ଶନି କୁମ୍ଭ ରାଶିରେ ଅସ୍ତ (22 ଫେବ୍ରୁୟାରୀ 2025)
ନ୍ୟାୟ ଏବଂ ପ୍ରତିବଦ୍ଧତାର କାରକ ଗ୍ରହ ଶନି ଦେବ 22 ଫେବ୍ରୁୟାରୀ 2025 ସକାଳ 11:23 ରେ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। କୁମ୍ଭ ରାଶି ଶନି ମହାରାଜଙ୍କର ମୂଳତ୍ରିକୋଣ ରାଶି ଓ ଏହି ରାଶିରେ ତାଙ୍କର ସ୍ଥିତି ବହୁତ ଦୃଢ଼ ହୋଇଥାଏ। କିନ୍ତୁ ଯେବେ ଶନି କୁମ୍ଭ ରାଶିରେ ଅସ୍ତ ହୁଅନ୍ତି, ତେବେ ସେ ନିଜର ଶକ୍ତି ହରାଇ ଦିଅନ୍ତି ଓ ଲୋକଙ୍କଊ କାର୍ଯ୍ୟରେ ଅସଫଳତା ପ୍ରଦାନ କରନ୍ତି। ଏହାର ପରିଣାମସ୍ବରୂପ, ଯେଉଁ ଲୋକ ସକାରାତ୍ମକ ପରିଣାମ ପ୍ରାପ୍ତ କରନ୍ତି, ତାଙ୍କୁ କିଛି ଡେରି ପରେ ଫଳ ମିଳିପାରେ କିମ୍ବା ଇଚ୍ଛା ପୂରଣ ହେବାରେ ସମୟ ଲାଗିପାରେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କୁମ୍ଭ ରାଶିରେ ଶନି ଅସ୍ତ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଶନି କୁମ୍ଭ ରାଶିରେ ଅସ୍ତ ହେବା ସମୟରେ ବୃଷ, ତୁଳା, ବିଛା ଓ ମକର ରାଶିର ଲୋକଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ।
କ’ଣ ହୋଇଥାଏ ଗ୍ରହଙ୍କର ଅସ୍ତ ଅବସ୍ଥା?
ଜ୍ଯୋତିଷଶାସ୍ତ୍ରରେ ଗ୍ରହଙ୍କର ଅସ୍ତ ହେବା ଏପରି ଏକ ଅବସ୍ଥା ଯେତେବେଳେ କୌଣସି ଗ୍ରହ ସୂର୍ଯ୍ୟଙ୍କର ବହୁତ ନିକଟତର ହୋଇଯାଏ ସେ ନିଜର ଶକ୍ତି ହରାଇ ଦିଏ। ବର୍ତ୍ତମାନ ଦାୟିତ୍ବ ଓ କ୍ୟାରୀଅରର ଗ୍ରହ ଶନି ମହାରାଜ ସୂର୍ଯ୍ୟଙ୍କର ପାଖକୁ ଯାଇ କୁମ୍ଭ ରାଶିରେ ଅସ୍ତ ହୋଇଯିବେ। ଏହାର ଫଳସ୍ବରୂପ, ଏହି ଲୋକଙ୍କଊ କ୍ୟାରୀଅର କ୍ଷେତ୍ରରେ ସମସ୍ଯା କିମ୍ବା କ୍ଷତି ସାମ୍ନା କରିବାକୁ ପଡ଼ିପାରେ। ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ବାଧ୍ୟ କରେ ଯାହା ତାଙ୍କୁ ତାଙ୍କ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରିଥାଏ। ଆପଣ ଚାକିରିରେ ପରିବର୍ତ୍ତନ କିମ୍ବା କାମ ପାଇଁ ଏପରି ଜାଗାକୁ ଯାଇ ପାରନ୍ତି ଯାହା ଆପଣଙ୍କୁ ପସନ୍ଦ ନୁହେଁ ଓ କିଛି ଲୋକ ଶନି ଅସ୍ତ ହେବା ସମୟରେ ନିଜର ଚାକିରି ହରାଇ ଦିଅନ୍ତି।
हिंदी में पढ़ने के लिए यहां क्लिक करें: कुंभ राशि में शनि अस्त
ଜ୍ଯୋତିଷଶାସ୍ତ୍ରରେ ଶନି ଗ୍ରହଙ୍କର ମହତ୍ଵ
ଶନି ଦେବଙ୍କୁ କ୍ୟାରିଅର, ଜୀବନ ଏବଂ ସମ୍ମାନର ସୂଚକ ବୋଲି ବିବେଚନା କରାଯାଏ, ଯିଏ କଠିନ ପରିଶ୍ରମ, ମର୍ଯ୍ୟାଦା, ସମ୍ମାନ, ପ୍ରତିବଦ୍ଧତା ଏବଂ ସଚ୍ଚୋଟତାର ପ୍ରତିନିଧିତ୍ୱ କରନ୍ତି। କୁଣ୍ଡଳୀରେ ଶନି ଶକ୍ତିଶାଳୀ ଥିବାରୁ ଲୋକଙ୍କୁ ଶାସନ କରିବାର ଶକ୍ତି, ଚାକିରିରେ ଉଚ୍ଚ ପଦବୀ, ଆର୍ଥିକ ଜୀବନରେ ଭାଗ୍ୟ ଏବଂ ବ୍ୟବସାୟରେ ଲାଭ ମିଳିଥାଏ। ଶନି ଗ୍ରହ ବିଦେଶକୁ ମଧ୍ୟ ଦର୍ଶାନ୍ତି ଓ ତାଙ୍କର ସ୍ଥିତି ଶକ୍ତିଶାଳୀ ହେବା ଯୋଗୁଁ ବ୍ୟକ୍ତିକୁ କ୍ୟାରୀଅର ସମ୍ବନ୍ଧରେ ବିଦେଶ ଯାତ୍ରାର ସୁଯୋଗ ମିଳିଥାଏ।
To Read in English Click Here: Saturn Combust in Aquarius
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ
ରାଶି ଅନୁସାରେ ପ୍ରଭାବ ଓ ଉପାୟ
ଆସନ୍ତୁ ଏବେ ନଜର ପକାଇବା ଶନି କୁମ୍ଭ ରାଶିରେ ଅସ୍ତ ହୋଇ ସମସ୍ତ 12 ଟି ରାଶିକୁ କିପରି ପରିଣାମ ଦେବେ।
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଦଶମ ଘର ଓ ଏକାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଏକାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଏହି ଲୋକ କୁମ୍ଭ ରାଶିରେ ଶନି ଅସ୍ତ ସମୟରେ ନିଜର କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ସଫଳତା ପ୍ରାପ୍ତ କରିପାରିବେ। ଏହି ସମୟରେ ଆପଣ ଲମ୍ବା ଯାତ୍ରାରେ ଯାଇ ପାରନ୍ତି ଓ ସାଙ୍ଗରେ ଆପଣଙ୍କୁ ଜୀବନରେ କିଛି ପରିବର୍ତ୍ତନ ମିଳିପାରେ।
କ୍ୟାରୀଅର ବିଷୟରେ କହିଲେ କାର୍ଯ୍ୟକ୍ଷେତ୍ରରେ କରାଯାଇଥିବା ପ୍ରୟାସରେ ଆପଣଙ୍କୁ ଭାଗ୍ୟର ସାଥ ମିଳିବ ଓ କାମ ପାଇଁ ଆପଣଙ୍କୁ ବିଦେଶ ଯିବାକୁ ସୁଯୋଗ ମିଳିପାରେ।
ବ୍ୟବସାୟ ବିଷୟରେ କହିଲେ ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣଙ୍କୁ ଭଲ ଲାଭ କରିବା ପାଇଁ ବିଜନେସରେ ପଡ଼ୁଥିବା ଚାପକୁ ସମ୍ଭାଳିବାକୁ ପଡ଼ିବ।
ଆର୍ଥିକ ଜୀବନରେ ଆପଣଙ୍କୁ ଭାଗ୍ୟର ସାଥ ନ ମିଳିବାର ଆଶଙ୍କା ଅଛି ଓ ଏପରି ସ୍ଥିତିରେ ଆପଣଙ୍କ ସାମ୍ନାରେ କିଛି ବଡ଼ ଖର୍ଚ୍ଚ ଆସିପାରେ।
ବ୍ୟକ୍ତିଗତ ଜୀବନରେ ଆପଣଙ୍କୁ ସାଥୀ ସହିତ କଥାବାର୍ତ୍ତା ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ଆପଣ ସମ୍ପର୍କ ଉପରେ ନିୟନ୍ତ୍ରଣ ହରାଇ ପାରନ୍ତି।
ସ୍ବାସ୍ଥ୍ୟ ମାମଲାରେ, ଏହି ମାମଲାରେ ଏହି ଲୋକଙ୍କଊ କାନ୍ଧରେ ଦରଜ ହୋଇପାରେ ଯେଉଁ କାରଣରୁ ଆପଣ ଚାପରେ ରହି ପାରନ୍ତି। ଆପଣଙ୍କର ଖୁସିରେ ମଧ୍ୟ ମଧ୍ୟ ହ୍ରାସ ହେବାର ସମ୍ଭାବନା ଅଛି।
ଉପାୟ: ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର କୁଣ୍ଡଳୀରେ ନବମ ଘର ଓ ଦଶମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଶନି କୁମ୍ଭ ରାଶିରେ ଅସ୍ତ ସମୟରେ ଆପଣଙ୍କୁ ଧନ ସହିତ ଜଡ଼ିତ ସମସ୍ଯା ସହିତ ବ୍ୟକ୍ତିଗତ ଜୀବନରେ ସମସ୍ଯା ଦେଇ ପାରନ୍ତି। ଏହା ବ୍ୟତୀତ, ଆପଣଙ୍କୁ ହଠାତ ଲାଭ କିମ୍ବା କୁଛି ନୂଆ ସୁଯୋଗ ପ୍ରାପ୍ତ ହେବ।
କ୍ୟାରୀଅର ବିଷୟରେ କହିଲେ, ଏହି ଲୋକଙ୍କଊ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହିତ ତାଳମେଳ ରଖିବାରେ ସମସ୍ଯା ହୋଇପାରେ। ଆପଣଙ୍କୁ ଭଲ କାମ ପାଇଁ ପ୍ରଶଂସା ନ ମିଳିପାରେ।
ବ୍ୟବସାୟକୁ ଦେଖିଲେ, ଯେଉଁ ଲୋକ ନିଜର ବ୍ୟବସାୟ କରନ୍ତି, ତାଙ୍କୁ ଏହି ଅବଧିରେ ଇଚ୍ଛାନୁଯାୟୀ ଲାଭ ନ ମିଳିବାର ଆଶଙ୍କା ଅଛି ସେଥିପାଇଁ ଟିକେ ଭାବି ଚିନ୍ତି କାମ କରନ୍ତୁ।
ଆର୍ଥିକ ଜୀବନରେ ବୃଷ ରାଶିର ଲୋକଙ୍କୁ ଠିକ ଯୋଜନା ପ୍ରସ୍ତୁତ କରି ଓ ଅଯଥା ଖର୍ଚ୍ଚ ନ କରି ଚଳିବାକୁ ହେବ ନଚେତ କ୍ଷତି ସହିବାକୁ ପଡ଼ିପାରେ। ଏହା ବ୍ୟତୀତ ଆପଣ ଅଧିକ ମାତ୍ରାରେ ଧନ ରୋଜଗାର କରିବାକୁ ଅସକ୍ଷମ ରହିବେ।
ଶନିଙ୍କର ସ୍ଟା ଅବସ୍ଥାରେ ଆପଣଙ୍କ ଦ୍ବାରା କୁହାଯାଇଥିବା କଥାା ପାର୍ଟନରକୁ ପସନ୍ଦ ନ ଆସିପାରେ ଯାହା ଫଳରେ ଆପଣଙ୍କର ଖୁସି ହ୍ରାଦ ହୋଇପାରେ। ଆପଣଙ୍କୁ ପରସ୍ପରିକ ତାଳମେଳ ରଖିବାକୁ ଚେଷ୍ଟା କରିବାକୁ ହେବ।
ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ଲୋକଙ୍କଊ ନିଜର ସ୍ବାସ୍ଥ୍ୟକୁ ନେଇ ବହୁତ ଅଧିକ ସାବଧାନ ରହିବାକୁ ହେବ କାରଣ ଆପଣଙ୍କୁ ଦାନ୍ତରେ ଦରଜ ଓ ଆଖିରେ ସଂକ୍ରମ ହୋଇପାରେ।
ଉପାୟ: ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଅଷ୍ଟମ ଘର ଓ ନବମ ଘରର ସ୍ବାମୀ। ବର୍ତ୍ତମାନ ସମୟରେ ଆପଣଙ୍କର ନବମ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, କୁମ୍ଭ ରାଶିରେ ଶନି ଅସ୍ତ ହେବା ଯୋଗୁଁ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବାର ଆଶଙ୍କା ଅଛି ଓ ଏପରି ସ୍ଥିତିରେ ଆପଣଙ୍କୁ ଜୀବନର ବଡ଼ ସମସ୍ଯାରୁ ବଞ୍ଚିବାର ଅଛି।
ଯେବେ କଥା ଆସେ କ୍ୟାରୀଅରର, ହୋଇପାରେ ଏହି ଲୋକଙ୍କୁ ବରିଷ୍ଠଙ୍କ ଠାରୁ କାର୍ଯ୍ୟ ପାଇଁ ସାହାଜ୍ୟ ଓ ପ୍ରଶଂସା ନ ମିଳିବା ଯୋଗୁଁ ଆପଣ ଚାପରେ ରହୁଥିବା ନଜର ଆସିବେ।
ବେବସାୟ କରୁଥିବା ଲୋକଙ୍କୁ ଭାଗ୍ୟ ଏହି ସମୟରେ ସାଥ ଦେବ ନାହିଁ। ଏହି କାରଣରୁ ଆପଣଙ୍କୁ ବିରୋଧୀଙ୍କ ଠାରୁ ଟକ୍କର ମିଳିପାରେ।
ଅସରଠିକ ଜୀବନକୁ ଦେଖିଲେ, ଏହି ସମୟରେ ଆପଣ ଧନ ରୋଜଗାର କରିବାରେ ପଛେଇ ଯିବେ ଓ ଯଦି ଆଓନ ଧନ ରୋଜଗାର କରି ଦେଇ ପାରୁଛନ୍ତି ତେବେ ଆପଣ ସଞ୍ଚୟ କରି ପାରିବେ ନାହିଁ ।
ପ୍ରେମ ଜୀବନ ବିଷୟରେ କହିଲେ, ଶନି ଅସ୍ତ ସମୟରେ ଆପଣଙ୍କର ମନରେ ତିକ୍ତତା ସୃଷ୍ଟି ହୋଇପାରେ ଓ ଏହି କାରଣରୁ ଆପଣଙ୍କର ମନରେ ପାର୍ଟନର ପ୍ରତି ସଦ୍ଭାବ ହ୍ରାସ ପାଇପାରେ।
ସ୍ବାସ୍ଥ୍ୟ ବିଷୟରେ କହିଲେ ମିଥୁନ ରାଶିର ଲୋକ ନିଜର ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବା ପାଇଁ ବାଧ୍ୟ ହୋଇ ପାରନ୍ତି, ଏପରି ସ୍ଥିତିରେ ଆପଣଙ୍କର ଖର୍ଚ୍ଚ ବଢ଼ିପାରେ।
ଉପାୟ: ପ୍ରତିଦିନ ହନୁମାନ ଚାଲିସା ପାଠ କରନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ରାଶିରେ ସପ୍ତମ ଓ ଅଷ୍ଟମ ଘରର ସ୍ୱମୟ ଓ ଏବେ ସେ ଆପଣଙ୍କର ଅଷ୍ଟମ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଫଳସ୍ୱରୂପ, ଶନି କୁମ୍ଭ ରାଶିରେ ଥିବା ସମୟରେ ଆପଣ ପ୍ରଗତି ପାଇଁ କିଛି ମହାନ ସୁଯୋଗ ହରାଇ ପାରନ୍ତି। ଅନ୍ୟ ପଟେ, ଏହି ଲୋକମାନେ ପୈତୃକ ସମ୍ପତ୍ତି ମାଧ୍ୟମରେ ହଠାତ ଲାଭ ପାଇବାର ସୁଯୋଗ ପାଇବେ।
କ୍ୟାରୀଅର କ୍ଷେତ୍ରରେ ଆପଣଙ୍କର ଖର୍ଚ୍ଚ ବହୁତ ବଢ଼ିପାରେ କାରଣ ଆପଣଙ୍କର ପରିବାରର ଆବଶ୍ୟକତା ବଢ଼ିପାରେ।
କର୍କଟ ରାଶିର ଯେଉଁ ଲୋକ ବ୍ୟବସାୟ କରନ୍ତି, ଶନି ଅସ୍ତ ସମୟରେ ନା ଲାଭ କରିବେ ନା କ୍ଷତି ସାହିବେ।
ଯେଉଁମାନେ ନିଜର ବ୍ୟବସାୟ ଚଳାଉଛନ୍ତି, ସେମାନେ ଏହି ସମୟ ମଧ୍ୟରେ ଏତେ ଲାଭ ପାଇବାର ସମ୍ଭାବନା ନାହିଁ ଯେପରି ଆପଣ ଭାବିଥିବେ କାରଣ ଆପଣଙ୍କ ବ୍ୟବସାୟରେ ହ୍ରାସ ଘଟିପାରେ। ଏହି ସବୁ ପରିସ୍ଥିତି ଯୋଗୁଁ ଆପଣ ଚାପ ରେ ରହି ପାରନ୍ତି।
ଆର୍ଥିକ ଜୀବନରେ ଆପଣଙ୍କୁ ଅବହେଳା ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ ଓ ଆପଣ ନିଜର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବା ପାଇଁ ବାଧ୍ୟ ହୋଇପାରନ୍ତି।
ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ଆପଣଙ୍କ ଜୀବନସାଥୀଙ୍କ ସହ ସମ୍ପର୍କରେ ସନ୍ତୋଷର ଅଭାବ ରହିପାରେ ଏବଂ ଏହାର କାରଣ ସମ୍ପର୍କରେ ପ୍ରେମର ଅଭାବ କିମ୍ବା ଆପଣଙ୍କର ଜିଦ୍ଖୋର ସ୍ୱଭାବ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ, ଶନିଙ୍କର ଅସ୍ତ ଅବସ୍ଥା ଆପଣଙ୍କୁ ଆଖିରେ ଦରଜ କରାଇପାରେ ଯେଉଁ କାରଣରୁ ଆପଣଙ୍କୁ ସମସ୍ଯା ହୋଇପାରେ।
ଉପାୟ: ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ଜାତକରେ ଶନି ଦେବ ଆପଣଙ୍କର ଷଷ୍ଠ ଓ ସପ୍ତମ ଘରର ସ୍ବାମୀ। ବର୍ତ୍ତମାନ ସମୟରେ ଏହା ଆପଣଙ୍କର ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, ଶନି କୁମ୍ଭ ରାଶିରେ ଅସ୍ତ ସମୟରେ ଆପଣଙ୍କୁ ବନ୍ଧୁଙ୍କ ସହିତ ସମସ୍ଯା ସହିବାକୁ ପଡ଼ିପାରେ। ଏପରି ସ୍ଥିତିରେ ଯଦି ଆପଣ ତାଙ୍କୁ ବୁଝାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଲଗାତାର ପ୍ରୟାସ କରିବାକୁ ପଡ଼ିପାରେ।
ଯେବେ କଥାା ଆସେ କ୍ୟାରୀଅରର ତେବେ ସିଂହ ରାଶିର ଲୋକ ନିଜର ଚାକିରିରେ କିଛି ସମସ୍ଯା ସାମ୍ନା କରି ପାରନ୍ତି ଓ ଏହାର ଫଳସ୍ବରୂପ, ଆପଣଙ୍କୁ ସଫଳତା ପାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ହେବ।
ବ୍ୟବସାୟ ଦୃଷ୍ଟିରୁ, ଶନିଙ୍କର ଅସ୍ତ ସମୟରେ ଆପଣ ପ୍ରତିଦ୍ୱନ୍ଦ୍ୱୀଙ୍କ ଚାପ ବୃଦ୍ଧି ପାଇବା ହେତୁ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇବାରେ ବିଫଳ ହୋଇପାରନ୍ତି।
ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଏହି ସମୟ ମଧ୍ୟରେ, ଅସାବଧାନତା ଯୋଗୁଁ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ ଏବଂ ଏପରି କ୍ଷେତ୍ରରେ, ଆପଣଙ୍କୁ ଅନାବଶ୍ୟକ କ୍ଷତି ସହିବାକୁ ପଡ଼ିପାରେ ଯାହା ଆପଣଙ୍କର ସମସ୍ୟାକୁ ବୃଦ୍ଧି କରିବ।
ପ୍ରେମ ଜୀବନରେ ଆପଣଙ୍କୁ ଭାବି ଚିନ୍ତି କଥା କହିବାକୁ ହେବ କରନ ହୋଇପାରେ ଆପଣଙ୍କର କଥା ସାଥୀକୁ ପସନ୍ଦ ନ ଆସିପାରେ ଓ ଆପଣଙ୍କର ସମ୍ପର୍କରୁ ମଧୁରତା ହ୍ରାସ ପାଇପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ କୌଣସି ଯାତ୍ରା ସମୟରେ ସ୍ବାସ୍ଥ୍ୟ ସମସ୍ଯା ଯେପରି ପାଦରେ ଦରଜ ଇତ୍ୟାଦି ସାମ୍ନା କରିବାକୁ ପଡ଼ିପାରେ ଓ ସେଥିପାଇଁ ଆପଣ ନିଜର ଧ୍ୟାନ ରଖନ୍ତୁ।
ଉପାୟ: ରବିବାର ଦିନ ସୂର୍ଯ୍ୟ ଦେବଙ୍କ ପାଇଁ ଯଜ୍ଞ କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ପଞ୍ଚମ ଘର ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଶନି ଅସ୍ତ ଅବସ୍ଥା ସମୟରେ ଆପଣ ନିଜର ସନ୍ତାନର ପ୍ରଗତି ବିଷୟରେ ଭାବୁଥିବା ଦେଖାଯିବେ। ଆପଣଙ୍କୁ ଚାପ ଓ ଋଣ ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ, ଆପଣଙ୍କ ଦ୍ବାରା କାର୍ଯ୍ୟରେ କରାଯାଇଥିବା ପ୍ରୟାସ ରୁ ହରହାତି ପରିଣାମ ପ୍ରାପ୍ତ ହୋଇପାରେ। ଏହି ସମୟରେ ଆପଣ ବହୁତ ସମର୍ପିତ ହୋଇ କାମ କରିବେ।
ବ୍ୟବସାୟ ବିଷୟରେ କହିବାକୁ ଗଲେ, ବ୍ୟବସାୟ କରୁଥିବା କନ୍ୟା ରାଶିର ଲୋକମାନଙ୍କୁ ବ୍ୟବସାୟରେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ ଏବଂ ଏପରି କ୍ଷେତ୍ରରେ, ଆପଣ ଆପଣଙ୍କର ବର୍ତ୍ତମାନର ବ୍ୟବସାୟ ଛାଡ଼ିବାକୁ ବାଧ୍ୟ ହୋଇପାରନ୍ତି।
ଶନି କୁମ୍ଭ ରାଶିରେ ଅସ୍ତ ସମୟରେ ଆପଣଙ୍କର ସାମ୍ନାରେ ଏକ ବଡ଼ ଖର୍ଚ୍ଚ ଆସିପାରେ ଯାହା ଆପଣଙ୍କ ଉପରେ ବଢ଼ୁଥିବା ଦାୟିତ୍ବର ପରିଣାମ ହେବ।
ପ୍ରେମ ଜୀବନରେ ଆପଣ ଜୀବନସାଥୀ ସହିତ ଯୁକ୍ତି ହୋଇପାରେ ଯାହା ଫଳରେ ଆପଣ ଚିନ୍ତିତ ଦେଖାଯାଇ ପାରନ୍ତି, ସେଥିପାଇଁ ଏହି ପରିସ୍ଥିତିରୁ ବଞ୍ଚିବା ପାଇଁ ବିବାଦ ଏଡ଼ାନ୍ତୁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ କୁମ୍ଭ ରାଶିରେ ଶନି ଅସ୍ତ ହେବା ଦ୍ବାର ଆପଣଙ୍କର ସନ୍ତାନକୁ ନେଇ ଚିନ୍ତିତ ରହି ପାରନ୍ତି, ଓ ସାଙ୍ଗରେ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ବହୁତ ଖର୍ଚ୍ଚ କରିବାକୁ ପଡ଼ିପାରେ।
ଉପାୟ: ବୁଧବାର ଦିନ ଭଗବାନ ଲକ୍ଷ୍ମୀ ନାରାୟଣଙ୍କ ପାଇଁ ଯଜ୍ଞ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶିର ଲୋକ ଜାତକରେ ଶନି ଦେବ ଆପଣଙ୍କର ଚତୁର୍ଥ ଓ ପଞ୍ଚମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ଫଳସ୍ବରୂପ, କୁମ୍ଭ ରାଶିରେ ଶନି ଅସ୍ତ ହେବା ସମୟରେ ଏହି ଲୋକ ନିଜର ଭବିଷ୍ୟକୁ ନେଇ ଚିନ୍ତିତ ରହିବେ ଓ ବିଶେଷ ରୂପରେ କ୍ୟାରୀଅର କୁ ନେଇ।
କ୍ୟାରିୟର ବିଷୟରେ କହିବାକୁ ଗଲେ, କାମରେ ଆପଣଙ୍କର ବୁଦ୍ଧିମତାକୁ କେହି ପ୍ରଶଂସା ନ କରିପାରନ୍ତି ଏବଂ ଏହି କାରଣରୁ, ଆପଣଙ୍କର ଦରମା ବୃଦ୍ଧି ନ ହେବାର ସମ୍ଭାବନା ଅଛି।
ଯେବେ କଥା ଆସେ ବ୍ୟବସାୟର ତେବେ ଯେଉଁ ଲୋକଙ୍କ ସମ୍ବନ୍ଧ ଜୁଆ ଓ ତରଦେ ସହିତ ଅଛି, ତାଙ୍କୁ ଏହି ଅବଧିରେ ଲାଭ ପ୍ରାପ୍ତ ହେବ। ଆପଣଙ୍କର ଲାଭ ନ ହେବାର ସ୍ଥିତି ଆସିପାରେ।
ଯଦି ଆମେ ଆପଣଙ୍କ ଆର୍ଥିକ ଜୀବନକୁ ଦେଖିବା, ତେବେ ଶନି ଅସ୍ତ ସମୟରେ ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସେହି ସମୟରେ, ଆପଣଙ୍କର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ ନଚେତ୍ ଆପଣ ହାରାହାରି ଭାବରେ ଟଙ୍କା ରୋଜଗାର କରିପାରିବେ।
ପ୍ରେମ ଜୀବନ ବିଷୟରେ କହିବାକୁ ଗଲେ, ଏହି ସମୟରେ ଆପଣଙ୍କ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କରେ ମଧୁରତା କମ୍ ହୋଇପାରେ ଯାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ସ୍ବାସ୍ଥ୍ୟ ଉପରେ ବହୁତ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଓ ଏହି ଖର୍ଚ୍ଚ ବଢ଼ିବାର ସମ୍ଭାବନା ଅଛି।
ଉପାୟ: ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ଶନି ଆପଣଙ୍କର ତୃତୀୟ ଓ ଚତୁର୍ଥ ଘରର ସ୍ବାମୀ। ବର୍ତମାନ ସେ ଆପଣଙ୍କର ଚତୁର୍ଥ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଏହି ଲୋକଙ୍କଊ ଘର-ପରିବାର ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏପରି ସ୍ଥିତିରେ ସୁଖ ସୁବିଧା ହ୍ରାସ ହୋଇପାରେ।
କ୍ୟାରୀଅର କ୍ଷେତ୍ରରେ ଶନି କୁମ୍ଭ ରାଶିର ଅସ୍ତ ସମୟରେ ଆପଣଙ୍କ ଉପରେ ହଠାତ କାମର ଚାପ ବଢ଼ିପାରେ ଓ ଏହି କଥା ଆପଣଙ୍କୁ ଚିନ୍ତା ଦେଇପାରେ। ଏହି କାରଣରୁ ଆପଣ ଚାକିରିରେ ପରିବର୍ତ୍ତନ ପାଇଁ ବାଧ୍ୟ ହୋଇପାରନ୍ତି।
ଯଦି ଆମେ ବ୍ୟବସାୟ ଉପରେ ନଜର ପକାଇବା, ତେବେ ଯେଉଁମାନେ ନିଜର ବ୍ୟବସାୟ ଚଳାଉଛନ୍ତି ସେମାନେ ବ୍ୟବସାୟରେ କିଛି ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହି ସମସ୍ତ କାରଣ ଯୋଗୁଁ, ଆପଣ ଭଲ ଲାଭ ପାଇବାରୁ ବଞ୍ଚିତ ହୋଇପାରନ୍ତି।
ଅସରଠିକ ଜୀବନରେ ଶନିଙ୍କର ଅସ୍ତ ଅବସ୍ଥା ସମୟରେ ଆପଣଙ୍କୁ ପରିବାରର ସଦସ୍ୟଙ୍କ ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ ଯାହା ଅଯଥା ଖର୍ଚ୍ଚ ହେବ।
ପ୍ରେମ ଜିବାନ ବିଷୟରେ କହିଲେ ଆପଣଙ୍କ ଦ୍ବାରା କୁହାଯାଇଥିବା କଥା ସାଥୀକୁ ଆଘାତ ଦେଇପାରେ ଓ ଏହି କାରଣରୁ ଆପଣ ଦୁହିଙ୍କ ସମ୍ପର୍କ ପ୍ରଭାବିତ ହୋଇପାରେ।
ସ୍ବାସ୍ଥ୍ୟ ମାମଲାରେ ଆପଣଙ୍କୁ ନିଜର ମାତା ଓ ବୃଦ୍ଧ ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ ଯେଉଁ କାରଣରୁ ଆପଣ ଚିନ୍ତିତ ଦେଖାଯିବେ।
ଉପାୟ: ମଙ୍ଗଳବାର ଦିନ ଭଗବାନ ଗଣେଶଙ୍କ ପାଇଁ ଯଜ୍ଞ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଶନି ଦେବ ଆପଣଙ୍କର ଜାତକରେ ଦ୍ଵିତୀୟ ଘର ଓ ତୃତୀୟ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଆପଣଙ୍କୁ କାର୍ଯ୍ୟରେ କରାଯାଇଥିବା ପ୍ରୟାସରେ ସଫଳତା ପ୍ରାପ୍ତ ହେବ ଯାହା ଫଳରେ ଆପଣ ସନ୍ତୁଷ୍ଟ ଦେଖାଯିବେ। ଆପଣଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ଭାହୀ ଭଉଣୀଙ୍କର ସହଯୋଗ ମିଳିବ।
କ୍ୟାରୀଅର ବିଷୟରେ କହିଲେ, ଆପଣ କାମରେ ସନ୍ତୁଷ୍ଟ ଦେଖାଯିବେ ଓ ଆପଣଙ୍କୁ ଇନସେନଟିଭ୍ ଓ ବୋନସ ମିଳିବାର ସମ୍ଭାବନା ଅଛି।
ବ୍ୟବସାୟ କୁ ଦେଖିଲେ, ଶନି କୁମ୍ଭ ରାଶିରେ ଅସ୍ତ ସମୟରେ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲମ୍ବା ଯାତ୍ରା କରିବାକୁ ପଡ଼ିପାରେ ଓ ଏପରି ଯାତ୍ରା ଆପଣଙ୍କର ଉଦ୍ଦେଶ୍ୟ ପୂରଣ କରିବ।
ଆର୍ଥିକ ଜୀବନରେ ଆପଣଙ୍କର ଆୟରେ ବୃଦ୍ଧି ହେବ ଓ ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
ପ୍ରେମ ଜୀବନରେ ଏହି ସମୟରେ ଆପଣ ଓ ଆପଣଙ୍କର ସାଥୀ ପରସ୍ପର ସହିତ ଖୋଲା ଖୋଲି କଥା ହେବେ ଯାହା ଫଳରେ ଆପଣଙ୍କର ସମ୍ପର୍କରେ ପ୍ରେମ ବୃଦ୍ଧି ପାଇବ।
ଶନି ଅସ୍ତ ହେବା ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହାର କାରଣ ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେବ।
ଉପାୟ: ଗୁରୁବାର ଦିନ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ଜାତକରେ ଶନି ଦେବ ଆପଣଙ୍କର ଲଗ୍ନ ଘର ଓ ଦ୍ଵିତୀୟ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଅସ୍ତ ହେବାକୁ ଯାଉଛନ୍ତି।
କୁମ୍ଭ ରାଶିରେ ଶନି ଅସ୍ତ ହେବା ସମୟରେ ଆପଣଙ୍କୁ ମିଳିବାକୁ ଥିବା ଲାଭରେ ହ୍ରାସ ଘଟିପାରେ। ଆପଣଙ୍କୁ ଜୀବନରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
କ୍ୟାରୀଅର ବିଷୟରେ କହିଲେ ଏହି ଲୋକ କାମ ପାଇଁ ଲମ୍ବା ଯାତ୍ରା କରିପାରନ୍ତି ଯାହା ଆପଣଙ୍କ ପାଇଁ ଫଳଦାୟୀ ନ ହେବାର ଆଶଙ୍କା ଅଛି। ଏପରି ସ୍ଥିତିରେ ଆପଣଙ୍କର ଚିନ୍ତା ବଢ଼ିପାରେ।
ବ୍ୟବସାୟ ବିଷୟରେ କହିଲେ, ଏହି ଲୋକଙ୍କଊ ସଫଳତା ପାଇବା ପାଇଁ ବିଜନେସ ନୀତି ଉପରେ ପୁନର୍ବାର ବିଚାର କରିବାକୁ ହେବ। ଆପଣ ନିଜର ପ୍ରତିଦ୍ଵନ୍ଦୀଙ୍କୁ ଟକ୍କର ଦେଇ ଆଗକୁ ବଢ଼ିବେ।
ଆର୍ଥିକ ଜୀବନରେ ଆପଣଙ୍କର ଆୟ ସୀମିତ ରହିପାରେ ଯାହା ଆପଣଙ୍କ ପାଇଁ ପର୍ଯ୍ୟାପ୍ତ ନ ରହିବାର ସମ୍ଭାବନା ଅଛି।
ପ୍ରେମ ଜୀବନରେ ସାଥୀ ସହିତ ଅପାଙ୍କର ସମ୍ପର୍କରେ ସନ୍ତୋଷର ଅଭାବ ରହିପାରେ ଓ ଏହାର ପରିଣାମସ୍ବରୂପ, ଆପଣ ଦୁହିଙ୍କ ମଧ୍ୟରେ ପ୍ରେମର ଅଭାବ ରହିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କୁ ଦାନ୍ତ ଦରଜ ସମସ୍ଯା ହଇରାଣ କରିପାରେ ଯାହା ଫଳରେ ଆପଣଙ୍କର ଇନଫେକ୍ଶନ ହେବାର ଆଶଙ୍କା ଅଛି।
ଉପାୟ: ଶନିବାର ଦିନ ଦିବ୍ୟାଙ୍ଗଙ୍କୁ ଭୋଜନ କରାନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ଶନି ମହାରାଜ ଆପଣଙ୍କର ଲଗ୍ନ ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଲଗ୍ନ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, କୁମ୍ଭ ରାଶିରେ ଶନି ଅସ୍ତ ସମୟରେ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ସହିତ ନିଜର ସ୍ବାସ୍ଥ୍ୟ ଭଲ ରଖିବା ଆବଶ୍ୟକ। ଆପଣଙ୍କର ସମ୍ପୂର୍ଣ ଧ୍ୟାନ ପଇସା ରୋଜଗାର କରିବା ଉପରେ କେନ୍ଦ୍ରିତ ରହିବ।
କ୍ୟାରୀଅର କ୍ଷେତ୍ରରେ ଆପଣ ଭଲ ସମ୍ଭାବନା କୁ ଦେଖି ଚାକିରି ପରିବର୍ତ୍ତନ କରି ପାରନ୍ତି ଯାହା ଦ୍ବାରା ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ।
ବ୍ୟବସାୟ କରୁଥିବା ଲୋକ ଏହି ସମୟରେ ନିଜର ବିଜନେସ ଲାଇନ ରେ ପରିବର୍ତ୍ତନ କରି ପାରନ୍ତି ଓ ଆପଣଙ୍କର ଲାଭ ଏଥିରୁ ଅଧିକ ବୃଦ୍ଧି ପାଇବ।
ଆର୍ଥିକ ଜୀବନରେ ଆପଣ ଭଲ ଲାଭ କରିବାରେ ବଞ୍ଚିତ ହେବେ କାରଣ ଆପଣଙ୍କୁ ପରିବାରର ଆବଶ୍ୟକତା ଉପରେ ଖର୍ଚ୍ଚ କରିବାକୁ ପଡ଼ିପାରେ।
ପ୍ରେମ ଜୀବନରେ ପାର୍ଟନର ସହିତ ସମ୍ପର୍କରେ ଅହଂକାର ସହିତ ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ ଯାହା ଫଳରେ ଆପଣଙ୍କର ସୁଖ ପ୍ରଭାବିତ ହେବ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାର ଆବଶ୍ୟକତା ଅଛି, ବିଶେଷ ଭାବରେ ନିଜର ଖାଇବା ପିଇବାର, କାରଣ ଆପଣଙ୍କୁ ହଜମ ସହିତ ଜଡ଼ିତ ସମସ୍ଯା ହୋଇପାରେ।
ଉପାୟ: ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ଶନି ମାହାରାଜ ଆପଣଙ୍କର ଏକାଦଶ ଘର ଓ ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ, ଏହି ଲୋକଙ୍କୁ ଶନି ଅସ୍ତର ସମୟରେ ଭଲ ଓ ଖରାପ ଦୁଇଟି ଯାକ ପରିଣାମ ମିଳିପାରେ।
କ୍ୟାରୀଅର ବିଷୟରେ କହିଲେ ଏହି ସମୟରେ ଆପଣ କାମ ରେ ଅଧିକ ସନ୍ତୁଷ୍ଟ ଦେଖା ଯିବେ ନାହିଁ ଓ ଚାକିରି ପରିବର୍ତ୍ତନ କରି ପାରନ୍ତି।
ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ଏହି ସମୟରେ ନିଜର ପ୍ରତିଦ୍ଵନ୍ଦୀଙ୍କ ଆଡ଼ୁ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଅଧିକ ଲାଭ କରିବାରେ ସକ୍ଷମ ହେବେ ନାହିଁ।
ଆର୍ଥିକ ଜୀବନରେ ଧନକୁ ଠିକ ଭାବରେ ସମ୍ଭାଳି ନ ପାରିବାରୁ ଓ ଅବହେଳା କରିବାରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ ସେଥିପାଇଁ ଟିକେ ସତର୍କ ରୁହନ୍ତୁ।
ପ୍ରେମ ଜୀବନରେ ଶନିଙ୍କର ଅସ୍ତ ଅବସ୍ଥା ସମୟରେ ଆପଣଙ୍କର ପାର୍ଟନର ଆପଣଙ୍କ ସହିତ ଖୁସି ରହିବେ ନାହିଁ କାରଣ ଆପଣଙ୍କ ମଧ୍ୟରେ ମତଭେଦ ହୋଇଥାଇ ପାରେ। ତାଙ୍କ ମନରେ ଆପଣଙ୍କ ପାଇଁ ତିକ୍ତତା ଆସିପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମୀନ ରାଶିର ଲୋକଙ୍କୁ ପାଦରେ ଦରଜ ସମସ୍ଯା ରହିପାରେ ଯାହାର କାରଣ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇପାରେ।
ଉପାୟ: ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେଉଁ ଗ୍ରହଙ୍କର ଗୋଚର ସବୁଠାରୁ ମହତ୍ୱପୂର୍ଣ କୁହଯାଏ?
ଜ୍ୟୋତିଷଶାସ୍ତ୍ରରେ ଗୁରୁ ଓ ଶନି ଗ୍ରହଙ୍କର ଗୋଚର କୁ ସବୁଠାରୁ ମହତ୍ଵ ଦିଆଯାଏ।
2. 2025 ରେ ଶନି କୁମ୍ଭ ରାଶିରେ କେବେ ଅସ୍ତ ହେବେ?
ଏହି ବର୍ଷ ଶନି ଦେବ 22 ଫେବ୍ରୁୟାରୀ 2025ରେ କୁମ୍ଭ ରାଶିରେ ଅସ୍ତ ହେବେ।
3. କେଉଁ ଗ୍ରହ ପ୍ରତି ଅଢେଇ ବର୍ଷରେ ଠାରେ ରାଶି ପରିବର୍ତ୍ତନ କରନ୍ତି?
ଶନି ଦେବଙ୍କୁ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯିବାକୁ ଅଢ଼େଇ ବର୍ଷ ଲାଗେ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Shadashtak Yoga 2025 After A Decade: Troubles For Natives Of 3 Zodiac Signs!
- Akshaya Tritiya 2025: Rise Of Rajyogas & Fortune Smiles For 3 Zodiacs!
- Will You Marry Late or Early? Decode Your Kundli’s Clues!
- Numerology Insights 2025: Reviewing The Characteristics Of Moolank 1 Natives
- Powerful Malavya Rajyoga 2025 After 1 Year: Fame And Glory For 3 Zodiacs!
- Chidra Dasha: Hidden Life Lessons Through Celebrity Horoscope Analysis!
- Planetary Transits May 2025: Wealth & Triumph For 3 Lucky Zodiac Signs!
- Mercury Transits In May 2025: Success & Prosperity For 3 Lucky Zodiac Signs!
- Types of Muhurat In A Day: Complete Guide To Auspicious Timings!
- Atichari Jupiter Till 2032 & Impact On Zodiacs: What to Expect?
- क्या देर से होगी आपकी शादी? कुंडली में छिपा है इस सवाल का जवाब!
- 50 साल बाद सूर्य गोचर से बनेगा शुभ योग, ये राशि वाले जरूर पढ़ लें अपने बारे में!
- क्या है छिद्र दशा और ग्रहों का खेल, सिलेब्रिटी की कुंडली से समझें!
- एक दिन में होते हैं कितने मुहूर्त? जानें कब होता है शुभ समय!
- बृहस्पति 2032 तक रहेंगे अतिचारी, जानें क्या पड़ेगा 12 राशियों पर प्रभाव!
- मेष राशि में सूर्य के प्रवेश से बन जाएंगे इन राशियों के बिगड़े काम; धन लाभ के भी बनेंगे योग!
- इस सप्ताह सूर्य का होगा मेष में गोचर, बदल जाएगी इन 3 राशि वालों की तक़दीर!
- बेहद शुभ योग में मनाया जाएगा बैसाखी का त्योहार, जानें तिथि, मुहूर्त और महत्व!
- धन-वैभव के दाता शुक्र करेंगे अपनी चाल में बदलाव, इन राशियों के बनेंगे नौकरी में तरक्की के योग!
- टैरो साप्ताहिक राशिफल : 13 अप्रैल से 19 अप्रैल, 2025
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025