ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର (16 ନଭେମ୍ବର 2024)
ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର 16 ନଭେମ୍ବର 2024 ସକାଳ 07:16 ରେ ହେବାକୁ ଯାଉଛି। ଆମେ ଏହି କଥା ଭଲ ଭାବ ଜାନୁଜେ ଯେ ସୂର୍ଯ୍ୟ ଊର୍ଜାର ମୁଖ୍ୟ କେନ୍ଦ୍ର ଓ ସେ ନବଗ୍ରହଙ୍କ ମଧ୍ୟରେ ସବୁଠାରୁ ପ୍ରମୁଖ ଗ୍ରହ। ସାମାନ୍ଯ ଭାବରେ ସୂର୍ଯ୍ୟଙ୍କ ବିନା ଜୀବନ ସମ୍ଭବ ନୁହେଁ ସମ୍ଭବ ନୁହେଁ। ସୂର୍ଯ୍ୟ ଏକ ପୁରୁଷ ଗ୍ରହ। ଏହା କଷ୍ଟକର କାର୍ଯ୍ୟକୁ ସମ୍ଭାଳିବା ପ୍ରତି ଦୃଢ଼ ଅଟନ୍ତି। ସୂର୍ଯ୍ୟ ଦେବ ନେତୃତ୍ବ କ୍ଷମତା ମଧ୍ୟ ପ୍ରତିନିଧିତ୍ବ କରନ୍ତି। ଯେଉଁ ଲୋକଙ୍କର ଜାତକରେ ସୂର୍ଯ୍ୟ ମେଷ କିମ୍ବା ସିଂହ ରାଶିରେ ଦୃଢ଼ ସ୍ଥିତିରେ ଥାଆନ୍ତି ତାଙ୍କୁ କ୍ୟାରୀଅର, ଆର୍ଥିକ ଲାଭ, ଖୁସିରେ ପୂର୍ଣ ସମ୍ପର୍କ, ପିତାଙ୍କର ସମର୍ଥନ ସମେତ ଜୀବନର ବିଭିନ୍ନ କ୍ଷେତ୍ରରେ ସବୁ ପ୍ରକାର ଲାଭ ପ୍ରାପ୍ତ ହୁଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ସମୟରେ ଆପଣଙ୍କର ଜୀବନ ଉପରେ ପ୍ରଭାବ
To Read in English Click Here: Sun Transit in Scorpio
ଆସନ୍ତୁ ଏବେ ଆମେ ଡେରି ନ କରି ଆଗକୁ ବଢ଼ିବା ଓ ଆପଣଙ୍କୁ ଜଣାଇବା ଯେ ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ରାଶି ଚକ୍ରର ସମସ୍ତ 12 ଟି ରାଶିର ଲୋକଙ୍କ ଜୀବନରେ କେଉଁ ପ୍ରକାର ପରିବର୍ତ୍ତନ ଆଣିବ।
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
हिंदी में पढ़ने के लिए यहां क्लिक करें: सूर्य का वृश्चिक राशि में गोचर
ବିଛା ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଜାତକରେ ପଞ୍ଚମ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କେ ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଧର୍ଯ୍ୟର ପରୀକ୍ଷା ନେବ। ସାଙ୍ଗରେ ଆପଣ ଏହି ଅବଧିରେ ନିଜର ସନ୍ତାନକୁ ନେଇ ଚିନ୍ତିତ ରହିବେ।
କ୍ୟାରୀଅର ବିଷୟରେ କହିଲେ କାର୍ଯ୍ୟସ୍ଥଳରେ ଏହି ଲୋକଙ୍କର ପ୍ରଦର୍ଶନ ଭଲ ନ ହୋଇପାରେ ଓ ଏହି କାରଣରୁ ଆପଣଙ୍କୁ ନିନ୍ଦା ସହିବାକୁ ପଡ଼ିପାରେ ଓ ସମର୍ଥନ ନ ମିଳିପାରେ।
ବ୍ୟବସାୟ କୁ ଦେଖିଲେ, ସୂର୍ଯ୍ୟ ଗୋଚର ସମୟରେ ବିଜନେସକୁ ଠିକ ରେ ନ ସମ୍ଭାଳି ପାରିବା ଯୋଗୁଁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ।
ଆର୍ଥିକ ଜୀବନରେ ଏହି ଅବଧିରେ ଆପଣଙ୍କର ଖର୍ଚ୍ଚ ବଢ଼ିବ। ଏହାତ କାରଣ ବେପରୁଆ ଓ ଠିକ ଯୋଜନାର ଅଭାବ ହେବ ବୋଲି ଆଶଙ୍କା ଅଛି।
ବ୍ୟକ୍ତିଗତ ଜୀବନରେ ଭୁଲ ବୁଝାମଣା ଓ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ପାର୍ଟନର ସହିତ ମତଭେଦ ହେବାର ସମ୍ଭାବନା ଅଛି ଯେଉଁଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୂର୍ଯ୍ୟଙ୍କର ଗୋଚର ଟିକେ ଦୁର୍ବଳ ରହିପାରେ କାରଣ ଏହି ସମୟରେ ଆପଣଙ୍କୁ ଅଣ୍ଟା ଦରଃ ଓ ଅକ୍ଷୟ ସହିତ ଜଡ଼ିତ ସମସ୍ଯା ହଇରାଣ କରିପାରେ।
ଉପାୟ : ପ୍ରତିଦିନ ଓଁ ଭାସ୍କରାୟ ନମଃ 19 ଥର ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଓଓ ଏବେ ଗୋଚର କରି ଆପଣଙ୍କର ସପ୍ତମ ଘରକୁ ଯିବେ।
ସୂର୍ଯ୍ୟ ଦେବ ଆପଣଙ୍କର ସପ୍ତମ ଘରେ ରହିବା ଯୋଗୁଁ ଏହି ଲୋକଙ୍କୁ ପରିବାର ସହିତ ଲାମ୍ବା ଯାତ୍ରାରେ ଯିବାକୁ ପଡ଼ିପାରେ ଯାହା ଆପଣଙ୍କର ଉଦେଶ୍ୟ ପୂରଣ କରିବ।
କ୍ୟାରୀଅର ବିଷୟରେ କହିଲେ କାର୍ଯ୍ୟକ୍ଷେତ୍ରରେ ପ୍ରତିଟି ପଦକ୍ଷେପରେ ସହକର୍ମୀ ଓ ସିନିୟରଙ୍କର ସମର୍ଥନ ମିଳିବ ଓ ଏପରି ସ୍ଥିତିରେ ଆପଣ କାମରେ କରାଯାଇଥିବା ପରିଶ୍ରମ ବଦଳରେ ଭଲ ନାମ ଅର୍ଜନ କରିବାରେ ସକ୍ଷମ ହେବେ।
ଯେବେ କଥା ଆସେ ବ୍ୟବସାୟର ତେବେ ସୂର୍ଯ୍ୟ ଗୋଚର ସମୟରେ ଏହି ଲୋକ ବିଜନେସରେ ଏକ ନୂଆ ପାର୍ଟନର୍ଶିପରେ ଆସିପାରନ୍ତି ଯାହା ଦ୍ବାରା ଭଲ ରିଟାର୍ନ ପ୍ରାପ୍ତ ହେବ।
ଆର୍ଥିକ ଜୀବନରେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ପ୍ରାପ୍ତି ହେବ ଓ ଏପରି ସ୍ଥିତିରେ ଆପଣ ପଇସା ସଞ୍ଚୟ କରିପାରିବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର ଅଧିକାଂଶ ସମୟ ପରିବାର ସହିତ କଟିବ। ଆପଣ ଜୀବନସାଥୀ ସହିତ ଘର ପରିବାରରେ ଚାଲୁଥିବା ସମସ୍ଯା ବିଷୟରେ କହୁଥିବା ଦେଖାଯିବେ।
ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ଆପଣଙ୍କୁ ମାତାଙ୍କର ସ୍ବାସ୍ଥ୍ୟ ଉପରେ ବହୁତ ଧନ ଖର୍ଚ୍ଚ କରିବାକୁ ବାଧ୍ୟ କରିପାରେ।
ଉପାୟ : ପ୍ରତିଦିନ ଓଁ ଶୁକ୍ରାୟ ନମଃ 24 ଥର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ତୃତୀୟ ଘରର ସ୍ବାମୀ ଓ ଏବେ ତାଙ୍କର ଗୋଚର ଆପଣଙ୍କର ଷଷ୍ଠ ଘରେ ହେବାକୁ ଯାଉଛି।
ଏପରି ସ୍ଥିତିରେ ଏହି ଅବଧିରେ ଆପଣଙ୍କ ଦ୍ବାରଅ କରାଯାଇଥିବା କାର୍ଯ୍ୟରେ କରାଯାଇଥିବା ପ୍ରୟାସ ଆପଣଙ୍କୁ ସଫଳତା ଦେବ ଯାହା ଆପଣଙ୍କ ଭିତରେ ଥିବା ସାହସର ପରିଣାମ ହେବ।
କ୍ୟାରୀଅର କ୍ଷେତ୍ରରେ ମିଥୁନ ରାଶି ଲୋକଙ୍କର କାର୍ଯ୍ୟରେ ଭଲ ପ୍ରଦର୍ଶନ ରହିବ ଓ ଏପରି ସ୍ଥିତିରେ ଆପଣଙ୍କୁ ସମର୍ଥନ ସହିତ ଲୋକପ୍ରିୟତା ମଧ୍ୟ ପ୍ରାପ୍ତ ହେବ।
ବ୍ୟବସାୟକୁ ଦେଖିଲେ, ସୂର୍ଯ୍ୟଙ୍କର ବିଛା ରାଶିର ଗୋଚର ଆପଣଙ୍କର ଚିନ୍ତାଧାରା ସମସ୍ତଙ୍କ ଠାରୁ ଭିନ୍ନ କରିବ ଓ ବିଶିଷ୍ଟ କରିବ। ଏହାର ଫଳସ୍ବରୂପ, ଆପଣ ଅଧିକରୁ ଅଧିକ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଏହି ଲୋକ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଋଣ ନେବେ।
ବ୍ୟକ୍ତିଗତ ଜୀବନରେସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚରସମୟରେ ଏହି ଲୋକଙ୍କର ସାଥୀ ପ୍ରତି ସଚ୍ଚୋଟତା ରହିବ ଓ ଏହାର ଝଲକ ଆପଣଙ୍କର ଖୁସିରେ ମଧ୍ୟ ଦେଖାଯିବ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ଲୋକ ଶକ୍ତିଶାଳୀ ରହିବେ ଓ ତାଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ।
ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 21 ଥର ଜପ କରନ୍ତୁ।
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ। ଏବେ ତାଙ୍କର ଗୋଚର ପଞ୍ଚମ୍ ଘରେ ହେବାକୁ ଯାଉଛି।
ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ହେବ ଦ୍ବାରା ଏହି ଲୋକ ଧର୍ମ କର୍ମ ସହିତ ଜଡ଼ିତ କାର୍ଯ୍ୟ ଓ ଯାତ୍ରା ଉପରେ ବହୁତ ଧନ ଖର୍ଚ୍ଚ କରୁଥିବା ଦେଖାଯିବେ। ଆପଣ ସନ୍ତାନ କୁ ନେଇ ଚିନ୍ତିତ ରହିପାରନ୍ତି।
କ୍ୟାରୀଅର କୁ ଦେଖିଲେ, ଏହି ଲୋକଙ୍କୁ ଏହି ସମୟରେ ଚାକିରିରେ ନୂଆ ସୁଯୋଗ ପ୍ରାପ୍ତ ହେବ ଯାହା ଆପଣଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହେବ ଓ ଏହା ମାଧ୍ୟମରେ ଆପଣ ଭଲ ପ୍ରଦର୍ଶନ କରୁଥିବା ଅନ୍ୟମାନଙ୍କୁ ଦେଖାଯିବେ।
ବ୍ୟବସାୟ ବିଷୟରେ କହିଲେ ସୂର୍ଯ୍ୟଙ୍କର ଗୋଚର ସମୟରେ ଏହି ଲୋକଙ୍କର ପ୍ରଦର୍ଶନ ଶେୟାର ସହିତ ଜଡ଼ିତ ବିଜନେସରେ ଭଲ ରହିବ ଯାହା ଦ୍ବାରା ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି।
ଆର୍ଥିକ ଜୀବନରେ କର୍କଟ ରାଶି ଲୋକମାନେ ଯେତେ ପଇସା ରୋଜଗାର କରିବେ ସେ ନିଜର ସନ୍ତାନ ଉପରେ ଖର୍ଚ୍ଚ କରୁଥିବା ଦେଖାଯିବେ। ଏହି ସମୟରେ ଆପଣ ଟ୍ରେଡ ମାଧ୍ୟମରେ ମଧ୍ୟ ଲାଭ ପ୍ରାପ୍ତ କରିବେ।
ବ୍ୟକ୍ତିଗତ ଜୀବନରେ ଆପଣ ପାର୍ଟନର ସହିତ ନିଜର ଭାବନା ଶେୟାର କରିବେ। ଏପରି କରି ଆପଣଙ୍କର ସମ୍ପର୍କରେ ଖୁସି ବୃଦ୍ଧି ହେବ।
ସ୍ବାସ୍ଥ୍ୟ ମାମଲାରେ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ରହିବ ଓ ଏହି ସମୟ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ଦେବ ନାହିଁ।
ଉପାୟ : ପ୍ରତିଦିନ ଓଁ ସୋମାୟ ନମଃ 21 ଥର ଜପ କରନ୍ତୁ।
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ସୁରୀ ଦେବ ଆପଣଙ୍କର ଲଗ୍ନ ଘରର ସ୍ବାମୀ ଓ ଏବେ ଗୋଚର କରି ଆପଣଙ୍କର ଚତୁର୍ଥ ଘରକୁ ଯିବେ।
ଏହାର ପରିଣାମସ୍ବରୂପ, ଏହି ଲୋକ ସୂର୍ଯ୍ୟ ଗୋଚର ସମୟରେ ଧାର୍ମିକ ଉଦେଶ୍ୟ ପାଇଁ ଲାମ୍ବା ଯାତ୍ରାରେ ଯାଇପାରନ୍ତି। ସିଂହ ରାଶି ଲୋକ ନିଜର ସନ୍ତାନର ପ୍ରଗତିକୁ ନେଇ ଖୁସି ଦେଖାଯିବେ।
କ୍ୟାରୀଅର କ୍ଷେତ୍ରରେ ବିଛା ରାଶିରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ପ୍ରଦାନ କରିବ ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ।
ବ୍ୟବସାୟ କ୍ଷେତ୍ରରେ ସିଂହ ରାଶିର ଲୋକ ସାମାନ୍ଯ ବିଜନେସ ତୁଳନାରେ ସ୍ଟକ ମାଧ୍ୟମରେ ଲାଭ ପ୍ରାପ୍ତ କରିବାକୁ ସକ୍ଷମ ହେବେ।
ଆର୍ଥିକ ଜୀବନରେ ଆପଣଙ୍କୁ ହଠାତ ଧନ ଲାଭ ସହିତ ଲାଭ ପ୍ରାପ୍ତ ହେବ। ଏପରି ସ୍ଥିତିରେ ଆପଣ ଧନ ଅଧିକ ସଞ୍ଚୟ କରିପାରିବେ।
ବ୍ୟକ୍ତିଗତ ଜୀବନରେ ସୂର୍ଯ୍ୟ ଗୋଚରର ଅବଧିରେ ଆପଣ ପାର୍ଟନର ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯିବେ ଓ ଅନ୍ୟ ଲୋକଙ୍କ ପାଇଁ ଏକ ଭଲ ଉଦାହରଣ ହେବେ।
ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ସମୟରେ ଆପଣ ଫିଟ ଓ ସୁସ୍ଥ ରହିବେ ଯାହା ଆପଣଙ୍କ ଭିତରେ ଥିବା ସାହସ ଓ ନିର୍ଭୀକତାର ପରିଣାମ ହେବ।
ଉପାୟ : ଶନିବାର ଦିନ ଶନି ଗ୍ରହଙ୍କର ପୂଜା କରନ୍ତୁ।
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କର ଜାତକରେ ସୂର୍ଯ୍ୟ ମହାରାଜ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି।
ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ସମୟରେ ଆପଣକୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସାଙ୍ଗରେ, ଏହି ଲୋକଙ୍କର ନିଜର ଭାଇ ଭଉଣୀ ସହିତ ମତଭେଦ ହେବାର ଆଶଙ୍କା ଅଛି।
କ୍ୟାରୀଅର ବିଷୟରେ କହିଲେ ଆପଣ ଉନ୍ନତି ପାଇଁ ଚାକିରି ବଦଳାଇବା ପାଇଁ ଭାବି ପାରନ୍ତି ଓ ଏହା ସମ୍ଭବ ଯେ ଏହି ରାଶିର ଲୋକ ବର୍ତ୍ତମାନର ଚାକିରିରେ ଖୁସି ନାହାନ୍ତି।
ବ୍ୟବସାୟ ସମ୍ବନ୍ଧରେ ଠିକ ଯୋଜନା ନ ପ୍ରସ୍ତୁତ କରିବା ଯୋଗୁଁ ଆପଣ ଲାଭ କରିବାରେ ପଛେଇ ଯାଇ ପାରନ୍ତି। ସାଙ୍ଗରେ ଆପଣଙ୍କର ହାତରୁ ବିଜନେସ ସମ୍ବନ୍ଧିତ କୌଣସି ଭଲ ସୁଯୋଗ ଖସି ଯାଇପାରେ।
ଆର୍ଥିକ ଜୀବନରେ ଏହି ଲୋକନଙ୍କୁ ଛୋଟ ଯାତ୍ରା ମାଧ୍ୟମରେ ଲାଭ ପ୍ରାପ୍ତ ହେବ କିନ୍ତୁ ଏହି ପ୍ରକାର ଯାତ୍ରା ଆପଣଙ୍କର ଲାଖୁ ପୂରଣ କରିବାରେ ଅସଫଳ ରହିପାରେ।
ବ୍ୟକ୍ତିଗତ ଜୀବନରେ କନ୍ୟା ରାଶିର ଲୋକଙ୍କୁ ନିଜର ପାର୍ଟନର ସହିତ ଅଧିକ ସମୟ କାଟିବାର ସୁଯୋଗ ମିଳିବ ନାହିଁ କରଣ ଆପଣ କୌଣସି କଥାକୁ ନେଇ ଯୁକ୍ତିତର୍କ କରିପାରନ୍ତି।
ସ୍ବାସ୍ଥ୍ୟ ବିଷୟରେ କହିଲେ ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ଆପଣଙ୍କର ଅଣ୍ଟାରେ ଦରଜ ସମସ୍ଯା ଦେଇପାରେ ଯାହା ଯୋଗୁଁ ଆପଣ ଚାପଗ୍ରସ୍ତ ରହିବେ।
ଉପାୟ : ପ୍ରତିଦିନ ଓଁ ବୁଧାୟ ନମଃ 21 ଥର ଜପ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଏକାଦଶ ଘରର ସ୍ବାମୀ ଓ ତାଙ୍କର ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବାକୁ ଯାଉଛି।
ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ସଙ୍କେତ ଦେଉଛଇ ଯେ ଏହି ସମୟରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ରହିବ। ସାଙ୍ଗରେ ଆପଣଙ୍କର ରୁଚି ଅଧିକ ଧନ ସଞ୍ଚୟ କରିବାରେ ରହିବ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ ଓ ଏହା ମାଧ୍ୟମରେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। ଏପରି ସ୍ଥିତିରେ ଆପଣ ସନ୍ତୁଷ୍ଟ ଦେଖାଯିବେ।
ବ୍ୟବସାୟ ବିଷୟରେ କହିଲେ, ସୂର୍ଯ୍ୟଙ୍କର ଗୋଚର ସମୟରେ କୁମ୍ଭ ରାଶିର ବ୍ୟବସାୟ କରୁଥିବା ଲୋକ ବିଜନେସରେ ନୂଆ ଡୀଲ କରି ନିଜର ଲାଭ ବଢ଼ାଇବାକୁ ଚେଷ୍ଟା କରିବେ। ସାଙ୍ଗରେ ଆପଣ ଏକ ଭଲ ପ୍ରତିଦ୍ଵନ୍ଦୀ ପ୍ରମାଣିତ ହେବେ।
ଆର୍ଥିକ ଜୀବନରେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଧନ ରୋଜଗାର କରିବାର ସୁଯୋଗ ମିଳିବ, କିନ୍ତୁ ଆପଣ ଯେତେ ପଇସା ରୋଜଗାର କରିବେ ସେତିକି ସଞ୍ଚୟ କରିବାରେ ଅସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କର କଥାରେ ମଧୁରତା ପାର୍ଟନରକୁ ଖୁସି କରିବ ଓ ଏପରି ସ୍ଥିତିରେ ଆପଣ ଦୁହିଁକର ସମ୍ପର୍କ ଦୃଢ଼ ହେବ।
ସ୍ବାସ୍ଥ୍ୟ ବିଷୟରେ କହିଲେ ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୃଢ଼ ହେବ ଓ ଏହାର ପରିଣାମସ୍ବରୂପ ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।
ଉପାୟ : ପ୍ରତିଦିନ ନାରାୟଣୀୟମ ପାଠ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ଦଶମ ଘରର ସ୍ବାମୀ ଯାହା ଏବେ ଗୋଚର କରି ଆପଣଙ୍କର ଲଗ୍ନ ଘରକୁ ଯିବେ।
ଏହି ଘରେ ସୂର୍ଯ୍ୟ ଦେବଙ୍କର ଉପସ୍ଥିତି ଆପଣଙ୍କୁ କାମ ସମ୍ବନ୍ଧରେ ସିଦ୍ଧାନ୍ତରେ ଚାଲିବ ବ୍ୟକ୍ତି କରିବ। ସାଙ୍ଗରେ, ଏହି ଅବଧିରେ ଆପଣଙ୍କର ସମ୍ପୂର୍ଣ ଧ୍ୟାନ କାମ ଉପରେ କେନ୍ଦ୍ରିତ ରହିବ।
କ୍ୟାରୀଅର ବିଷୟରେ କହିଲେ, ସୂର୍ଯ୍ୟଙ୍କର ବିଛା ରାଶିର ଗୋଚର ଆପଣଙ୍କୁ ଚାକିରିରେ ନୂଆ ସୁଯୋଗ ଦେଇପାରେ ଯାହା dବାର ଆପଣ ବହୁତ ଖୁସି ଓ ସନ୍ତୁଷ୍ଟ ଦେଖାଯିବେ।
ବ୍ୟବସାୟକୁ ଦେଖିଲେ, ଏହି ଲୋକଙ୍କର ମନରେ ବ୍ୟବସାୟର ନୂଆ ଆଇଡିୟା ଆସିପାରେ ଯାହା ଫଳରେ ଆପଣ ଭଲ ଲାଭ ପ୍ରାପ୍ତ କରିବାରେ ସକ୍ଷମ ହେବେ।
ଆର୍ଥିକ ଜୀବନରେ ବିଛା ରାଶି ଲୋକ ସୂର୍ଯ୍ୟ ଗୋଚର ସମୟରେ ବହୁତ ଧନ ରୋଜଗାର କରିବାରେ ସଫଳ ହେବେ ଓ ଏପରି ସ୍ଥିତିରେ ଆପଣ ଭଲ ମାତ୍ରାରେ ପଇସା ସଞ୍ଚୟ କରିପାରିବେ। ସାଙ୍ଗରେ, ଆପଣଙ୍କୁ ଇନସେନଟିଭ ଓ ଅନ୍ୟ ଲାଭ ମଧ୍ୟ ମିଳିବାର ଯୋଗ ପ୍ରସ୍ତୁତ ହେବ।
ବ୍ୟକ୍ତିଗତ ଜୀବନରେ ଆପଣ ପାର୍ଟନର ସହିତ କଥା ହେବା ସମୟରେ ନିଜର ବାଣୀରେ ମଧୁରତା ରଖିବେ ଓ ଏହି କାରଣରୁ ଆପଣଙ୍କର ସମ୍ପର୍କରେ ପ୍ରେମ ଏବଂ ସୁଖ ରହିବ।
ସ୍ବାସ୍ଥ୍ୟ ମାମଲାରେ ସୂର୍ଯ୍ୟ ଗୋଚର ଅବଧିରେ ଆପଣ ଫିଟ ରହିବେ ଯାହା ଆପଣଙ୍କୁ ଶକ୍ତିଶାଳୀ ରଖିବ ଓ ଏହା ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସମ୍ଭବ ହେବ।
ଉପାୟ : ପ୍ରତିଦିନ ଓଁ ଭୌମାୟ ନମଃ 27 ଥର ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିଲୋକଙ୍କ ପାଇଁ ସୂର୍ଯ୍ୟ ମହାରାଜ ଆପଣଙ୍କର ନବମ ଘରର ସ୍ବାମୀ ଓ ଏବେ ଏହା ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ।
ଏହାର ଫଳସ୍ବରୂପ, ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ସମୟରେ ଆପଣ ପିତାଙ୍କ ସହିତ ଲାମ୍ବା ଯାତ୍ରାରେ ଯାଇପାରନ୍ତି।
କ୍ୟାରୀଅର କ୍ଷେତ୍ରରେ ଏହି ଲୋକଙ୍କୁ କାମ ପାଇଁ ଲାମ୍ବା ଯାତ୍ରାରେ ଯିବାକୁ ପଡ଼ିପାରେ।
ବ୍ୟବସାୟ ବିଷୟରେ କହିଲେ, ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ସମୟରେ ଆପଣଙ୍କୁ ବ୍ୟବସାୟକୁ ଚଳାଇବା ପାଇଁ ଦୂର ଯାତ୍ରା କରିବାକୁ ପଡ଼ିପାରେ ଯାହା ଆପଣଙ୍କ ପାଇଁ ଫଳଦାୟୀ ହେବ।
ଆର୍ଥିକ ଜୀବନକୁ ଦେଖିଲେ, ଏହି ସମୟ ଆପଣଙ୍କ ପାଇଁ ଆୟ ଓ ଖର୍ଚ୍ଚ ଦୁଇଟି ଯାକ ଆଣିପାରେ। ଆପଣଙ୍କୁ ଏହା ମଧ୍ୟରେ ସଂତୁଳନ ରଖି ଆଗକୁ ବଢ଼ିବାକୁ ହେବ।
ବ୍ୟକ୍ତିଗତ ଜୀବନରେ ସୂର୍ଯ୍ୟ ଗୋଚର ସମୟରେ ସାଥୀ ସହିତ ଯୁକ୍ତି ହେବାର ଆଶଙ୍କା ଅଛି ଯାହା ଭୁଲ ବୁଝାମଣା ଓ ପାରସ୍ପରିକ ବୁଝାମଣାର ଅଭାବ ଯୋଗୁଁ ହୋଇପାରେ।
ସ୍ବାସ୍ଥ୍ୟ ମାମଲାରେ ଧନୁ ରାଶି ଲୋକଙ୍କର ପାଦରେ ଦରଜ ହୋଇପାରେ ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ : ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ଫଳସ୍ବରୂପ ଏହି ଲୋକଙ୍କୁ ସୂର୍ଯ୍ୟ ଗୋଚର ସମୟରେ ପୈତୃକ ସମ୍ପତି କିମ୍ବା ଇନଶୋରେନ୍ସ ଇତ୍ୟାଦି ମାଧ୍ୟମରୁ ଧନ ମିଳିପାରେ। ଆପଣ ଜୀବନରେ ଚାଲିଥିବା ସମସ୍ଯାକୁ ପାର କରିବାରେ ସଫଳ ହେବେ।
କ୍ୟାରୀଅର ବିଷୟରେ କହିଲେ, ମକର ରାଶି ଲୋକଙ୍କ ପାଇଁ ଏହି ସମୟ ଚାକିରିରେ ନୂଆ ସୁଯୋଗ ଆଣିପାରେ ଓ ଏହି ପ୍ରକାର ସୁଯୋଗ ଆପଣଙ୍କର ଆଶା ପୂରଣ କରିପାରେ।
ବ୍ୟବସାୟକୁ ଦେଖିଲେ, ବିଜନେସ ସମ୍ବନ୍ଧରେ କରାଯାଇଥିବା ପ୍ରୟାସରୁ ଆପଣ ସଫଳତା ହାସଲ କରିବେ ଓ ଆପଣଙ୍କୁ ହଠାତ ଧନ ଲାଭ ପ୍ରାପ୍ତ ହେବ।
ଆର୍ଥିକ ଜୀବନରେ ସୂର୍ଯ୍ୟଙ୍କର ବିଛା ରାଶିରେ ଗୋଚର ଆପଣଙ୍କୁ ଇନସେନଟିଭ ଓ ଅନ୍ୟ ମାଧ୍ୟମରୁ ଲାଭ ଦେବ। ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
ବ୍ୟକ୍ତିଗତ ଜୀବନରେ ଆପଣ ଏହି ଅବଧିରେ ପାର୍ଟନର ସହିତ ଭଲ ତାଳମେଳର ଆନନ୍ଦ ନେବେ ଓ ଏହାର ପରିଣାମସ୍ଵରୋପପ, ଆପଣଙ୍କର ସମ୍ପର୍କ ଖୁସିରେ ଭରପୁର ରହିବ।
ସ୍ବାସ୍ଥ୍ୟକୁ ଦେଖିଲେ, ଏହି ଲୋକଙ୍କର ରୋଗ ପ୍ରତୋରୋଧକ କ୍ଷମତା ଦୃଢ଼ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ : ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ସପ୍ତମ ଘରର ସ୍ବାମୀ ଓ ଏବେ ଏହା ଗୋଚର କରି ଆପଣଙ୍କର ଦଶମ ଘରକୁ ଯିବେ।
ଏହି ଅବଧିରରେ ଏହି ଲୋକ ନୂଆ ବନ୍ଧୁ ଓ ନୂଆ ଲୋକଙ୍କ ସହିତ ମିଶାମିଶି ବଢ଼ାଇବେ। ଏହା ବ୍ୟତୀତ ଏହି ସମୟରେ ଆପଣଙ୍କୁ ଲମ୍ବା ଯାତ୍ରା କରିବାର ସୁଯୋଗ ମିଳିବ।
କ୍ୟାରୀଅର କ୍ଷେତ୍ରରେ ସୂର୍ଯ୍ୟଙ୍କ ବିଛା ରାଶିରେ ଗୋଚର ଆପଣଙ୍କୁ ଚାକିରିରେ ପ୍ରୋମୋସନ ଓ ବରିଷ୍ଠ ଏବଂ ସହକର୍ମୀଙ୍କର ସମର୍ଥନ ଦେବ। ଏପରି ସ୍ଥିତିରେ ଆପଣ ପର୍ଯ୍ୟାପ୍ତ ଧନ ଲାଭ କରିବାକୁ ସକ୍ଷମ ହେବେ।
ବ୍ୟବସାୟ ଦୃଷ୍ଟିରୁ କୁମ୍ଭ ରାଶି ଲୋକଙ୍କର ସୂର୍ଯ୍ୟ ଗୋଚର ସମୟରେ ବିଜନେସରେ ଏକ ନୂଆ ପାର୍ଟନର୍ଶିପ ଆରମ୍ଭ ହେବ ଓ ଏହାର ଫଳସ୍ବରୂପ ଆପଣ ଭଲ ଲାଭ ରୋଜଗାର କରିବେ।
ଆର୍ଥିକ ଜୀବନ ବିଷୟରେ କହିଲେ ଆପଣ ଅଧିକ ରୁ ଅଧିକ ପଇସା ରୋଜଗାର କରିବେ ଓ ସଞ୍ଚୟ କରିବେ ଓ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କର ସମ୍ପର୍କ ଜୀବନସାଥୀ ସହିତ ଭଲ ରହିବ ଓ ଏପରି ସ୍ଥିତିରେ ଆପଣଙ୍କ ମଧ୍ୟରେ ଭଲ ତାଳମେଳ ରହିବ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣ ସମ୍ପୂର୍ଣ ଭାବରେ ଫିଟ ରହିବେ ଯାହା ଆପଣଙ୍କ ଭିତରେ ଥିବା ଊର୍ଜାର ପରିଣାମ ହେବ।
ଉପାୟ : ଶନିବାର ଦିନ ଗରିବଙ୍କୁ ଭୋଜନ ଦାନ କରନ୍ତୁ।
ମୀନ ରାଶି
ମୀନ ରାଶିଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ଷଷ୍ଠ ଘରର ଅଧିପତି ଓ ଏବେ ତାଙ୍କର ଗୋଚର ଆପଣଙ୍କର ନବମ ଘରେ ହେବାକୁ ଯାଉଛି।
ସୂର୍ଯ୍ୟ ଦେବଙ୍କର ଏହି ଘରେ ଉପସ୍ଥିତି ସମୟରେ ଆପଣ ପରିବାର ସହିତ କୌଣସି ତୀର୍ଥସ୍ଥଳକୁ ଯାତ୍ରା କରିପାରିବେ। ସାଙ୍ଗରେ ଏହି ଲୋକଙ୍କୁ କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ସଫଳତା ମିଳିବ।
କ୍ୟାରୀଅର ବିଷୟରେ କହିଲେ କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ କରିବାରେ ଭାଗ୍ୟ ଆପଣଙ୍କର ସାଥ ଦେବ। ଏହି ଲୋକଙ୍କର ଭାଗ୍ୟ ଏମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ପ୍ରଦାନ କରିବ।
ବ୍ୟବସାୟ କ୍ଷେତ୍ରରେ ବିଛା ରାଶିରେ ସୂର୍ଯ୍ୟଙ୍କର ଗୋଚର ବିଜନେସକୁ ଚଳାଇବା ପାଇଁ ଲମ୍ବା ଯାତ୍ରା କରାଇପାରେ ଯାହା ଦ୍ୱରର ଆପଣଙ୍କୁ ଭଲ ଲାଭ ହେବ।
ଆର୍ଥିକ ଜୀବନରେ ଯଦି ଆପଣଙ୍କୁ ଧନ ପ୍ରାପ୍ତ ହେବ, ତେବେ ଆପଣଙ୍କର ଖର୍ଚ୍ଚ ମଧ୍ୟ ରହିବ ଓ ଏହି ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ଯୋଜନ କରି ଚଳିବାକୁ ପଡ଼ିବ।
ବ୍ୟକ୍ତିଗତ ଜୀବନକୁ ଦେଖିଲେ, ମୀନ ରାଶିର ଲୋକ ନିଜର ସାଥୀ ପ୍ରତି ସଚ୍ଚୋଟ ରହିବେ ଓ ଏପରି ସ୍ଥିତିରେ ଆପଣ ଦୁହେଁ ସମ୍ପର୍କର ଆନନ୍ଦ ନେଉଥିବାର ଦେଖାଯିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କର ଫିଟନେସ ଦୃଢ଼ ହେବ ଓ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।
ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କର ପୂଜା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟଙ୍କର ଜ୍ଯୋତିଷଶାସ୍ତ୍ରରେ ମହତ୍ଵ କ’ଣ?
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ନବଗ୍ରହଙ୍କର ରାଜା କୁହଯାଏ ଯିଏ ଆତ୍ମା, ପିତା, ଓ ମାନ ସମ୍ମାନର କାରକ ଅଟନ୍ତି।
2. ବିଛା ରାଶିରେ ସୂର୍ଯ୍ୟଙ୍କର ଗୋଚର କେବେ ହେବ?
ସୂର୍ଯ୍ୟ ଗ୍ରହ 16 ନଭେମ୍ବର 2024 ଦିନ ବିଛା ରାଶିରେ ଗୋଚର କରିବେ।
3. ସୂର୍ଯ୍ୟ ଗ୍ରହ କେଉଁ ରାଶିର ସ୍ବାମୀ?
ରାଶି ଚକ୍ରରେ ସୂର୍ଯ୍ୟ ଦେବଙ୍କୁ ସିଂହ ରାଶିର ସ୍ବାମୀତ୍ଵ ପ୍ରାପ୍ତ ହୋଇଛି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Numerology Insights 2025: Reviewing The Characteristics Of Moolank 1 Natives
- Powerful Malavya Rajyoga 2025 After 1 Year: Fame And Glory For 3 Zodiacs!
- Chidra Dasha: Hidden Life Lessons Through Celebrity Horoscope Analysis!
- Planetary Transits May 2025: Wealth & Triumph For 3 Lucky Zodiac Signs!
- Mercury Transits In May 2025: Success & Prosperity For 3 Lucky Zodiac Signs!
- Types of Muhurat In A Day: Complete Guide To Auspicious Timings!
- Atichari Jupiter Till 2032 & Impact On Zodiacs: What to Expect?
- Sun Transit In Aries: Obstacles Will Be Removed Making Life Peaceful
- Weekly Horoscope For The Week Of April 14th to 20th, 2025!
- Baisakhi 2025: Auspicious Yoga & More!
- 50 साल बाद सूर्य गोचर से बनेगा शुभ योग, ये राशि वाले जरूर पढ़ लें अपने बारे में!
- क्या है छिद्र दशा और ग्रहों का खेल, सिलेब्रिटी की कुंडली से समझें!
- एक दिन में होते हैं कितने मुहूर्त? जानें कब होता है शुभ समय!
- बृहस्पति 2032 तक रहेंगे अतिचारी, जानें क्या पड़ेगा 12 राशियों पर प्रभाव!
- मेष राशि में सूर्य के प्रवेश से बन जाएंगे इन राशियों के बिगड़े काम; धन लाभ के भी बनेंगे योग!
- इस सप्ताह सूर्य का होगा मेष में गोचर, बदल जाएगी इन 3 राशि वालों की तक़दीर!
- बेहद शुभ योग में मनाया जाएगा बैसाखी का त्योहार, जानें तिथि, मुहूर्त और महत्व!
- धन-वैभव के दाता शुक्र करेंगे अपनी चाल में बदलाव, इन राशियों के बनेंगे नौकरी में तरक्की के योग!
- टैरो साप्ताहिक राशिफल : 13 अप्रैल से 19 अप्रैल, 2025
- चैत्र पूर्णिमा व्रत 2025: इस विधि से करेंगे पूजा, तो ज़रूर प्रसन्न होंगे श्री हरि!
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025