ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (13 ଅକ୍ଟୋବରରୁ 19 ଅକ୍ଟୋବର )

ଅକ୍ଟୋବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 13 ଅକ୍ଟୋବରରୁ 19 ଅକ୍ଟୋବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।

ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ପଢ଼ନ୍ତୁ ମୂଳାଙ୍କ ଅନୁଯାୟୀ ।

କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 13 ଅକ୍ଟୋବରରୁ 19 ଅକ୍ଟୋବର, 2024)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ମୂଳାଙ୍କ 1ର ବ୍ୟକ୍ତି ପ୍ରଶାସନିକ କ୍ଷମତାର ଅଧିକାରୀ ଓ ନିଜର ଏହି ଗୁଣ ଯୋଗୁଁ ସେମାନେ ଶୀର୍ଷରେ ପହଞ୍ଚନ୍ତି। ଏହି ଲୋକ ଅଧିକାଂଶ କାମରେ ବ୍ୟସ୍ତ ରୁହନ୍ତି ଓ ତାଙ୍କର ସମ୍ପୂର୍ଣ ଧ୍ୟାନ କାମ ଉପରେ କେନ୍ଦ୍ରିତ ଥାଏ।

ପ୍ରେମ ଜୀବନ : ଏହି ମୂଳାଙ୍କର ଲୋକ ପାର୍ଟନର ସହିତ ନିଜର ସମ୍ପର୍କରେ ସଚ୍ଚୋଟ ରହିବେ ଓ ଏପରି ସ୍ଥିତିରେ ସମ୍ପର୍କରେ ମଧୁରତା ଆଣିବାକୁ ସକ୍ଷମ ହେବେ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ ମ୍ଯାନେଜମେନ୍ଟ, ଫାଇନାନ୍ସିୟାଲ ଏକାଉନ୍ଟିଂ ପରି ବିଷୟ ଆପଣଙ୍କ ପାଇଁ ଫଳଦାୟୀ ହେବ। ଏପରି ସ୍ଥିତିରେ ଆପଣ ମନ ଲଗାଇ ପଢ଼ିବେ ଓ ଭଲ ଅଙ୍କ ପ୍ରାପ୍ତ କରିବେ।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନକୁ ଦେଖିଲେ ମୂଳାଙ୍କ 1ର ଚାକିରି କରିଥିବା ବ୍ୟକ୍ତି ଏହି ସପ୍ତାହ କାର୍ଯ୍ୟକ୍ଷେତ୍ରରେ ସଫଳତା ଦେଖିବେ। ସାଙ୍ଗରେ ଅନ୍ୟ ଲାଭ ପ୍ରାପ୍ତ କରିବେ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ସେଥିରେ ପ୍ରଗତି ହେବ। ଏହାର ପରିଣାମସ୍ବରୂପ ଆପଣ ଭଲ ଲାଭ କରିବେ। ଏହି ସମୟରେ ବିରୋଧୀଙ୍କୁ ଟକ୍କର ଦେବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହ ଆପଣଙ୍କ ପାଇଁ ହାରାହାରି ରହିବ। ଏହି ଅବଧିରେ ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ୟା ହଇରାଣ କରିବ ନାହିଁ, କିନ୍ତୁ ମୁଣ୍ଡ ବିନ୍ଧା ଓ ଚରମ ରୋଗ ଇତ୍ୟାଦି ଆପଣଙ୍କୁ ହଇରାଣ କରିପାରେ।

ଉପାୟ : ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ମୂଳାଙ୍କ 2ରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରାୟତଃ ନିଜର ପରିବାରର ସଦସ୍ୟ ଓ ସମ୍ପର୍କୀୟଙ୍କ ସହିତ ଯୁକ୍ତିତର୍କ କରି ସମସ୍ଯା ବଢ଼ନ୍ତି।

ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ ମୂଳାଙ୍କ 2ର ବ୍ୟକ୍ତି ସମ୍ପର୍କରେ ଜୀବନସାଥୀ ସହିତ ପାରସ୍ପରିକ ତାଳମେଳ ରଖିବେ ଓ ଦୁହେଁ ଖୁସି ରହିବେ।

ଶିକ୍ଷା : ଏହି ସପ୍ତାହରେ ଯେଉଁ ଲୋକଙ୍କର ସମ୍ବନ୍ଧ କେମିକ୍ଯାଲ ଇଞ୍ଜିନିୟରିଂ, ମେରିନ ଇଞ୍ଜିନିୟରିଂ ଇତ୍ୟାଦି ବିଷୟରେ ଅଛି ତେବେ ସେମାନେ ଉତ୍କୃଷ୍ଟତା ହାସଲ କରିବେ।

ବୃତ୍ତିଗତ ଜୀବନ : ଯଦି ଆପଣ ଚାକିରି କରନ୍ତି, ତେବେ ଆପଣଙ୍କୁ ବହୁତ ସାବଧାନ ରହିବା ପାଇଁ ପଡ଼ିବ କାରଣ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଲକ୍ଷ ମାନ ସମ୍ମାନ ପାଇବା ପାଇଁ ରହିବ। ଅନ୍ୟ ପଟେ ଏହି ମୂଳାଙ୍କର ବ୍ୟବସାୟ କରୁଥିବା ବ୍ୟକ୍ତି ବିଜନେସ କ୍ଷେତ୍ରରେ ପ୍ରସିଦ୍ଧ ହେବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ମୂଳାଙ୍କ 2ର ଲୋକଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ଦେବ ନାହିଁ।

ଉପାୟ : ପ୍ରତିଦିନ ଓଁ ଶିବ ଓଁ ଶିବ ଓଁ 11 ଥର ଜପ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ମୂଳାଙ୍କ 3ର ଲୋକମାନେ ସାମାନ୍ଯ ରୂପରେ ଖୋଲା ମନର ଓ ଏହି ଲୋକଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ଥାଏ। ସେମାନେ କୌଣସି ପ୍ରକାର ପରିବର୍ତ୍ତନକୁ ସ୍ଵୀକାର କରି ପାରନ୍ତି ନାହିଁ।

ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣଙ୍କର ଓ ପାର୍ଟନର ମଧ୍ୟରେ ତାଳମେଳ ଓ ସହଯୋଗ ରହିବ ନାହିଁ ଯେଉଁଥିପାଇଁ ସମ୍ପର୍କରେ ଅହଂକାର ଜଡ଼ିତ ସମସ୍ଯା ସୃଷ୍ଟି ହୋଇପାରେ।

ଶିକ୍ଷା : ଏହି ସପ୍ତାହରେ ଚାପ ଯୋଗୁଁ ଆପଣଙ୍କର ମନ ପଢ଼ାରେ ଲାଗିବ ନାହିଁ। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଟପ୍ ରେ ପହଞ୍ଚିବା ପାଇଁ ଭଲ ଯୋଜନା କରିବା ପାଇଁ ପଡ଼ିବ। ପଢ଼ାକୁ ନେଇ ଆପଣ ସାବଧାନ ରହିବେ।

ବୃତ୍ତିଗତ ଜୀବନ : ମୂଳାଙ୍କ 3ର ଲୋକଙ୍କର କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିପାରେ ଯେଉଁଥିପାଇଁ ଆପଣ କ୍ୟାରୀଅରରେ ସଫଳତା ପ୍ରାପ୍ତ କରିବାରେ ପଛରେ ରହିପାରନ୍ତି। ବ୍ୟବସାୟରେ ଆପଣଙ୍କୁ କ୍ଷତି ସାମ୍ନା କରିବା ପାଇଁ ପଡ଼ିପାରେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ମୂଳାଙ୍କର ଲୋକଙ୍କୁ ଅସମୟରେ ଭୋଜନ କରିବା ଯୋଗୁଁ ପେଟ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଉପାୟ : ଗୁରୁବାର ଦିନ ଗୁରୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଯେଉଁ ଲୋକଙ୍କର ମୂଳାଙ୍କ 4, ତାଙ୍କର ସ୍ଵଭାବ ଅନ୍ୟମାନଙ୍କର ଠାରୁ ବହୁତ ଅଲଗା। ଏପରି ଲୋକ ସାହସୀ ହୋଇଥାନ୍ତି ଓ ତାଙ୍କର ଏହି ଗୁଣ ତାଙ୍କର ନିଷ୍ପତି ନେବାରେ ମଧ୍ୟ ଦେଖାଯାଏ।

ପ୍ରେମ ଜୀବନ : ପ୍ରେମ ଜୀବନ ଦୃଷ୍ଟିରୁ ଆଶଙ୍କା ଅଛି ଯେ ଏହି ସପ୍ତାହ ମୂଳାଙ୍କ 4 ଲୋକଙ୍କର ଜୀବନସାଥୀ ପ୍ରତି ସଚ୍ଚୋଟତା ରହିବ ନାହିଁ କାରଣ ଆପଣ ପାର୍ଟନର ଠାରୁ ସାନୁ କିଛି ଲୁଚାଇବେ। ଏହାର ପ୍ରଭାବ ଆପଣଙ୍କର ଖୁସି ଉପରେ ପଡ଼ିବ। ଏହି ପରିସ୍ଥିତି ଆପଣଙ୍କୁ ଚିନ୍ତିତ କରିବ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ ମୂଳାଙ୍କ 4ର ଛାତ୍ର କମ୍ପିଉଟର ଆପ୍ଲିକେଶନ, ମେରିନ ଇଞ୍ଜିନିୟରିଂ ଓ ସଫ୍ଟୱେୟାର୍ ଟେସ୍ଟିଂ ପରି ବିଷୟରେ ଉତ୍ତମ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ଚାକିରି କରନ୍ତି ତେବେ ଆପଣଙ୍କୁ ଅନସାଇଟ ଚାକିରିର ସୁଯୋଗ ମିଳିବ ଯେଉଁଥିପାଇଁ ଆପଣ ଦୂର ଯାତ୍ରା କରିପାରନ୍ତି। ଏହି ପ୍ରକାର ସୁଯୋଗ ଆପଣଙ୍କୁ ଚାକିରିର ସନ୍ତୁଷ୍ଟ କରିବ।

ସ୍ବାସ୍ଥ୍ୟ : ମୂଳାଙ୍କ 4ର ଲୋକଙ୍କର ଫିଟନେସ ଏହି ସପ୍ତାହରେ ଭଲ ରହିବ ଓ ଏଥି ପାଇଁ ଆପଣଙ୍କ ଭିତରେ ଉତ୍ସାହ ଓ ଊର୍ଜା ରହିବ। ଏହି ଲୋକଙ୍କର ଦୃଢ଼ତା ତାଙ୍କୁ ସୁସ୍ଥ ରଖିବାରେ ସାହାଜ୍ୟ କରିବ।

ଉପାୟ : ମଙ୍ଗଳବାର ଦିନ ଦେବୀ ଦୂର୍ଗାଙ୍କ ପାଇଁ ଯଜ୍ଞ କରନ୍ତ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଚାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ମୂଳାଙ୍କ 5ର ଲୋକ ଏହି ସପ୍ତାହରେ ନିଜର କ୍ଷମତା ଓ ଯୋଗ୍ୟତା ବଢ଼ାଇପାରିବେ। ସାଙ୍ଗରେ ଆପଣ ଏହାର ପ୍ରଦର୍ଶନ କରିବାରେ ସକ୍ଷମ ହେବ । ସାମାନ୍ଯ ଭାବରେ ଏହି ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି ଓ ତାଙ୍କର ଆଗ୍ରହ ବ୍ୟବସାୟ ପ୍ରତି ଥାଏ।

ପ୍ରେମ ଜୀବନ : ପ୍ରେମ ଜୀବନରେ ମୂଳାଙ୍କ 5ର ଲୋକ ଜୀବନସଥୀ ସହିତ ଯାତ୍ରା କରୁଥିବା ଦେଖାଯିବେ ଓ ଆପଣ ତାଙ୍କୁ ପ୍ରେମ କରିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଯୋଗୁଁ ପାର୍ଟନର ସହିତ ଆପଣଙ୍କର ପାରସ୍ପରିକ ସମ୍ପର୍କ ଦୃଢ଼ ହେବ।

ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଏହି ମୂଳାଙ୍କର ଛତର ମ୍ଯାନେଜମେନ୍ଟ ଏକାଉନ୍ଟିଂ, ବିଜନେସ ଏଡମିନିଷ୍ଟ୍ରେସନ ପରି ବିଷୟରେ ବିଶେଷଜ୍ଞତା ହାସଲ କରିବେ ଓ ଏଥିରେ ଆପଣଙ୍କର ପ୍ରଦର୍ଶନ ଭଲ ହେବ। ଶିକ୍ଷା ସମ୍ବନ୍ଧରେ ଭଲ ଅଙ୍କ ପାଇବା ସହିତ ନିଜର ଲକ୍ଷ ହାସଲ କରିପାରିବେ।

ବୃତ୍ତିଗତ ଜୀବନ : ମୂଳାଙ୍କ 5ର ଲୋକ ନିଜର ଚାକିରିରେ ଭଲ ପ୍ରଦର୍ଶନ କରିବା ପାଇଁ ସକ୍ଷମ ହେବ । ଏପରି ସ୍ଥିତିରେ ନିଜର ପସନ୍ଦ ଅନୁସାରେ ଚାକିରିର ନୂଆ ସୁଯୋଗ ମିଳିବ ଯାହା ଆପଣଙ୍କ ପାଇଁ ଫଳଦାୟୀ ହେବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ଲୋକଙ୍କୁ ଏହି ସପ୍ତାହରେ ତାନ୍ତ୍ରିକ ତନ୍ତ୍ର ସହିତ ଜଡ଼ିତ ସମସ୍ଯା ହୋଇପାରେ। ଏହି ସମସ୍ଯା ବଡ଼ ହେବ ନାହି କିନ୍ତୁ ଏହି ରୋଗ ଯୋଗୁଁ ଚିନ୍ତା ବଢ଼ିବ।

ଉପାୟ : ପ୍ରତିଦିନ ଲଳିତା ସହସ୍ରନାମ ପାଠ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6 ର ବ୍ୟକ୍ତି ଏହି ସପ୍ତାହରେ ସକାରାତ୍ମକ ପରିଣାମ ପାଇବେ। ଆପଣ ସନ୍ତୁଷ୍ଟ ରହିବେ। ସାଙ୍ଗରେ ଆପଣ ନୂଆ ନୂଆ ଜିନିଷ ଶିଖିବେ ଓ ଏହାର ବ୍ୟବହାର ଆପଣ ଠିକ ଉପାୟରେ କରିବେ।

ପ୍ରେମ ଜୀବନ : ପ୍ରେମ ଜୀବନରେ ଏହି ସପ୍ତାହ ସମ୍ପର୍କରେ ପାର୍ଟନର ସହିତ ପ୍ରେମ ରହିବ ଓ ଏହାର ଫଳସ୍ବରୂପ ଆପଣ ଦୁହେଁ ସମ୍ପର୍କକୁ ରୋମାନ୍ସରେ ଭରିଦେବେ। ଆପଣ ସାଥୀ ସହି ମନ ଖୋଲି କଥା ହେବେ।

ଶିକ୍ଷା : ମୂଳାଙ୍କ 6ର ଛାତ୍ରଙ୍କ ମନରେ ଵିସୁଅଲ୍ କମ୍ଯୁନିକେଶନ, କଷ୍ଟିଂ ପରି ବିଷୟ ପ୍ରତି ରୁଚି ବଢ଼ିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଏହି ଛାତ୍ର ଶିକ୍ଷା ସମ୍ବନ୍ଧରେ ଲକ୍ଷକୁ ନିର୍ଦ୍ଧାରିତ କରିବା ସହିତ ଭଲ ଅଙ୍କ ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣ ନିଜ ପାଇଁ ଉଚ୍ଚ ମୂଲ୍ୟ ସ୍ଥାପନ କରିପାରିବେ।

ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନକୁ ଦେଖିଲେ ଏହି ଅବଧିରେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ ଓ ଅନ୍ୟ ବାଟରେ ଲାବ ହପ୍ରପ୍ତ ହେବାର ସମ୍ଭାବନା ଅଛି। ଏପରି ସ୍ଥିତିରେ ଆପଣ ଚାକିରିରେ ସନ୍ତୁଷ୍ଟ ଦେଖା ଯିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି ସେମାନେ ବିରୋଧୀଙ୍କୁ ଟକ୍କର ଦେଇପାରିବେ ଓ ତାଙ୍କ ସାମ୍ନାରେ ଏକ ଭଲ ଉଦାହରଣ ହୋଇପାରିବେ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ବିଷୟରେ କହିଲେ ମୂଳାଙ୍କ 6ର ଲୋକ ଏହି ସପ୍ତାହରେ ଖୁସି ଦେଖାଯିବେ ଓ ଏହି କାରଣରୁ ଆପଣଙ୍କର ଫିଟନେସ ଭଲ ରହିବ।

ଉପାୟ : ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )

ମୂଳାଙ୍କ 7ରେ ଜନ୍ମ ହୋଇଥିବା ଲୋକଙ୍କ ମଧ୍ୟରେ ଏହି ସପ୍ତାହ ଆକର୍ଷଣରେ ଅଭାବ ହେବ ଓ ଆପଣ ଅସୁରକ୍ଷିତ ଅନୁଭବ କରିବେ। ଏହିଲୋକ ନିଜର ଭବିଷ୍ୟକୁ ନେଇ ନିଜକୁ ପ୍ରଶ୍ନ କରିବେ। ଏହି ସବୁ ପରିସ୍ଥିତି ଯୋଗୁଁ ଆପଣଙ୍କୁ ଜୀବନରେ ସ୍ଥିରତା ପାଇବାରେ ସମସ୍ଯା ହୋଇପାରେ।

ପ୍ରେମ ଜୀବନ : ମୂଳାଙ୍କ 7 ର ଲୋକଙ୍କ ପ୍ରେମ ଜୀବନରେ ଏହି ସପ୍ତାହ ନିଜ ନିଜର ପାର୍ଟନର ସହିତ ସମ୍ପର୍କରେ ଆନନ୍ଦ ନେବାରେ ଅସକ୍ଷମ ହେବେ ଯେଉଁଥିପାଇଁ ଘର ପରିବାତରେ ଚାଲିଥିବା ସମସ୍ଯା ଯୋଗୁଁ ହୋଇପାରେ। ଏହି ସବୁର ପ୍ରଭାବ ଆପଣଙ୍କ ସୁଖ ଉପରେ ପଡ଼ିପାରେ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ, ମୂଳାଙ୍କ 7ର ଛାତ୍ରଙ୍କୁ ଏହି ସପ୍ତାହ ଏକାଗ୍ରଚିତ ହୋଇ ପଢ଼ିବାକୁ ପଡ଼ିବଓ ଭଲ ଅଙ୍କ ପିଆବାରେ ସମସ୍ଯା ଅନୁଭବ ହୋଇପାରେ। ଆପଣଙ୍କର ସ୍ମରଣ ଶକ୍ତି କମ ହୋଇପାରେ ଯାହାର ପ୍ରଭାବ ଆପଣଙ୍କର ପରୀକ୍ଷା ଉପରେ ଏହି ବର୍ଷ ପଡ଼ିପାରେ।

ବୃତ୍ତିଗତ ଜୀବନ : କ୍ୟାରୀଅର କ୍ଷେତ୍ରରେ ଏହି ଲୋକ କିଛି ନୂଆ ନୂଆ ଶିଖିବାକୁ ସକ୍ଷମ ହେବେ। ଏହାର ପରିଣାମସ୍ବରୂପ ଆପଣଙ୍କୁ ବରିଷ୍ଠଙ୍କର ସମର୍ଥନ ମିଳିବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣ ଧନ ହାନି ସହି ପାରନ୍ତି।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଲୋକଙ୍କୁ ଏହି ସପ୍ତାହରେ କୌଣସି ଏଲାର୍ଜି ଯୋଗୁଁ ଚର୍ମ ରୋଗ ହୋଇପାରେ ଯାହା ସମସ୍ଯା ଦେଇପାରେ। ଆପଣଙ୍କୁ ହଜମ ଜନିତ ସମସ୍ଯା ହୋଇପାରେ। ଆପଣଙ୍କୁ ସ୍ବାସ୍ଥ୍ୟକୁ ଭଲ ରଖିବା ପାଇଁ ସମୟରେ ଭୋଜନ କରିବା ଆବଶ୍ୟକ।

ଉପାୟ : ପ୍ରତିଦିନ ଓଁ କେତବେ ନାମ 41 ଥର ଜପ କରନ୍ତୁ।

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ମୂଳାଙ୍କ 8 ର ଲୋକ ଏହି ସପ୍ତାହରେ ଧର୍ଯ୍ୟ ହରାଇ ପାରନ୍ତି ଯାହା ସଫଳତା ପାଇବାରେ ଆପଣଙ୍କୁ ପଛରେ ପକାଇଦେଇ ପାରେ। ସାଙ୍ଗରେ ଏହି କଥାର ପ୍ରବଳ ସମ୍ଭାବନା ଅଛି ଯେ ଯାତ୍ରା ସମୟରେ ଆପଣଙ୍କୁ କୌଣସି ବସ୍ତୁ ହରାଇବାକୁ ପଡ଼ିପାରେ ଯାହା ଆପଣଙ୍କ ପାଇଁ ଚିନ୍ତାର ମୁଖ୍ୟ କାରଣ ହେବ।

ପ୍ରେମ ଜୀବନ : ମୂଳାଙ୍କ 8ର ଲୋକଙ୍କ ପାଇଁ ଏହି ସପ୍ତାହ ଘରେ ଚାଲିଥିବା ସମ୍ପତି ସହିତ ଜଡ଼ିତ ବିବାଦରେ ଚାପ ଦେଖାଯିବ ଯାହାର ପ୍ରଭାବ ଆପଣଙ୍କର ସମ୍ପର୍କ ଉପରେ ପଡ଼ିବ।

ଶିକ୍ଷା : ଶିକ୍ଷା ବିଷୟରେ କହିଲେ ଏହି ଛାତ୍ରଙ୍କ ପାଇଁ ଏହି ସପ୍ତାହ ଶିକ୍ଷାରେ ହ୍ରାସ ଘଟିବ ଓ ଏହାର ଫଳସ୍ବରୂପ ଆପଣଙ୍କୁ ଶିକ୍ଷାରେ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଏହା ପରେ ମଧ୍ୟ ସଫଳତା ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ : ମୂଳାଙ୍କ 8ର ବୃତ୍ତିଗତ ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ କାମରେ କରାଯାଇଥିବା ପରିଶ୍ରମ ସତ୍ବେ ସମର୍ଥନ ମିଳିବ ନାହିଁ। ଏହା ଆପଣଙ୍କୁ ଚିନ୍ତିତ କରିପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯେଉଁ ଲୋକ ବ୍ୟବସାୟ କରୁଛନ୍ତି ତାଙ୍କ ପାଇଁ ଠିକରେ ବିଜନେସ ଚଳାଇବା ସହିତ ଭଲ ଲାଭ କରିବା କଷ୍ଟକର ହେବ।

ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଟିକେ କଠିନ ରହିବ କାରଣ ଆପଣଙ୍କର ପାଦରେ ଓ ଗଣ୍ଠିରେ ଦରଜ ରହିପାରେ। ଏଠିପାଇଁ ଆପଣଙ୍କ ଉପରେ ଚାପ ରହିବ।

ଉପାୟ : ପ୍ରତିଦିନ ଓଁ ହନୁମତେ ନମଃ 11 ଥର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି

ମୂଳାଙ୍କ 9ର ଲୋକଙ୍କ ପାଇଁ ସ୍ଥିତି ଅନୁକୂଳ ହେବ ଓ ଏହାର ଫଳସ୍ବରୂପ ଆପଣ ଅବସ୍ଥାକୁ ନିଜ ପକ୍ଷରେ କରିବା ପାଇଁ ସକ୍ଷମ ହେବ । ଏହି ସପ୍ତାହରେ ଏକ୍ ଅଲଗା ଆକର୍ଷଣ ସହିତ ଆପଣ ଆଗକୁ ବଢ଼ିବେ ଓ ଆପଣଙ୍କର ବ୍ଯକ୍ତିତ୍ବ ସର୍ବଗୁଣ ସମ୍ପୂର୍ଣ ହେବ। ଏହି ଗୁଣର ବ୍ୟବହାର ଆପଣ ନିଜରରେ କରୁଥିବା ଦେଖାଯିବେ।

ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ ମୂଳାଙ୍କ 9ର ଲୋକ ନିଜର ସମ୍ପର୍କରେ ପାର୍ଟନର ସହିତ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରିବେ। ଏପରି ସ୍ଥିତିରେ ଆପଣ ସମ୍ପର୍କରେ ଉଚ୍ଚ ମୂଲ୍ୟ ରଖିବେ। ଏହାର ପରିଣାମସ୍ବରୂପ ଆପଣଙ୍କର ଓ ଜୀବନସାଥୀ ମଧ୍ୟରେ ବୁଝାମଣା ଦୃଢ଼ ହେବ ଆପଣ ଦୁହେଁ ନୂଆ ପ୍ରେମ କାହାଣୀ ଲେଖିବେ।

ଶିକ୍ଷା: ମୂଳାଙ୍କ 9 ର ଛାତ୍ର ଯାହାର ସମ୍ବନ୍ଧ ମ୍ଯାନେଜମେନ୍ଟ, ଇଲେକଟ୍ରିକାଲ ଏନଗିନୀରିନଃ ପରି ବିଷୟରେ ଅଛି ସେମାନେ ଏହି ସପ୍ତାହରେ ଭଲ ପ୍ରଦର୍ଶନ କରିବେ।

ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ କାର୍ଯ୍ୟସ୍ଥଳରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ ଓ ଆପଣ ସମର୍ଥନ ପ୍ରାପ୍ତ କରିବାରେ ସକ୍ଷମ ହେବେ। ଏହି ପ୍ରଶଂସା ଆପଣଙ୍କ ପକ୍ଷରେ ପ୍ରୋମୋସନ ରୂପରେ ଆସିପାରେ। ଯେଉଁ ଲୋକଙ୍କର ବ୍ୟବସାୟ ଅଛି ସେ ଭଲ ଲାଭ ସହିତ ବିରୋଧୀଙ୍କର ଦୃଷ୍ଟିରେ ମାନ ସମ୍ମାନ ପ୍ରାପ୍ତ କରିବେ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 9ର ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଭଲ ରହିବ ଯାହା ଫଳରେ ଆପଣଙ୍କ ଭିତରେ ଉତ୍ସାହ ରହିବ। ଏହି ଲୋକଙ୍କୁ ଏହି ସପ୍ତାହରେ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିବ ନାହିଁ।

ଉପାୟ : ପ୍ରତିଦିନ ଓଁ ଭୂମି ପୁତ୍ରାୟ ନମଃ 27 ଥର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅଙ୍କ ଜ୍ଯୋତିଷ କିପରି ଦେଖନ୍ତି?

ଅଙ୍କ ଜ୍ଯୋତିଷରେ ଭବିଷ୍ୟବାଣୀ କରିବା ପାଇଁ ଅନେକ ପ୍ରକାରର ସଂଖ୍ୟା, ଉପାୟ: ଓ ଗଣନାର ବିଶ୍ଳେଷଣ କରାଯାଏ ଯେପରି ଜନ୍ମ ତିଥି, କର୍ମ ସଂଖ୍ୟା, ଜୀବନ ପଥ ସଂଖ୍ୟା ଇତ୍ୟାଦି।

2. ମୂଳାଙ୍କ 7 ର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷ ଅନୁସାରେ ମୂଳାଙ୍କ 6 ର ସ୍ବାମୀ ହେଉଛନ୍ତି କେତୁ ଗ୍ରହ ।

3. ଅଙ୍କ 7ର ଲୋକ ଭାଗ୍ୟଶାଳୀ କାହିଁକି?

ଅଙ୍କ 7କୁ ଶୁଭ ଅଙ୍କ କୁହନ୍ତି କାରଣ ଏହା ଅଧ୍ୟାତ୍ମିକତା ଓ ଧାର୍ମିକତାକୁ ପ୍ରତିନିଧିତ୍ବ କରେ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer