କ ମନରେ ଥିବା ଭାବନା ଯୋଗୁଁ ଆପଣଙ୍କର ସମ୍ପର୍କରେ ଖୁସି ହ୍ରାସ ପାଇପାରେ।

ଶିକ୍ଷା : ଏହି ଅବଧିରେ ଛାତ୍ରଙ୍କ ଦ୍ବାରା ପଢ଼ାରେ ଭୁଲ ହୋଇପାରେ ଯାହା ଫଳରେ ଆପଣଙ୍କ ହାତରୁ ସଫଳତା ପାଇବାର କିଛି ଭଲ ସୁଯୋଗ ଖସିଯାଇ ପାରେ। ସାଙ୍ଗରେ ଏହି ସପ୍ତାହରେ ଆପଣଙ୍କୁ ସଖ୍ୟ ସମ୍ବନ୍ଧରେ ବଡ଼ ନିଷ୍ପତି ନେବାରୁ ଦୂରେଇ ରହିବାକୁ ହେବ।

ବୃତ୍ତିଗତ ଜୀବନ : ମୂଳାଙ୍କ 4ର ଲୋକଙ୍କର ଚାକିରିରେ ଚାପ ବଢ଼ିପାରେ ଯାହା ଫଳରେ ଆପଣ ଚାପରେ ଥିବା ଦେଖାଯିବେ। ଏପରି ସ୍ଥିତିରେ ଏହି ଲୋକଙ୍କ ଉପରେ କାମର ବୋଝ ବଢ଼ିବାର ସମ୍ଭାବନା ଅଛି।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ମୂଳାଙ୍କର ଲୋକ ଯେଉଁମାନେ ବ୍ୟବସାୟ କରୁଛନ୍ତି ତାଙ୍କୁ ବିରୋଧୀଙ୍କ ଠାରୁ ଟକ୍କର ମିଳିବାର ଆଶଙ୍କା ଅଛି।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ମୂଳାଙ୍କ 4 ର ଲୋକଙ୍କର ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ କାରଣ ଏହି ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ରହିପାରେ। ଏପରି ସ୍ଥିତିରେ କାଉଅଂଶୀ ଏଲାର୍ଜି ଯୋଗୁଁ ଅପନଙ୍କଯ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜର ଆତ୍ମବିଶ୍ବାସ ଦୃଢ଼ କରିବା ପାଇଁ ପଡ଼ିବ।

ଉପାୟ : ପ୍ରତିଦିନ ଓଁ ରାହବେ ନମଃ 22 ଥର ଜପ କରନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁଯାୟୀ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି))

ମୂଳାଙ୍କ 5ର ବ୍ୟକ୍ତିଙ୍କ ଦୃଷ୍ଟିକୋଣ ଏହି ସପ୍ତାହରେ ଯୁକ୍ତିଯୁକ୍ତ ରହିବ ଓ ଏହାର ଫଳସ୍ବରୂପ, ଆପଣ କାର୍ଯ୍ୟଗୁଡ଼ିକରେ ଯାହା ପ୍ରୟାସ କରିବେ, ସେଥିରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ। ଏହି ଲୋକଙ୍କର ସେନ୍ସ ଅଫ ହ୍ୟୁମର ବହୁତ ଭଲ ରହିବ।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ ଏହି ଲୋକଙ୍କୁ ପାର୍ଟନର ସହିତ ସମ୍ପର୍କକୁ ମଧୁର ଓ ସୁଖରେ ପୂର୍ଣ କରିବା ପାଇଁ ଅହଂକାରରୁ ଦୂରେଇ ରହିବାକୁ ପଡ଼ିବ, ଅନ୍ୟଥା ଆପଣ ନିଜ ପାଇଁ ସମସ୍ଯା ବଢ଼ାଇ ପାରନ୍ତି।

ଶିକ୍ଷା : ଏହି ସପ୍ତାହ ମୂଳାଙ୍କ 5ର ଯେଉଁ ଛାତ୍ର ଚାର୍ଟାର୍ଡ ଏକାଉନ୍ଟେନ୍ଟ, କୋସତ୍ୟଂ ପଢ଼ୁଛନ୍ତି କିମ୍ବା କୌଣସି କମ୍ପାନୀ ସେକ୍ରେଟାରୀ ଭାବରେ କାର୍ଯ୍ୟରତ ଅଛନ୍ତି ତେବେ ଏହି ସପ୍ତାହରେ ନିଜକୁ ସମସ୍ଯାରେ ଘେରି ରହିଥିବା ଦେଖିବେ। ଏହି ସମୟରେ ଆପଣଙ୍କୁ ସମ୍ପୂର୍ଣ ଏକାଗ୍ରତା ସହିତ ପଢ଼ିବାକୁ ହେବ।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ବିଷୟରେ କହିଲେ ଏହି ମୂଳାଙ୍କର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ନିଜର ସହକର୍ମୀଙ୍କ ସହିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହି କାରଣରୁ ତାଙ୍କର ମନରେ ଆପଣଙ୍କର ଉନ୍ନତି ଦେଖି ଈର୍ଷା ହୋଇପାରେ। ଏପରି ସ୍ଥିତିରେ ଏହି ଲୋକଙ୍କୁ ବହୁତ ସତର୍କ ରହିବା ପାଇଁ ପଡ଼ିବ। ଆପଣ ଯଦି ବ୍ୟବସାୟ କରିବା ପାଇଁ ଚାହୁଁଛନ୍ତି, ତେବେ ଲାଭ କରିବା ପାଇଁ ଟିକେ ଅଧିକ ଚେଷ୍ଟା କରିବା ପାଇଁ ପଡ଼ିବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ତାନ୍ତ୍ରିକ ତନ୍ତ୍ର ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ ଓ ଏପରି ସ୍ଥିତିରେ ଆପଣଙ୍କର ସ୍ବାସ୍ଥ୍ୟ ପ୍ରଭାବିତ ହେବ। ସାଙ୍ଗରେ ଆପଣଙ୍କର ଫିଟନେସରେ ହ୍ରାସ ଦେଖିବାକୁ ମିଳିପାରେ।

ଉପାୟ : ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6ରେ ଜନ୍ମ ବ୍ୟକ୍ତିଙ୍କର ଆଗ୍ରହ ରଚନାତ୍ମକ କାର୍ଯ୍ୟରେ ଥାଏ। ସାଙ୍ଗରେ ଏମାନେ ନିଜର ପରିବାରର ସହିତ କୌଣସି ଲମ୍ବା ଯାତ୍ରାରେ ଆଢ୍ୟ ଜୈପାରନ୍ତି। ଏହି ଲୋକ ସଙ୍ଗୀତ ଓ ସିନେମା କ୍ଷେତ୍ରରେ ବିଶେଷଜ୍ଞତା ହାସଲ କରନ୍ତି।

ପ୍ରେମ ଜୀବନ : ଏହି ସପ୍ତାହରେ ମୂଳାଙ୍କ 6 ର ଲୋକ ସମ୍ପର୍କରେ ପାର୍ଟନର ଉପରେ ପ୍ରେମ ବର୍ଷା କରୁଥିବା ନଜର ଆସିବେ। ଏପରି ସ୍ଥିତିରେ ଆପଣ ସମ୍ପର୍କରେ ଖୁସି ରଖିବାରେ ସକ୍ଷମ ହେବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଯୋଗୁଁ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସମ୍ଭାବନା ଅଛି ଯେ ଶିକ୍ଷ୍ୟା କ୍ଷେତ୍ରରେ ଆପଣ ସେହି ବ୍ୟକ୍ତିଙ୍କର ସମ୍ମାନ କରିବେ ନାହହିଇନ ଯିଏ ଆପଣଙ୍କର ସହାୟତା କିମ୍ବା ମାର୍ଗଦର୍ଶନ କରିବେ। ଏହାର ଫଳସ୍ବରୂପ ଆପଣଙ୍କୁ ସମସ୍ଯାର ସାମ୍ନା କରିବାକୁ ପଡ଼ିପାରେ ଓ ସାଙ୍ଗରେ ଆପଣ ବଦନାମ ହୋଇପାରନ୍ତି ସେଠୀପାଇଁ ସାବଧାନ ହୋଇ ଆଗକୁ ବଢ଼ନ୍ତୁ।

ବୃତ୍ତିଗତ ଜୀବନ : ମୂଳାଙ୍କ 6ର ଯେଉଁ ଲୋକ ଚାକିରି କରିଛନ୍ତି ତାଙ୍କୁ ଏହି ସପ୍ତାହରେ କାମ ସମ୍ବନ୍ଧରେ ପ୍ରସିଦ୍ଧତା ପ୍ରାପ୍ତ କରିବାର ଭଲ ସୁଯୋଗ ହାତଚଢ଼ା ହୋଇପାରେ। ସାଙ୍ଗରେ କଠିନ ପରିଶ୍ରମ ପରେ ମଧ୍ୟ ସହକର୍ମୀ ଆପଣଙ୍କର ଛବିକୁ ଖରାପ କରିବାକୁ ଚେଷ୍ଟା କରିବେ। ସମ୍ଭାବନା ଅଛି ଯେ ବ୍ୟବସାୟ କରିବା ଲୋକ ବିଜନେସରେ ବଡ଼ ନିଷ୍ପତୋ ନେବା ସମୟରେ ସାବଧାନ ରହିବେ ନାହିଁ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମୂଳାଙ୍କର ଲୋକଙ୍କୁ ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ଖାଇବା ପିଇବା ଉପରେ ଧ୍ୟାନ ରଖିବାକୁ ହେବ। ଏହି ସମୟରେ ଆପଣଙ୍କ ପାଇଁ ନିଜକୁ ସୁସ୍ଥ ରଖିବା ଜରୁରୀ ହେବ।

ଉପାୟ : ପ୍ରତିଦିନ ଓଁ ଲକ୍ଷ୍ମୀଭ୍ୟୋଃ ନମଃ 33 ଥର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7ରେ ଜନ୍ମ ହୋଇଥିବା ଲୋକଙ୍କର ଆଗ୍ରହ ଫିଲସଫି, ଗୁଢ଼ ବିଜ୍ଞାନ ଓ ଧର୍ମ ଇତ୍ୟାଦିରେ ଥାଏ। ଏପରି ସ୍ଥିତିରେ ଏମାନେ ନିଜର ଆଗ୍ରହକୁ ପ୍ରଶ୍ରୟ ଦେବାରେ ଓ ସଫଳତା ପାଇବାରେ ସକ୍ଷମ ହୁଅନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନକୁ ଦେଖିଲେ ଏହି ସପ୍ତାହରେ ଆପଣଙ୍କୁ ପାର୍ଟନର ସହିତ ଅଯଥାରେ ଯୁକ୍ତି କରିବାରୁ ଦୂରେଇ ରହିବାକୁ ପଡ଼ିବ ଓ ସାଙ୍ଗରେ ଏହି ଲୋକଙ୍କୁ ନିଜର ସମ୍ପର୍କରେ ସୁଖ ଏବଂ ପ୍ରେମ ରଖିବା ପାଇଁ ନିଜର ଚିନ୍ତାଧାରାକୁ ବିକଶିତ କରିବାକୁ ପଡ଼ିବ।

ଶିକ୍ଷା : ମୂଳାଙ୍କର 7 ର ଛାତ୍ର ଏହି ସପ୍ତାହରେ ପଢ଼ାରେ ପଛରେ ରହିଯାଇ ପାରନ୍ତି ଯାହା ହେବାରୁ ତାଙ୍କୁ ଅଟକାଇବାକୁ ପଡ଼ିବ। ଅନ୍ୟ ପଟେ ଶିକ୍ଷାରେ ପ୍ରଦର୍ଶ ଭଲ ହେବା ଯୋଗୁଁ ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ସାଙ୍ଗରେ ଆପଣଙ୍କୁ ବହୁତ ଧ୍ୟାନ ସହିତ ଆଗକୁ ବଢ଼ିବା ପାଇଁ ପଡ଼ିବ।

ବୃତ୍ତିଗତ ଜୀବନ : କ୍ୟାରୀଅର ବିଷୟରେ କହିଲେ ଏହି ମୂଳାଙ୍କର ଚାକିରି କରିଥିବା ଲୋକଙ୍କର ଛବି କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସାମ୍ନାରେ ଖରାପ ହୋଇପାରେ ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାର ଆବଶ୍ୟକତା ଅଛି। ଅନ୍ୟ ପଟେ ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନେ ନୂଆ ବ୍ୟବସାୟ କରିବା ପାଇଁ ସୁଯୋଗ ହରାଇ ପାରନ୍ତି।

ସ୍ବାସ୍ଥ୍ୟ : ଏହି ସପ୍ତାହରେ ଏହି ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ସ୍କିନ ବର୍ନ ପରି ସମସ୍ଯା ହୋଇପାରେ। ସାଙ୍ଗରେ ଆପଣଙ୍କୁ କୌଣସି ଏଲାର୍ଜି ହେବାର ମଧ୍ୟ ସମ୍ଭାବନା ଅଛି।

ଉପାୟ : ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି

ମୂଳାଙ୍କ 8ରେ ଜନ୍ମ ଲୋକଙ୍କର ସମ୍ପୂର୍ଣ ଧ୍ୟାନ କାମ ଉପରେ ରହିବ ଓ ଏହି କାରଣରୁ ଅନେକ ଥର ଜୀବନର ଅନ୍ୟ କ୍ଷେତ୍ର ଉପରେ ଧ୍ୟାନ ଦେଇ ପାରିବେ ନାହିଁ। ଏହାର ଫଳସ୍ବରୂପ ଏହି ଲୋକଙ୍କର ଆକର୍ଷଣରେ ମଧ୍ୟ ଅଭାବ ଦେଖାଯିବ।

ପ୍ରେମ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମୂଳାଙ୍କ 8 ର ବ୍ୟକ୍ତି ସମ୍ପର୍କରେ ସାଥୀ ସହିତ ଛୋଟ ଛୋଟ କଥାରେ ଅହଂକାର ସହିତ ଜଡ଼ିତ ସମସ୍ଯା ସାମ୍ନା କରି ପାରନ୍ତି ଯାହା ଫଳରେ ଆପଣଙ୍କର ଖୁସିରେ ଅଭାବ ଦେଖାଯାଇ ପାରେ ସେଠୀପାଇଁ ନିଜର ସମ୍ପର୍କକୁ ଭଲ କରିବା ପାଇଁ ଚେଷ୍ଟା କରନ୍ତୁ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଏହି ସପ୍ତାହରେ ଆପଣଙ୍କର ପ୍ରଦର୍ଶନରେ ଅବନ୍ନତି ଦେଖିବା ପାଇଁ ମିଳିପାରେ କାରଣ ଆପଣଙ୍କର ଧ୍ୟାନ ପଢ଼ାରେ ଲାଗିବ ନାହିଁ। ଏପରି ସ୍ଥିତିରେ ଆପଣଙ୍କୁ ପଢ଼ାରେ ଏକ ବ୍ୟବସ୍ଥିତି ଭାବରେ ଆଗକୁ ବଢ଼ିବାକୁ ହେବ।

ବୃତ୍ତିଗତ ଜୀବନ : ମୂଳାଙ୍କ 8 ର ଚାକିରି କରିଥିବା ଲୋକଙ୍କଊ କାର୍ଯ୍ୟସ୍ଥଳରେ ଡେରି ଯାଏଁ କାମ କରିବାକୁ ପଡ଼ିପାରେ ଯାହା ଫଳରେ ହାଲିଆ ଲାଗିବ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣଙ୍କର ବିଜନେସ କରିବାର କ୍ଷମତା ଖରାପ ରହିପାରେ ଓ ଲାଭର ସୁଯୋଗ କମ ରହିପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହରେ ଆପଣଙ୍କର ଅଣ୍ଟା ଓ ପାଦରେ ଦରଜ ହୋଇପାରେ ଯାହା ଚାପ ଯୋଗୁଁ ହେବ। ଏପରି ସ୍ଥିତିରେ ଲୋକଙ୍କୁ ଚାପରୁ ଦୂରେଇ ରହିବାକୁ ପଡ଼ିବ।

ଉପାୟ : ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9ରେ ଜନମ ହୋଇଥିବା ଲୋକ ପ୍ରତ୍ଯେକ ସମୟରେ କୌଣସି ନା କୌଣସି କାମ କରୁଥିବା ଦେଖାଯାଆନ୍ତି ସେଥିପାଇଁ ସେମାନେ ସବୁବେଳେ ବ୍ୟସ୍ତ ରୁହନ୍ତି। ଏହି ମୂଳାଙ୍କର ଲୋକ ନିଜର କାମ ସମୟରେ ପୂରଣ କରିବାର ପ୍ରୟାସ କରନ୍ତି କାରଣ ତାଙ୍କୁ ଡେରି କରିବା ପସନ୍ଦ ନୁହେଁ।

ପ୍ରେମ ଜୀବନ : ଏହି ଲୋକଙ୍କର ପ୍ରେମ ଜୀବନସାଥୀ ସହିତ ଭଲରେ ଆଗକୁ ବଢ଼ିବ ଯାହା ପାର୍ଟନର ପ୍ରତି ଆପଣଙ୍କର ସକାରାତ୍ମକ ଦୃଷ୍ଟିର ପରିଣାମ ହେବ। ଏପରି ସ୍ଥିତିରେ, ଆପଣ ଦୁହିଙ୍କ ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଏହି ସପ୍ତାହ ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 9 ର ଛାତ୍ରଙ୍କୁ ଆଗକୁ ନେବ। ଏହି ସମୟରେ ଭଲ ଭାବରେ ଯୋଜନା କରି ଆପଣ ଉଚ୍ଚ ଅଙ୍କ ହାସଲ କରିପାରିବେ ଯାହା ଫଳରେ ଆପଣ ସଫଳତା ପ୍ରାପ୍ତ କରିବେ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି ତେବେ ଏହି ଅବଧିରେ ଆପଣ ବୃତ୍ତିଗତ ଭାବରେ ଆଗକୁ ବଢ଼ିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ବିରୋଧୀଙ୍କୁ ଟକ୍କର ଦେବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହରେ ସ୍ବାସ୍ଥ୍ୟ ଭଲ ରହିବ ଓ ଏହା ଆପଣଙ୍କ ଭିତରେ ଊର୍ଜାର ପରିଣାମ ହେବ।

ଉପାୟ : ପ୍ରତିଦିନ ଓଁ ମଙ୍ଗଳାୟ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ 9 ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷରେ ମଙ୍ଗଳ ଗ୍ରହଙ୍କୁ ଅଙ୍କ 9 ର ସ୍ବାମୀ କୁହାଯାଏ।

2. ନିଜର ମୂଳାଙ୍କ କିପରି ଜାଣିବେ?

ନିଜର ଜନ୍ମ ତିଥିକୁ ଯୋଡ଼ିବା ପରେ ଯେଉଁ ଅଙ୍କ ପ୍ରାପ୍ତ ହେବ, ତାହା ଆପଣଙ୍କର ମୂଳାଙ୍କ ହେବ।

3. ଅଙ୍କ ଜ୍ଯୋତିଷ ଦ୍ବାରା ନିଜର ଭବିଷ୍ୟ କିପରି ଜାଣିବେ?

ଅଙ୍କ ଶାସ୍ତ୍ରରେ ପ୍ରତ୍ଯେକ ଅଙ୍କ ଏକ ଗ୍ରହଙ୍କୁ ଦର୍ଶାଏ ଓ ଏପରି ସ୍ଥିତିରେ, ଆପଣ ନିଜର ମୂଳାଙ୍କ ଓ ଭାଗ୍ୟାଙ୍କ ସାହାଜ୍ୟରେ ନିଜର ଭବିଷ୍ୟ ଜାଣିପାରିବେ।

Talk to Astrologer Chat with Astrologer