ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (26 ଜାନୁଆରୀରୁ 01 ଜାନୁଆରୀ)
ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 26 ଜାନୁଆରୀରୁ 01 ଫେବ୍ରୁୟାରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 26 ଜାନୁଆରୀରୁ 01 ଫେବ୍ରୁୟାରୀ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1 ଲୋକ ଦୃଢ଼ ନିଶ୍ଚୟୀ ହୋଇଥାଆନ୍ତି ଓ ତାଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିଥାଏ। ଏମାନେ ଜୀବନରେ ପ୍ରଗତି ମାର୍ଗରେ ଆଗକୁ ବଢ଼ନ୍ତି ଓ ଏହାର ସକାରାତ୍ମକ ପ୍ରଭାବ ଅପାନଙ୍କ ଉପରେ ଦେଖାଯାଏ।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ଏହି ସପ୍ତାହରେ ଏହି ଲୋକ ନିଜର ସାଥୀ ସହିତ ମଧୁର ସମ୍ବନ୍ଧ ରଖିବା ପାଇଁ ଅସକ୍ଷମ ରହି ପାରନ୍ତି ଯାହା ଫଳରେ ଆପଣ ଦୁହିଙ୍କ ମଧ୍ୟରେ ପରସ୍ପରିକ ତାଳମେଳର ଅଭାବ ରହି[ଆରେ। ଏହାର ଫଳସ୍ବରୂପ, ପରସ୍ପରିକ ସାମଞ୍ଜସ୍ୟର ଅଭାବ ହୋଇପାରେ।
ଶିକ୍ଷା: ଶିକ୍ଷାକୁ ଦେଖିଲେ , ମୂଳାଙ୍କ 1ର ଲୋକ ପଢ଼ାରେ ଭଲ ସଫଳତା ହାସଲ କରିବାରେ ପଛେଇ ଯାଇ ପାରନ୍ତି।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସମ୍ଭାବନା ଅଛି ଯେ ଏହି ସମୟରେ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ ନାହିଁ।
ବୃତ୍ତିଗତ ଜୀବନ: ମୂଳାଙ୍କ 1ର ଲୋକ ନିଜର କାମରେ ଉତ୍କୃଷ୍ଟତା ହାସଲ କରି ପାରିବେ ନାହିଁ ଯାହା ଚାକିରିରେ ଅତ୍ୟଧିକ ଚାପ ଯୋଗୁଁ ହୋଇପାରେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ମିଳିବାକୁ ଥିବା ଲାଭ କମ ରହିପାରେ। ଆପଣଙ୍କୁ କ୍ଷତି ହେବାର ଆଶଙ୍କା ଅଛି।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ସନବର୍ନ ପରି ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହା ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖାଯିବ।
ଉପାୟ: ପ୍ରତିଦିନ ଓଁ ରୁଦ୍ରାୟ ନମଃ 19 ଥର ଜପ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ମୂଳାଙ୍କ 2ରେ ଜନ୍ମ ହୋଇଥିବା ଲୋକଙ୍କର ମନ ମହତ୍ଵପୂରଣ ନିଷ୍ପତି ନେବା ସମୟରେ ଭାମିତ ରହିପାରେ ଓ ଏହା ଆପଣଙ୍କ ପାଇଁ ସମସ୍ଯାର କାରଣ ହୋଇପାରେ। ଏହି ସପ୍ତାହରେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ହେବ ଓ ନିଜର ଦୃଷ୍ଟିକୋଣ ସକାରାତ୍ମକ ରଖିବାକୁ ହେବ।
ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ, ଏହି ସପ୍ତାହରେ ଆପଣଙ୍କର ପାର୍ଟନର ସହିତ ଯୁକ୍ତି ହୋଇପାରେ ଯାହା ଠାରୁ ଆପଣଙ୍କିୁ ଦୂରେଇ ରହିବା ଆବଶ୍ୟକ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 2ର ଛାତ୍ରଙ୍କୁ ଯୁକ୍ତିଯୁକ୍ତ ଭାବରେ ପଢ଼ିବାକୁ ହେବ ଓ ଏପରି ସ୍ଥିତିରେ ଆପଣ ସାଥୀ ଛାତ୍ରଙ୍କ ମଧ୍ୟରେ ଜାଗା ତିଆରି କରିବାରେ ସକ୍ଷମ ହେବେ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ, ଏହି ସପ୍ତାହରେ ଏହି ଲୋକଙ୍କୁ ଚାକିରିରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହା ଚାକିରିରେ ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣଙ୍କୁ ପ୍ରତିଦ୍ଵନ୍ଦୀଙ୍କ ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକଙ୍କୁ ନିଜର ଫିଟନେସ ଉପରେ ଧ୍ୟାନ ଦେବାକୁ ହେବ କାରଣ ଆପଣଙ୍କୁ ଥଣ୍ଡା-କାଶ ସହିତ ଜଡ଼ିତ ସମସ୍ଯା ହୋଇପାରେ।
ଉପାୟ: ଶନିବାର ଦିନ ରାହୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3ର ଲୋକ ଏହି ସପ୍ତାହରେ କିଛି ସାହାସି ନିଷ୍ପତି ନେଇ ପାରନ୍ତି ଯାହା ଦ୍ବାରା ଆପଣଙ୍କର ହୀତ ହେବ। ସାଙ୍ଗରେ, ଏମାନଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ରହିବ।
ପ୍ରେମ ଜୀବନ: ପ୍ରେମ ଜୀବନ ଦୃଷ୍ଟିରୁ, ଏହି ଅବଧିରେ ଆପଣ ସାଥୀ ସାମ୍ନାରେ ନିଜର ଭାବନାକୁ ପ୍ରକାଶ କରିବାରେ ସକ୍ଷମ ହେବେ ଓ ନିଜର ମନର କଥା ମଧ୍ୟ ପରସ୍ପର ସହିତ ବାଣ୍ଟିବେ। ଏପରି ସ୍ଥିତିରେ, ଆପଣ ଦୁହିଙ୍କ ମଧ୍ୟରେ ପରସ୍ପରିକ ବୁଝାମଣା ଦୃଢ଼ ହେବ।
ଶିକ୍ଷା: ମୂଳାଙ୍କ 3ର ଛାତ୍ରଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ ଓ ଆପଣ ବୃତ୍ତିଗତ ଭାବରେ ପଢ଼ିବା ସହିତ ପଢ଼ାରେ ଭଲ ପ୍ରଦର୍ଶନ କରିବାରେ ସଫଳ ରହିବେ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନରେ ଚାକିରିର ନୂଆ ସୁଯୋଗ ପ୍ରାପ୍ତ ହେବ ଓ ଏପରି ସ୍ଥିତିରେ ଆପଣ ପ୍ରସନ୍ନ ଦେଖା ଯିବେ। ଯେଉଁ ଲୋକ ନିଜର ବ୍ୟବସାୟ କରନ୍ତି, ସେ ଏକ ନୂଆ ବିଜନେସ ଆରମ୍ଭ କରିପାରିବେ ଯାହା ଦ୍ବାରା ଆପଣଙ୍କୁ ଲାଭ ପ୍ରାପ୍ତ ହେବ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ, ମୂଳଙ୍କ 3ର ଲୋକ ଏହି ସପ୍ତାହ ଶାରୀରିକ ଭାବରେ ଫିଟ ରହିବେ। ସାଙ୍ଗରେ, ଆପଣ ଉତ୍ସାହ ଓ ଊର୍ଜାରେ ଭରପୁରେ ରହିବେ। ଏପରି ସ୍ଥିତି, ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ: ପ୍ରତିଦିନ ଓଁ ଗୁରବେ ନମଃ 21 ଥର ଜପ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ମୂଳାଙ୍କ 4 ରେ ଜନ୍ମ ହୋଇଥିବା ଲୋକ ବହୁତ ଉତ୍ସାହୀ ହୋଇଥାନ୍ତି ଓ ସେ ନିଜର ଏହି ଗୁଣ ସହିତ ଆଗକୁ ବଢ଼ିବା ପସନ୍ଦ କରନ୍ତି। ଏହି ଲୋକଙ୍କର ରୁଚି ଲମ୍ବା ଯାତ୍ରା କରିବାରେ ଥାଏ।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ, ମୂଳାଙ୍କ 4ର ଲୋକ ପାର୍ଟନର ସହିତ ନିଜର ସମ୍ପର୍କକୁ ଭାବନାତ୍ମକ ଭାବରେ ଦୃଢ଼ କରିବାକୁ ଚାହିଁବେ। ଏହି ସମୟରେ ଆପଣ ସାଥି ସହିତ ଘର ପରିବାରରେ ଚାଲିଥିବା ସମସ୍ଯା ଉପରେ ଚର୍ଚା କରୁଥିବା ନଜର ଆସିବେ ଓ ଏହାର ସମାଧାନ ଖୋଜିବେ।
ଶିକ୍ଷା: ମୂଳାଙ୍କ 4ର ଯେଉଁ ଛାତ୍ର ଉଚ୍ଚ ଶିକ୍ଷା କରୁଛନ୍ତି ତାଙ୍କ ପାଇଁ ଏହି ସପ୍ତାହ ଟିକେ କଷ୍ଟକର ରହିପାରେ। ଏହାର ପରିଣାମସ୍ବରୂପ, ଆପଣଙ୍କୁ କମ ଅଙ୍କ ମିଳିବାର ଆଶଙ୍କା ଅଛି ଯାହା ଫଳରେ ପଢ଼ାରେ ଧ୍ୟାନ ଲାଗିବ ନାହିଁ।
ବୃତ୍ତିଗତ ଜୀବନ: ଯେବେ କଥା ଆସେ ବୃତ୍ତିଗତ ଜୀବନ ବିଷୟରେ, ତେବେ ମୂଳାଙ୍କ 4ର ଚାକିରି କରିଥିବା ଲୋକଙ୍କୁ ଏହି ସପ୍ତାହରେ ପଦୋନ୍ନତି ମିଳିବାର ଯୋଗ ଅଛି ଯାହା ଆପଣଙ୍କର କଠିନ ପରିଶ୍ରମର ଫଳ ହେବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେ ସଫଳ ବ୍ୟବସାୟୀ ହେବାର ମାର୍ଗରେ ଆଗକୁ ବଢ଼ିବେ ଓ ସଫଳତା ପ୍ରାପ୍ତ କରିବେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ମୂଳାଙ୍କ 4ର ଲୋକଙ୍କୁ ଅନେକ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଆପଣଙ୍କୁ ହଜମ ଜନିତ ସମସ୍ଯା ହଇରାଣ କରିପାରେ।
ଉପାୟ: ପ୍ରତିଦିନ ଓଁ ଦୂର୍ଗାୟ ନମଃ 22 ଥର ଜପ କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5 ର ଲୋକ ଯୁକ୍ତିଯୁକ୍ତ ହୋଇଥାନ୍ତି ଓ ନିଜର ଜୀବନର ଦୈନଦିନ କାମରେ ମଧ୍ୟ ଏହା ସହିତ ଆଗକୁ ବଢ଼ନ୍ତି। ଏହା ନିଜର ଜୀବନରେ ସୁଧାର ଆଣିବା ପାଇଁ ସାହାଜ୍ୟ କରିବ।
ପ୍ରେମ ଜୀବନ: ପ୍ରେମ ଜୀବନରେ ମୂଳାଙ୍କ 5ର ଲୋକ ନିଜର ପ୍ରେମପୂର୍ଣ ଭାବନାକୁ ସାଥୀ ସାମ୍ନାରେ ରଖିବେ। ଆପଣ ସମ୍ପର୍କରେ ମଧୁରତା ରଖିବାରେ ସକ୍ଷମ ହେବେ କାରଣ ଆପଣ ଲଗାତାର ଏହି ଦିଗରେ ପ୍ରୟାସ କରିଥିବେ ଓ ଆପଣ ଖୁସି ଦେଖାଯିବେ।
ଶିକ୍ଷା: ଏହି ମୂଳଙ୍କର ଛାତ୍ର ଏହି ସପ୍ତାହରେ ମନ ଲଗାଇ ପଢ଼ିବେ କାରଣ ଆପଣଙ୍କର ରୁଚି ଶିକ୍ଷରେ ବଢ଼ିବ। ଫାଇନାନ୍ସିୟାଲ ଏକାଉନ୍ଟିଂ, କଷ୍ଟିଂ ଓ ଚାର୍ଟାର୍ଡ ଏକାଉନ୍ଟେନ୍ସି ପରି କ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ।
ବୃତ୍ତିଗତ ଜୀବନ: ଯେଉଁ ଲୋକ ଚାକିରି କରନ୍ତି, ସେମାନେ ଏହି ସମୟରେ ଉତ୍ସାହ ଓ ମନ ଲଗାଇ କାମ କରିବେ। ଏହି ସପ୍ତାହରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଅନ୍ୟ ପଟେ, ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି, ତେବେ ଆପଣ ନିଜର କ୍ଷମତା ଯୋଗୁଁ ପର୍ଯ୍ୟାପ୍ତ ମାତ୍ରାରେ ଲାଭ ପାଇବେ।
ସ୍ବାସ୍ଥ୍ୟ: ମୂଳାଙ୍କ 5ର ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ। ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।
ଉପାୟ: ପ୍ରତିଦିନ ଓଁ ନମୋ ଭାଗବତେ ବାସୁଦେବାୟ 41 ଥର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6 ର ଲୋକଙ୍କର ଆଗ୍ରହ ରଚନାତ୍ମକ କ୍ଷେତ୍ରରେ ରହିବ ଓ ଆପଣ ଏହି କ୍ଷେତ୍ରରେ ଆଗକୁ ବଢ଼ିବେ। ଏହା ଆପଣଙ୍କର ଜୀବନରେ ଖୁସି ଆଣିବ ଓ ଏମାନଙ୍କର ରୁଚି ସିଦ୍ଧାନ୍ତ ଅନୁସାରେ ଚାଲିବାରେ ରହିବ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ପାର୍ଟନର ପରସ୍ପର ସହିତ ନିଜର ଭାବନା ଶେୟାର କରୁଥିବା ନଜର ଆସିବେ। ଆପଣଙ୍କର ସକାରାତ୍ମକ ଦୃଷ୍ଟିକୋଣ ଯୋଗୁଁ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ଶିକ୍ଷା: ମୂଳାଙ୍କ 6ର ଯେଉଁ ଛାତ୍ର ଵିସୁଅଲ୍ କମ୍ଯୁନିକେଶନ, ସଫ୍ଟୱେୟାର୍ ଇଞ୍ଜିନିୟରିଂ ଓ ମଲ୍ଟିମିଡିଆ ପାଠ ପଢ଼ୁଛନ୍ତି ତାଙ୍କର ପ୍ରଦର୍ଶନ ଏହି ସପ୍ତାହରେ ଭଲ ରହିବ। ସାଙ୍ଗରେ, ଆପଣ ନିଜ ପାଇଁ ଏକ ଖାସ ଜାଗା ସୃଷ୍ଟି କରିବାକୁ ସକ୍ଷମ ହେବେ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ସୁଯୋଗ ହାସଲ କରିବେ ଓ ନିଜର ଟାର୍ଗେଟ ମଧ୍ୟ ସହଜରେ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣ ନିଜ ପାଇଁ ଏକ ରୋଲ ମଡେଲ ହେବେ। ଏଜୁନ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କ ପାଇଁ ଲାଭ କରିବା ସହଜ ହେବ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ, ମୂଳାଙ୍କ 6ର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହା ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ ଶକ୍ତିର ପରିଣାମ ହେବ। କିନ୍ତୁ, ମୁଣ୍ଡ ବିନ୍ଧା ପରି ଛୋଟ ଛୋଟ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ।
ଉପାୟ: ପ୍ରତିଦିନ ଓଁ ଶୁକ୍ରାୟ ନମଃ 33 ଥର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ଯେଉଁ ଲୋକଙ୍କର ମୂଲାଞ୍ଜ 7 ଅଟେ, ସେମାନେ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି ଓ ଏହି କ୍ଷେତ୍ରରେ ରିସର୍ଚ କରିବାର କାମ କରନ୍ତି। ସାମାନ୍ଯ ଭାବରେ ତାଙ୍କୁ ବହୁତ ଯାତ୍ରା କରିବାକୁ ପଡ଼ିପାରେ।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ, ଏହି ଲୋକଙ୍କର ନିଜର ପାର୍ଟନର ସହିତ ଯୁକ୍ତି ହେବାର ଆଶଙ୍କା ଅଛି। ଏପରି ସ୍ଥିତିରେ ଆପଣ ଦୁଃଖୀ ନଜର ଆସିବେ ଓ ଏହି ସମୟରେ ଆପଣଙ୍କର ସମ୍ପର୍କରେ ସମସ୍ଯା ରହିପାରେ।
ଶିକ୍ଷା: ମୂଳାଙ୍କ 7 ର ଛାତ୍ରଙ୍କର ଧ୍ୟାନ ଏହି ସପ୍ତାହରେ ପଢ଼ାରେ ଲାଗିବ ନାହିଁ ଓ ଏହାର ପ୍ରଭାବ ଶିକ୍ଷାରେ ହ୍ରାସ ରୂପରେ ଦେଖାଯିବ। ଏହାର ପରିଣାମସ୍ବରୂପ, ଆପଣ ସାଥୀ ଛାତ୍ରଙ୍କୁ ପଛରେ ପକାଇବାର ଅସକ୍ୟମ ହେବେ।
ବୃତ୍ତିଗତ ଜୀବନ: ଏହି ମୂଲାଙ୍କର ଚାକିରି କରୁଥିବା ଲୋକଙ୍କର ଶିକ୍ଷାକ୍ଷେତ୍ରରେ ଛବି ନକାରାତ୍ମକ ରୂପରେ ପ୍ରଭାବିତ ହୋଇପାରେ କାରଣ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି l ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କୁ ବେପରୁଆ ହେବା ଯୋଗୁଁ କ୍ଷତି ସହିବାକୁ ପଡ଼ିପାରେ l
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ଲୋକଙ୍କୁ ସନବର୍ନ, ଜଳାପୋଡ଼ା ଓ ପାଦରେ ଦରଜ ପରି ସମସ୍ଯା ହଇରାଣ କରିପାରେ ସେଥିପାଇଁ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଏହି ସବୁ ସମସ୍ଯାର କରନ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହୋଇପାରେ।
ଉପାୟ: ପ୍ରତିଦିନ ଓଁ କେତବେ ନମଃ 43 ଥର ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8 ର ଲୋକ ସମାୟାନୁବର୍ତ୍ତୀ ହୋଇଥାନ୍ତି ଓ ସ୍ଵଭାବରେ ସଚ୍ଚୋଟ ହୋଇଥାନ୍ତି। ଏହି ଲୋକ ବହୁତ ସାବଧାନ ହୋଇ ଯୋଜନା ପ୍ରସ୍ତୁତ କରି ନିଜର ଜୀବନରେ ଆଗକୁ ବଢ଼ିବାକୁ ପସନ୍ଦ କରନ୍ତି ଓ ନିଜର ଲକ୍ଷ ପ୍ରତି ସବୁବେଲେ ସମର୍ପିତ ରୁହନ୍ତି।
ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ ଏହି ମୂଳାଙ୍କର ଲୋକଙ୍କୁ ପାର୍ଟନର ସହିତ ସମ୍ପର୍କରେ ଧାର୍ଯ୍ୟ ରଖି ଚଳିବାକୁ ହେବ। ଆପଣଙ୍କର ଏପରି ବ୍ୟବହାର ସାଥୀକୁ ପସନ୍ଦ ଆସିବ। ଏହି ଅବଧିରେ ଆପଣ ପରିପକ୍ଵ ହେବେ ଓ ସାଥୀ ସହିତ ଆଗକୁ ବଢ଼ିବେ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 8ର ଲୋକଙ୍କୁ ପଢ଼ାରେ ବହୁତ ସାବଧାନ ରହିବାକୁ ହେବ କାରଣ ଆପଣଙ୍କର ଏକାଗ୍ରତା କ୍ଷମତା ଦୁର୍ବଳ ହୋଇପାରେ। ଯଦି ଆପଣ ଭଲ ଅଙ୍କ ପ୍ରାପ୍ତ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ ଯୋଜନା ପ୍ରସ୍ତୁତ କରି ଚାଳିବାର ଆବଶ୍ୟକତା ଅଛି।
ବୃତ୍ତିଗତ ଜୀବନ: ଯେଉଁ ଲୋକ ଚାକିରି କରନ୍ତି, ତାଙ୍କ ପାଇଁ ଏହି ସପ୍ତାହ ଟିକେ କଠିନ ରହିପାରେ ସେଠୀ[ଆଇନ ଆପଣଙ୍କୁ ସମ୍ପୂର୍ଣ ଧ୍ୟାନ ଭଲ ପରିଣାମ ପାଇବା ଉପରେ କେନ୍ଦ୍ରିତ କରିବାକୁ ହେବ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣଙ୍କର ଲାଭରେ ହ୍ରାସ ଘାଟିପାରେ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଖାଇବା ପିଇବା ଉପରେ ଧ୍ୟାନ ନ ରଖିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ଆପଣ ନିଜ ପାଇଁ ସମସ୍ଯା ବଢ଼ାଇ ପାରନ୍ତି।
ଉପାୟ: ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9 ଅଧୀନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟ ପାଇଁ ପ୍ରତିବଦ୍ଧ ଏବଂ ଜୀବନରେ ନୀତି ଅନୁସରଣ କରନ୍ତି। ଏହି ଲୋକମାନଙ୍କର ଏକ ନିର୍ଭୀକ ପ୍ରକୃତି ଅଛି, ଯାହା ସେମାନଙ୍କ କାର୍ଯ୍ୟରେ ମଧ୍ୟ ଦେଖାଯାଏ। ଏହି କାରଣରୁ, ସେମାନେ ଯାହା ବି କରନ୍ତି, ସେମାନେ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗିକୃତ ହୋଇ କରନ୍ତି।
ପ୍ରେମ ଜୀବନ: ଯେତେବେଳେ ପ୍ରେମ ଜୀବନ କଥା ଆସେ, ଏହି ସପ୍ତାହରେ ମୂଳାଙ୍କ 9ର ଲୋକ ସାଥୀ ପ୍ରତି ସଚ୍ଚିତ ରହିବେ। ଆପଣ ସମ୍ପର୍କରେ ସାମଞ୍ଜସ୍ୟ ରଖିବା ପାଇଁ ସବୁ ସୀମା ଅତିକ୍ରମ କରିବାକୁ ପଚାଇବେ ନାହିଁ।
ଶିକ୍ଷା: ମୂଳାଙ୍କ 9 ର ଯେଉଁ ଛାତ୍ର ପଢ଼ୁଛନ୍ତି, ସେମାନେ ସେହି ବିଷୟରେ ପାରଦର୍ଶିତା ହାସଲ କରିବେ ଯାହା ଉପରେ ଆପଣଙ୍କର କେନ୍ଦ୍ରିତ ରହିବ। ସାଙ୍ଗରେ, ଆପଣ ମନ ଲଗାଇ ପଢ଼ୁଥିବା ଦେଖାଯିବେ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, କାର୍ଯ୍ୟ କରୁଥିବା ଏହି ମୂଳାଙ୍କର ଲୋକମାନେ ସେମାନଙ୍କର କାର୍ଯ୍ୟକୁ ଚମତ୍କାର ଭାବରେ କରିବାକୁ ସମର୍ଥ ହେବେ। ଏଥି ସହିତ, ଯେଉଁମାନେ ନିଜର ବ୍ୟବସାୟ ଚଳାନ୍ତି, ସେମାନଙ୍କର ଦୃଢ଼ ନେତୃତ୍ୱ ଦକ୍ଷତା ଆଧାରରେ ଭଲ ଲାଭ କରିବାରେ ସଫଳ ହୋଇପାରିବେ।
ସ୍ବାସ୍ଥ୍ୟ: ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଏହି ଲୋକଙ୍କ ସ୍ୱାସ୍ଥ୍ୟ ଏହି ସପ୍ତାହରେ ଅନୁକୂଳ ହେବ ଯାହା ଆପଣଙ୍କର ଦୃଢ଼ ପ୍ରତିରକ୍ଷା ଶକ୍ତିର ଫଳାଫଳ ହେବ। ଆହୁରି ମଧ୍ୟ, ଆପଣ ଉତ୍ସାହୀ ଏବଂ ଶକ୍ତିଶାଳୀ ରହିବେ ଯେଉଁଥି ପାଇଁ ଆପଣ ଫିଟ୍ ରହିବାକୁ ସକ୍ଷମ ହେବେ।
ଉପାୟ: ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୂଳାଙ୍କ 4 ଉପରେ କେଉଁ ଗ୍ରହର ଆଧିପତ୍ୟ ଅଛି?
ମୂଳାଙ୍କ 4 ର ସ୍ବାମୀ ରାହୁ ଗ୍ରହ ଅଟନ୍ତି।
2. ମୂଳାଙ୍କ 6 ର ସ୍ବାମୀ ଗ୍ରହ କିଏ?
6 ମୂଳାଙ୍କର ସ୍ବାମୀ ଗ୍ରହ ଶୁକ୍ର।
3. ମୂଳାଙ୍କ 2 ଲୋକ କିପରି ହୋଇଥାଆନ୍ତି?
ଏମାନେ କଳ୍ପନାଶୀଳ ଓ ଭାବୁକ ସ୍ଵଭାବର ହୋଇଥାନ୍ତି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Janmashtami 2025: Read & Check Out Date, Auspicious Yoga & More!
- Sun Transit Aug 2025: Golden Luck For Natives Of 3 Lucky Zodiac Signs!
- From Moon to Mars Mahadasha: India’s Astrological Shift in 2025
- Vish Yoga Explained: When Trail Of Free Thinking Is Held Captive!
- Kajari Teej 2025: Check Out The Remedies, Puja Vidhi, & More!
- Weekly Horoscope From 11 August To 17 August, 2025
- Mercury Direct In Cancer: These Zodiac Signs Have To Be Careful
- Bhadrapada Month 2025: Fasts & Festivals, Tailored Remedies & More!
- Numerology Weekly Horoscope: 10 August, 2025 To 16 August, 2025
- Tarot Weekly Horoscope: Weekly Horoscope From 10 To 16 August, 2025
- जन्माष्टमी 2025 पर बना दुर्लभ संयोग, इन राशियों पर बरसेगी श्रीकृष्ण की विशेष कृपा!
- अगस्त में इस दिन बन रहा है विष योग, ये राशि वाले रहें सावधान!
- कजरी तीज 2025 पर करें ये विशेष उपाय, मिलेगा अखंड सौभाग्य का वरदान
- अगस्त के इस सप्ताह मचेगी श्रीकृष्ण जन्माष्टमी की धूम, देखें व्रत-त्योहारों की संपूर्ण जानकारी!
- बुध कर्क राशि में मार्गी: इन राशियों को रहना होगा सावधान, तुरंत कर लें ये उपाय
- भाद्रपद माह 2025: त्योहारों के बीच खुलेंगे भाग्य के द्वार, जानें किस राशि के जातक का चमकेगा भाग्य!
- अंक ज्योतिष साप्ताहिक राशिफल: 10 से 16 अगस्त, 2025
- टैरो साप्ताहिक राशिफल (10 अगस्त से 16 अगस्त, 2025): इस सप्ताह इन राशि वालों की चमकेगी किस्मत!
- कब है रक्षाबंधन 2025? क्या पड़ेगा भद्रा का साया? जानिए राखी बांधने का सही समय
- बुध का कर्क राशि में उदय: ये 4 राशियां होंगी फायदे में, मिलेगा भाग्य का साथ
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025