ବୃହସ୍ପତି ମିଥୁନ ରାଶିରେ ବକ୍ରୀ (09 ଅକ୍ଟୋବର 2024)

ଗୁରୁ, ଜ୍ଞାନ, ଶିକ୍ଷକ, ସନ୍ତାନ, ବଡ଼ ଭାଇ, ଶିକ୍ଷ୍ୟା, ଧର୍ମିକ କାର୍ଯ୍ୟ, ପବିତ୍ର ସ୍ଥଳ, ଧନ ଓ ଦାନ, ପୂଣ୍ୟର କାରକ ଗ୍ରହ ବୃହସ୍ପତି 09 ଅକ୍ଟୋବର 2024 ସକଳ 10:01 ରେ ମିଥୁନ ରାଶିରେ ବକ୍ରୀ ହେବ । ବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଦ୍ବାରା ରାଶି ଚକ୍ରର ସମସ୍ତ 12 ଟି ରାଶି ଉପରେ ପ୍ରଭାବ ପଡ଼ିବ। ଏହା ବ୍ୟତୀତ, ଆମେ ଆପଣଙ୍କୁ ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତି ଗ୍ରହର ମହତ୍ଵ ବିଷୟରେ ଜଣାଇବୁ। ସାଙ୍ଗରେ, ଏହାର ପ୍ରଭାବରୁ ବଞ୍ଚିବା ପାଇଁ ଉପାୟ ମଧ୍ୟ କହିବୁ।

ବୃହସ୍ପତି ମିଥୁନ ରାଶିରେ ବକ୍ରୀ 09 ଅକ୍ଟୋବର 2024 ରେ ହେବେ।

ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୁଅନ୍ତୁ ଓ ଜାଣନ୍ତୁ ବୁଧଙ୍କର କନ୍ୟା ରାଶିରେ ଗୋଚର ଆପଣଙ୍କର ଜୀବନ ଉପରେ ପ୍ରଭାବ

ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତି ଗ୍ରହର ମହତ୍ଵ

ଜ୍ଯୋତିଷଶାସ୍ତ୍ରରେ ବୃହସ୍ପତିଙ୍କୁ ଶୁଭ ଗ୍ରହ କୁହଯାଏ। ବୃହସ୍ପତିଙ୍କୁ ଦେବଗୁରୁ ମଧ୍ୟ କୁହଯାଏ ଓ ଏହି ଗ୍ରହ ସବୁତହରୁ ବଡ଼ ଓ ଶୁଭ ବୋଲି କୁହଯାଏ। ଏହା ଜ୍ଞାନର କାରକ ଗ୍ରହ ଓ ଏବେ ମିଥୁ ରାଶିରେ ବକ୍ରୀ ହେବେ। ବକ୍ରୀର ଅର୍ଥ ଓଲଟା ଚାଲିବା। ଗ୍ରହ ବକ୍ରୀ ଅବସ୍ଥାରେ ଓଲଟା ଚାଲିବା ପରି ପ୍ରତୀତ ହୁଏ, କିନ୍ତୁ ବାସ୍ତବରେ ଏପରି ହୁଏ ନାହିଁ। ଗ୍ରହ ସିଧା ଚାଳନ୍ତି କିନ୍ତୁ ସୂର୍ଯ୍ୟଙ୍କ ଠାରୁ ଏହ ବିଶେଷ ଦୂରତାରେ ଆସିବା ପାରେ ସେ ବିପରୀତ ଦିଗରେ ଚାଲିବା ପରି ଦେଖାଯାଏ।

ବୃହସ୍ପତି ଗ୍ରହ ଦ୍ବାରା ଶାସିତ ମିଥୁନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି, ଏହି ସମୟରେ ବ୍ୟକ୍ତି ଶିଖିବା ଓ ନିଜର କୌଶଳ ବଢ଼ାଇବା ପାଇଁ ସକ୍ଷମ ହୁଅନ୍ତି। ମିଥୁନ ରାଶିରେ ବୃହସ୍ପତିଙ୍କର ଏହି ବକ୍ରୀ ଦର୍ଶାଏ ଯେ ବ୍ୟକ୍ତି ନିଜର କ୍ଷମତା ସହିତ ଉନ୍ନତି ପ୍ରାପ୍ତ କରିବାକୁ ହୋଇଥାଏ।

To Read in English Click Here: Jupiter Retrograde In Gemini (9 October)

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମିଥୁନ ରାଶିରେ ବୃହସ୍ପତି ବକ୍ରୀ: ରାଶି ଅନୁସାରେ ରାଶିଫଳ ଓ ପ୍ରତିକାର

ମେଷ ରାଶି

ମେଷ ରାଶି ଲୋକଙ୍କ ପାଇଁ ବୃହସ୍ପତି ନବମ ଓ ଦ୍ଵାଦଶ ଘରର ସ୍ବାମୀ ଓ ଆପଣଙ୍କର ତୃତୀୟ ଘରେ ବକ୍ରୀ କରିବେ।

ଉପରୋକ୍ତ କାରଣ ଯୋଗୁଁ ବନ୍ଧୁ ଓ ସହଯୋଗୀଙ୍କ ସହିତ ଲମ୍ବା ଯାତ୍ରାରେ ଯାଇପାରିବେ ଯାହା ଆଧ୍ୟାତ୍ମିକ ଉଦେଶ୍ୟ ସହିତ ସମ୍ବନ୍ଧିତ ଥିବ।ବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଯୋଗୁଁକ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ ଓ ଆଶଙ୍କା ଅଛି ଯେ ଆପଣଙ୍କର ସ୍ଥାନାନ୍ତରଣ ହୋଇପାରେ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେ ନିଜର ବିଜନେସ ପାଇଁ ନୂଆ ରଣନୀତି ପ୍ରତୁଷ୍ଟ କରିବେ ଓ ତାଙ୍କୁ ଅଧିକ ଲାଭ ହେବ।

ଆର୍ଥିକ ଜୀବନ ବିଷୟରେ କହିଲେ ଆପଣ ଏହି ସମୟରେ ଅଧିକ ଧନ ପ୍ରାପ୍ତ କରିବାକୁ ସକ୍ଷମ ହେବେ ଓ ଆପଣଙ୍କୁ ଅଧିକ ଧନ ରୋଜଗାର କରିବାର ସୁଯୋଗ ମିଳିବ।

ପ୍ରେମ ଜୀବନରେ ଆପଣ ଜୀବନ ସାଥୀ ସହିତ ଭଲ ସମୟ ବିତାଇ ପାରିବେ ଓ ଏହି କାରଣରୁ ଦୁହିଙ୍କ ମଧ୍ୟରେ ପ୍ରେମ ବଢ଼ିବ।

ଏହି ସମୟରେ ସ୍ବାସ୍ଥ୍ୟ ଭଲ ରହିବ ଓ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ - ପ୍ରତିଦିନ 19 ଥର ଓଁ ବୃହସ୍ପତୟେ ନମଃ ଜପ କରନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି ଲୋକନ ପାଇଁ ବୃହସ୍ପତି ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ ହେବ।

ଉପରୋକ୍ତ କାରଣ ଯୋଗୁଁ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିପାରେ ଓ ଏହି କାରଣରୁ ଆପଣଙ୍କୁ ଋଣ ନେବାକୁ ପଡ଼ିପାରେ।

କ୍ୟାରୟର ଦୃଷ୍ଟିରୁ ଆପଣ ବର୍ତ୍ତମାନ ଚାକିରିରେ ସନ୍ତୁଷ୍ଟ ନ ରହିବା ଯୋଗୁଁ ଚାକିରି ପରିବର୍ତ୍ତନ କରିବାକୁ ବାଧ୍ୟ ହେବ ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ହଠାତ ଲାଭ ପ୍ରାପ୍ତ ହୋଇପାରେ ଓ କେବେ କେବେ କ୍ଷତି ସାମ୍ନା କରିବାକୁ ପଡ଼ିପାରେ।

ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ହଠାତ ସଫଳତା ମିଳିବାର ସମ୍ଭାବନା ଅଛି ଓ ଅଧିକ ସଞ୍ଚୟ କରିବା ଆପଣଙ୍କ ପାଇଁ ସହଜ ହେବ ନାହିଁ । କେବେ କେବେ ଆପଣଙ୍କୁ ହଠାତ ଲାଭ ହୋଇପାରେ।

ପ୍ରେମ ଜୀବନରେ ଆପଣଙ୍କୁ ଜୀବନସାଥୀ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ରହିବାକୁ ହେବ ଅନ୍ୟଥା ଖୁସି ହ୍ରାସ ହୋଇପାରେ।

ଆପଣଙ୍କ ସ୍ବାସ୍ଥ୍ୟ ବିଷୟରେ କହିଲେ ଆପଣଙ୍କୁ ଅକ୍ଷୟ ସମ୍ବନ୍ଧିତ ସମସ୍ଯା ହୋଇପାରେ ଓ ଏହା ସଂକ୍ରମଣ ଯୋଗୁଁ ହୋଇପାର।

ଉପାୟ - ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛଈ ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶି ଲୋକଙ୍କ ପାଇଁ ବୃହସ୍ପତି ସପ୍ତମ ଓ ଦଶମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପ୍ରତମ ଘରେ ବକ୍ରୀ ହେବେ।

ଉପରୋକ୍ତ କାରଣ ଯୋଗୁଁ ଆପଣ ସମ୍ପର୍କ ଓ ନିଜର କ୍ୟାରୀଅର ଉପରେ ଅଧିକ ଧ୍ୟାନ ଦେବେ ଓ ନିଜକୁ ସେହ ଅନୁସାରେ ଗଢ଼ିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ ପରିବର୍ତ୍ତନ ପାଇଁ ବିଦେଶ ଯାଇପାରନ୍ତି ଯାହା ଫଳରେ ଆପଣଙ୍କୁ ଉନ୍ନତି ସହିତ ସନ୍ତୁଷ୍ଟି ପ୍ରାପ୍ତ ହେବ।ବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଯୋଗୁଁଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଭଲ ଲାଭ ପ୍ରାପ୍ତ ହେବ ଓ ନୂଆ ପାର୍ଟନର୍ଶିପ ଯୋଗୁଁ ଏହା ସମ୍ଭବ ହୋଇପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ନିଜର ଚେଷ୍ଟା ଯୋଗୁଁ ବଭଲ ଧନ ପ୍ରାପ୍ତ କରିବେ।

ପ୍ରେମ ଜୀବନ ଦୃଷ୍ଟିରୁ ଏହି ସମୟରେ ସମ୍ପର୍କରେ ଅହଂକାର ଭାବନା ବିକଶିତ ହୋଇପାରେ ଯାହା ଏହି ସମୟରେ ଠିକ କରିବା କଷ୍ଟକର ହେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟରେ ଆପଣଙ୍କୁ କାନ୍ଧରେ ଦରଜ ହୋଇପାରେ।

ଉପାୟ - ଗୁରୁବାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

କରକ୍ତ ରାଶି ଲୋକଙ୍କ ପାଇଁ ବୃହସ୍ପତି ଷଷ୍ଠ ଘର ଓ ନବମ ଘରର ସ୍ବାମୀ। ବୃହସ୍ପତି ମିଥୁନ ରାଶିରେ ଦ୍ଵାଦଦ ଘରେ ଗୋଚର କରିବେ।

ଉପରୋକ୍ତ କାରଣ ଯୋଗୁଁ ଆପଣଙ୍କ ପାଇଁ ସଂତୁଳନ ରଖିବା କଷ୍ଟକର ହେବ ଓ ଆପଣ ଏଠିପାଇଁ ସଂଘର୍ଷ କରିବେ।

କ୍ୟାରୀଅର ଦୃଷ୍ଟିରୁ ଆପଣ ନିଜର କାମରେ ନାମ ଓ ପ୍ରେତିଷ୍ଠା ହରାଇ ପାରନ୍ତି।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ବିରୋଧୀଙ୍କର କଡ଼ା ଟକ୍କର ମିଳିପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ନିଜର କାମରେ ଧ୍ୟାନର ଅଭାବ ଦେଖିବେ ଓ ଆପଣ ଧନ ହରାଇ ପରାନ୍ତି।

ପ୍ରେମ ଜୀବନରେ ପାର୍ଟନର ପାଇଁ ରୁଚି ହରାଇବା ଯୋଗୁଁ ଆକର୍ଷଣ ହ୍ରାସ ହେବ। ଆପଣଙ୍କୁ ପରାମର୍ଶ ଦିଅଯାଇଛି ଯେ ନିଜର ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ଓ ଠିକ ଦିଗରେ ଆଗକୁ ବଢ଼ନ୍ତୁ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବକ ପଡ଼ିବ ଓ ଆପଣ ନିଜର ମାତାଙ୍କ ପାଇଁ ଖର୍ଚ୍ଚ କରିବେ।

ଉପାୟ - ସୋମବାର ଦିନ ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ଭୋଜନ ଦାନ କରନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶି ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ଓ ବୃହସ୍ପତିଙ୍କର ମିଥୁନ ରାଶିରେ ବକ୍ରୀ ଏକାଦଶ ଘରେ ହେବ।

ଉପରୋକ୍ତ କାରଣ ଯୋଗୁଁ ଆପଣ ନିଜର ପିଲାଙ୍କର ପ୍ରଗତି ଓ ତାଙ୍କର ଭଲ ପାଇଁ ଅଧିକ ଚିନ୍ତିତ ରହିବେ। ଆପଣଙ୍କୁ ଲାଭ ମିଳିବ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ନୂଆ ଚାକିରି ସୁଯୋଗ ମିଳିବ ଓ ଆପଣଙ୍କର ନାମ ବଢ଼ିବ ଓ ଆପଣ ପ୍ରସିଦ୍ଧ ହେବେ। ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସମର୍ଥନ ମିଳିବ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ନିଜର ବିରୋଧୀଙ୍କ ପାଇଁ ସମସ୍ଯା ଆଣିପାରନ୍ତି। ଆପଣ ଏହି ସମୟରେ ନୂଆ ରଣନୀତି ପ୍ରତୁଷ୍ଟ କରିବେ।

ଆର୍ଥିକ ଜୀବନ ବିଷୟରେ କହିଲେ ଆପଣ ବହୁତ ଧନ ପ୍ରାପ୍ତ କରିବେ ଓ ଅଧିକ ରୁ ଅଧିକ ସଞ୍ଚୟ କରିବାକୁ ସକ୍ଷମ ହେବେ। ଧନ ସଞ୍ଚୟ ଠିକ ରହିବ।

ପ୍ରେମ ଜୀବନରେ ଆପଣ ନିଜର ସାଥୀ ସହିତ ଅଧିକ ଖୁସି ରହିବେ ଓ ଏହା ଭଲ ବୁଝାମଣା ଯୋଗୁଁ ହେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଏହି ସମୟରେ ଫିଟ ଅନୁଭବ କରିବେ ଓ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ।

ଉପାୟ - ପ୍ରତିଦିନ 19 ଥର ଓଁ ଭାସ୍କରାୟ ନମଃ ଜପ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

ବୃହସ୍ପତି ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ହୋଇ ଆପଣଙ୍କର ଦଶମ ଘରେ ବକ୍ରୀ ହେବେ।

ଉପରୋକ୍ତ କାରଣ ଯୋଗୁଁ ଆପଣଙ୍କୁ ନିଜର କ୍ୟାରୀଅରରେ ସମସ୍ଯା, ଜୀବନରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କ ଉପରେ ଚାକିରିର ଚାପ ରହିବ ଓ ଭଲ ସୁଯୋଗ ପାଇଁ ଚାକିରି ବଦଳାଇବାର ଭାବନା ଆସିବ।

ଯଦି ଆପଣ ବିଜନେସ କରୁଛନ୍ତି ତେବେ ଆପଣଙ୍କୁ ବ୍ୟବସାୟରେ ଆଗକୁ ବଢ଼ିବା ବେଳେ ସାବଧାନ ରହିବାକୁ ପଡ଼ିବ କାରଣ ଲାଭ ପ୍ରାପ୍ତ କରିବାରେ ବିଫଳ ହୋଇପାରନ୍ତି।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ଯାତ୍ରା ସମୟରେ ଧନ ହରାଇ ପାରନ୍ତି ଓ ଏହା ଧ୍ୟାନର ଅଭାବ ଯୋଗୁଁ ହୋଇପାରେ।

ପ୍ରେମ ଜୀବନରେ ଆପଣଙ୍କୁ ଜୀବନସାଥୀ ସହିତ କଥା ହେଲା ବେଳେ ଧର୍ଯ୍ୟ ରଖିବାକୁ ପଡ଼ିବ ଓ ନିଜର କଥା ଉପରେ ନିୟନ୍ତ୍ରଣ ରଖିବାକୁ ହେବ କାରଣ ଅହଂକାର ଭାବନା ଆପଣଙ୍କର ବଢ଼ିପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ରୋଗ ପ୍ରତିରୋଧକ ଶକ୍ତି କମ ରହିବ ଓ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ। ଆପଣଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ - ପ୍ରତିଦିନ ପ୍ରାଚୀନ ପାଠ ଲଳିତା ସହସ୍ରନାମ ଜପ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶି ଲୋକଙ୍କ ପାଇଁ ବୃହସ୍ପତି ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ଆପଣଙ୍କର ନବମ ଘରେ ବକ୍ରୀ ହେବେ।

ଉପରୋକ୍ତ କାରଣ ଯୋଗୁଁ ଆଶଙ୍କା ଅଛି ଯେ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ନାହିଁ ଓ ଆପଣ ପଛରେ ରହିଯିବେ। ଅନ୍ୟ ପଟେ ଆପଣଙ୍କୁ ଋଣ ଓ ପୈତୃକ ସମ୍ପତି ମାଧ୍ୟମରୁ ଲାଭ ପ୍ରାପ୍ତି ହେବ।

କ୍ୟାରୀଅର ଦୃଷ୍ଟିରୁ ଆପଣ ଲମ୍ବା ଯାତ୍ରା କରିପାରନ୍ତି ଯାହା ଆପଣଙ୍କୁ ବ୍ୟସ୍ତ ରଖିବ। ଆପଣଙ୍କୁ ଚାକିରିରେ ବଭଲ ସୁଯୋଗ ମିଳିବ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କାମ କରିବାକୁ ହେବ ଓ ସେମାନେ ଅଧିକ ଲାଭ ପ୍ରାପ୍ତ କରିବାକୁ ସମର୍ଥ ହେବେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ ଓ ଲାଭ ପ୍ରାପ୍ତି ହେବ ଓ ଆପଣ ପ୍ରଗତିର ମାର୍ଗରେ ଆଗକୁ ବଢ଼ିବେ।

ପ୍ରେମ ଜୀବନରେ ଆପଣଙ୍କୁ ନିଜର ଜୀବନସାଥୀ ସହିତ କଥାବାର୍ତ୍ତା କରିବା ବେଳେ ସାବଧାନ ରହିବାକୁ ପଡ଼ିବ କାରଣ ପାରିବାରିକ ସମସ୍ଯା ଅଧିକ ରହିପାରେ।

ତୁଳା ରାଶି ଲୋକଙ୍କ ପାଇଁବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଯୋଗୁଁଏହି ଅବଧି ସ୍ବାସ୍ଥ୍ୟ ସମସ୍ଯାରେ ଭରି ରହିବ ନାହିଁ କିନ୍ତୁ ପିତାଙ୍କର ସ୍ବାସ୍ଥ୍ୟ ପାଇଁ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ - ପ୍ରତିଦିନ 24 ଥର ଓଁ ଶୁକ୍ରାୟ ନମଃ ଜପ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶି ଲୋକଙ୍କ ପାଇଁ ବୃହସ୍ପତି ପଞ୍ଚମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଅଷ୍ଟମ ଘରେ ଗୋଚରକରିବେ।

ଉପରୋକ୍ତ କାରଣ ଯୋଗୁଁ ଆପଣ ବ୍ୟକ୍ତିଗତ ସମ୍ବନ୍ଧ, ଧନ ପ୍ରବାହ ଇତ୍ୟାଦିରେ ଫସି ଯିବେ। ଆଶଙ୍କା ଅଛି ଯେ ଆପଣଙ୍କୁ ଆପଣଙ୍କର ସ୍ଥିରତା ପ୍ରାପ୍ତ ହେବ ନାହିଁ।

କ୍ୟାରୀଅର ଦୃଷ୍ଟିରୁ ଏହି ସମୟରେ ଆପଣ ଚାକିରିର ଚାପ ଅନୁଭବ କରିବେ। ଆଶଙ୍କା ଅଛି ଯେ ଆପଣ ନିଜର ସହକର୍ମୀଙ୍କର ସହଯୋଗ ପ୍ରାପ୍ତ ହେବ ନାହିଁ।

ଯେଉଁ ଲୋକଙ୍କର ବ୍ୟବସାୟ ଅଛିବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଯୋଗୁଁତାଙ୍କର ରଣନୀତି ପୁରୁଣା ହୋଇପାରେ ଓ ଏହି କାରଣ ଯୋଗୁଁ ଅଧିକ ଲାଭ ପ୍ରାପ୍ତ କରିବା କଷ୍ଟକର ହେବ।

ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା କମ ଅଛି। ପୈତୃକ ସମ୍ପତିରୁ ଆପଣ ଅଧିକ ଲାଭ କରିବାକୁ ସକ୍ଷମ ହେବେ।

ପ୍ରେମ ଜୀବନରେ ଆପଣ ଏକ ଭଲ ନାମ ଓ ପ୍ରତିଷ୍ଠା ହରାଇ ପାରନ୍ତି କାରଣ ଆପଣଙ୍କର ନିଜର ଜୀବନସଥୀ ସହିତ ଅଧିକ ବିବାଦ ହୋଇପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିବ କାରଣ ଆପଣଙ୍କୁ ଅକ୍ଷୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

ଉପାୟ - ପ୍ରତିଦିନ ହନୁମାନ ଚାଳିଶା ଜପ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶି ଲୋକଙ୍କ ପାଇଁ ବୃହସ୍ପତି ପ୍ରଥମ ଓ ଚତୁର୍ଥ ଘରର ସ୍ବାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ବକ୍ରୀ ସପ୍ତମ ଘରେ ହେବ।

ଉପରୋକ୍ତ କାରଣ ଯୋଗୁଁ ଆପଣଙ୍କର ହାଥରୁ ଭଲ ସୁଯୋଗ ଖସି ଯାଇ ପାରେ। ଆପଣ ନିଜର ମିତ୍ରଙ୍କ ଠାରୁ ଦୂରେଇ ଯିବେ ଓ ଯାତ୍ରା ସମୟରେ ଚାପ ସାମ୍ନା କରିବାକୁ ପଡ଼ିପାରେ।

କ୍ୟାରୀଅର ଦୃତିରୁ ଅପଣଙ୍କୁ ବରିଷ୍ଠଙ୍କ ଠାରୁ ଅଧିକ ଚାପ ପଡ଼ିବ ଓ ନିଜର ସହକର୍ମୀଙ୍କର ସମର୍ଥନ ମିଳିବ ନାହିଁ।

ବ୍ୟବସାୟ କରୁଥିବା ଲୋକଙ୍କୁ ନିଜର ବିରୋଧୀଙ୍କ ଠାରୁ କଠିନ ଟକ୍କର ମିଳିପାରେ ଯାହା ଫଳରେ ଆପଣଙ୍କୁ ଲାଭରେ ଅଭାବ ହେବ ଓ କୌଣସି ଅନ୍ୟ ବାଧା ସାମ୍ନା କରିବାକୁ ପଡ଼ିବ।

ଆର୍ଥିକ ଜୀବନ ଦୃଷ୍ଟିରୁ ଆପଣ ନିଜର ବନ୍ଧୁ କିମ୍ବା ବ୍ଯବସାୟିକ ସହଯୋଗୀଙ୍କୁ ପଇସା ଋଣ ଦେଇପାରନ୍ତି ଓ ଏହା ଆଶଙ୍କା ଅଛି ଯେ ସେ ପଇସା ଫେରାଇବେ ନାହିଁ।

ପ୍ରେମ ଜୀବନରେ ତାଳମେଳର ଅଭାବ ଯୋଗୁଁ ଆପଣ ନିଜର ଜୀବନସାଥୀ ଠାରୁ ଦୂରେଇ ଯିବେ। ଏହି ଅବଧିରେ ତାଙ୍କ ସହିତ ଭଲଅ ସମ୍ବନ୍ଧ ରଖିବା କଷ୍ଟକର ହେବ।

ସ୍ବାସ୍ଥ୍ୟ ଦୃଷ୍ଟିଡ଼ି ଆପଣଙ୍କୁ ଅଧିକ ଖର୍ଚ୍ଚ ସାମ୍ନା କରିବାକୁ ପଡ଼ିପାରେ ଓ ଏହି ଖର୍ଚ୍ଚ ଆପଣଙ୍କୁ ନିଜର ମାତାଙ୍କ ପାଇଁ କରିବାକୁ ପଡ଼ିପାରେ।

ଉପାୟ - ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଭୋଜନ ଦାନ କରନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶି ଲୋକଙ୍କ ପାଇଁ ବୃହସ୍ପତି ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ବକ୍ରୀ ଆପଣଙ୍କର ଷଷ୍ଠ ଘରେ ହେବ।

ଉପରୋକ୍ତ କାରଣ ଯୋଗୁଁ ସକାରାତ୍ମକ ପକ୍ଷ ଏହା ଯେ ଆପଣଙ୍କୁ ହଠାତ ଧନ ମିଳିବ କିମ୍ବା ପୈତୃକ ସମ୍ପତିରୁ ଲାଭ ମିଳିବ।

କ୍ୟାରୀଅର ବିଷୟରେ କହିଲେ ଆପଣ ନିଜର ଚାକିରିରେ ଧ୍ୟାନର ଅଭାବ ଦେଖିବେ ଓ କାର୍ଯ୍ୟକ୍ଷେତ୍ରରେ ନିଜର ନାମ ଓ ପ୍ରତିଷ୍ଠା ହରାଇପାରନ୍ତି।

ଯେଉଁ ଲୋକଙ୍କର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ପୁରୁଣା ବ୍ଯବସାୟିକ ଫର୍ମୁଲା ଯୋଗୁଁ ଲାଭ ପ୍ରାପ୍ତ ହେବାର ସମ୍ଭାବନା ଅଛି।

ଆର୍ଥିକ ଦୃଷ୍ଟିରୁ ଏହିହ ସମୟରେବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବା ଯୋଗୁଁଆପଣଙ୍କୁ ଅଧିକ ଋଣ ନେବାକୁ ପଡ଼ିପାରେ କାରଣ ଆପଣ ଅଧିକ ଖର୍ଚ୍ଚ ସାମ୍ନା କରିପାରନ୍ତି।

ପ୍ରେମ ଜୀବନରେ ଜୀବନସାଥୀର ସମର୍ଥନ ହ୍ରାସ ହେବା ଯୋଗୁଁ ଆପଣ ତାଙ୍କ ସହିତ ଆକର୍ଷଣର ଅଭାବ ଅନୁଭବ କରିବେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ଅଧିକ ଖର୍ଚ୍ଚ କରିବେ ଓ ଏହି ଖର୍ଚ୍ଚ ଆପଣଙ୍କ ଭାଇ ଭଉଣୀଙ୍କ ସ୍ବାସ୍ଥ୍ୟ ଉପରେ କରିବା ପାଇଁ ପଡ଼ିବ।

ଉପାୟ - ଶନିବାର ଦିବ୍ୟଙ୍ଗ ବ୍ୟକ୍ତିଙ୍କୁ ଭୋଜନ ଦାନ କରନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ପାଇଁ ବୃହସ୍ପତି ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ବକ୍ରୀ ଆପଣଙ୍କର ପଞ୍ଚମ ଘରେ ହେବ।

ଉପରୋକ୍ତ କାରଣ ଯୋଗୁଁ ଆପଣ ସନ୍ତାନର ପ୍ରଗତି ବିଷୟରେ ଅଧିକ ଭାବି ଚିନ୍ତିତ ରହିବେ। ଧନର ପ୍ରବାହରେ ଉତ୍ଥାନ-ପତନ ଆସିପାରେ।

କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଚାକିରିରେ ଅଧିକ ଚାପ ସାମ୍ନା କରିବାକୁ ପଡ଼ିପାରେ ଓ ଏହା ଆପଣଙ୍କର କାମ ଅଧିକ ହେବା ଯୋଗୁଁ ହେବ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ କଠିନ ବିରୋଧ ଯୋଗୁଁ ପ୍ରଫ଼ିଟ କିମ୍ବା ଲସ ହେବ ନାହିଁ। ଏହା ଆଶଙ୍କା ଅଛି ଯେ ଆପଣଙ୍କୁ ବିନିଯୋଗରେ ଭଲ ରିଟର୍ନ ନ ମିଳିପାରେ।

ଆର୍ଥିକ ଜୀବନ ବିଷୟରେ କହିଲେ ଆପଣଙ୍କୁ ଏହି ଅବଧିରେ ଧନକୁ ସମ୍ଭାଳିବାରେ ଅଧିକ ସାବଧାନ ରହିବାକୁ ପଡ଼ିବ କାରଣ ଏହି ସମୟରେ ଆପଣ ଧନ ହାଯାଇ ପାରନ୍ତି।

ପ୍ରେମ ଜୀବନରେ ଆପଣ ନିଜର ସମ୍ପର୍କରେ ଅସୁରକ୍ଷା ଭାବନା ଅନୁଭବ କରିପାରନ୍ତି, ଯାହାର କାରଣ ଖୁସି ହ୍ରାସ ରହିବ।

ସ୍ବାସ୍ଥ୍ୟ ଦୃଷ୍ଟିୁ ଆପଣଙ୍କୁ ଏହି ସମୟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଧନ ଖର୍ଚ୍ଚ କରିବାକୁ ପଡ଼ିପାରେ।

ଉପାୟ - ପ୍ରତିଦିନ 44 ଥର ଓଁ ମନ୍ଦାୟ ନମଃ ଜପ କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶି ଲୋକଙ୍କ ପାଇଁ ବୃହସ୍ପତି ପ୍ରଥମ ଓ ଦଶମ ଘରର ସ୍ବାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ବକ୍ରୀ ଆପଣଙ୍କର ଚତୁର୍ଥ ଘରେ ହେବ।

ଉପରୋକ୍ତ କାରଣ ଯୋଗୁଁ ଆପଣଙ୍କୁ ସୁଖ ସୁବିଧାରେ ହ୍ରାସ ଅନୁଭବ ହେବ। ଘର ସମ୍ବନ୍ଧିତ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ।

କ୍ୟାରୀଅର ଦୃଷ୍ଟିରୁ ଏହି ସମୟରେ ଆପଣଙ୍କୁ ଚାକିରିର ଚାପ ସହିତ ଅତିରିକ୍ତ ପରିଶ୍ରମ କରିବା ପାଇଁ ପଡ଼ିବ। ଏହା ଆପଣଙ୍କୁ ଚିନ୍ତିତ କରିବ।

ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ତାଙ୍କୁ ଏହି ସମୟରେ ପାର୍ଟନର୍ଶିପ ସହିତ ଜଡ଼ିତ ସମସ୍ଯା ସାମ୍ନା କରିବାକୁ ପଡ଼ିବ। ଏହି କାରଣ ଯୋଗୁଁ ଟର୍ନ ଓଭର କମ ହୋଇପାରେ।

ଆର୍ଥିକ ଜୀବନ ଦୃଷ୍ଟିରୁ ଉଚିତ ଧ୍ୟାନ ନ ଦେବା ଯୋଗୁଁ ଆପଣଙ୍କୁ ଧନ ହାନି ହୋଇପାରେ।

ପ୍ରେମ ଜୀବନରେ ଆଶଙ୍କା ଅଛି ଯେ ଜୀବନଷାଠି ସହିତ ଭଲ ସମ୍ବନ୍ଧ ରଖିବା କଷ୍ଟକର ହେବ ଓ ଏହା ଆକର୍ଷଣ ହ୍ରାସ ହେବା ଯୋଗୁଁ ହେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁବୃହସ୍ପତି ମିଥୁନ ରାଶିରେ ବକ୍ରୀ ହେବ ଯୋଗୁଁଆପଣଙ୍କୁ ମାତାଙ୍କର ସ୍ବାସ୍ଥ୍ୟ ପାଇଁ ଅଧିକ ଖର୍ଚ୍ଚ କାଟିବାକୁ ପଡ଼ିପାରେ।

ଉପାୟ - ପ୍ରତିଦିନ 21 ଥର ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ

1. ବୃହସ୍ପତିଙ୍କର ବକ୍ରୀ ହେବା ମାନେ କ’ଣ?

ବୃହସ୍ପତି ବକ୍ରୀ ହେବା ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ। ବକ୍ରୀ ଗୁରୁ ମେଷ ରାଶି ଲୋକଙ୍କୁ ଆର୍ଥିକ ଭାବରେ ହଇରାଣ କରିବେ।

2. ବୃହସ୍ପତି ମିଥୁନ ରାଶିରେ ରହିବା ମାନେ କ’ଣ?

ମିଥୁନ ରାଶିରେ ବୃହସ୍ପତି ଅଧିକ ଗତି, ପରିବର୍ତ୍ତନ ଓ ସମଜିକତା ପାଇଁ ସଙ୍କେତ ଦେଇଆନ୍ତି।

3. ବୃହସ୍ପତି ମିଥୁନ ରାଶିରେ କେବେ ବକ୍ରୀ ହେବେ?

ବୃହସ୍ପତି 09 ଅକ୍ଟୋବର 2024 ସକାଳ 10:01ରେ ମିଥୁନ ରାଶିରେ ବକ୍ରୀ ହେବେ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 599/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer