ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (27 ଅକ୍ଟୋବରରୁ 02 ନଭେମ୍ବର)
ଅକ୍ଟୋବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 27 ଅକ୍ଟୋବରରୁ 02 ନଭେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 27 ଅକ୍ଟୋବରରୁ 02 ନଭେମ୍ବର, 2024)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1ର ଲୋକ ସମୟକୁ ବହୁତ ଗୁରୁତ୍ବ ଦିଅନ୍ତି ଓ ଏପରି ସ୍ଥିତିରେ ଆପଣ ନିଜର ଲକ୍ଷକୁ ସମୟରେ ପୂରଣ କରିବା ପସନ୍ଦ କରିବେ। ଏମାନେ ବହୁତ ଭାବିଚିନ୍ତି ନିଜର ପାଦ ଆଗକୁ ବଢ଼ାନ୍ତି ଯାହା ତାଙ୍କର ବ୍ଯକ୍ତିତ୍ବର ଏକ ବିଶେଷ ଗୁଣ ଅଟେ।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ମୂଳାଙ୍କ 1ର ଲୋକଙ୍କର ସମ୍ପର୍କ ପାର୍ଟନର ସହିତ ମଧୁର ରହିବ ଯାହା ଫଳରେ ସାଥୀ ପ୍ରତି ଆପଣଙ୍କର ସଚ୍ଚୋଟତା ରହିବ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଏହି ମୂଳାଙ୍କର ଛାତ୍ରଙ୍କର ରୁଚି ମ୍ଯାନେଜମେନ୍ଟ, ବିଜନେସ ଷ୍ଟାଟିକଷ୍ଟିକ୍ସ ଇତ୍ୟାଦି ବିଷୟରେ ରହିବ। ଏହାର ପରିଣାମସ୍ବରୂପ ଆପଣ ଏହି ସବଜେକ୍ଟରେ ପାରଦର୍ଶିତା ହାସଲ କରିବେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନରେ ମୂଳାଙ୍କ 1ର ଲୋକ କାର୍ଯ୍ୟସ୍ଥଳରେ ନିଜର ସ୍ଥାନ ତିଆରି କରିବେ। ଏହି ସମୟରେ ଆପଣ କାମକୁ ବହୁତ ଭଲ ଭାବରେ କରିବେ ଓ ଆପଣଙ୍କୁ ବରିଷ୍ଠଙ୍କର ସମର୍ଥନ ମିଳିବ। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି, ତେବେ ବିଜନେସରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଆପଣ ନିଜର କ୍ଷମତା ସହିତ ପରିଚିତ ହେବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମୂଳାଙ୍କର ଲୋକଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଏହାର କାରଣ ଆପଣଙ୍କର ଆତ୍ମବିଶ୍ଵାସ ଓ ରୋଗ ପ୍ରତିରୋଧକ ଶକ୍ତି ହେବ।
ଉପାୟ : ସୂର୍ଯ୍ୟ ଗ୍ରହଙ୍କ ପ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ପୂଜା କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ମୂଳାଙ୍କ 2 ର ଲୋକ ଏହି ସପ୍ତାହରେ ବଡ଼ ଓ ମହତ୍ୱପୂର୍ଣ ନିଷ୍ପତି ନେବା ବେଳେ ବିଚଳିତ ହେବେ ଯାହା ଆପଣଙ୍କର ପ୍ରଗତିର ମାର୍ଗରେ ସମସ୍ଯା ଆଣିପାରେ। ଏହି ଲୋକଙ୍କୁ କାର୍ଯ୍ୟରୁ ସକାରାତ୍ମକ ପରିଣାମ ପାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପଡ଼ିବ।
ପ୍ରେମ ଜୀବନ: ମୂଳାଙ୍କ 2 ର ଲୋକଙ୍କର ପାର୍ଟନର ସହିତ ଯୁକ୍ତିତର୍କ କିମ୍ବା ମତଭେଦ ହୋଇପାରେ ସେଥି ପାଇଁ ଏହା ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ହେବ। ସାଙ୍ଗରେ ଏହି ସମୟରେ ସାଥୀ ସହିତ କୌଣସି ତୀର୍ଥସ୍ଥଳରେ ଯିବାର ସମ୍ଭାବନା ଅଛି ଓ ଏହି ପ୍ରକାର ଯାତ୍ରା ଆପଣଙ୍କୁ ଆରମ ଦେବ।
ଶିକ୍ଷା: ଶିକ୍ଷା ବିଷୟରେ କହିଲେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମୂଳାଙ୍କ 2 ର ଛାତ୍ର ଏହି ସପ୍ତାହରେ ପଢ଼ାରେ ବିଶେଷ ଧ୍ୟାନ ଦେବେ କାରଣ ଏହି ସମୟରେ ଆପଣଙ୍କର ଏକାଗ୍ରତା କ୍ଷମତା ଦୁର୍ବଳ ରହିପାରେ। ଆପଣଙ୍କୁ ମନ ଲଗାଇ ପଢ଼ିବା ଜରୁରୀ ହେବ।
ବୃତ୍ତିଗତ ଜୀବନ : ଯେଉଁ ଲୋକ ଚାକିରି କରନ୍ତି, ତାଙ୍କ କାମର ବେଗ ଧୀର ହୋଇପାରେ କାରଣ ଆପଣଙ୍କ ଉପରେ କାମର ବୋଝ ବଢ଼ିପାରେ ଯାହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇଯିବ। ଅନ୍ୟ ପଟେ, ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କୁ ବିଜନେସରେ ଭଲ ଯୋଜନା ପ୍ରସ୍ତୁତ କରି ଚଳିବାକୁ ପଡ଼ିବ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଟିକେ ଦୁର୍ବଳ ରହିପାରେ କାରଣ ଆପଣଙ୍କୁ ଥଣ୍ଡା-କାଶ ପରି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ଯାହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ : ପ୍ରତିଦିନ ଓଁ ସୋଂ ସୋମାୟ ନମଃ 20 ଥର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3ର ଲୋକ ସାହସୀ ହୋଇଥାନ୍ତି ଓ ଏହା ତାଙ୍କର ମହତ୍ୱପୂର୍ଣ ନିଷ୍ପତି ନେବାର କ୍ଷମତାରେ ଦେଖାଯାଏ।
ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ ଏହି ମୂଳାଙ୍କର ଲୋକଙ୍କର ବ୍ୟବହାର ପାର୍ଟନର ପ୍ରତି ପ୍ରେମ ଓ ରୋମାନ୍ସରେ ପୂର୍ଣ ରହିବ। ଆପଣ ଦୁହେଁ ପରସ୍ପର ସହିତ ଖୋଲାଖୋଲି କଥା ଶେୟାର କରିବେ ଯାହା ଆପଣ ଦୁହିଁଙ୍କ ମଧ୍ୟରେ ତାଳମେଳ ଭଲ କରିବ।
ଶିକ୍ଷା: ମୂଳାଙ୍କ 3 ର ଛାତ୍ର ବୃତ୍ତିଗତ କୋର୍ସ ଯେପରି ବିଜନେସ ଷ୍ଟାଟିଷ୍ଟିକ୍ସ, ଲଜିସ୍ଟିକ୍ସ ଓ ଫାଇନାନ୍ସିୟାଲ ଏକାଉନ୍ଟିଂ ଇତ୍ୟାଦିରେ ଭଲ ସଫଳତା ପ୍ରାପ୍ତ କରିବେ। ସାଙ୍ଗରେ ଆପଣଙ୍କର ଭଲ କ୍ଷମତାଗୁଡ଼ିକ ଆପଣଙ୍କୁ ସାଥୀ ଛାତ୍ରଙ୍କର ନଜରରେ ଆଣିବ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନରେ ଏହି ମୂଳାଙ୍କର ଲୋକ ନୂଆ ସୁଯୋଗ ପାଇବାର ସମ୍ଭାବନା ଅଛି ଓ ଏପରି ସୁଯୋଗ ଆପଣଙ୍କର ସମସ୍ତ ଇଛାକୁ ପୂର୍ଣ କରିବାରେ ସକ୍ଷମ ହେବ। ଏହି ସମାୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ଯୋଗ ଅଛି। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣ ବିରୋଧୀଙ୍କୁ ଭଲ ଟକ୍କର ଦେଇପାରିବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 3 ର ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହ ରେ ଭଲ ରହିବ ଯେଉଁଥି ପାଇଁ ଆପଣ ପ୍ରସନ୍ନ ରହିବେ। ଆପଣ ନିଜକୁ ଫିଟ ରଖିବେ।
ଉପାୟ : ପ୍ରତିଦିନ ଓଁ ଗୁରବେ ନମଃ 21 ଥର ଜପ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି))
ଯେଉଁ ଲୋକଙ୍କର ଜନ୍ମ ମୂଳାଙ୍କ 4ରେ ହୋଇଛି ସେ ବହୁତ ବୁଦ୍ଧିମାନ ଓ ଉତ୍ସାହରେ ପରିପୂର୍ଣ। ଏହି ଲୋକଙ୍କର ଆଗ୍ରହ ଭୌତିକ ବସ୍ତୁ କିମ୍ବା ସୁଖ ସୁବିଧାରେ ଥାଏ।
ପ୍ରେମ ଜୀବନ: ଏହି ସପ୍ତାହରେ ଆପଣଙ୍କର ସମ୍ପର୍କ ପାର୍ଟନର ସହିତ ପ୍ରେମପୂର୍ଣ ରହିବ ଓ ଆପଣ ଦୁହିଙ୍କ ମଧ୍ୟରେ ତାଳମେଳ ଭଲ ରହିବ। ସାଙ୍ଗରେ ଏହି ଲୋକଙ୍କର ବ୍ୟବହାର ଦ୍ବାରା ସାଥୀ ପ୍ରସନ୍ନ ଦେଖାଯିବେ।
ଶିକ୍ଷା: ଶିକ୍ଷା ବିଷୟରେ କହିଲେ ଏହି ମୋଲାଙ୍କର ଛାତ୍ର ଯିଏ କମ୍ପିଉଟର ଆପ୍ଲିକେଶନ, ସଫ୍ଟୱେୟାର୍ ଟେସ୍ଟିଂ ଇତ୍ୟାଦି ବିଷୟ ପଢ଼ୁଛନ୍ତି ସେମାନେ ନିଜର ସ୍କିଲର ପ୍ରଦର୍ଶନ କରୁଥିବାର ଦେଖାଯିବେ।
ବୃତ୍ତିଗତ ଜୀବନ : ମୂଳାଙ୍କ 4 ର ଲୋକ କାର୍ଯ୍ୟସ୍ଥଳରେ ନିଜକୁ ମିଳୁଥିବା ପ୍ରତ୍ୟକ କାର୍ଯ୍ୟରେ କାରଣ ଖୋଜିବାରେ ସକ୍ଷମ ହେବେ ଓ ଏହାର ପରିଣାମ ସ୍ବରୂପ ଆପଣ କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ କରିପାରିବେ। ଯେଉଁ ଲୋକଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି, ତାଙ୍କର ବ୍ଯକ୍ତିତ୍ବରେ ନେତୃତ୍ବର କ୍ଷମତା ରହିବ ଯାହା ଆପଣଙ୍କୁ ବିରୋଧୀଙ୍କ ଠାରୁ ଆଗକୁ ନେଇଯିବ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ରାତିରେ ନୀଦ ଡେରିରେ ହେବାର ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଯାହା ଫଳରେ ଆପଣ ଅଧିକ ଭାବିବେ। ସମ୍ଭାବନା ଅଛି ଯେ ଯଦି ଆପଣ ଏପରି ଭାବିବେ, ତେବେ ଆପଣ ଆଗକୁ ଯାଇ ଭ୍ରମିତ ଅନୁଭବ କରିବେ।
ଉପାୟ : ମଙ୍ଗଳବାର ଦିନ ଦେବୀବ ଦୂର୍ଗାଙ୍କ ପାଇଁ ଯଜ୍ଞ କରନ୍ତୁ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁଯାୟୀ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5ର ଲୋକଙ୍କର ରୁଚି ଡ୍ରଇଂ, ପେନ୍ଟିଂ ଇତ୍ୟାଦିରେ ରହିପାରେ। ସମ୍ଭାବନା ଅଛି ଯେ ଏହି ଲୋକଙ୍କୁ ସବୁବେଳେ ଏଥିରେ ଆଗ୍ରହ ରହି ଆସୁଅଛି ସେଥିପାଇଁ ସେମାନେ ଏହି ଆଗ୍ରହକୁ ଆଗକୁ ନେବାକୁ ଇଚ୍ଛା କରିବେ।
ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ଲୋକଙ୍କର ସମ୍ପର୍କରେ ପାର୍ଟନର ସହିତ ସୁଖ ଓ ଶାନ୍ତି ଓ ପ୍ରେମ ରହିବ। ଏହି ସମୟରେ ଜୀବନସଥୀ ସହିତ ସମ୍ବନ୍ଧ ମଧୁର ରହିବା ଯୋଗୁଁ ଆପଣ ଦୁହିଙ୍କ ମଧ୍ୟରେ ପାରସ୍ପରିକ ତାଳମେଳ ଦୃଢ଼ ରହିବ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 5ର ଛାତ୍ର ଡିଜିଟାଲ ମାର୍କେଟିଙ୍ଗ, ଏକାଉନ୍ଟିଂ ପରି ବିଷୟରେ ନିଜର ସ୍କିଲକୁ ପ୍ରଦର୍ଶନ କରିବା ସହିତ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟିରି କରିବାକୁ ସକ୍ଷମ ହେବେ।
ବୃତ୍ତିଗତ ଜୀବନ : ଏହି ସପ୍ତାହରେ ମୂଳାଙ୍କ 5ର ଯେଉଁ ଲୋକ ଚାକିରି କରୁଛନ୍ତି, ସେମାନେ ନିଜର ବରିଷ୍ଠଙ୍କ ସହିତ ଭଲ ସମ୍ପର୍କ ରଖିବାରେ ସଫଳ ହେବେ। ଯେଉଁ ଲୋକ ବ୍ୟବସାୟ କରନ୍ତି, ସେମାନେ ନିଜର ବିଜନେସକୁ ଠିକ ଭାବରେ ଆଗକୁ ନେଇଯିବାର କାମ କରିବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ପାଇଁ ଏହି ସପ୍ତାହ ଅନୁକୂଳ raହିବ କାରଣ ଏହି ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହା ଫଳରେ ଆପଣଙ୍କର ତିକ୍ଷ୍ଣ ବୁଦ୍ଧି ଓ ଭଲ ସେନ୍ସ ଅଫ ହ୍ୟୁମର ରହିବ।
ଉପାୟ : ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଠାରେ ରଚନାତ୍ମକତା ଭରପୁର ଥାଏ। ତାଙ୍କୁ ଯାତ୍ରାରେ ବହୁତ ସୌକ ଥାଏ ଓ ପ୍ରାୟତଃ ସେ ଯାତ୍ରା କରୁଥିବା ଦେଖାଯାଆନ୍ତି।
ପ୍ରେମ ଜୀବନ: ମୂଳାଙ୍କ 6ର ଲୋକ ଘର ପରିବାରରେ ଚାଲିଥିବା ବିବାଦ ଯୋଗୁଁ ନିଜର ସମ୍ପର୍କରେ ପାର୍ଟନରକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ରହିପାରନ୍ତି। ଏହାର ପରିଣାମସ୍ବରୂପ, ଜୀବନସଥୀ ସହିତ ପାରସ୍ପରିକ ତାଳମେଳ ଅଧିକ ଭଲ ନ ରହିବାର ଆଶଙ୍କା ଅଛି।
ଶିକ୍ଷା: ଶିକ୍ଷା ଦୃଷ୍ଟିରୁ ଆପଣ ଏହି ସପ୍ତାହ ବୃତ୍ତିଗତ କୋର୍ସ ଯେପରି ୱେବ ଡିଜ଼ାଇନ୍, ମଲ୍ଟିମିଡିଆ ଇତ୍ୟାଦିରେ ଭଲ ଅଙ୍କ ହାସଲ କରିବାରେ ପଛରେ ରହିପାରନ୍ତି।
ବୃତ୍ତିଗତ ଜୀବନ : ବୃତ୍ତିଗତ ଯିବାରେ ଏହି ଲୋକଙ୍କ ଉପରେ ଏହି ସପ୍ତାହରେ କାମର ଚାପ ବଢ଼ିପାରେ ଓ ଏହି କାରଣରୁ ଆପଣଙ୍କର ବ୍ୟସ୍ତ ବହୁଳ ଜୀବନ ରହିପାରେ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ସେଥିରେ ଆପଣ ନିଜର ବିରୋଧୀଙ୍କୁ ହରାଇ ପାରିବେ।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ତେଲିଆ ଖାଦ୍ଯ ଅଧିକ ଖାଇବା ଯୋଗୁଁ ଆପଣଙ୍କୁ କୋଲେଷ୍ଟ୍ରୋଲ ସମସ୍ଯା ହୋଇପାରେ। ଏପରି ସ୍ଥିତିରେ ଆପଣଙ୍କୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିବାକୁ ହେବ।
ଉପାୟ : ପ୍ରତିଦିନ ଓଁ ଶ୍ରୀ ଲକ୍ଷ୍ମୀ ଭ୍ୟୋଃ ନମଃ 33 ଥର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ମୂଳାଙ୍କ 7 ର ଲୋକଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ବଢ଼ିପାରେ ଓ ଏପରି ସ୍ଥିତିରେ ଆପଣ ଧାର୍ମିକ କାର୍ଯ୍ୟ କରିବାର ଦେଖାଯିବେ। ସାଙ୍ଗରେ ଏହି ସମୟରେ ଆପଣ କୌଣସି ତୀର୍ଥ ସ୍ଥଳକୁ ଯାତ୍ରା ମଧ୍ୟ କରିପାରନ୍ତି।
ପ୍ରେମ ଜୀବନ: ଏହି ସପ୍ତାହ ଏହି ଲୋକଙ୍କ ମଣରେ ସାଥୀ ପାଇଁ କିଛି ଭୁଲ ଧାରଣା କିମ୍ବା ଭାବନା ଆସିପାରେ ଓ ଏହାର ଫଳସ୍ବରୂପ, ଆପଣ ଦୁହିଙ୍କର ମତଭେଦ ହୋଇପାରେ। ଏହି ସବୁ ପରିସ୍ଥିତି ଯୋଗୁଁ ଆପଣଙ୍କର ସମ୍ପର୍କ ନକରାତ୍ମକ ଭାବରେ ପ୍ରଭାବିତ ହୋଇପାରେ ଓ କିଛି ଏପରି ହୋଇପାରେ ଯାହା ବିଷୟରେ ଆପଣ ଭାବି ନ ଥିବେ।
ଶିକ୍ଷା: ମୂଳାଙ୍କ 7ର ଛାତ୍ରଙ୍କର ମନ ପଢ଼ାରେ ନ ଲାଗିପାରେ ଓ ଏପରି ସ୍ଥିତିରେ ଶିକ୍ଷାରେ ଆପଣଙ୍କର ପ୍ରଦର୍ଶନ କମି ପାରେ ଯାହା ଫଳରେ ଆପଣଙ୍କର ପ୍ରଗତିର ଗତି ଧୀର ହୋଇପାରେ। ସନଗରେ, ଆତ୍ମବିଶ୍ଵାସର ଅଭାବ ଯୋଗୁଁ ଆପଣଙ୍କର ସମସ୍ଯା ହୋଇପାରେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଯିବାରେ ଏହି ଲୋକ ଅଯଥା କାରଣ ଯୋଗୁଁ ଚାକିରି ବଦଳାଇବା ପାଇଁ ବାଧ୍ୟ ହୋଇପାରନ୍ତି ଓ ଏହା ଆପଣଙ୍କର ପ୍ରଗତି ପାଇଁ ଭଲ ହେବ ନାହିଁ। ଏହା ବ୍ୟତୀତ ଯେଉଁ ଲୋକ ବ୍ୟବସାୟ କରନ୍ତି, ତାଙ୍କୁ ଅଧିକ କ୍ଷତି ସହିବା ପାଇଁ ପଡ଼ିପାରେ।
ସ୍ବାସ୍ଥ୍ୟ : ମୂଳାଙ୍କ 7 ର ଲୋକ,ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ କୌଣସି ଏଲାର୍ଜି ଯୋଗୁଁ ଚର୍ମ ରୋଗରେ ପୀଡ଼ିତ ହୋଇପାରନ୍ତି ଯାହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେବ।
ଉପାୟ : ପ୍ରତିଦିନ ଓଁ କେତବେ ନମଃ 41 ଥର ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8ର ଲୋକ ଧର୍ଯ୍ୟବାଁ ହୋଇଥାନ୍ତି, କିନ୍ତୁ ତାଙ୍କର କାମ କରିବାର ଗତି ଧୀର ହୋଇଥାଏ। ଏହି ଲୋକଙ୍କୁ ହାରିବାର ଭୟ ନଥାଏ ଯାହା ବେଳେ ବେଳେ ତାଙ୍କ ପାଇଁ ଖରାପ ମଧ୍ୟ ହୁଏ।
ପ୍ରେମ ଜୀବନ: ଏହି ଲୋକଙ୍କୁ ପ୍ରେମ ଜୀବନରେ ନିଜର ପାର୍ଟନର ସହିତ ଅହଂକାର ସହିତ ଜଡ଼ିତ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିପାରେ ଯାହା ଫଳରେ ଆପଣ ଦୁହିଙ୍କ ମଧ୍ୟରେ ଦୂରତା ଆସିପାରେ। ଏହି ପ୍ରକାର ସମସ୍ଯା ଆପଣଙ୍କର ସମ୍ପର୍କରୁ ସୁଖ କମାଇପାରେ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 8ର ଛାତ୍ରଙ୍କୁ ସାବଧାନ ରହବା ପାଇଁ ପରାମର୍ଶ ଦିଅଯାଇଛି କାରଣ ଏହି ସମୟରେ ଆପଣଙ୍କର ଧ୍ୟାନ ପଢ଼ାରୁ କମିପାରେ ଯାହା ଆପଣଙ୍କୁ ଏଡ଼ାଇବାକୁ ପଡ଼ିବ ନଚେତ ଏହାର ପ୍ରଭାବ ପଢ଼ାରେ ଆପଣଙ୍କର ପ୍ରଦର୍ଶନ ଉପରେ ପଡ଼ିପାରେ।
ବୃତ୍ତିଗତ ଜୀବନ : ଏହି ମୂଳାଙ୍କର ଚାକିରି କରୁଥିବା ବ୍ୟକ୍ତି ଭଲ ରୋଜଗାର ଓ ପ୍ରଗତି ପାଇଁ ଚାକିରି ପରିବର୍ତ୍ତନ କରିବା ବିଷୟରେ ଭାବି ପାରନ୍ତି। କିନ୍ତୁ ସମ୍ଭବ ଏହା ଯେ ଏହି ଅବଧିରେ ଆପଣଙ୍କୁ କାର୍ଯ୍ୟରେ ମାନଲାଗି ସଫଳତା ନ ମିଳିପାରେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ତାଙ୍କ ସାମ୍ନାରେ ନା ଲାଭ ନା କ୍ଷତିର ସ୍ଥିତି ଆସିବ।
ସ୍ବାସ୍ଥ୍ୟ : ଏହି ସପ୍ତାହ ମୂଳାଙ୍କ 8ର ଲୋକଙ୍କର ପାଦ ଦରଜ, ଆଣ୍ଠୁ ଦରଜ ଓ ଗଣ୍ଠି ଦରଜ ପରି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ। ଏପରି ସ୍ଥିତିରେ ଆପଣଙ୍କୁ ତେଲିଆ ଭଜା ଜିନିଷ ଖାଇବା ଠାରୁ ଦୂରେଇ ରହିବାକୁ ପଡ଼ିବ ଓ ନିଜର ଖାଦ୍ଯ ଉପରେ ନଜର ରଖିବା ପାଇଁ ହେବ।
ଉପାୟ : ପ୍ରତିଦିନ ଓଁ ମନ୍ଦାୟ ନମଃ 44 ଥର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9 ଥିବା ଲୋକ ବହୁତ ସକ୍ରିୟ ହୋଇଥାନ୍ତି ଓ ସେ ନିଜର ଜୀବନରେ ବଡ଼ ନିଷ୍ପତି ମଧ୍ୟ ସହଜରେ ନେଇପାରନ୍ତି। ଏହି ଲୋକଙ୍କର ନେତୃତ୍ବ ଗୁଣ ଥାଏ ଓ ତାହା ସାହାଜ୍ୟରେ ସେମାନେ କାର୍ଯ୍ୟକ୍ଷେତ୍ରରେ ଏକ ସ୍ବତନ୍ତ୍ର ଜାଗା ନିଜ ପାଇଁ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ଏହି ଲୋକଙ୍କର ସମ୍ପର୍କ ପାର୍ଟନର ସହିତ ପ୍ରେମ, ଓ ସୁଖ ରେ ପୂର୍ଣ ରହିବ। ଆପଣଙ୍କର କଥା ଓ ଚିନ୍ତାଧାରା ସ୍ପଷ୍ଟ ହେବ ଯେହା ଫଳରେ ଆପଣ ଦୁହେଁ ପରସ୍ପରର ନିକଟତର ହେବେ।
ଶିକ୍ଷା: ଶିକ୍ଷା ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ କାରଣ ଏହି ଅବଧିରେ ଆପଣ ପଢ଼ାରେ ଭଲ ଅଙ୍କ ହାସଲ କରିବାରେ ସଫଳ ହେବେ। ସାଙ୍ଗରେ ଏହି ମୂଳାଙ୍କର ଛାତ୍ରଙ୍କର ପ୍ରଦର୍ଶନ ଇଲେକଟ୍ରିକାଲ ଇଞ୍ଜିନିୟରିଂ, କେମିସ୍ଟ୍ରି ଇତ୍ୟାଦିରେ ଭଲ ରହିବ ଓ ଆପଣ ନୂଆ ସବଜେକ୍ଟରେ ପାରଦର୍ଶିତା ହାସଲ କରିବେ।
ବୃତ୍ତିଗତ ଜୀବନ: ମୂଳାଙ୍କ 9ର ଯେଉଁ ଲୋକ ସରକାରୀ ଚାକିରି ପାଇଁ ପ୍ରୟାସ କରୁଛନ୍ତି, ତାଙ୍କ ପାଇଁ ଏହି ସପ୍ତାହ ଏହି ସମ୍ବନ୍ଧରେ କିଛି ଭଲ ସୁଯୋଗ ଆଣିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁ ଲୋକଙ୍କର ନିଜର ବିଜନେସ ଅଛି, ସେଥିରେ କିଛି ନୂଆ ଡୀଲ କରିବେ ଯାହା ଦ୍ବାରା ଆପଣଙ୍କୁ ଭଲ ଲାଭ ପ୍ରାପ୍ତ ହେବ। ସାଙ୍ଗରେ, ଆପଣଙ୍କର ମଲ୍ଟିଲେଭେଲ ନେଟୱର୍କିଂ ବିଜନେସରେ ପ୍ରବେଶ କରିବାର ସମ୍ଭାବନା ଅଛି।
ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ଓ ଆପଣ ସମ୍ପୂର୍ଣ ଭାବରେ ଫିଟ ଦେଖାଯିବେ କାରଣ ଆପଣ ସାହସୀ ଓ ଦୃଢ଼ ହୋଇରହିବେ। ସାଙ୍ଗରେ ଦୃଢ଼ ଆତ୍ମବିଶ୍ଵାସ ଆପଣଙ୍କର ସ୍ବାସ୍ଥ୍ୟକୁ ଉତ୍ତମ ରଖିବ।
ଉପାୟ : ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ
1. ଅଙ୍କ ଜ୍ଯୋତିଷରେ ନିଜର ମୂଳାଙ୍କ କିପରି ଜାଣିବେ?
ଅଙ୍କ ଜ୍ଯୋତିଷରେ ମୂଳାଙ୍କ ଓ ଭାଗ୍ୟାଙ୍କ ବାହାର କରିବା ବହୁତ ସହଜ। ଜନ୍ମ ତିଥିକୁ ଯୋଡ଼ିବା ପରେ ଅଙ୍କ ମୂଳାଙ୍କ ମିଳିଥାଏ, ଓ ଜନ୍ମ ତିଥି, ମାସ ଓ ବର୍ଷକୁ ଯୋଡ଼ି ଭାଗ୍ୟାଙ୍କ ମିଳିଥାଏ।
2. ମୂଳାଙ୍କ 4 ର ସ୍ବାମୀ କିଏ?
ଆଣକ ଜ୍ଯୋତିଷରେ ମୂଳାଙ୍କ4ର ଅଧିପତି ଦେବ ହେଉଛନ୍ତି ଛାୟା ଗ୍ରହ ରାହୁ।
3. ଅଙ୍କ ଜ୍ଯୋତିଷରେ ନିଜର ଭବିଷ୍ୟ କିପରି ଜାଣିପାରିବେ?
ଅଙ୍କଶାସ୍ତ୍ରରେ କୌଣସି ବ୍ୟକ୍ତିର ଭବିଷ୍ୟ ତାର ଭାଗ୍ୟାଙ୍କ ଓ ମୂଳାଙ୍କ ଦ୍ବାରା ଜାଣି ହୋଇପାରିବ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






