ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (11 ମଈରୁ 17 ମଈ)
ମଈ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 11 ମଈରୁ 17 ମଈ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 11 ମଈରୁ 17 ମଈ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1 ର ଲୋକ ସମୟାନୁବର୍ତ୍ତୀ ହୋଇପାରିବେ। ଏହି ସପ୍ତାହରେ କାର୍ଯ୍ୟକୁ ଅଧିକ ବୃତ୍ତିଗତ ଭାବରେ କରି ପାରିବେ। ଏମାନେ ବଡ଼ ସଫଳତା ପାଇବା ଆଡକୁ ଅଗ୍ରସର କରିବେ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ସମ୍ପର୍କରେ ଅଧିକ ନୈତିକତା ଦେଖାଇବେ। ଏହା ଦ୍ବାରା ଆପଣ ଦୁହିଙ୍କ ସମ୍ପର୍କ ଦୃଢ଼ ହେବ।
ଶିକ୍ଷା: ଆପଣ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣ ପଢ଼ାରେ ନିଜର କୌଶଳ ଓ ଶକ୍ତି ବଳରେ ସଫଳତା ପାଇ ପାରିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଏହି ସମୟରେ ଭଲ ସୁଯୋଗ ମିଳିବାର ସଙ୍କେତ ଅଛି। ଏହି ସୁଯୋଗକୁ ପାଇ ଆପଣ ପ୍ରସନ୍ନ ଅନୁଭବ କରିବେ। ବ୍ୟବସାୟୀ ବୃତ୍ତିଗତ ଭାବରେ କାମ କରିବା ଯୋଗୁଁ ଭଲ ଲାଭ ପାଇବେ।
ସ୍ବାସ୍ଥ୍ୟ: ଏହି ସପ୍ତାହ ସାହାସ ଓ ଦୃଢ଼ ସଂକଳ୍ପ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣ ଖୁସି ରହିବେ।
ଉପାୟ: ଆପଣ ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକଙ୍କୁ ଲାମ୍ବା ଯାତ୍ରା କରିବାରେ ଅଧିକ ରୁଚି ଥାଏ। କେବେ କେବେ ଏହି ଲୋକ ଜୀବନ ପ୍ରତି ଅବହେଳା କରି ପାରନ୍ତି।
ପ୍ରେମ ଜୀବନ: ଆପଣ ନିଜର ଜୀବନସାଥୀ ସହିତ ଅଧିକ ମଧୁର ଓ ପ୍ରେମପୂର୍ଣ ବ୍ୟବହାର କରିବେ। ଆପଣଙ୍କର ମନରେ ପାର୍ଟନର ପାଇଁ ପ୍ରେମ ବଢ଼ିବା ଯୋଗୁଁ ଏପରି ହୋଇପାରେ।
ଶିକ୍ଷା: ଆପଣ ଭଲ ପ୍ରଦର୍ଶନ କରିଚାଲିବେ ଏବଂ ପାଠପଢ଼ାରେ ଦକ୍ଷତାକୁ ଉନ୍ନତ କରିବାକୁ ଚେଷ୍ଟା କରିବେ। ଶିକ୍ଷା କ୍ଷେତ୍ରରେ ଆପଣ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବେ।
ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଏହି ସମୟରେ ଚାକିରିର ନୂଆ ସୁଯୋଗ ମିଳିବାର ଆଶା ଅଛି। ଏହା ଦ୍ବାରା କ୍ୟାରିଅରକୁ ପ୍ରଗତି ମିଳିବ। ବ୍ୟବସାୟୀଙ୍କ ପାଇଁ ଅଧିକ ଲାଭ କରିବାର ଯୋଗ ଅଛି।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହେବା ଯୋଗୁଁ ଏପରି ହୋଇପାରେ।
ଉପାୟ: ଆପଣ ସୋମବାର ଦିନ ମା ପାର୍ବତୀଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକଙ୍କୁ ଅଧିକ ସତର୍କ ଓ ସିଦ୍ଧାନ୍ତରେ ଚାଲିବାକୁ ହେବ। ଏହି ସପ୍ତାହ ମୂଳାଙ୍କ 3ର ଲୋକ ନିଜ ପାଇଁ ଅଧିକ ଲକ୍ଷ ନିର୍ଦ୍ଧାରିତ କରି ପାରିବେ ଓ ନିଜର ଲକ୍ଷକୁ ପ୍ରାପ୍ତ କରି ଆଗକୁ ବଢ଼ିବେ।
ପ୍ରେମ ଜୀବନ: ଆପଣ ନିଜର ଜୀବନସାଥୀଙ୍କ ସହିତ ରହିବା ଆରମ୍ଭ କରିପାରିବେ ଏବଂ ଏହା ଆପଣଙ୍କୁ ବହୁତ ଖୁସି କରିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ଆପଣଙ୍କ ସାଥୀଙ୍କ ସହିତ କୌଣସି ସ୍ଥାନକୁ ବାହାରକୁ ମଧ୍ୟ ଯାଇପାରିବେ।
ଶିକ୍ଷା: ଏହି ସପ୍ତାହରେ ପଢ଼ାରେ ଛାତ୍ରଙ୍କର ପ୍ରଦର୍ଶନ ବହୁତ ଭଲ ହେବ। ଏହି ପ୍ରକାର ଆପଣ ପଢ଼ା ରେ ଭଲ ପ୍ରଦର୍ଶନ କରିବା ପାଇଁ ଅଧିକ ସକାରାତ୍ମକ ଅନୁଭବ କରିବେ।
ବୃତ୍ତିଗତ ଜୀବନ: ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କୁ ଅଧିକ ସଫଳତା ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ନୂତନ ଚାକିରି ସୁଯୋଗ ମଧ୍ୟ ମିଳିପାରେ। ସେହି ସମୟରେ, ବ୍ୟବସାୟୀମାନେ ଏହି ସପ୍ତାହରେ ବିପୁଳ ଲାଭ ଅର୍ଜନ କରିପାରିବେ। ଆପଣ ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ ପ୍ରସ୍ତୁତ ହୋଇପାରନ୍ତି।
ସ୍ବାସ୍ଥ୍ୟ: ଶାରୀରିକ ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ସପ୍ତାହ ସାହାସ ଓ ଦୃଢ଼ ନିଶ୍ଚୟୀ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣଙ୍କର ଆତ୍ମବିଶ୍ବାସରେ ହ୍ରାସ ଘଟିପାରେ।
ଉପାୟ: ଆପଣ ବୃହସ୍ପତିବାର ଦିନ ବୃହସ୍ପତିଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)
ଏହି ସପ୍ତାହରେ ମୂଳାଙ୍କ 4ର ଲୋକଙ୍କ ନିଜର ଲକ୍ଷ ଉପରେ ଧ୍ୟାନ ଦେବେ । ଏହି ଲୋକ ନିଜର କାର୍ଯ୍ୟକୁ ସ୍ବତନ୍ତ୍ର ଭାବରେ କରିବାକୁ ଚେଷ୍ଟା କରିବେ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପ୍ରେମପୂର୍ଣ ଭାବନାକୁ ନିଜର ପାର୍ଟନର ସାମ୍ନାରେ ପ୍ରକାଶ କରିବାକୁ ବିଫଳ ହୋଇ ପାରନ୍ତି। ଏହା ଅହଂକାର ସମ୍ବନ୍ଧିତ ସମସ୍ଯା ଯୋଗୁଁ ହୋଇପାରେ।
ଶିକ୍ଷା: ସମ୍ଭାବନା ଅଛି ଯେ ଆପଣ ନିଜର ପସନ୍ଦର ବିଷୟରେ ଅଧିକ ରୁଚି ଦେଖାଇବେ। ଏଥିପାଇଁ ଆପଣ ଅଧିକ ଅଙ୍କ ପ୍ରାପ୍ତ କରିବାରେ ଅସଫଳ ରହି ପାରନ୍ତି।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କର କୌଣସି ଜାଗାକୁ ସ୍ଥାନାନ୍ତରଣ ହୋଇପାରେ, ଯାହା ଆପଣଙ୍କୁ ପସନ୍ଦ ହେବ ନାହିଁ। ସେଥିପାଇଁ ଆପଣ ଦୁଃଖୀ ରହିବେ। ବ୍ୟବସାୟ ସହିତ ଜଡ଼ିତ ବଡ଼ ଲାଭ କରିବାରେ ଅସଫଳ ରହି ପାରନ୍ତି।
ସ୍ବାସ୍ଥ୍ୟ:ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ମଧ୍ୟ ଅଧିକ ଭଲ ରହିବ ନାହିଁ। ଆପଣଙ୍କୁ ଚର୍ମ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି ଯାହା ଫଳରେ ଆପଣଙ୍କୁ କୁଣ୍ଡେଇ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 22 ଥର ଓଁ ରାହବେ ନମଃ ମନ୍ତ୍ର ଜପ କରନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ଆପଣ ନିଜର ଜ୍ଞାନ ଏବଂ ବୁଦ୍ଧିର ଠିକ ଭାବରେ ବ୍ୟବହାର କରିବାକୁ ସକ୍ଷମ ହେବେ।
ପ୍ରେମ ଜୀବନ: ଏହି ସପ୍ତାହରେ ପାରିବାରିକ ସମସ୍ଯା ଯୋଗୁଁ ଆପଣ ନିଜର ପାର୍ଟନର ପ୍ରତି ନିଜର ପ୍ରେମକୁ ଖୋଲିକରି ପ୍ରକାଶ କରି ପାରିବେ ନାହିଁ।
ଶିକ୍ଷା: ଏହି ସମୟ ଛାତ୍ର ଶିକ୍ଷା କ୍ଷେତ୍ରରେ ଉଚ୍ଚ କୌଶଳ ପ୍ରାପ୍ତ କରିବାରେ ଓ ଅଧିକ ଅଙ୍କ ଆଣିବାରେ ସକ୍ଷମ ହେବେ। ଆପଣଙ୍କୁ ପ୍ରଫେଶନାଲ ସ୍ଟଡିସ ଯେପରି ଫାଇନାନ୍ସିୟାଲ ଏକାଉନ୍ଟିଂ ଓ କଷ୍ଟିଂରେ ବଡ଼ ସଫଳତା ମିଳିବାର ଯୋଗ ଅଛି।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ, ଚାକିରି କରୁଥିବା ଲୋକମାନେ ନିଜ କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ଼ ସଫଳତା ହାସଲ କରିବାରେ ପଛରେ ପଡ଼ିପାରନ୍ତି। ଆପଣଙ୍କ ଉପରେ କାମର ଚାପ ବଢ଼ିପାରେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଆପଣ ଅଧିକ ଲାଭ କରିପାରିବେ ନାହିଁ।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଶାରୀରିକ ରଉପରେ ଅସୁସ୍ଥ ରହି ପାରନ୍ତି। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଆପଣଙ୍କର ମୁଣ୍ଡ ବୁଲାଇ ପାରେ।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ମନ୍ତ୍ର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ମୂଳାଙ୍କର ଲୋକ ଉତ୍ସାହରେ ଭରପୁର ଥାଆନ୍ତି। ତାଙ୍କର ବୁଲିବା କିମ୍ବା ଯାତ୍ରା କରିବାରେ ଅଧିକ ଆଗ୍ରହ ଥାଏ ଓ ଏମାନେ ଏହାକୁ ନିଜର ଲକ୍ଷ ଭାବରେ ନିର୍ଦ୍ଧାରିତ କରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ପ୍ରତି ଅଧିକ ସମ୍ବେଦନଶୀଳ ହେବେ। ପାରିବାରିକ ବିବାଦ ଯୋଗୁଁ ଆପଣ ଚିନ୍ତିତ ଅନୁଭବ କରି ପାରନ୍ତି।
ଶିକ୍ଷା: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ରଙ୍କ ପାଇଁ ଉଚ୍ଚ ଅଙ୍କ ପ୍ରାପ୍ତ କରିବା କଷ୍ଟକର ହୋଇପାରେ। ପଢ଼ା ସମୟରେ ଆପଣଙ୍କର ଏକାଗ୍ରତାରେ ହ୍ରାସ ହେବାର sଅଂକେଟ ଅଛି ଓ ଏହି କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି।
ବୃତ୍ତିଗତ ଜୀବନ: ଏହି ସମୟରେ ଚାକିରି କରିଥିବା ଲୋକ ନିଜର ଲକ୍ଷକୁ ପୂରଣ କରିବାକୁ ଅସଫଳ ହୋଇ ପାରନ୍ତି। ବ୍ୟବସାୟୀଙ୍କୁ ଏହି ସମୟରେ ଉଚ୍ଚ ଲାଭ କରିବାରେ ସମସ୍ଯା ହୋଇପାରେ।
ସ୍ବାସ୍ଥ୍ୟ: ସାହାସ ଓ ଦୃଢ଼ତାର ଅଭାବ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟରେ ହ୍ରାସ ହୋଇପାରେ। ଏପରି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ହୋଇପାରେ।
ଉପାୟ: ଆପଣ ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ଏହି ସପ୍ତାହରେ ମୂଳାଙ୍କ 7ର ଲୋକଙ୍କର ଅଧ୍ୟାତ୍ମକ ଦୃତିକୋଣ ହୋଇପାରେ। ଏହି ଲୋକ ନିଜର ମନ ଅନୁସାରେ କାର୍ଯ୍ୟ କରନ୍ତି।
ପ୍ରେମ ଜୀବନ: ଏହି ସମୟରେ ଆପଣଙ୍କର ମନରେ କୌଣସି ଚିନ୍ତା ରହିପାରେ ଓ ଏହି କାରଣରୁ ଆପଣ ନିଜର ପାର୍ଟନର ପ୍ରତି ନିଜର ପ୍ରେମ ପ୍ରକାଶ କରିପାରିବେ ନାହିଁ। ଆପଣଙ୍କ ପାଇଁ ନିଜର ପାର୍ଟନର ସହିତ ଭଲ ସମୟ କାଟିବା କଷ୍ଟକର ଲାଗିପାରେ।
ଶିକ୍ଷା: ପଢ଼ା ବିଷୟରେ ଅଧିକ ସୂଚନା ନ ରଖି ଆପଣ ହାରାହାରି ଅଙ୍କ ଆଣିପାରନ୍ତି। ପରିଣାମ ଆପଣଙ୍କର ଆଶା ଠାରୁ ବିପରୀତ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହ ଚାକିରି କରିଥିବା ଲୋକଙ୍କ ଦ୍ବାରା କାମରେ କମ ଭୁଲ ହୋଇପାରେ ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ ପରାମର୍ଶ ଦଦିଆଯାଇଛି। ବ୍ୟବସାୟୀଙ୍କ ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇପାରେ ଯେଉଁଥିରେ ତାଙ୍କୁ ଅଧିକ ଲାଭ ନ ହେବାର ସଙ୍କେତ ଅଛି।
ସ୍ବାସ୍ଥ୍ୟ: ଆପଣଙ୍କୁ ଏଲାର୍ଜି କାରଣରୁ ସ୍କିନ ଟ୍ୟୁମର ହେବାର ଆଶଙ୍କା ଅଛି। ଆପଣଙ୍କୁ ଶୀଘ୍ର ନିଜର ଚିକିତ୍ସା କରାଇବା ଉଚିତ।
ଉପାୟ: ଆପଣ ପ୍ରତିଦିନ 41 ଥର ଓଁ କେତବେ ନମଃ ମନ୍ତ୍ର ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକ ସମୟର ଠିକ ଭାବରେ ବ୍ୟବହାର କରି ପାରନ୍ତି ଓ ଯୋଜନା ପ୍ରସ୍ତୁତ କରି ଚାଲି ପାରନ୍ତି. ଏହି ଲୋକ ସବୁବେଳେ ନିଜର କାମରେ ଫୋକସ କରନ୍ତି ଓ ନିଜର ପରିବାରକୁ କାମ ସମୟ ଦିଅନ୍ତି.
ପ୍ରେମ ଜୀବନ: ନିଜ ଆଡୁ ପାର୍ଟନଏର ପ୍ରତି ସ୍ନେହର ଅଭାବ ଯୋଗୁଁ ତାଙ୍କ ସହିତ ଆପଣଙ୍କର ତାଳମେଳ ଖରାପ ହୋଇପାରେ. ଏହି ସମୟରେ ସୁଖ-ଶାନ୍ତି ଭଙ୍ଗ ହୋଇପାରେ.
ଶିକ୍ଷା: ଯଦି ଆପଣ ପ୍ରଫେଶନାଲ ସ୍ଟଡିସ କରୁଛନ୍ତି ଯେପରିକି ଅଟୋମୋବାଇଲ ଇଞ୍ଜିନିୟରିଂ, କେମିକ୍ଯାଲ ଇଞ୍ଜିନିୟରିଂ, ତେବେ ଆପଣଙ୍କୁ ପଢ଼ାରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହି ସମୟରେ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ପଛେଇ ଯିବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହରେ, ଚାକିରି କରୁଥିବା ଲୋକମାନେ ସେମାନଙ୍କ କାମରେ କିଛି ଭୁଲ କରିପାରନ୍ତି ଏବଂ ଏହି ଘଟଣାଗୁଡ଼ିକ ଯୋଗୁଁ, ଉଚ୍ଚ ଅଧିକାରୀଙ୍କ ସମ୍ମୁଖରେ ଆପଣଙ୍କ ପ୍ରତିଷ୍ଠା ହ୍ରାସ ପାଇପାରେ। ସେହି ସମୟରେ, ବ୍ୟବସାୟୀମାନେ ସେମାନଙ୍କର ପୁରୁଣା ରଣନୀତି ଉପରେ କାମ ଜାରି ରଖିଥିବାରୁ ଅଧିକ ଲାଭ ପାଇବାର ସମ୍ଭାବନା କମ୍।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କୁ ଜଙ୍ଘ ଓ ପାଦରେ ଦରଜ ହୋଇପାରେ। ଏହି କାରଣରୁ ଆପଣଙ୍କର ସନ୍ତୁଳନ ହଜିଯାଇ ପାରେ ଓ ଆପଣ ଅସହଜ ଅନୁଭବ କରି ପାରନ୍ତି। ଆପଣଙ୍କର ମନ ଅସୁରକ୍ଷିତ ଭାବନାରେ ଘେରି ରହିବ।
ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ମୂଳାଙ୍କର ଲୋକଙ୍କୁ ଏହି ସପ୍ତାହରେ ନିଜର ଭାଗ୍ୟର ସମର୍ଥନ ମିଳିବ. ସାଙ୍ଗରେ ତାଙ୍କୁ ଅଧିକ ସମ୍ପତି ମିଳିବାର ସମ୍ଭାବନା ଅଛି. ଏହି ଲୋକ ବ୍ୟବସ୍ଥିତ ଦୃଷ୍ଟିକୋଣ ଆପଣାଇ ପାରନ୍ତି. ତାଙ୍କର ସମ୍ପର୍କ ଉପରେ ଅଧିକ ଧ୍ୟାନ ରହିବ.
ପ୍ରେମ ଜୀବନ: ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ୟରେ ଅହଂକାର ସମ୍ବନ୍ଧିତ କିଛି ସମସ୍ୟା ହେବାର ଆଶଙ୍କା ଅଛି. ଏହି କାରଣରୁ ଆପଣଙ୍କୁ ପାର୍ଟନଏର ସହିତ ଆନନ୍ଦମୟ ସମୟ କାଟିବାକୁ ସୁଯୋଗ ମିଳିବ ନାହିଁ.
ଶିକ୍ଷା: ଏହି ସପ୍ତାହରେ ଛାତ୍ର ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ ନାହିଁ. କେବେ କେବେ ଆପଣଙ୍କର ପଢ଼ାରେ ରୁଚି କଂ ହୋଇପାରେ ଓ ଏହି କାରଣରୁ ଆପଣ ପଛରେ ରହି ପାରନ୍ତି.
ବୃତ୍ତିଗତ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର କାର୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ନ କରି ପାରନ୍ତି ଓ ଏହି କାରଣରୁ ଆପଣ ପଛରେ ରହି ପାରନ୍ତି. ବ୍ୟବସାୟୀନ୍କ ପାଇଁ ଏହି ସମୟ କଷ୍ଟକର ହେବ.
ସ୍ବାସ୍ଥ୍ୟ: ଆପଣଙ୍କୁ ଚାପି ନେବା ଯୋଗୁଁ ଜଙ୍ଘରେ ଓ କାନ୍ଧରେ ଦରଜ ହୋଇପାରେ. ଆପଣଙ୍କୁ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି.
ଉପାୟ: ଆପଣ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କର ପୂଜା କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ରାଶିଫଳ ବିବାହ କିମ୍ବା ସମ୍ପର୍କ ବିଷୟରେ କହିପାରିବ କି?
ହଁ, ପୁଅ ଏବଂ ଝିଅଙ୍କ କମ୍ପାଟିବିଲିଟି ସେମାନଙ୍କ ମୂଳାଙ୍କ ଆଧାରରେ ଜାଣିହେବ।
2. ଅଙ୍କ ଜ୍ଯୋତିଷ ଦ୍ୱାରା ଭାଗ୍ୟ ପରିବର୍ତ୍ତନ କରାଯାଇପାରିବ କି?
ନା, କିନ୍ତୁ ଉପଯୁକ୍ତ ପଦକ୍ଷେପ ସାହାଯ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବରେ ଅଣାଯାଇପାରିବ।
3. ଅଙ୍କ ଜ୍ଯୋତିଷ କ’ଣ ବିଜ୍ଞାନ ଉପରେ ଆଧାରିତ?
ନା, ଏଥିରେ ସଂଖ୍ୟାର ଗଭୀର ଅର୍ଥ ଏବଂ ଏହାର ପ୍ରଭାବର ଅଧ୍ୟୟନ କରାଯାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






